୨୫ରେ ଓଡ଼ିଶା ଆସିବେ ସ୍ମୃତି ଇରାନୀ: ଏହି ସ୍ଥାନରେ କରିବେ ପ୍ରଚାର
କୁଜଙ୍ଗ,୨୪ା୫(ମନୋଜ ପ୍ରଧାନ):ପାରାଦୀପ ନିର୍ବାଚନମଣ୍ଡଳୀରେ ଭାଜପା ତା’ର ସ୍ଥିତିକୁ ସୁଦୃଢ କରୁଥିବା ବେଳେ ଭିନ୍ନ ଦଳରୁ ଭିନ୍ନ ଦଳରୁ ବହୁ ସମର୍ଥକ ଭାଜପାରେ ସାମିଲ ହୋଇଛନ୍ତି। ଏହି ନୂତନ ସଦସ୍ୟ ଏବେ ଉତ୍ସାହିତ ଥିବା ବେଳେ ଦଳରେ ଯୋଶ ଭରିବାକୁ କେନ୍ଦ୍ରମନ୍ତ୍ରୀ ସ୍ମୃତି…
ନବୀନ ବାବୁ ବିରୋଧୀଙ୍କୁ କେବେ କହିବେନି ଚୋର-ଚଣ୍ଡାଳ : ସମୀର ମହାନ୍ତି
ଭୁବନେଶ୍ୱର,୨୪।୫(ଶର୍ମିଷ୍ଠା ପାଣିଗ୍ରାହୀ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବନ୍ଧନ କରି ରଖାଯାଇଛି। ବିଗତ କିଛି ଦିନ ହେଲା ବିଜେଡି ଦ୍ୱାରା ସାମାଜିକ ଗଣମାଧ୍ୟମରେ ଛଡ଼ା ଯାଉଥିବା ଭିଡିଓଗୁଡ଼ିକୁ ଦେଖିବା ପରେ ଏହା ସ୍ପଷ୍ଟ ହୋଇଛି, ମୁଖ୍ୟମନ୍ତ୍ରୀଙ୍କୁ କେଉଁ ଭଳି ଭାବେ ଲୋକଙ୍କ ପାଖରେ ଉପସ୍ଥାପିତ…
ଆସନ୍ତାକାଲି ସକାଳ ସୁଦ୍ଧା ବାତ୍ୟା, ଓଡ଼ିଶା ଉପରେ ପ୍ରଭାବ ପଡ଼ିବ କି ନାହିଁ ହେଲା ସ୍ପଷ୍ଟ
ଭୁବନେଶ୍ୱର,୨୪।୫: ବଙ୍ଗୋପସାଗରରେ ସଦୃଶ ଲଘୁଚାପ କ୍ଷେତ୍ର ଅବପାତରେ ପରିଣତ ହୋଇଛି। ଶନିବାର ସକାଳ ସୁଦ୍ଧା ବାତ୍ୟାର ରୂପ ନେବ ଓ ୨୬ ସା ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ପାଣିପାଗ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏଭଳି ପୂର୍ବାନୁମାନ…
ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟବାସୀଙ୍କ ଭଲପାଇବା ଦେଖି ବିରୋଧୀଙ୍କ ମୁଣ୍ଡ କାମ କରୁନି
ଭୁବନେଶ୍ୱର,୨୪ା୫(ଅନିଲ ଦାସ):ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଓଡ଼ିଶାବାସୀଙ୍କ ଏତେ ଭଲପାଇବା ଦେଖି ବିରୋଧୀଙ୍କ ମୁଣ୍ଡ କାମ କରୁନି। ବାହାରୁ ବଡ଼ ବଡ଼ ନେତାମାନେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଅଭଦ୍ର ଭାଷାରେ ଗାଳି ଦେଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଏପରି ଅସମ୍ମାନିତ କରୁଥିବା ଲୋକଙ୍କୁ ଆପଣ ମୁହଁତୋଡ଼ ଜବାବ ଦିଅନ୍ତୁ…
