ରାଜ୍ୟ

ଏହି ୨ ନେତାଙ୍କୁ ଦାୟିତ୍ୱ ଦେଇ ଖସିଗଲେ ନବୀନ: ଜାଣନ୍ତୁ ଭିତିରି କଥା…

ଭୁବନେଶ୍ୱର, ୨୪ା୧(ସୁନିତ୍‌ ମିଶ୍ର): କେନ୍ଦ୍ରାପଡ଼ା ଜିଲା ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିରୁ ନିଲମ୍ବନ କରାଯିବାକୁ ନେଇ କିଛିଦିନ ହେଲା ରାଜ୍ୟ ରାଜନୀତି ଜୋର୍‌ ଧରିଛି। ଅରବିନ୍ଦଙ୍କୁ ଦଳବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ ଉଠାଇ ବିଜେଡିରୁ କଢ଼ାଯାଇଛି। ଅରବିନ୍ଦ କ’ଣ…

ପୁଣି ଦୁର୍ଘଟଣା ଘଟାଇଲା ‘ଆମ ବସ୍‌’: ପାତ୍ରପଡ଼ାରେ ସ୍କୁଟିକୁ ଧକ୍କା ଦେଇ…

ଭୁବନେଶ୍ବର,୨୪।୧: ପୁଣି ଏକ ଦୁର୍ଘଟଣା ଘଟାଇଲା ‘ଆମ ବସ୍‌’। ପାତ୍ରପଡ଼ାରେ ସ୍କୁଟିକୁ  ‘ଆମ ବସ’ଧକ୍କା ଦେଇଛି। ଫଳରେ ସ୍କୁଟି ଚାଳକ ଆହତ ହୋଇଥିବାବେଳେ ମେଡିକାଲରେ ଭର୍ତ୍ତି କରାଯାଇଛି। ପାତ୍ରପଡ଼ା ଡିପୋରୁ ବାହାରିବା ବେଳେ ଏହି ଦୁର୍ଘଟଣା ଘଟିଛି। ସେହିପରି ଶୁକ୍ରବାର ଜନପଥରେ…

ହଠାତ୍‌ ନବୀନଙ୍କ ଘରେ ପହଞ୍ଚିଲେ ଅନଙ୍ଗ: ବଢିଲା ଚର୍ଚ୍ଚା

ଭୁବନେଶ୍ୱର,୨୪ା୧(ସୁନିତ୍‌ ମିଶ୍ର):ବିଜେଡିର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂଦେଓ ଶୁକ୍ରବାର ନବୀନ ନିବାସ ଆସି ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ହଠାତ୍‌ ଅନଙ୍ଗ ନବୀନ ନିବାସକୁ ଆସିବା ବିଷୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କୁହାଯାଏ, ବିଦେଶରେ ଥିବା ଡୁନ୍‌ ସ୍କୁଲ୍‌ରେ…

୩୩ ପ୍ରଶ୍ନ ପାଇଁ ପ୍ରସ୍ତୁତ ରୁହ: ଏପ୍ରିଲ ୧୬ରୁ ଘର ଗଣନା

ଭୁବନେଶ୍ୱର,୨୪।୧ (ରବିନାରାୟଣ ଜେନା): କେନ୍ଦ୍ର ସରକାରଙ୍କ ପକ୍ଷରୁ ଜନଗଣନା ନେଇ ନିର୍ଦ୍ଦେଶନାମା ଜାରି ହେବା ପରେ ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ଘର ଗଣନା ପାଇଁ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି। ଏହାପୂର୍ବରୁ ଗୁରୁବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି…

ଘର ଆଗରେ ଖେଳୁଥିବା ସମୟରେ ଡାକି ନେଇ ନାବାଳିକାଙ୍କୁ ବଳାତ୍କାର କଲେ ୨ ଯୁବକ, ଖୋଜି ଖୋଜି ପହଞ୍ଚିଗଲେ ମା’

ରଣପୁର, ୨୪ା୧(ସୁକାନ୍ତ କିଶୋର ଡାକୁଆ): ନୟାଗଡ଼ ଜିଲା ରଣପୁର ଥାନା ଅଞ୍ଚଳରେ ଗୁରୁବାର ଏକ ଲଜ୍ଜାଜନକ ଘଟଣା ଘଟିଯାଇଛି। ଜଣେ ନାବାଳିକାଙ୍କୁ ୨ଜଣ ଦୁଆରୁ ଡାକି ନେଇ ଏକ ବୁଦାମୂଳେ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏ ନେଇ ରଣପୁର ଥାନାରେ…

ଫଳକରେ ନାମ ନ ରଖିବା ରାଜ୍ୟ ସଭା ପ୍ରତି ଅପମାନ: ଦେବାଶିଷ

କଟକ,୨୪।୧(ଶିଳ୍ପା ପ୍ରିୟଦର୍ଶିନୀ): ନେତାଜୀ ଜୟନ୍ତୀ ଅବସରରେ ଓଡ଼ିଆ ବଜାରସ୍ଥିତ ନେତାଜୀ ସଂଗ୍ରହାଳୟ ପରିସରରେ ପୋଷ୍ଟାଲ ଗ୍ୟାଲେରି ଓ ନିକଟରେ ଥିବା ସଂସ୍କୃତି ଭବନକୁ ଉପରାଷ୍ଟ୍ରପତି ଉଦ୍‌ଘାଟନ କରିଥିଲେ। ଉକ୍ତ ସ୍ଥାନରେ ନାମ ଫଳକକୁ ସ୍ଥାନିତ କରାଯାଇଥିଲା। ହେଲେ ଏଥିରେ ସ୍ଥାନୀୟ ରାଜ୍ୟ…

