ରାଜ୍ୟ

ମାର୍ଚ୍ଚ ୧୫ରୁ ପ୍ରଥମରୁ ଅଷ୍ଟମ ବାର୍ଷିକ ପରୀକ୍ଷା

ଭୁବନେଶ୍ୱର, ୧୫।୧(ଅସମାପିକା ସାହୁ): ପ୍ରଥମରୁ ଅଷ୍ଟମ ଶ୍ରେଣୀ ବାର୍ଷିକ ପରୀକ୍ଷା ବା ସମ୍ମେଟିଭ ଆସେସ୍‌ମେଣ୍ଟ-୨ ମାର୍ଚ୍ଚ ୧୫ରୁ ୨୦ତାରିଖ ମଧ୍ୟରେ ହୋଇପାରେ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା)। ଏହି ସମୟରେ ପରୀକ୍ଷା କରିବା ପାଇଁ…

ଶିଶୁର କଟାମୁଣ୍ଡକୁ ଖାଇଗଲା କୁକୁର

ଯାଜପୁର/ଯାଜପୁର ରୋଡ୍‌ (ହର୍ଷବର୍ଦ୍ଧନ ବେହେରା/ପବିତ୍ର ରଞ୍ଜନ ମହାନ୍ତି), ୧୪ା୧ ଯାଜପୁର ଜିଲାରେ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଯାଜପୁର ରୋଡ ଥାନା ରସୁଲପୁର ବ୍ଲକ ଲକ୍ଷ୍ମୀନଗର ପଞ୍ଚାୟତ ରାଧାନଗର ଗ୍ରାମରୁ ଏକ ଶିଶୁର କଟାମୁଣ୍ଡ ଦେଖିବାକୁ ମିଳିଛି। ପୋଲିସ ଘଟଣାସ୍ଥଳକୁ…

ସରକାରୀ ବସ୍‌-କାର୍‌ ମୁହାଁମୁହିଁ ଧକ୍କା: ୧୦ରୁ ଊର୍ଦ୍ଧ୍ୱ ଗୁରୁତର

ନୂଆପଡ଼ା,୧୪।୧(ମକାରୁ ବେମାଲ): ୩୫୩ ନମ୍ବର ଜାତୀୟ ରାଜପଥ ନୂଆପଡା ଜିଲା କୋମନା ଥାନା ତରବୋଡ ସମ୍ଭବ ମାନିଗୁଡା ଛକ ନିକଟରେ ରବିବାର ଏକ ବସ୍‌-କାର୍‌ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଦୁର୍ଘଟଣାରେ ୧୦ରୁ ଊର୍ଦ୍ଧ୍ୱ ଗୁରୁତର ଆହତ ହୋଇଛନ୍ତି। ଏଥିରେ ଗୁରୁତର…

ଭତ୍ତା ଟଙ୍କା ନ ଦେବାରୁ ମା’ଙ୍କୁ ଠେଙ୍ଗାରେ ପିଟିଲେ ପୁଅ

ଆସିକା, ୧୪ା୧(ସୁରେନ୍ଦ୍ର ନାଥ ସାହୁ): ଭତ୍ତା ଟଙ୍କା ନ ଦେବାରୁ ମା’ଙ୍କୁ ମାଡ଼ ମାରି ଗୁରୁତର କରିଛନ୍ତି ପୁଅ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା ଆସିକା ଥାନା କୋଟନଡ଼ା ଥାନା ଅନ୍ତର୍ଗତ ପଢ଼ାଳ ଗ୍ରାମରେ। ଆହତ ବୃଦ୍ଧା…

କାଲିଠୁ ଆରମ୍ଭ ଧନୁଯାତ୍ରା: ଚାଲିବ କଂସ ମହାରାଜାଙ୍କ ଶାସନ

ବରଗଡ଼,୧୪।୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସୋମବାରରୁ ଆରମ୍ଭ ହେବ । ଦୀର୍ଘ ୧୧ଦିନ ଧରି ଏହି ମହୋତ୍ସବ ହେବ ଏବଂ ଏହି ସମୟ ଅବଧିରେ ବରଗଡ଼ରେ କଂସ ରାଜୁତି ଚାଲିବ। ବରଗଡ଼ ସହର ମଥୁରାନଗରୀ ଏବଂ…