ସମିତିସଭ୍ୟଙ୍କୁ ଆକ୍ରମଣ: ୩ ଆହତ
ପିପିଲି,୨୪।୩: ପୁରୀ ଜିଲା ପିପିଲିରେ ରାଜନୈତିକ ହିଂସା ଦେଖାଯାଇଛି। ସହଜପୁର ପଞ୍ଚାୟତ ସୁବଦ୍ଧିପଡ଼ାରେ ସମିତିସଭ୍ୟଙ୍କୁ ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ମଙ୍ଗଳପୁର ପାଞ୍ଚୟତର ସମିତିସଭ୍ୟ ଗଦାଧର ପରିଡ଼ାଙ୍କ ସମତେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।…
ସ୍ବାମୀ ପ୍ରାର୍ଥୀ, ପ୍ରଚାର କରୁଛନ୍ତି ସ୍ତ୍ରୀ
ଭଦ୍ରକ,୨୪ା୫(ସନାତନ ରାଉତ):ପୂର୍ବ ନିର୍ବାଚନରେ ପ୍ରାର୍ଥୀଙ୍କ ପାଇଁ ବାପ, ପୁଅ ପ୍ରଚାର କରୁଥିବା ବେଳେ ଚଳିତ ନିର୍ବାଚନରେ ଭଦ୍ରକ ଜିଲାରେ ପ୍ରାର୍ଥୀମାନଙ୍କ ପାଇଁ ସେମାନଙ୍କ ସ୍ତ୍ରୀ ପ୍ରଚାର କରୁଥିବାର ଟ୍ରେଣ୍ଡ ଦେଖିବାକୁ ମିଳୁଛି। ଅଧିକାଂଶ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି ସେମାନଙ୍କ…
ରବୀନ୍ଦ୍ରଙ୍କ ଘରେ ରଘୁନାଥ:ବିଜେଡିକୁ ପୁଣି ଫେରିବା ନେଇ ଚର୍ଚ୍ଚା
ଲଙ୍ଗଳେଶ୍ୱର, ୨୪।୫(କମଳାକାନ୍ତ ଦାସ):ବାଲେଶ୍ୱର ଜିଲା ବସ୍ତା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥିନୀ ସୁବାସିନୀ ଜେନାଙ୍କ ଲଙ୍ଗଳେଶ୍ୱରସ୍ଥିତ ବାସଭବନରେ ଗୁରୁବାର ପୂର୍ବାହ୍ନରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ତାଙ୍କ ସହଧର୍ମିଣୀ ପ୍ରୀତିଲତା ମହାନ୍ତିଙ୍କୁ ଦେଖିବାକୁ ମିଳିଥିଲା। ପୂର୍ବତନ ଏମ୍ପି ରବୀନ୍ଦ୍ର…
ଭୋଟ ଦେବେନି ପିହୁଙ୍କ ମା’ ମୋନାଲିସା
ବିଞ୍ଝାରପୁର,୨୪ା୫(ରାମକୃଷ୍ଣ ଦାସ):ଯାଜପୁର ଜିଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ମଧୂସୁଦନପୁର ଗ୍ରାମର ବହୁ ଚର୍ଚ୍ଚିତ ଶିଶୁକନ୍ୟା ଶୁଭଲକ୍ଷ୍ମୀ ନାୟକ(ପିହୁ) ନିଖୋଜ ଘଟଣାରେ ପୂର୍ଣ୍ଣଛେଦ ପଡ଼ୁନାହିଁ। ନ୍ୟାୟ ପାଇଁ ସଂଘର୍ଷ କରୁଥିବା ପିହୁଙ୍କ ମା’ ମୋନାଲିସା ନାୟକ ଚଳିତ ଥର ସାଧାରଣ ନିର୍ବାଚନରେ ଭୋଟ…
