ତୃଣମୂଳ ସ୍ତରରେ କ୍ରୀଡ଼ା ବିକାଶ ଆମର ପ୍ରାଥମିକତ: କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ
ଭୁବନେଶ୍ୱର,୪ା୩: ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ଠାରେ ସୋମବାର କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ କ୍ରୀଡ଼ା ଓ ଯୁବସେବା ବିଭାଗର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କ୍ରୀଡ଼ାମନ୍ତ୍ରୀ ସୂରଜ ଆଗାମୀ ଦିନରେ ବ୍ଲକ ସ୍ତରରେ ନିର୍ମାଣ ହେବାକୁ ଥିବା…
ଓଡ଼ିଶା କ୍ୟାଡରକୁ ପ୍ରତ୍ୟାବର୍ତ୍ତନ କଲେ ଆଇପିଏସ୍ ସୁସାନ୍ତ କୁମାର ନାଥ, ମିଳିପାରେ ବଡ ଦାୟିତ୍ୱ
ଭୁବନେଶ୍ୱର,୪।୩: ୧୯୯୩ ବ୍ୟାଚର ବରିଷ୍ଠ ଭାରତୀୟ ପୋଲିସ ସେବା (ଆଇପିଏସ୍) ଅଧିକାରୀ ସୁସାନ୍ତ କୁମାର ନାଥ କେନ୍ଦ୍ରୀୟ ଡେପୁଟେସନରେ କାର୍ଯ୍ୟ କରିବା ପରେ ଓଡ଼ିଶା ଫେରିବାକୁ ଯାଉଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ, ପୋଲିସ-୧ ଡିଭିଜନ ପକ୍ଷରୁ ସୋମବାର ଜାରି ଏକ ବିଜ୍ଞପ୍ତିରେ…
ସମ୍ବଲପୁରରେ ଦୁର୍ଦ୍ଦାନ୍ତ ଅପରାଧୀ ମହେଶକୁ ଏନ୍କାଉଣ୍ଟର
ସମ୍ବଲପୁର,୪।୩( ପ୍ରମୋଦ ବହିଦାର): ସମ୍ବଲପୁରରେ ଦୁର୍ଦ୍ଦାନ୍ତ ଅପରାଧୀ ମହେଶ କୁମାରକୁ ଏନକାଉଣ୍ଟର କରାଯାଇଥିବା ସୂଚନା ମିଳିଛି। ଅଇଁଠାପାଲି ଥାନା ଜମାଦାରପାଲି ବିମାନ ଅବତରଣ କେନ୍ଦ୍ରର ରାସ୍ତାର ଲମ୍ଡୁଙ୍ଗରୀ ନିକଟରେ ମଙ୍ଗଳବାର ପ୍ରାତଃ ୫ଟା ୪୫ମିନିଟ ସମୟରେ ମହେଶକୁ ଏନକାଉଣ୍ଟର କରାଯାଇଛି। ଏନକାଉଣ୍ଟରବେଳେ…
ଜଗତସିଂହପୁରରେ ଚାଞ୍ଚଲ୍ୟ: ମା’, ବାପା ସହ ଭଉଣୀକୁ ପଥରରେ ଛେଚି ହତ୍ୟା
ଜଗତସିଂହପୁର, ୪।୩(ପ୍ରମୋଦ କୁମାର ନାୟକ): ସୋମବାର ବିଳମ୍ବିତ ରାତିରେ ଜଗତ୍ସିଂହପୁର ସହର ଅନ୍ତର୍ଗତ ଚାଟରା ଧୋବା ସାହିରେ ହୃଦୟ ବିଦାରକ ଘଟଣା ଘଟିଛି। ନିଜ ମା’ କନକଲତା ଓରଫ ସଞ୍ଜୁନା ସେଠୀ, ବାପା ପ୍ରଶାନ୍ତ ଓରଫ କାଳିଆ ଓ ସାନ ଭଉଣୀ…
ଓଡ଼ିଶା ହାଇକୋର୍ଟଙ୍କ ବଡ଼ ରାୟ: ବଳାତ୍କାର ପୀଡିତାଙ୍କୁ ୨୪ ସପ୍ତାହ ଗର୍ଭ ନଷ୍ଟ କରିବାକୁ ଦେଲେ ଅନୁମତି
କଟକ, ୩।୩: ଓଡ଼ିଶା ହାଇକୋର୍ଟ ଜଣେ ନାବାଳିକା ବଳାତ୍କାର ପୀଡିତାଙ୍କ ଗର୍ଭଧାରଣକୁ ସମାପ୍ତ କରିବାକୁ ଅନୁମତି ଦେଇଛନ୍ତି। ଯିଏ ୨୪ ସପ୍ତାହରୁ ଅଧିକ ଗର୍ଭବତୀ ଏବଂ ସିକଲ୍ ସେଲ୍ ରୋଗ (SCD) ପୀଡିତ। ୧୩ ବର୍ଷୀୟା ଝିଅର ପିତାଙ୍କ ଦ୍ୱାରା ଦାୟର…
ଦିଗପହଣ୍ଡି ପଞ୍ଚାୟତ ସମିତି ବୈଠକ ଏମପି ଓ ବିଧାୟକଙ୍କ ଯୋଗଦାନ, ବିକଶିତ ଗାଁ ଓ ବିକଶିତ ଓଡ଼ିଶା ଯୋଜନାକୁ ଗୁରୁତ୍ୱ
ଦିଗପହଣ୍ଡି,୩ା୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ପଞ୍ଚାୟତ ସମିତି ବୈଠକ ସୋମବାର ବ୍ଲକ୍ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ପଞ୍ଚବାର୍ଷିକ ଯୋଜନାରେ ଗ୍ରାମାଞ୍ଚଳର ବିକାଶକୁ ସୁଦୃଢ କରିବା ଲକ୍ଷ୍ୟରେ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଆୟୋଜିତ ସ୍ବତନ୍ତ୍ର…
