ରାଜ୍ୟ

ସାଇନ୍‌ବୋର୍ଡରେ ସୀମିତ ପାଣି ପଞ୍ଚାୟତ ପକ୍ଷ ପାଳନ

ପଦ୍ମପୁର,୧୪ା୧(ପ୍ରଦୀପ୍ତ ଦାଶ): ଜାନୁଆରୀରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପାଳନ ହେଉଛି। ଏ ନେଇ ବହୁ ଆଡମ୍ବରରେ ସଚେତନତା ସଭା ମଧ୍ୟ ଆୟୋଜନ ହେଉଛି। ହେଲେ ଫଳ…

6 months ago

କୁମୁଡ଼ ହତ୍ୟାକାଣ୍ଡ ଘଟଣା: ସିନ୍‌ ରିକ୍ରିଏସନ୍‌ ପରେ ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଆନନ୍ଦପୁର,୧୪ା୧(ସୁଶାନ୍ତ କୁମାର ସାହୁ): ଜମିବାଡ଼ି ବିବାଦ ପାଇଁ କକାଙ୍କ ପରିବାର ସଂଘବଦ୍ଧ ଆକ୍ରମଣରେ ପୁତୁରାଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତ କକା ଓ କକାପୁଅ ଭାଇ (ବାପ-ପୁଅ)ଙ୍କୁ ଗିରଫ…

6 months ago

ଧରିତ୍ରୀ ପ୍ରଭାବ: ଦୀର୍ଘଦିନ ପରେ ନିର୍ମାଣ ହେଲା ରାସ୍ତା, ଭିତ୍ତିପ୍ରସ୍ତର ସ୍ଥାପନ କରି ଏମ୍‌ପି କହିଲେ…

ଜି.ଉଦୟଗିରି,୧୪ା୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଏମ୍‌ପି ସୁକାନ୍ତ ପାଣିଗ୍ରାହୀ ବୁଧବାର ଜି.ଉଦୟଗିରି ପରିଷଦ ଅନ୍ତର୍ଗତ ଦୁଇଟି ପିଚୁ ରାସ୍ତା ନିର୍ମାଣ ପ୍ରକଳ୍ପର ଶିଳାନ୍ୟାସ କରିଥିବା ଦେଖିବାକୁ…

6 months ago

୨ମାସ ହେଲା ଅନ୍ଧାରରେ ଗ୍ରାମବାସୀ

ଖଡ଼ିଆଳ,୧୪।୧ (ସୁଜିତ କୁମାର ପ୍ରଧାନ):ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ୍‌ ଦାବ୍ରି ଗ୍ରାମ ପଞ୍ଚାୟତର ଭାଲୁଡୁଙ୍ଗରି ଗ୍ରାମବାସୀ ୨ମାସ ହେଲା ଅନ୍ଧାରରେ ରହିଛନ୍ତି। ଏଠାରେ ବସିଥିବା ଟ୍ରାନ୍ସଫର୍ମର ପୋଡ଼ିଯିବା…

6 months ago

ତତ୍ପର ଖୋର୍ଦ୍ଧା ପୋଲିସ: ବ୍ରାଉନ ସୁଗର, ଦେଶୀ ବନ୍ଧୁକ ଜବତ

ଖୋର୍ଦ୍ଧା,୧୪।୧: ଖୋର୍ଦ୍ଧା ପୋଲିସ ପକ୍ଷରୁ ନିଶାମୁକ୍ତି ଅଭିଯାନ ଜାରି ରହିଛି।  ନିଶା କାରବାର ମାମଲାରେ ଜଣେ ଯୁବକଙ୍କୁ  ଗିରଫ କରାଯାଇଛି। ମଙ୍ଗଳବାର ବୋଲଗଡ଼ ଥାନା ଅନ୍ତର୍ଗତ ବାଙ୍କୋଇ…

6 months ago

ଖାଲି ପଡ଼ିଥିବା ପଦବୀର ତଥ୍ୟ ମାଗିଲା ଗୃହ ବିଭାଗ

ଭୁବନେଶ୍ୱର,୧୪ା୧: ଗୃହ ବିଭାଗରେ କେତେ ପଦବୀ ଖାଲି ପଡ଼ିଛି ଅଧିକାରୀ ତାହାର ତଥ୍ୟ ଦେଉ ନାହାନ୍ତି । ବାରମ୍ବାର ନିର୍ଦ୍ଦେଶ ପରେ ବି ଖାଲି ପଦବୀର ତଥ୍ୟ…

6 months ago

ନୂଆ ରେକର୍ଡ ସୃଷ୍ଟି କଲା ଭୁବନେଶ୍ୱର ବିମାନବନ୍ଦର, ୨୦୨୫ରେ ଏତିକି ସଂଖ୍ୟକ ଯାତ୍ରୀ କରିଛନ୍ତି ଯାତ୍ରା

ଭୁବନେଶ୍ୱର,୧୪ା୧: ନୂଆ ରେକର୍ଡ ସୃଷ୍ଟି କରିଛି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର। ୨୦୨୫ରେ ସର୍ବକାଳୀନ ରେକର୍ଡ କରିଛି। ଏହି ବିମାନବନ୍ଦରରୁ ୫.୧୫ ମିଲିୟନ ଯାତ୍ରୀ ଯାତାୟାତ କରିଛନ୍ତି।…

6 months ago

ମାଡ଼ି ଆସୁଛି ଏହି ଭାଇରସ୍‌, କରିଦେବ କୋମା, ଜାଣି ରଖନ୍ତୁ…

ଭୁବନେଶ୍ୱର,୧୪ା୧: ସୋମବାର ପଶ୍ଚିମବଙ୍ଗର ଭାଇରସ୍‌ ରିସର୍ଚ୍ଚ ଆଣ୍ଡ ଡାଇଗ୍ନୋଷ୍ଟିକ ଲାବୋରେଟୋରୀରେ ନିପା ଭାଇରସ୍‌ ଚିହ୍ନଟ ହେବା ପରେ ଏବେ ଓଡ଼ିଶାକୁ ଭୟ ଘାରିଛି। ନିପା ଭାଇରସ ଏମିତି…

6 months ago

ବୈତରଣୀ ନଦୀ ଘାଟରେ ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ

ପାଟଣା,୧୪।୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ରଘୁନାଥ ଜୀଉ ମଠ ସଂଲଗ୍ନ ପବିତ୍ର ବୈତରଣୀ ନଦୀ ଶୈବ୍ୟା କାବେରୀ ଘାଟରେ ବୁଧବାର ମୁଖ୍ୟମନ୍ତ୍ରୀ…

6 months ago

ଥରୁଛି ଝାରସୁଗୁଡ଼ା: ରାଜ୍ୟର ସବୁଠାରୁ ଥଣ୍ଡା ସହର

ଝାରସୁଗୁଡ଼ା,୧୪।୧(ଆଶିଷ ରଞ୍ଜନ ଦାଶ ): ଚଳିତ  ବର୍ଷ ଝାରସୁଗୁଡ଼ା ଜିଲାରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଏହା ରାଜ୍ୟର ସବୁଠାରୁ ଥଣ୍ଡା ସହର ରେକର୍ଡ ହୋଇଛି। ବୁଧବାର…

6 months ago