ବୈଠକ ପରେ ନଡ୍ଡା କଲେ ବଡ଼ ଘୋଷଣା, କହିଲେ ଆମେ ଏତିକି ଆସନ ଜିତିବୁ
ଭୁବନେଶ୍ୱର,୨୩।୫: ଭାଜପା ରାଜ୍ୟ କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା ବୈଠକ କରିଛନ୍ତି। ବୈଠକରେ ନିର୍ବାଚନ ପରିଚାଳନାର ସମୀକ୍ଷା ସହ ପରାମର୍ଶ ଦେଇଛନ୍ତି ନଡ୍ଡା। ନଡ୍ଡା କହିଛନ୍ତି, ଆଲୋଚନାରୁ ନିଷ୍କର୍ସ ବାହାରିଲା ଯେ, ୧୦୦ରୁ ଊଦ୍ଧର୍ବ ସିଟ ଜିତିବୁ। ୧୦୦ରୁ ଊଦ୍ଧର୍ବ ସିଟ…
ଚମକାଇଲା ଅପରାଜିତାଙ୍କ ବୟାନ, ମୁଖ୍ୟମନ୍ତ୍ରୀ ଡିବେଟ୍ ପାଇଁ ହେଲେ…
ଭୁବନେଶ୍ୱର,୨୩।୫: ପଳାଶପଲ୍ଲୀଠାରେ ପ୍ରେସମିଟ କରିଛନ୍ତି ଭୁବନେଶ୍ୱର ଏମପି ଅପରାଜିତା ଷଡଙ୍ଗୀ। ଗୁରୁବାର ଏଠାରେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମାଣ ଦେଲେନାହିଁ କି ଡିବେଟ ପାଇଁ ରାଜି ହେଲେନି। ୪୮ଘଣ୍ଟା ବିତିଗଲା। ଡିବେଟ ପାଇଁ କେଉଁଠିକି ଯିବି…
ନିର୍ବାଚନ ଦିନ ବାତ୍ୟା, ଜାଣନ୍ତୁ କେଉଁଠି କରିବ ଲ୍ୟାଣ୍ଡଫଲ
ଭୁବନେଶ୍ୱର,୨୩।୫: ବଙ୍ଗୋପସାଗରରେ ବୁଧବାର ସୃଷ୍ଟି ହୋଇଥିବା ଲଘୁଚାପ ଗୁରୁବାର ସକାଳ ୮ଟା. ୩୦ ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ଏବଂ ଦକ୍ଷିଣ ବଙ୍ଗୋପସାଗରରେ ଓ୍ବେଲର୍ମାକ ଲୋ ପ୍ରେସର ଏରିଆରେ ପରିଣତ ହୋଇଛି। ଏହି ସିଷ୍ଟମ ଉତ୍ତର-ପୂର୍ବ ଦିଗକୁ ଗତି କରିବା ସହ ୨୪…
ଟୁଇଟ୍ କରି ଧର୍ମେନ୍ଦ୍ରଙ୍କୁ ଏମିତି କହିଲେ ପ୍ରଣବ ପ୍ରକାଶ, ଧର୍ମେନ୍ଦ୍ର ବାବୁ…
ଭୁବନେଶ୍ୱର,୨୩।୫: ନିର୍ବାଚନ ସମୟରେ ଶାସକ ଦଳ ଏବଂ ବିପକ୍ଷ ଦଳ ମଧ୍ୟରେ ତର୍କବିତର୍କ ଦେଖିବାକୁ ମିଳୁଛି। ଉଭୟ ଦଳ ଉଭୟଙ୍କୁ ର୍ଟାଗେଟ୍ କରିବାରେ ଲାଗିଛନ୍ତି। ଏହି ସମୟରେ ସମ୍ବଲପୁର ବିଜେଡି ଏମ୍ପି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଟୁଇଟ୍ କରି ଭାଜପା…
Archives


