ସ୍ବାସ୍ଥ୍ୟ ସମସ୍ୟାର ମୁକାବିଲାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି ଫିଜିଓଲୋଜି
ଭୁବନେଶ୍ୱର,୧୩।୨(ଅସମାପିକା ସାହୁ): ବର୍ତ୍ତମାନ ସମାଜରେ ଦେଖାଯାଉଥିବା ଅନିୟନ୍ତ୍ରିତ ତଥା ତ୍ରୁଟିପୂର୍ଣ୍ଣ ଜୀବନ ଶୈଳୀ ଜନିତ ନାନା ବ୍ୟାଧି ଦିନକୁ ଦିନ ମାନବ ସମାଜ ପାଇଁ ଆହ୍ବାନ ପାଲଟିଛି। ହେଲେ ବୈଶ୍ବିକ ସ୍ବାସ୍ଥ୍ୟ ସମସ୍ୟାର ସଫଳ ମୁକାବିଲା କରିବାରେ ଫିଜିଓଲୋଜି(ଶରୀରତତ୍ତ୍ବ ବିଜ୍ଞାନ) ଗୁରୁତ୍ୱପୂର୍ଣ୍ଣ…
୭ ଆନ୍ତଃ ଜିଲା ଲୁଟେରା ଗିରଫ, ସୁନା ଗହଣା ସହ ନଗଦ ଟଙ୍କା ଜବତ
ପାଟଣା,୧୩।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ପୋଲିସ ମଙ୍ଗଳବାର ୭ କୁଖ୍ୟାତ ଆନ୍ତଃ ଜିଲା ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତି ମାନେ ହେଲେ ଗଞ୍ଜାମ ଜିଲା କୋଟି ନାଡା ଥାନା ଢଙ୍କୁଣି ସାହାପୂର ଗ୍ରାମର…
ଓଡ଼ିଶାରେ ପହଞ୍ଚୁ ପହଞ୍ଚୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଶିବରାଜ ସିଂ ଚୌହ୍ବାନ, କହିଲେ ଆଉଟସୋର୍ସିଂ ସରକାର ଚାଲିଛି
ଭୁବନେଶ୍ୱର,୧୩।୨: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ମଙ୍ଗଳବାର ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ଭୁବନେଶ୍ୱରେ ପହଞ୍ଚୁ ପହଞ୍ଚୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଓଡ଼ିଶାରେ ଆଉଟସୋର୍ସିଂ ସରକାର ଚାଲିଛି, ଦୁର୍ନୀତିର ସବୁ ସୀମା ଏଠାରେ…
ନାମାଙ୍କନ ଦାଖଲକଲେ ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ, ଶୁଭାଶିଷ
ଭୁବନେଶ୍ୱର,୧୩।୨: ବିଜେଡି ସୋମବାର ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା। ଏହି ଦୁଇ ପ୍ରାର୍ଥୀ ବିଜେଡି ସଭାପତି ତଥା ବାରବାଟୀ-କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ଯୁବ ନେତା ଶୁଭାଶିଷ ଖୁଣ୍ଟିଆ ମଙ୍ଗଳବାର ନାମାଙ୍କନପତ୍ର ଦାଖଲ କରଛନ୍ତି। ଉଭୟ ପ୍ରଥମେ…
ଯୁକ୍ତ ୩ ଓ ପିଜି ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟ ମନ୍ତ୍ରୀ, ବର୍ଷକୁ ମିଳିବ…
ଯାଜପୁର, ୧୩।୨: ଯୁକ୍ତ ୩ ଓ ପିଜି ଛାତ୍ରଛାତ୍ରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବଡ ଘୋଷଣା କରିଛନ୍ତି । ଯୁକ୍ତ ୩ ଓ ପିଜି ଛାତ୍ରଛାତ୍ରୀଙ୍କୁ ନୂଆ-ଓ ସ୍କଲାରସିପ ମିଳିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ନିଷ୍ପତ୍ତି ନେଇଛନ୍ତି । ଏ…
ଏବର୍ଷ ଅସହ୍ୟ ହେବ ତାତି, ଗରମ ସାଙ୍ଗକୁ ଗୁଳୁଗୁଳି
ଭୁବନେଶ୍ୱର,୧୩।୦୨: ଚଳିତ ବର୍ଷ ତାତି ଯୋର ହେବ। ଏହାସହ ଗରମ ଗୁଳୁଗୁଳି ମଧ୍ୟ ଅଧିକ ଅନୁଭୂତ ହେବ। ଏପ୍ରିଲ ମାସରେ ଗ୍ରୀଷ୍ମ ଦାଉ ବ୍ୟଥିତ କରିପାରେ ବୋଲି ସୋଆ ସିଇସି ନିର୍ଦ୍ଦେଶକ ଶରତ ସାହୁ କହିଛନ୍ତି । ପାଣିପାଗ ବିଶେଷଜ୍ଞଙ୍କ ସୂଚନା…
