ରାଜ୍ୟ

କାଉଣ୍ଟର ଖୋଲୁ ଖୋଲୁ ଟିକେଟ ଶେଷ

କେନ୍ଦୁଝର,୧୦।୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ କାଉଣ୍ଟର ଖୋଲୁ ଖୋଲୁ ରୋଗୀ ଦେଖା ଟିକେଟ ସରିଯାଉଥିବା ଅଭିଯୋଗ ହୋଇଛି। ଫଳରେ ଦୂର ଦୁରାନ୍ତରୁ ଆସୁଥିବା ଏବଂ ଲାଇନରେ ଠିଆ ହେଉଥିବା ରୋଗୀଙ୍କୁ ଟିକେଟ ମିଳୁ ନ ଥିବାରୁ ନିରାଶ…

ଡିଏନ୍‌ଏ ରିପୋର୍ଟରେ ତୃତୀୟ ମୃତକ ଦିଲୀପ

ଭୁବନେଶ୍ୱର,୧୦।୧(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ହାଇଟେକ୍‌ ହସ୍ପିଟାଲ ଏସି କମ୍ପ୍ରେସରରେ ଗ୍ୟାସ୍‌ ଭର୍ତ୍ତିବେଳେ ବିସ୍ଫୋରଣ ଘଟଣାକୁ ମଙ୍ଗଳବାର ୧୨ଦିନ ପୂରିଥିବା ବେଳେ ୩ ଜଣଙ୍କ ଜୀବନ ଯାଇଛି। ଏଭଳିସ୍ଥିତିରେ ତୃତୀୟ ମୃତକ ପୁରୀ ଜିଲା ଡେଲାଙ୍ଗ ଥାନା ଅନ୍ତର୍ଗତ ବଅଙ୍ଗ ଗ୍ରାମର ଦିଲୀପ…

ମାଲକାନଗିରିକୁ ବିମାନସେବା ଏକ ଅବିଶ୍ୱସନୀୟ ସ୍ବପ୍ନ ଥିଲା: ପାଣ୍ଡିଆନ

ଭୁବନେଶ୍ୱର,୧୦।୧(ଅନିଲ ଦାସ): ମାଲକାନଗିରିକୁ ବିମାନସେବା ଏକ ଅବିଶ୍ୱସନୀୟ ସ୍ବପ୍ନ ଥିଲା। ବିଶ୍ୱାସକରି ହେଉ ନ ଥିବା ଭଳି ସ୍ବପ୍ନକୁ ମୁଖ୍ୟମନ୍ତ୍ରୀ ସାକାର କରନ୍ତି। ମଙ୍ଗଳବାର ମାଲକାନଗିରି, ନବରଙ୍ଗପୁର ଜିଲାର ରାଇଘର ଏବଂ କୋରାପୁଟ ଜିଲାର ଲକ୍ଷ୍ମୀପୁରଠାରେ ଆୟୋଜିତ ସାଧାରଣ ସଭାରେ ୫-ଟି…

ବିଜେଡିରେ ବଢ଼ୁଛନ୍ତି ଆଶାୟୀ

ଢେଙ୍କାନାଳ,୧୦ା୧(ରତନ ନାୟାର): ସାଧାରଣ ନିର୍ବାଚନ ଆଗକୁ ଥିବାରୁ ଏବେଠାରୁ ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡିରେ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସମର୍ଥକମାନେ ସହରର ଜନଗହଳି ଅଞ୍ଚଳରେ ନିଜ ନେତାଙ୍କ ସପକ୍ଷରେ ଆଲୋଚନା କରୁଥିବା ଦେଖିବାକୁ ମିଳୁଛି। ଫଳରେ ସହରରେ ରାଜନୈତିକ…

୩ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କଲେ ଦିବ୍ୟାଙ୍ଗ

ଛେଣ୍ଡିପଦା, ୧ା୯ (ଅଜିତ ଧଳ)- ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ସୋମବାର ଏକ ୩ ବର୍ଷର ଶିଶୁ କନ୍ୟାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ…

ରାଜ୍ୟ ସରକାର କେତେ ଲୋକଙ୍କୁ ଚାଉଳ ଦେଉଛନ୍ତି ଉତ୍ତର ଦିଅନ୍ତୁ: ଭାଜପା

ଭୁବନେଶ୍ୱର, ୧୦।୧(ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନକୁ ଆସିବା ପରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କରିବା ସହ ଲୋକଙ୍କ ବିକାଶ ପାଇଁ କାର୍ଯ୍ୟ କରିଛନ୍ତି। କିନ୍ତୁ ବିଜେଡି ତାହା ଓଡ଼ିଶାରେ ସଫଳ କରିବାରେ ବାଧା ସୃଷ୍ଟି କରୁଛି। କେନ୍ଦ୍ର ଯୋଜନାକୁ…

ବିପଦର ସଙ୍କେତ କଳାବାଘ

ଜଙ୍ଗଲରେ ବାଘ ସଂଖ୍ୟା ହ୍ରାସ ପାଉଥିବାରୁ ଇନ୍‌ବ୍ରିଡିଙ୍ଗ (ରକ୍ତ ସମ୍ପର୍କରେ ପ୍ରଜନନ) ବଢ଼ୁଛି। ଇନ୍‌ବ୍ରିଡିଙ୍ଗ୍‌ ଯୋଗୁ କଳାବାଘ ଜନ୍ମ ନେଉଥିବା ମଲିକ୍ୟୁଲାର ଗବେଷଣାରୁ ଜଣାପଡ଼ିଛି। ଏହା ବାଘବଂଶ ପ୍ରତି ବିପଦର ସଙ୍କେତ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ଭୁବନେଶ୍ୱର, ୧୦।୧ (ଅସମାପିକା ସାହୁ):…