ପିଏମ୍‌-ସ୍ବନିଧି ଋଣ ପ୍ରଦାନ କାର୍ଯ୍ୟକ୍ରମରେ ସାମିଲ ହେଲା ଓଡ଼ିଶା

ଭୁବନେଶ୍ୱର,୨୪ା୧ (ବନ୍ଦନା ସେଠୀ): ‘ପିଏମ୍‌-ସ୍ବନିଧି’ ଋଣ ପ୍ରଦାନ କାର୍ଯ୍ୟକ୍ରମରେ ସାମିଲ ହେଲା ଓଡ଼ିଶା। ଏହି ପରିପ୍ରେକ୍ଷୀରେ ଶୁକ୍ରବାର କୃଷି ଭବନଠାରେ ଏକ ଜାତୀୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର…

ଆସନ୍ତା ସାଧାରଣତନ୍ତ୍ର ଦିବସରେ ଆମିଷ ବିକ୍ରି ବନ୍ଦ

କୋରାପୁଟ,୨୩।୧(ଅମିତାଭ ବେହେରା ): ଜାନୁଆରୀ ୨୬ରେ ଅନୁଷ୍ଠିତ ହେବାକୁ ଥିବା ୭୭ ତମ ଗଣତନ୍ତ୍ର ଦିବସରେ କୋରାପୁଟ ଜିଲାରେ ଆମିଷ ବିକ୍ରି ଉପରେ ଜିଲାପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। କୋରାପୁଟ ଜିଲାପାଳ ମନୋଜ ସତ୍ୟବାନ ମହାଜନ ଶୁକ୍ରବାର ଏ ସମ୍ପର୍କରେ…

ବସ୍‌ ଧର୍ମଘଟ ଡାକରାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ପ୍ରତ୍ୟାହୃତ ହେଲା…

ଭୁବନେଶ୍ୱର,୨୩।୧: ବସ୍‌ ଧର୍ମଘଟ ଡାକରା ପ୍ରତ୍ୟାହୃତ। ଶନିବାର ଠାରୁ ବସ୍‌ ଧର୍ମଘଟ  ଡାକରା ଦେଇଥିଲା ଘରୋଇ ବସ୍‌ ମାଲିକ ସଂଘ। ମାଲିକ ସଂଘ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଗୁରୁବାର ସରକାରଙ୍କ ସହିତ ଆଲୋଚନା ସଫଳ ହୋଇଥିଲା। ବିଭିନ୍ନ ଜିଲାର…

ବିଜେଡିକୁ ବାହୁଡ଼ିବେ ଅରବିନ୍ଦ!

ଭୁବନେଶ୍ୱର,୨୩।୧: ବିଜେଡିକୁ ଭାରି ପଡ଼ିଲାକି ଅରବିନ୍ଦ ସମର୍ଥକଙ୍କ ମେଳି। ପୁନର୍ବିଚାର କରାଯିବ କହିଲେ ସମର୍ଥକ। ଶଙ୍ଖଭବନରେ ବରିଷ୍ଠ ନେତାଙ୍କୁ ଭେଟିବା ପରେ ଅରବିନ୍ଦଙ୍କ ସମର୍ଥକ ପ୍ରତିକ୍ରିୟା ରଖିଛନ୍ତି। ସେମାନେ କହିଛନ୍ତି, ପ୍ରତାପ ଜେନା, ଦେବୀପ୍ରସାଦ ମିଶ୍ର ଆମକୁ ପ୍ରତିଶ୍ରୁତି ଦେଇଛନ୍ତି। ପୁନର୍ବିଚାର…

କେଉଁ ରାଜ୍ୟ ସରକାର ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ କରନ୍ତି ଅଧିକ ଟଙ୍କା? ଲିଷ୍ଟରେ ଓଡ଼ିଶାର ସ୍ଥାନ…

ନୂଆଦିଲ୍ଲୀ,୨୩।୧: ଜାନୁଆରୀ 2026 ରୁ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ଯୋଜନା କାର୍ଯ୍ୟକାରୀ କରି ପଞ୍ଜାବ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂହ ମାନ କହିଛନ୍ତି ଯେ ଏହି ଯୋଜନା ଅଧୀନରେ, ରାଜ୍ୟର ପ୍ରତ୍ୟେକ ପରିବାର ବାର୍ଷିକ…

ପାଟକୁରାରୁ ମାଡିଆସିଲେ ଅରବିନ୍ଦଙ୍କ ଶହ ଶହ ସମର୍ଥକ: ବଢ଼ିଲା ନବୀନ ନିବାସ ସୁରକ୍ଷା

ଭୁବନେଶ୍ୱର,୨୩।୧: ନବୀନ ନିବାସ ଚାରିପଟେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା। ଅରବିନ୍ଦଙ୍କ ସମର୍ଥକ ପାଟକୁରାରୁ ଆସୁଥିବା ସୂଚନା ପରେ ସୁରକ୍ଷା ବଢ଼ିଛି। ଅନ୍ୟପଟେ, ଶଙ୍ଖଭବନ ଆଗରେ ଅରବିନ୍ଦ ମହାପାତ୍ରଙ୍କ ସମର୍ଥକଙ୍କ ମେଳି ଦେଖିବାକୁ ମିଳିଛି। ବିରାଟ ପଟୁଆରରେ ପାଟକୁରାରୁ ଆସିଛନ୍ତି ଅରବିନ୍ଦଙ୍କ ଶହ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri