ଜନଜାତି ଭଉଣୀ-ଭାଇଙ୍କ ନାଁରେ ଥିବା ମୋକଦ୍ଦମା ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର,୨୧ା୨(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନଜାତି ଭଉଣୀ-ଭାଇମାନଙ୍କ ଉପରେ ଥିବା ଛୋଟ ଛୋଟ ମୋକଦ୍ଦମାଗୁଡ଼ିକ ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗୃହ ବିଭାଗ, ଅବକାରୀ ବିଭାଗ ଓ ଜଙ୍ଗଲ ଓ ପରିବେଶ ବିଭାଗ ଜନଜାତି ବର୍ଗଙ୍କ…
ଲାଞ୍ଚ ନେଇ ଧରାପଡ଼ିଲେ ତହସିଲ ରେକର୍ଡ କିପର
ବଲାଙ୍ଗୀର,୨୧ା୨(ସୁନୀଲ କୁମାର ମହାନ୍ତି): ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି ବଲାଙ୍ଗୀର ଜିଲା ମୁରିବାହାଲ ତହସିଲର ବରିଷ୍ଠ ରାଜସ୍ବ ସହାୟକ ହେବଲେଟ ବାର୍ଲା। ତାଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରିବା ସହ ତାଙ୍କଠାରୁ ୧୦ ହଜାର ଲାଞ୍ଚ ଟଙ୍କା…
ଗଞ୍ଜାମରେ ଗଡ଼ିଲା ଲକ୍ଷ୍ମୀ ବସ୍, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଛତ୍ରପୁର,୨୧ା୨(ଦିଲ୍ଲୀପ ସାମଲ/ ସନ୍ତୋଷ ପାଢ଼ୀ): ପ୍ରତି ପଞ୍ଚାୟତରୁ ନିଜ ନିଜ ବ୍ଲକ ଆସିବାକୁ ଆଉ ଅସୁବିଧା ହେବନାହିଁ। ଗ୍ରାମାଞ୍ଚଳର ଲୋକମାନଙ୍କୁ ଉତ୍ତମ ପରିବହନ ସେବା ଯୋଗାଇ ଦେବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲକ୍ଷ୍ମୀ ବସ୍ର ଶୁଭାରମ୍ଭ ବୁଧବାର…
ଅଟଳ ବିହାରୀ ବାଜପେୟୀଙ୍କ ଆଶୀର୍ବାଦରେ ମୁଖ୍ୟମନ୍ତ୍ରୀ ହେବା ପରେ ସ୍ବାର୍ଥ ଲାଗି ଭାଜପା ଛଡ଼ିଥିଲେ ନବୀନ ବାବୁ: ପ୍ରଦୀପ ପାଣିଗ୍ରାହୀ
ଭୁବନେଶ୍ୱର,୨୧।୧: ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡକ୍ଟର ପ୍ରଦୀପ ପାଣିଗ୍ରାହୀ ଭାଜପାରେ ଯୋଗ ଦେଇଛନ୍ତି। ଏ ନେଇ ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ଭାଜପାରେ ମିଶିଛି। ଏହା ସହ ଓଡ଼ିଶାରେ ଅନ୍ଧ, ମୂକ ବଧିର…
ବିଶ୍ୱସ୍ତରୀୟ କ୍ରୀଡା କ୍ୟାମ୍ପସରେ ପରିଣତ ହେବ ବାରବାଟୀ ଷ୍ଟାଡିୟମ, ୬୦ ହଜାର ଦର୍ଶକ ବସିବାକୁ ରହିବ ବ୍ୟବସ୍ଥା
ଭୁବନେଶ୍ୱର,୨୧।୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବୁଧବାର ବାରବାଟୀ ଷ୍ଟାଡିୟମ ପରିଦର୍ଶନ କରିଛନ୍ତି। ଏହି ସମୟରେ ରାଜ୍ୟରେ କ୍ରିକେଟ ବିକାଶ ସମ୍ପର୍କରେ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ସଭାପତି ପ୍ରଣବ ପ୍ରକାଶ ଦାସ ଏବଂ ଅନ୍ୟ ଅଧିକାରୀଙ୍କ…
ଭାଜପାରେ ସାମିଲ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
ଭୁବନେଶ୍ୱର,୨୧।୨: ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ବୁଧବାର ଭାଜପାରେ ସାମିଲ ହୋଇଛନ୍ତି। ପ୍ରଦୀପ ଓ ତାଙ୍କର କିଛି ସମର୍ଥକ ଭାଜପାର ଦଳୀୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଆଜି ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି।…