ପଶ୍ଚିମବଙ୍ଗ ସରକାରଙ୍କୁ ରାଜସ୍ବ ମନ୍ତ୍ରୀଙ୍କ ନାଲି ଆଖି: ସୀମାରେ ଅନୁପ୍ରବେଶ ନେଇ କଡା ଚେତାବନୀ
ଭୁବନେଶ୍ୱର,୩ା୩: ନଦୀପଠାର ସୀମାବର୍ତ୍ତୀ ଅଞ୍ଚଳରୁ ବାଲି ଉତ୍ତୋଳନକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ବିବାଦ ମଧ୍ୟରେ ସୋମବାର ସୁବର୍ଣ୍ଣରେଖା ନଦୀ କୂଳରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମଧ୍ୟରେ କ୍ଷେତ୍ରୀୟ ସୀମା ଚିହ୍ନଟ ପାଇଁ ଏକ ମିଳିତ ଅଭ୍ୟାସ ଆରମ୍ଭ ହୋଇଛି। ରାଜ୍ୟ…
ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ମାର୍ଚ୍ଚ ୫ରେ ପାଳନ ହେବନି ପଞ୍ଚାୟତିରାଜ ଦିବସ, ବଦଳିଲା…
ଭୁବନେଶ୍ୱର,୩।୩: ମାର୍ଚ୍ଚ ୫ ତାରିଖରେ ପାଳନ ହେବନି ପଞ୍ଚାୟତିରାଜ ଦିବସ। ଏପ୍ରିଲ ୨୪ରେ ପାଳନ ହେବ ପଞ୍ଚାୟତିରାଜ ଦିବସ। ଏ ନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରତି ବର୍ଷ ଏପ୍ରିଲ ୨୪ରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ହୁଏ।…
‘ଆମେ ମିଛ କହିବା ସରକାର ନୁହଁ, କାମ କରିବା ସରକାର’: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୩ା୩: ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ସୋମବାର ଥିଲା ନବମ ପାଳି। ଲୋକଙ୍କ ଅଭିଯୋଗର ତ୍ୱରିତ ସମାଧାନ ପାଇଁ ପଦକ୍ଷେପ ନେଉଛନ୍ତି ସରକାର। ଆଜି ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ସମସ୍ୟା ଓ ଦୁଃଖ ଶୁଣିବା…
ନିଜେ ମରି ୨ଜଣଙ୍କ ଜୀବନ ବଞ୍ଚାଇଲେ ୧ବର୍ଷର ଶିଶୁ
ଭୁବନେଶ୍ୱର,୩।୩: ସାନ ସିନା, ଦାନ ତା ମହାନ। ନିଜେ ଏ ଦୁନିଆରୁ ବିଦାୟ ନେଲେ ସତ ମାତ୍ର ପ୍ରତିବଦଳରେ ଦେଇଗଲେ ଅନ୍ୟକୁ ଜୀବନ। ରାଉରକେଲାର ଜନ୍ମେଶ ଏବେ ସମସ୍ତଙ୍କ ମୁହଁରେ, ଆଉ ତାଙ୍କ ପରିବାରର ନିଷ୍ପତ୍ତିକୁ ମିଳୁଛି ବାହାବା। ବର୍ଷକର ଶିଶୁ…
ବିଦେଶିନୀ ମହିଳାଙ୍କ ଜଙ୍ଘରେ ଜଗନ୍ନାଥଙ୍କ ଟାଟୁକୁ ନେଇ ବିବାଦ; ଦୁଇ ଗିରଫ
ଭୁବନେଶ୍ୱର, ୩।୩: ବିଦେଶୀ ମହିଳାଙ୍କ ଜଙ୍ଘରେ ପ୍ରଭୁ ଜଗନ୍ନାଥଙ୍କ ଆପତ୍ତିଜନକ ଟାଟୁ ଘଟଣାରେ ସୋମବାର କମିଶନରେଟ୍ ପୋଲିସ ଭୁବନେଶ୍ୱରରେ ‘ରକି ଟାଟୁଜ୍’ ଟାଟୁ ଦୋକାନର ମାଲିକ ରକି ରଞ୍ଜନ ବିଶୋୟୀଙ୍କୁ ଗିରଫ କରିଛି। ହିନ୍ଦୁ ସେନା ସଂଗଠନ ଦ୍ୱାରା ଦାଖଲ ଅଭିଯୋଗ…
ଅନାଥ ଶିଶୁଙ୍କୁ ମିଳିବ ମାଗଣା ଶିକ୍ଷା: ଜାଣନ୍ତୁ କେବେଠୁ…
ଝାରସୁଗୁଡ଼ା,୩।୩: ଝାରସୁଗୁଡ଼ାରେ ଅନାଥ ଛୁଆଙ୍କ ଦାୟିତ୍ୱ ନେଇଛନ୍ତି ରାଜ୍ୟ ସରକାର। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ଖୁବ୍ଶୀଘ୍ର ରାଜ୍ୟରେ ପୌଷ୍ୟ ସନ୍ତାନ ଯୋଜନା କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ ଗଣମାଧ୍ୟକୁ କହିଛନ୍ତି। ଏପ୍ରିଲ…