ରାଜ୍ୟସଭା ପ୍ରାର୍ଥୀ ହେବା ପରେ କ’ଣ କହିଲେ ଦେବାଶିଷ
କଟକ,୧୩।୨: ରାଜ୍ୟସଭା ପ୍ରାର୍ଥୀ ହେବା ପରେ ବିଜେଡି ନେତା ଦେବାଶିଷ ସାମନ୍ତରାର ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ଏହା ମୋ ପାଇଁ ସରପ୍ରାଇଜ ଥିଲା’। ନବୀନ ବାବୁ ଭାବି ଚିନ୍ତି ନିଷ୍ପତ୍ତି ନିଅନ୍ତି। ରାଜ୍ୟସଭା ଭଳି ବାରାଟୀ କଟକ ଆସନ…
ଏସବୁ ଜିଲାକୁ ପ୍ରଥମେ ପଠଗଲା ମାଟ୍ରିକ ପ୍ରଶ୍ନପତ୍ର, ଜାଣନ୍ତୁ ଆପଙ୍କ ଜିଲା ଅଛିକି ନାହିଁ
କଟକ,୧୩।୨: ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫେବୃଆରୀ ୨୦ ତାରିଖରେ ହେବ । ଏନେଇ ସୋମବାରଠାରୁ ପ୍ରଶ୍ନପତ୍ର ବୋର୍ଡ କାର୍ଯ୍ୟାଳୟରୁ ୭ ଜିଲାକୁ ପଠାଯାଇଛି। ଏହି ସବୁ ଜିଲା ଗୁଡ଼ିକ ହେଲା, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା, କୋରାପୁଟ, ନୂଆପଡ଼ା ଏବଂ…
ବାରହା ଶିକାର ପାଇଁ ଖଞ୍ଜା ଯାଇଥିଲା ବୋମା, ଖାଇଦେଲା ହାତୀ
ଭୁବନେଶ୍ୱର,୧୩।୨: ଭୁବନେଶ୍ୱର ସ୍ଥିତ ଭରତପୁର ଜଙ୍ଗଲରେ ଅସୁସ୍ଥ ଦନ୍ତା ହାତୀର ମୃତ୍ୟୁ ଘଟିଛି। ସୋମବାର ମଧ୍ୟରାତ୍ରରେ ଦନ୍ତାର ମୃତ୍ୟୁ ହୋଇଥିବା ଜଣାପଡିଛି। ବାରହା ଶିକାର ପାଇଁ ଶିକାରୀ ଖଞ୍ଜିଥିବା ବୋମା ଖାଇ ହାତୀଟିର ଅବସ୍ଥା ଗୁରୁତର ଥିଲା। ଭରତପୁର ଜଙ୍ଗଲରୁ ଅସୁସ୍ଥ…
ଆଜି ନାମାଙ୍କନ ଭରିବେ ବିଜେଡିର ୨ ରାଜ୍ୟ ସଭା ପ୍ରାର୍ଥୀ
ଭୁବନେଶ୍ୱର,୧୩।୨: ବିଜେଡିର ଦୁଇ ରାଜ୍ୟ ସଭା ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ମଙ୍ଗଳବାର ନାମାଙ୍କନପତ୍ର ଦାଖଲ କରିବେ। ପ୍ରଥମେ ଉଭୟ ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ। ପରେ ସେମାନେ ବିଧାନସଭା…
ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧୀ, କରିବେ ନିର୍ବାଚନୀ ପ୍ରଚାର
ଭୁବନେଶ୍ୱର,୧୩।୨: ପ୍ରମୁଖ ରାଜନୈତିକ ଦଳମାନେ ଓଡ଼ିଶାରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ସେମାନଙ୍କ ରଣନୀତି ଦୃଢ କରିବାରେ ଲାଗିଛନ୍ତି। ଭାଜପା ଦଳର ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀଙ୍କ ସହିତ…
ଟିକେଟକୁ ନେଇ ଚର୍ଚ୍ଚାରେ ଅରିନ୍ଦମ
କଟକ, ୧୩ା୨(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ପାଖେଇ ଆସୁଥିବାବେଳେ ରାଜନୀତିରେ ନୂଆ ପରୀକ୍ଷଣ ହେଉଛି। ଏଭଳି ଘଟଣା ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି। ପୂର୍ବତନ ବିଧାୟକ ତଥା ବିଜେଡି କଟକ ଜିଲା ସଭାପତି ଦେବାଶିଷ ସାମନ୍ତରାୟ ଆଗାମୀ ନିର୍ବାଚନ ନିମନ୍ତେ ବିଧାୟକ…
Archives


