OASଙ୍କୁ ବାହା ହେବା ପରେ ଏମିତି କହିଲେ ମାହାଙ୍ଗା ବିଧାୟକ: କେହି ଜାଣିବେନି ବୋଲି ଦୂରେରେ ଯାଇ…
ଭୁବନେଶ୍ୱର,୪।୩: ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନରବିବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବିବାହ ପରେ ବିଧାୟକ କହିଛନ୍ତି, ମୁଁ ଗୋଟେ ଆଶା ରଖିଥିଲି କେହି ଜାଣିବେନି ବୋଲି ଏତେ ଦୂରେରେ ଯାଇ ବାହା ହେଉଥିଲି। କିନ୍ତୁ ଆଶା ଠୁ…
କେନ୍ଦ୍ରାପଡାରେ ସୀମା ଟପିଲା ବର୍ବରତା: ରାସ୍ତାରେ ମହିଳାଙ୍କୁ ଉଲଗ୍ନ କରି ମାଡ଼ ମାରିଲେ, ଭାଇରାଲ ହେଉଛି ଭିଡିଓ
କେନ୍ଦ୍ରାପଡା,୪।୩ (ଜଗନ୍ନାଥ ଧଳ): ମହିଳାଙ୍କୁ ଗାଁ ଦାଣ୍ଡରେ ଉଲଗ୍ନ କରି ମାଡ଼ ମାରିଲେ ଯୁବକ। ଏଭଳି ଅଭାବନୀୟ ଘଟଣା କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କପାଳେଶର ପଞ୍ଚାୟତର ସମଲପୁର ଗାଁରେ ଘଟିଛି। ମହିଳାଙ୍କୁ ଉଲଗ୍ନ କରି ମାଡ଼ ମରାଯିବାର ଭିଡିଓ ଭାଇରାଲ…
ବାଣ ଭିଡ଼ିବା ବେଳେ ବିସ୍ଫୋରଣ, ଉଡ଼ିଗଲା ଘର ଆଜବେଷ୍ଟସ୍
ଖୋର୍ଦ୍ଧା,୪।୩(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ ଦେଉଳି ବଡସାହିରେ ମଙ୍ଗଳବାର ଏକ ଭୟଙ୍କର ବାଣ ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ଦମ୍ପତ୍ତି ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ପ୍ରଥମେ ବେଗୁନିଆ ପରେ ଖୋର୍ଦ୍ଧା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।…
ରାଜପଥରେ ଗଜରାଜ: ଯାତାୟାତ ବାଧାପ୍ରାପ୍ତ, ଲୋକେ ଭୟଭିତ
ଭଦ୍ରକ,୪।୩(ସନାତନ ରାଉତ): ଭଦ୍ରକ ଆନନ୍ଦପୁର ୫୩ ନମ୍ବର ରାଜ୍ୟ ରାଜପଥରେ ବୁଲିଲା ଦନ୍ତାହାତୀ। ଅନ୍ୟପକ୍ଷେ ବନ କର୍ମଚାରୀ ହାତୀକୁ ପିଛା କରି ଗତିବିଧି ଉପରେ ଲକ୍ଷ୍ୟ କରି ସୁରକ୍ଷା ଦେଉଛନ୍ତି l ମିଳିଥିବା ସୂଚନା ମୁତାବକ, କେନ୍ଦୁଝର ଜିଲା ହାଟଡିହି ଅଞ୍ଚଳରୁ…
RMC ମାର୍କେଟ୍ରେ ବଡ଼ ଧରଣର ଅଗ୍ନିକାଣ୍ଡ
ଭଦ୍ରକ,୪।୩(ସନାତନ ରାଉତ): ଭଦ୍ରକ ପୁରୁଣା ବଜାର ଥାନା ବାଇପାସ୍ ସ୍ଥିତ RMC ମାର୍କେଟ୍ରେ ଥିବା ବିସ୍କୁଟ ଏବଂ ପ୍ଲାଷ୍ଟିକ ଗୋଦାମରେ ମଙ୍ଗଳବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଥିବା ପ୍ରାଥମିକ ତଦନ୍ତରୁ ସୂଚନା…
‘ମୋ ପୁଅର ପ୍ରେମ, ଫ୍ରେମ ହେଇନି’, ମନ୍ମଥଙ୍କ ବିବାହକୁ ନେଇ କହୁ କହୁ ସବୁ ଖୋଲିଦେଲେ ସୁର
ଭୁବନେଶ୍ୱର,୪।୩: ଦ୍ୱିତୀୟଥର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ। ସୋମବାର ରୋଜାଲିନ ପଟ୍ଟନାୟକଙ୍କୁ ମନ୍ମଥ ବିବାହ କରିଛନ୍ତି। ଏହାକୁ ନେଇ ଏବେ ସୁର ପ୍ରତିକ୍ରିୟା ଦେଇ କହିଛନ୍ତି, ପୂର୍ବରେ ତ ଫାଟିଗଲା, ଆଉ ସମ୍ପର୍କ…
୫୦ କୋଟି ଟଙ୍କା ହେର୍ଫେର୍ : ବିଜେଡି ନେତା ରାଜା ଚକ୍ରଙ୍କ ୧୦ ସ୍ଥାନରେ ଚଢାଉ