କଟକ ରେଳଷ୍ଟେଶନ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କଲେ ରେଳମନ୍ତ୍ରୀ 

କଟକ,୧୪ା୧(କାର୍ତ୍ତିକ ସାହୁ): କଟକ ରେଳଷ୍ଟେଶନ ବିଶ୍ୱସ୍ତରୀୟ ମାନ୍ୟତା ପାଇବ। ଏଥିପାଇଁ ରୂପାନ୍ତରିକରଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ବିଶ୍ୱସ୍ତରୀୟ ଷ୍ଟେଶନର ମଡେଲ ଅନୁସାରେ ଏହାର ତ୍ୱରିତ ନିର୍ମାଣ କାର୍ଯ୍ୟକୁ ଦେଖି ରବିବାର ସନ୍ତୋଷ ପ୍ରକାଶ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଦିନକୁ ସରକାରୀ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୪।୧: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଜାନୁଆରୀ ୧୭ ରେ ଛୁଟି ଘୋଷଣା କରିଛନ୍ତି। ଏହି ଦିନ ପୁରୀଠାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଭକ୍ତି ଓ ଉତ୍ସାହର ସହିତ ଅନୁଷ୍ଠିତ ହେବାକୁ ଯାଉଛି।…

ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟିରୁ କହୁଛି, ତାପରେ…

ମାଥିଲି,୧୪ା୧(ସୁବାସ ଚନ୍ଦ୍ର ଖୁଡୁପିଆ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳିର କେତେକ ଆଶାଇ କର୍ମୀ ସାଇବର ଠକଙ୍କ ଶିକାର ହୋଇଥିବା ଜଣାପଡିଛି। ଶନିବାର କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ରଙ୍କୁ ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟିରୁ କହୁଛି ବୋଲି ଫୋନ ଆସିଥିଲା। ମାଲକାନଗିରି…

ରାମ ମନ୍ଦିର ଛକରେ ଭଜପା ଯୁବମୋର୍ଚ୍ଚାର ରାସ୍ତାରୋକ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର,୧୪।୧: କର୍ପୋରେଟର ଜୀବନ ରାଉତଙ୍କୁ ଗିରଫ ପ୍ରତିବାଦରେ ଭୁବନେଶ୍ୱର ରାମ ମନ୍ଦିର ଛକରେ ରାସ୍ତାରୋକ କରିଛି ଭଜପା ଯୁବମୋର୍ଚ୍ଚା। ରାସ୍ତାରୋକ ସହ ଭଜପା ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ରାଜଧାନୀର ଏକ ପ୍ରମୁଖ ସ୍ଥାନରେ ରାସ୍ତାରୋକ ଫଳରେ…

ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ଆଗମନକୁ ପୂର୍ବରୁ ବିଭିନ୍ନ ମନ୍ଦିରରେ ସ୍ୱଚ୍ଛତା ଅଭିଯାନରେ ସାମିଲ ହେଲେ ଭାଜପା ନେତା

ନୂଆଦିଲ୍ଲୀ,୧୪।୧: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ଆଗମନକୁ ସ୍ୱାଗତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଆଜିଠାରୁ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଦେଶର ସବୁ ମନ୍ଦିର ଓ ତୀର୍ଥ କ୍ଷେତ୍ରକୁ ସ୍ୱଚ୍ଛ ରଖିବା ଅଭିଯାନ ଆରମ୍ଭ ହୋଇଛି।…

ଦୁଇ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର, ମାମଲା ରୁଜୁ ପାଇଁ ନିର୍ଦ୍ଦେଶ

କର୍ଲାମୁଣ୍ଡା,୧୪ା୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ୨ ଶିକ୍ଷକଙ୍କୁ ଚାକିିରିରୁ ବହିଷ୍କାର ଓ ମାମଲା ରୁଜୁ କରିବାକୁ ନେଇ ଜିଲା ଶିକ୍ଷା ବିଭାଗ ପକ୍ଷରୁ ପତ୍ରସଂଖ୍ୟା ୨୮୮୭ ତା-୩୦ା୧୨ା୨୦୨୩ ଚିଠି ହେବା ପରେ ନକଲି ଶିକ୍ଷକମାନେ ଭୟଭୀତ ଥିବା…

ପୁଣି ଆନ୍ଦୋଳନକୁ ଓହ୍ଲାଇବ ପ୍ରାଥମିକ ଶିକ୍ଷକ ସଂଘ

ଭୁବନେଶ୍ୱର,୧୪ା୧: ଆସନ୍ତା ୨୯ ତାରିଖରୁ ପ୍ରାଥମିକ ଶିକ୍ଷକ ସଂଘ ପୁଣି ଆନ୍ଦୋଳନକୁ ଓହ୍ଲାଇବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଦାବି ପୂରଣ ନେଇ ପୂର୍ବରୁ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟିରେ ପ୍ରତିଶ୍ରୁତି ମିଳିଥିଲେ ହେଁ ଏପର୍ଯ୍ୟନ୍ତ ଦାବି ପୂରଣ ହୋଇନାହିଁ। ଜାନୁଆରୀ ୨୭…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri