ଟ୍ରକ୍ରୁ ମିଳିଲା ୧୪୪୮ କଇଁଛ: ବିଶାଖାପାଟଣାରୁ ପଶ୍ଚିମବଙ୍ଗ ହେଉଥିଲା ଚାଲାଣ
ଟାଙ୍ଗୀ/ନିରାକାରପୁର,୨୩ା୨(ରଘୁନାଥ ସାହୁ/ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅଧୀନ ୧୬ନମ୍ବର ଜାତୀୟ ରାଜପଥର ଗୋଡ଼ିପଡ଼ା ଟୋଲଗେଟ୍ ନିକଟରେ ରବିବାର ଡାଇରେକ୍ଟର ଅଫ୍ ଇଣ୍ଟେଲିଜେନ୍ସ ବିଭାଗ ଚଢ଼ାଉ କରି କଇଁଛ ବୋଝେଇ ଏକ ମିନିଟ୍ରକ୍ ଜବତ କରିଛି। ଏଥିରୁ ୭୧ଟି…
ବାର୍ଡ଼ ଫ୍ଲୁ ଆତଙ୍କ: ଜଙ୍ଗଲରେ ପଡ଼ିଛି କୁଢ଼କୁଢ଼ ମଲା କୁକୁଡ଼ା
ମୋରଡ଼ା,୨୩ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍ରେ କୁକୁଡ଼ା ମଡକ ଦେଖାଦେଇଛି। ବ୍ଲକ୍ ଅଧୀନ ଚିତ୍ରଡା ବାଉଁଶ ବଣ ନିକଟ ଏକ ନିଛାଟିଆ ପଡ଼ିଆରେ ପାଞ୍ଚ ଶହରୁ ଊର୍ଦ୍ଧ୍ୱ ମଲା କୁକୁଡ଼ା ରବିବାର ପଡିଥିବା ଦେଖିବାକୁ ମିଳିଛି। ଫଳରେ ଅଞ୍ଚଳରେ ବାର୍ଡ…
ନାବାଳିକାଙ୍କୁ ବଳାତ୍କାର: ଅଭିଯୁକ୍ତ ଫେରାର
ଜଳେଶ୍ୱର,୨୩ା୨(ରବିନାରାୟଣ ପାତ୍ର): ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ସନ୍ଧ୍ୟାରେ ନାବାଳିକା ଜଣକ ଘରକୁ ଫେରୁଥିବା ବେଳେ ଶିଖରପୁର ପଞ୍ଚାୟତ ଅନ୍ତର୍ଗତ ଚକହରି ଗଁାର ଜଣେ ଯୁବକ ତାଙ୍କୁ ଟେକିନେଇ…
ବଜ୍ରପାତ ନେଲା ମହିଳାଙ୍କ ଜୀବନ
ମହାକାଳପଡ଼ା,୨୩ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନା ସୁନୀତି ପଞ୍ଚାୟତ ଗୋଚ୍ଛାୟତପଡ଼ାରେ ରବିବାର ବଜ୍ରପାତ ଘଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅଞ୍ଜନା ମଣ୍ଡଳ(୪୦)। ସେ ଘର ପାଖରେ କାମ କରୁଥିବା ବେଳେ…
ହାଇଦ୍ରାବାଦରେ ନିର୍ଯାତିତ ଦାଦନ ଶ୍ରମିକ ଉଦ୍ଧାର
ନୂଆପଡ଼ା,୨୩ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ଥାନା ଟିକ୍ରାପଡ଼ା ଗାଁର ଦାଦନ ଶ୍ରମିକ ମଦନ ବନଗୋଳା(୧୯) ହାଇଦ୍ରାବାଦରେ ନିର୍ଯାତିତ ହେଉଥିବା ନେଇ ଜିଲା ଶ୍ରମ ଅଧିକାରୀଙ୍କଠାରେ ଅଭିଯୋଗ ହୋଇଥିଲା। ଜିଲା ଅତିରିକ୍ତ ଶ୍ରମ ଅଧିକାରୀ ମନୋରଞ୍ଜନ ନାୟକଙ୍କ ହସ୍ତକ୍ଷେପ ପରେ…
ଲିଫ୍ଟ ଦେଇ ଲୁଟ: ୩ ଅଭିଯୁକ୍ତଙ୍କୁ ଧରିଲା ପୋଲିସ
କଟକ,୨୩।୨: ଲିଫ୍ଟ ଦେଇ ଅପହରଣ ଓ ଲୁଟ ଘଟଣାରେ ଚୌଦ୍ବାର ଥାନା ପୋଲିସ ରବିବାର ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଲିସ ଅଭିଯୁକ୍ତଠାରୁ ବନ୍ଧୁକ ସହ ଏକ କାର୍ ଜବତ କରିଛି। ଅନ୍ୟପକ୍ଷେ ପୋଲିସ ତଦନ୍ତ ବେଳେ ଅଭିଯୁକ୍ତଙ୍କ ନାମରେ ବିଭିନ୍ନ…
ବାରବାଟୀରେ ମ୍ୟାଚ୍ ବେଳେ ଫ୍ଲଡ ଲାଇଟ ଲିଭିବା ଘଟଣା: ଉତ୍ତର ରଖିଲା OCA
ଭୁବନେଶ୍ୱର,୨୩।୨: କଟକ ବାରବାଟୀ ଷ୍ଟାଡିୟମରେ ଗତ ୯ତାରିଖରେ ଭାରତ -ଇଂଲଣ୍ଡ ମ୍ୟାଚ୍ ବେଳେ ଫ୍ଲଡ ଲାଇଟ ଲିଭିଯାଇଥିଲା। ଫଳରେ ଖେଳ ଅଧାରୁ ବାଧାପ୍ରାପ୍ତ ହୋଇଥିଲା। ଏନେଇ କ୍ରୀଡ଼ା ଓ ଯୁବ ବିଭାଗ ପକ୍ଷରୁ OCAକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା।…
ଏହି ସବୁ ଜିଲାରେ ହେବ ଘଡଘଡି ସହ ବର୍ଷା ପବନ, ଜିଲାପାଳଙ୍କୁ ଚିଠି ଲେଖି ସତର୍କ କରାଇଲେ ଏସ୍ଆରସି
ଭୁବନେଶ୍ୱର,୨୩।୨: ରାଜ୍ୟରେ ଅଦିନିଆ ଝଡ଼ବର୍ଷା ଜାରି ରହିଛି। ଆଗାମୀ ୨ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଆସନ୍ତାକାଲି ପର୍ଯ୍ୟନ୍ତ ୧୨ ଜିଲାକୁ ଅରେଞ୍ଜ ଏବଂ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।…
ଚାଷୀଙ୍କ ପାଖରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାବୁଡରେ ପଡିଗଲେ ୨ କୃଷି ଅଧିକାରୀ
ଭୁବନେଶ୍ୱର,୨୩।୨: ଭିଜିଲାନ୍ସ ଜାଲରେ ୨ କୃଷି ଅଧିକାରୀ। ଲାଞ୍ଚ ନେବାବେଳେ ଉମରକୋଟ ସହକାରୀ କୃଷି ଅଧିକାରୀ ନୀଳକଣ୍ଠ ପରିଡ଼ା ଓ ଟେକ୍ନୋଲୋଜି ମ୍ୟାନେଜର ସୁରେନ୍ଦ୍ର ବୁନ୍ଦେଲା ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଜଳନିଧି ସ୍କିମରେ ସବ୍ସିଡି କରାଇଦେବାକୁ ନେଇ ଜଣେ ଚାଷୀଙ୍କ ପାଖରୁ…
ପ୍ରୟାଗରାଜରେ ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ: ଓଡ଼ିଶାବାସୀଙ୍କ ପାଇଁ କଲେ ମଙ୍ଗଳକାମନା
ଭୁବନେଶ୍ୱର,୨୩।୨: ୩ ଦିନିଆ ଉତ୍ତରପ୍ରଦେଶ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହିପରିପ୍ରେକ୍ଷୀରେ ରବିବାର ମୁଖ୍ୟମନ୍ତ୍ରୀ ପ୍ରୟାଗରାଜ ମହାକୁମ୍ଭ ମେଳାରେ ଅଂଶଗ୍ରହଣ କରି ପରିବାର ସହିତ ପବିତ୍ର ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଛନ୍ତି ଏବଂ ପୂଜାଚ୍ଚନା କରି ଓଡ଼ିଶାବାସୀଙ୍କ ମଙ୍ଗଳକାମନା…
Poorest CM: ଭାରତର ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ କିଏ? ସମ୍ପତ୍ତି ଜାଣିଲେ ଉଡିବ ହୋସ୍, ଲିଷ୍ଟରେ ମୋହନ ମାଝୀଙ୍କର ସ୍ଥାନ…
ନୂଆଦିଲ୍ଲୀ,୨୩।୨:ଭାରତରେ ପ୍ରାୟତଃ ରାଜନେତାମାନଙ୍କ ବିଷୟରେ କୁହାଯାଏ ଯେ ସେମାନଙ୍କର ବହୁତ ଟଙ୍କା ଅଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି ଭାରତର ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ କିଏ, ଯାହାଙ୍କର ସବୁଠାରୁ କମ ସମ୍ପତ୍ତି ଅଛି? ଆଜି ଆମେ ଆପଣଙ୍କୁ ଭାରତର ସବୁଠାରୁ…
ପଙ୍କଜ ଲୋଚନ ମହାନ୍ତି ହେଲେ ଓସିଏ ସଭାପତି
ଭୁବନେଶ୍ୱର,୨୩।୨: ପଙ୍କଜ ଲୋଚନ ମହାନ୍ତି ହେଲେ ଓସିଏ ସଭାପତି। ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ କରିଥିଲେ ପଙ୍କଜ। ବବି ଦାସଙ୍କ ଇସ୍ତଫା ପରେ ଏହି ଆସନ ଖାଲିପଡିଥିଲା। ବାରବାଟୀ ଫ୍ଲଡ ଲାଇଟ ବିଭ୍ରାଟ ନେଇ ମତ ରଖିଛନ୍ତି ନୂଆ ସଭାପତି ପଙ୍କଜ।…