ଭୁବନେଶ୍ୱର,୪ା୩: ଓଡ଼ିଶା ଖଣି ନିଗମ ସହ ସହବନ୍ଧିତ ଥିବା କେନ୍ଦୁଝର ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ପ୍ରାୟ ୫୦କୋଟି ଟଙ୍କା ହେର୍ଫେର୍ ହୋଇଛି। ଏହି ମାମଲାରେ କ୍ରାଇମ୍ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଏବଂ ଏସ୍ଟିଏଫ୍ ମଙ୍ଗଳବାର ମିଳିତ ଭାବେ କେନ୍ଦୁଝରର ବିଜେଡି…
ପଞ୍ଚାୟତରାଜ ଦିବସ ରାଜନୀତି: ସରକାରଙ୍କୁ ଘେରିଲା ବିଜେଡି
ଭୁବନେଶ୍ୱର,୪ା୩: ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ପାଳନ ନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେବା ପରେ ରାଜନୀତି ଜୋର ଧରିଛି। ବିରୋଧୀ ବିଜେଡି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଦଳ କହିଛି ”ମାର୍ଚ୍ଚ ୫ରେ ପାଳନ ନକରିବା ଦୁର୍ଭାଗ୍ୟଜନକ,…
ଅଧା ରହିଲା ଚାକିରି ସ୍ବପ୍ନ: ଫରେଷ୍ଟର, ଫରେଷ୍ଟ ଗାର୍ଡ ନିଯୁକ୍ତିର ଶାରୀରିକ ପରୀକ୍ଷାବେଳେ ଟଳିପଡ଼ିଲେ ଆଶାୟୀ
କେନ୍ଦୁଝର,୪।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଅନୁଷ୍ଠିତ ହେଉଥିବା ବନବିଭାଗ ପାଇଁ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଯୁକ୍ତି ପ୍ରକ୍ରିୟାର ଶାରୀରିକ ପରୀକ୍ଷା ସୋମବାର କେନ୍ଦୁଝର ସହର ଉପକଣ୍ଠ ନରଣପୁର କାଠ ଡିପୋଠାରୁ ଆରମ୍ଭ ହୋଇଥିଲା। ଏଥିପାଇଁ ନରଣ ପୁର ଠାରୁ…
Video: ବିବାହ ବନ୍ଧନରେ ବାନ୍ଧି ହେଲେ ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟ…
ଭୁବନେଶ୍ୱର,୪।୩: ଦ୍ୱିତୀୟଥର ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସୁରେଶ କୁମାର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ। ରୋଜାଲିନ ପଟ୍ଟନାୟକଙ୍କୁ ବିବାହ କରିଛନ୍ତି ମନ୍ମଥ ରାଉତରାୟ। ଉଭୟଙ୍କର ପ୍ରେମ ବିବାହ ହୋଇଥିବା କୁହାଯାଉଛି। ଦୁଇ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ…
ଟାଙ୍ଗିଆରେ ବାପର ମୁଣ୍ଡ ହାଣିଲା ପୁଅ, ଅଳ୍ପକେ ବର୍ତ୍ତିଲା ମାଆ
ବାରିପଦା,୪।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଚାନ୍ଦୁଆଁ ଥାନା ଅଧିନ ଠାରୁଆସାହି ଗ୍ରାମରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ପାରିବାରିକ ଗଣ୍ଡଗୋଳକୁ ନେଇ ପୁଅ ଉତ୍ୟକ୍ତ ହୋଇ ବାପାକୁ ଏକ ଟାଙ୍ଗିଆରେ ନିର୍ମମ ଭାବେ…
ଜମିମାଲିକଙ୍କ ପାଇଁ ଆଶ୍ୱସ୍ତି: ଏପ୍ରିଲରୁ ପୁଣି ପାର୍ଟ ପ୍ଲଟ୍ ପଞ୍ଜୀକରଣ
ଭୁବନେଶ୍ୱର,୪ା୩(ବନ୍ଦନା ସେଠୀ): ରାଜ୍ୟରେ ବନ୍ଦ ଥିବା ପାର୍ଟ ପ୍ଲଟ୍ ପଞ୍ଜୀକରଣ ଆସନ୍ତା ଏପ୍ରିଲରୁ ଆରମ୍ଭ ହୋଇପାରେ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ଏହା ସହରାଞ୍ଚଳର ଜମିମାଲିକଙ୍କ ପାଇଁ ଆଶ୍ୱସ୍ତି ଆଣିଦେଇଛି। ଏହାଦ୍ୱାରା ସେମାନେ ପାର୍ଟ ପ୍ଲଟ୍ ବିକ୍ରି…