ଆଜି ଅନ୍ତର୍ଜାତୀୟ ମାତୃଭାଷା ଦିବସ: ମାତୃଭାଷା ଆଦ୍ୟ ପରିଚୟ
ଭୁବନେଶ୍ୱର,୨୧।୨(ଶର୍ମିଷ୍ଠା ପାଣିଗ୍ରାହୀ): କଥାରେ ଅଛି ‘ଉଚ୍ଚ ହେବା ପାଇଁ କର ଯେବେ ଆଶା, ଉଚ୍ଚ କର ଆଗ ନିଜ ମାତୃଭାଷା’। ମାତୃଭାଷା ମଣିଷର ଆଦ୍ୟ ପରିଚୟ, ଯାହାକୁ ପଢ଼ି, ଶିଖି ସେ ବଡ଼ ହୋଇଥାଏ। ନିଜର ମାତୃଭାଷା ପାଇଁ ବ୍ୟକ୍ତିଟିଏ ସ୍ବତନ୍ତ୍ର…
ଆଜି ଶ୍ରୀମନ୍ଦିରରେ ୩ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
ପୁରୀ,୨୧।୨: ଆଜି ମାଘ ଶୁକ୍ଳ ଦ୍ୱାଦଶୀ ଅବସରରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏନେଇ ୩ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀଜିଉଙ୍କ ବନକଲାଗି ପାଇଁ ଶ୍ରୀମନ୍ଦିରରେ ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ…
ଆନ୍ଦୋଳନରୁ ଓହରିଲା ସଚିବାଳୟ ସେବା ସଂଘ
ଭୁବନେଶ୍ୱର,୨୦ା୨(ଅନିଲ ଦାସ)- କେନ୍ଦ୍ର ସଚିବାଳୟ ହାରରେ ଦରମା ଦାବିରେ ଫେବୃଆରୀ ୧୩ରୁ କଲମ ଛାଡ ଆନ୍ଦୋଳନ ଚଳାଇଥିବା ସଚିବାଳୟ କର୍ମଚାରୀମାନେ ମଙ୍ଗଳବାର ପୂର୍ବାହ୍ନରେ ଅଚାନକ ଆନ୍ଦୋଳନରୁ ଓହରି ଯାଇଛନ୍ତି । ଆନ୍ଦୋଳନରେ ଯୋଗ ଦେଇଥିବା ଅଫିସରଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଓ…
ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି: ଭିନ୍ନକ୍ଷମ ଭକ୍ତଙ୍କ ପାଇଁ ହେବ ସ୍ବତନ୍ତ୍ର ବ୍ୟବସ୍ଥା
ପୁରୀ,୨୦।୨ : ଭିନ୍ନକ୍ଷମ ଭକ୍ତ କିପରି ସୁରୁଖୁରୁରେ ଜଗା ଦର୍ଶନ ପରିପାରିବେ ଏନେଇ ମଙ୍ଗଳବାର ଛତିଶା ନିଯୋଗ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଶ୍ରୀମନ୍ଦିର ନାଟ ମଣ୍ଡପ ମରାମତି ନେଇ ମଧ୍ୟ ଆଲୋଚନା ହୋଇଛି। ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ,…
ନାବାଳିକା ବଳତ୍କାର ମାମଲା: ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ
କଟକ,୨୦ା୨ (କାର୍ତ୍ତିକ ସାହୁ) କଟକ ଜିଲା ବୈଦେଶ୍ୱର ଥାନା ଅଞ୍ଚଳରେ ୨୦୧୯ ମସିହା ସେପ୍ଟେମ୍ବର ୧୬ ତାରିଖରେ ରୁଜୁ ହୋଇଥିବା ଏକ ନାବାଳିକା ବଳାତ୍କାର ମାମଲାରେ ରାୟ ମଙ୍ଗଳବାର ପ୍ରକାଶ ପାଇଛି। କଟକସ୍ଥିତ ଆଡହକ୍ ଆଡିସିନାଲ୍ ସେସନ୍ ତଥା ଏଫ୍ଟିଏସ୍ସି କୋର୍ଟ…
ମଧୁବାବୁ ପେନସନ୍ ଯୋଜନା: ଭତ୍ତା ବଢାଇଲେ ରାଜ୍ୟ ସରକାର, ଖାତାକୁ ଆସିଲା ୧୦୦୦ଟଙ୍କା
ଭୁବନେଶ୍ୱର,୨୦।୨: ଭତ୍ତା ଟଙ୍କା ବଢାଇଲେ ରାଜ୍ୟ ସରକାର। ହିତାଧିକାରୀଙ୍କ ଖାତାକୁ ଆସିଲା ଟଙ୍କା । ମଧୁବାବୁ ପେନସନ ଯୋଜନାରେ ବର୍ଦ୍ଧିତ ରାଶି ପେନସନଭୋଗୀଙ୍କ ଖାତାକୁ ଆସିଛି । ଘୋଷଣାର ୧୫ ଦିନ ମଧ୍ୟରେ ହିତାଧିକାରୀଙ୍କ ଆକାଉଣ୍ଟ ଆସିଛି ଭତ୍ତା ଟଙ୍କା ।…
Archives