ଲକ୍ଷ୍ମୀ ବସ୍‌ ଧକ୍କାରେ ଯୁବକ ଗୁରୁତର

ମାଲକାନଗିରି,୯।୧: ଜଣେ ଯୁବକଙ୍କୁ ଧକ୍କା ଦେଇଛି ଲକ୍ଷ୍ମୀ ବସ୍‌। ଯେଉଁଥିରେ ସେ ଗୁରୁତର ଆହତ ହୋଇଛନ୍ତି। ମାଲକାନଗିରି ଚିତ୍ରକୋଣ୍ଡା ଥାନା ହନ୍ତାଳଗୁଡା ଘାଟିରେ ଏପରି ଘଟଣା ଘଟିଯାଇଛି। ସରକାରୀ ବସ୍‌ ଭାବେ ପରିଚିତ ଲକ୍ଷ୍ମୀ ବସ୍‌ ଧକ୍କାରେ ଗୁରୁତର ଆହତ ହୋଇ…

ବିଷାକ୍ତ ହେଲାଣି ଓଡିଶା ବାୟୁ: ବାଲେଶ୍ୱର ଦେଶର ତୃତୀୟ ପ୍ରଦୂଷିତ ସହର

ଭୁବନେଶ୍ୱର,୯।୧: ଓଡିଶା ଆକାଶରେ ପ୍ରଦୂଷିତ ବୟୁ। ରାଜ୍ୟରେ ପ୍ରଦୂଷଣ ସ୍ଥିତି ସାଂଘାତିକବସ୍ଥାରେ ରହିଛି। ବିଶେଷକରି ରାଜ୍ୟର କଟକ ଭୁବନେଶ୍ୱର ସମେତ ୬ଟି ସହରରେ ସ୍ଥିତି ସଙ୍ଗୀନ ରହିଛି। ଏଠାରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୩ଶହ ପାର କରିଛି। ରାଜଧାନୀ ଭୁବନେଶ୍ୱରରେ ଏକ୍ୱୁଆଇ…

MVIଙ୍କ ୨୭ପ୍ଲଟ, ୨କୋଠା

ନୟାଗଡ,୯।୧: ଭିଜିଲାନ୍ସ ଜାଲରେ ନୟାଗଡର ଆରଟିଓ ଅଧିକାରୀ। ଏମଭିଆଇ ପଞ୍ଚାନନ ବେହେରାଙ୍କ ଘରେ ଚଢାଉ ଜାରି ରଖିଛି ଭିଜିଲାନ୍ସ। ଚଢାଉବେଳେ ଭୁବନେଶ୍ୱରରେ ୧୦ବେନାମୀ ପ୍ଲଟ ସମେତ ମୋଟ୍‌ ୨୭ଟି ପ୍ଲଟ ଠାବ ହୋଇଛି। ଗୋଟିଏ କାର୍‌ ସହ ମୋଟ ୪ଟି ବେନାମୀ…

କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ କାଉଣ୍ଟର ଖୋଲୁ ଖୋଲୁ ରୋଗୀ ଦେଖା ପାଇଁ ଟିକେଟ ଶେଷ

ନ୍ଦୁଝର,୯।୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାର ଟିକେଟ କାଉଣ୍ଟର ଖୋଲୁ ଖୋଲୁ ସରି ଯାଉଛି। ଫଳରେ ଦୂର ଦୂରାନ୍ତରୁ ଆସୁଥିବା ଏବଂ ଲାଇନରେ ଦୀର୍ଘ ସମୟ ଧରି ଠିଆ ହେଉଥିବା ରୋଗୀଙ୍କୁ ଟିକେଟ ମିଳୁ ନ ଥିବାରୁ ନିରାଶ…

ହାଇଟେକ୍‌ ଟ୍ରାଜେଡି: ଆସିଲା ଡିଏନ୍‌ଏ ରିପୋର୍ଟ, ମୃତ ତୃତୀୟ ବ୍ୟକ୍ତି ଦିଲ୍ଲୀପ

ଭୁବନେଶ୍ୱର,୯।୧: ହାଇଟେକ୍‌ ଟ୍ରାଜେଡିରେ ନୂଆ ତଥ୍ୟର ଖୁଲାସା ହୋଇଛି। ଡିସେମ୍ବର ୩୦ରେ ଘଟିଥିବା ବିସ୍ଫୋରଣରେ ମୃତ ତୃତୀୟ ବ୍ୟକ୍ତିଙ୍କର ଡିଏନଏ ରିପୋର୍ଟ ମଙ୍ଗଳବାର ଆସିଛି। ରିପୋର୍ଟ ଆସିଲା ପରେ ମୃତଦେହ ଦିଲ୍ଲୀପ ନା ଜ୍ୟୋତିଙ୍କର ତାହା ସ୍ପଷ୍ଟ ହୋଇଛି। ଡିଏନଏ ରିପୋର୍ଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri