ବନ ବିଭାଗ ଉପରେ ମାଛ ମାଫିଆଙ୍କ ଆକ୍ରମଣ: ଫାୟାରିଂ କରି ୮ ଜଣଙ୍କୁ ଛଡ଼ାଇ ନେଲେ
କେନ୍ଦ୍ରାପଡା,୧୨।୧: ରାଜନଗର ଗହୀରମଥା ଗଭୀର ସମୁଦ୍ରରେ ବନ ବିଭାଗ ପାଟ୍ରୋଲିଂ ଟିମ୍ ଉପରେ ମାଛ ମାଫିଆଙ୍କ ଆକ୍ରମଣ। ବେଆଇନ ଭାବେ ମାଛ ମାରୁଥିବା ତାରିଣୀ ୩ ଟ୍ରଲର ସହିତ ୯ ମତ୍ସ୍ୟଜୀବୀଙ୍କୁ ବନବିଭାଗ କାବୁ କରି ଆଣୁଥିବା ସମୟରେ ୬ ଟି…
ଦେଢ଼ ଶହ ଫୁଟ ଉଚ୍ଚ ଟାୱାରରୁ ଖସିପଡ଼ି ଚାଳିଗଲା ଯୁବକଙ୍କ ଜୀବନ
ପାଟଣାଗଡ଼,୧୨।୧: ବଲାଙ୍ଗୀର ଜିଲା ବେଲପଡ଼ା ଥାନା ନୁନହାଡ଼ ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଦେଢ଼ ଶହ ଫୁଟ ଉଚ୍ଚ ଏକ ଟେଲିଫୋନ ଟାୱାରରୁ ଖସିପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ବେଲପଡ଼ା ଥାନା ନୁନହାଡ଼…
ଏମ୍ପି ପ୍ରଦୀପ ପୁରୋହିତଙ୍କ ବିସ୍ଫୋରକ ବୟାନ: ଅଭିଲିପ୍ସାଙ୍କୁ ସହାୟତା କରୁଥିଲେ ବିଜେଡିର ଅନେକ…
ଭୁବନେଶ୍ୱର,୧୨।୧: ବରଗଡ଼ର ଭାଜପା ଏମ୍ପି ପ୍ରଦୀପ ପୁରୋହିତ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କଳାହାଣ୍ଡି ଜିଲାର ଜଣେ ପୂର୍ବତନ ଶିଳ୍ପମନ୍ତ୍ରୀଙ୍କ ସହ ହଂସିତା ଅଭିଲିପ୍ସାଙ୍କ ଲିଙ୍କ୍ ନେଇ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ବିଜେଡିର ଅନେକ ନେତା ତାଙ୍କୁ ସହାୟତା କରୁଥିଲେ।…
ପୁଣି ଆକ୍ରମଣ ପାଇଁ ମାଓବାଦୀ କରିଥିଲେ ଯୋଜନା, ଶେଷରେ…
ମାଲକାନଗିରି,୧୨।୧ (ଦୁର୍ଯ୍ୟୋଧନ ପାତ୍ର ): ମାଲକାନଗିରି ପୋଲିସକୁ ବଡ଼ ସଫଳତା ମିଳିଛି । ଜିଲାର ମୋଟୁ ଥାନା ଅନ୍ତର୍ଗତ ଜିନେଲ୍ଡ଼ା ଠାରେ ମାଓବାଦୀ ମାନେ ବିସ୍ଫୋରକ ସାମଗ୍ରୀ ମାଟି ତଳେ ପୋତି ରଖିବା ସହ କୌଣସି ଯୋଜନା କରୁଥିବାର ସୂଚନାପାଇ ଥିଲେ।…
କେବଳ ଏହି ଜଣେ ହାଣିଥିଲେ ସହଦେବଙ୍କୁ, ବାକି ସମସ୍ତେ ଧରିଥିଲେ
ଭୁବନେଶ୍ୱର,୧୨।୧: ସହଦେବ ହତ୍ୟା ଘଟଣାରେ ଦିନକୁଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଛାତି ଥରେଇ ଦେଲା ପରି ସତ ଏବେ ଶୁଣାଯାଉଛି। ଗିରଫ ଅଭିଯୁକ୍ତମାନେ ବଖାଣିଛନ୍ତି ସେଦିନ ସକାଳର ଲୋମ ଟାଙ୍କୁରା ଘଟଣା। ସହଦେବଙ୍କୁ ମାରିବାକୁ ସେମାନେ ୧୬ କିଲୋମିଟର ବାଇକରେ…
ଜଳଯୋଗାଣ ବନ୍ଦ, ପିଏଚ୍ଡି ଅଫିସ ଘେରାଉ କଲେ ସହରବାସୀ
କେସିଙ୍ଗା,୧୨ା୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ତ୍ରିମୂର୍ତ୍ତି ଛକ ନିକଟରେ ଜାତୀୟ ରାଜପଥ ମଧ୍ୟ ଭାଗରେ ମୁଖ୍ୟ ପାଇପ୍ ଲାଇନ ଶନିବାରଠାରୁ ଫାଟି ଯିବାରୁ ସହରକୁ ପାନୀୟ ଯୋଗାଣରେ ବିଳମ୍ବ ହେତୁ ପଡ଼ାବାସୀ ସ୍ଥାନୀୟ ପି.ଏଚ୍.ଡ଼ି.ବିଭାଗର ମୁଖ୍ୟ କାର୍ଯ୍ୟାଳୟରେ ଘେରାଉ…
ଗଣତନ୍ତ୍ର ଦିବସ ପୂର୍ବରୁ ବିବାଦୀୟ କନିକା ବାଲିଦ୍ୱୀପରେ ଉଡ଼ିଲା ତ୍ରିରଙ୍ଗା
ଚାନ୍ଦବାଲି,୧୨ା୧(ଅଶୋକ ପଣ୍ଡା): ରାଜ୍ୟ ସରକାରଙ୍କ ଅବହେଳାରୁ ଅବହେଳିତ ହୋଇ ପଡ଼ିଥିବା କନିକା ବାଲିଦ୍ୱୀପରେ ଜାତୀୟ ପତାକା ଉତ୍ତୋଳନ ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ପବିତ୍ର ୭୬ତମ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଦ୍ୱୀପରେ ଏହି ପତାକା ଉତ୍ତୋଳନ…
ଆଜି ବରଗଡ଼ ଆସିବେ ମୁଖ୍ୟମନ୍ତ୍ରୀ, ଦେଖିବେ ଧନୁଯାତ୍ରା
ମଥୁରାନଗରୀ,୧୨ା୧(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଦଶମ ଦିବସ ରବିବାରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତେବେ ଏ ନେଇ ସରକାରୀ ଭାବେ କିଛି ସୂଚନା ମିଳି ନ…
ବାଗେଶର ବାବାଙ୍କ ପକ୍ଷରୁ ପ୍ରବଚନ କାର୍ଯ୍ୟକ୍ରମ: ପ୍ରବଚନ ଶୁଣିବାକୁ ଲୋକଙ୍କ ଗହଳି
ପୁରୀ ,୧୨।୧( ଅଜିତ୍ କୁମାର ମହାନ୍ତି): ଶ୍ରୀ ବାଗେଶର ଜନ ସେବା ସେମିତି ଆନୁକୁଲ୍ୟରେ ଲାଇଟ ହାଉସ ସ୍ଥିତ ଏକ ହୋଟେଲ ପରିସରରେ ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ (ବାଗେଶର ବାବା)ଙ୍କ ପକ୍ଷରୁ ପ୍ରବଚନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି…
ପୁରୁଷ ଶୂନ୍ୟ ହେଲା ଗାଁ, ଏସ୍ପିଙ୍କୁ ୫ ଦଫା ଦାବିପତ୍ର ପ୍ରଦାନ କଲା ଦଳିତ ଆଦିବାସୀ ମହାସଂଘ
ଭବାନୀପାଟଣା,୧୨ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଭଟାଙ୍ଗପଦର ପଞ୍ଚାୟତ କନର୍ଲା ଗାଁରେ ଆଦିବାସୀଙ୍କ ପର୍ବ ଚାଲିଥିବା ସମୟରେ ଅବକାରୀ ଚଢ଼ାଉ ଓ ପରବର୍ତ୍ତୀ ଆକ୍ରମଣ-ପ୍ରତିଆକ୍ରମଣର ନିରପେକ୍ଷ ତଦନ୍ତ ଦାବି କରିଛି ଜିଲା ଦଳିତ ଆଦିବାସୀ ମହାସଂଘ।…
ରାୟଗଡ଼ା ରେଳ ଡିଭିଜନର ନୂଆ ଡିଆରଏମ୍ ଅମିତାଭ ସିଂଘଲଙ୍କ କୋରାପୁଟ ଗସ୍ତ
କୋରାପୁଟ,୧୨ା୧(ଅମିତାଭ ବେହେରା): ନୂତନ ଭାବେ ରାୟଗଡ଼ା ଡିଭିଜନର ଦାୟିତ୍ୱ ଗ୍ରହଣ କରିଥିବା ଡିଆର୍ଏମ୍ ଅମିତାଭ ସିଂଘଲ କୋରାପୁଟ ଗସ୍ତରେ ରବିବାର ସକାଳେ କୋରାପୁଟ ଷ୍ଟେଶନକୁ ଆସି ବିଭିନ୍ନ ସମସ୍ୟା ଓ ଉନ୍ନତିକରଣ କାର୍ଯ୍ୟଗୁଡ଼ିକର ନିରୀକ୍ଷଣ କରିବା ସହ ରେଲଓ୍ବେ କର୍ମଚାରୀ ଓ…
ଭାଜପା ପୋଲିସକୁ ହାତବାରିଶି କରି ଗଣତନ୍ତ୍ରକୁ ହତ୍ୟା କରିଛି: ବିଜେଡି
ଭୁବନେଶ୍ୱର,୧୨ା୧(ଅନିଲ ଦାସ):କିର୍ମିରା ଅନାସ୍ଥା ଭୋଟରେ ପରାଜୟ ନିଶ୍ଚିତ ଜାଣି ଭାଜପା ନିର୍ବାଚନ ନ କରାଇ ଦେବା ପାଇଁ ଷଡ଼ଯନ୍ତ୍ର କରିଛି ବୋଲି ବିଜେଡି ଅଭିଯୋଗ କରିଛି। ଏଥିରେ ଓଡ଼ିଶା ଓ ଛତିଶଗଡ଼ ପୋଲିସକୁ ସାମିଲ କରାଯାଇଛି ବୋଲି ଶଙ୍ଖଭବନଠାରେ ଶନିବାର ଖବରଦାତା…

