ରାଜ୍ୟ

ଭୁବନେଶ୍ୱର ଟେକ୍‌ ମହିନ୍ଦ୍ରା ଅଫିସ୍‌ ସିଲ୍‌: ୨୦ ତାରିଖ ପର୍ଯ୍ୟନ୍ତ ହୋମ୍‌ କ୍ୱାରାଣ୍ଟାଇନରେ ରହିବେ ସମସ୍ତ କର୍ମଚାରୀ

ଭୁବନେଶ୍ୱର, ୭।୭(ବ୍ୟୁରୋ): ଭୁବନେଶ୍ୱର ମୈତ୍ରୀ ବିହାର ଅଞ୍ଚଳରେ ଥିବା ସଫ୍ଟଓ୍ବେର କମ୍ପାନୀ ଟେକ ମହିନ୍ଦ୍ରା ଅଫିସକୁ ବିଏମ୍‌ସି ପକ୍ଷରୁ ମଙ୍ଗଳବାର ସିଲ୍‌ କରାଯାଇଛି। ୩ ଦିନ ଭିତରେ…

5 years ago

କାର୍‌ରେ ପ୍ରେସ୍‌ ଲେଖି ବୁଲୁଥିଲେ ଜଙ୍ଗଲରେ: ଟେକିନେଲେ ଗ୍ରାମବାସୀ

କେନ୍ଦୁଝର,୭।୭( ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବନାଞ୍ଚଳ କରଦାଙ୍ଗୀ ଜଙ୍ଗଲରେ ମଙ୍ଗଳବାର ୬ ଜଣ ବ୍ୟକ୍ତି କାରରେ ପ୍ରେସ ଲେଖି ସନ୍ଦେହ ଜନକ ଭାବେ ବୁଲୁଥିଲେ। ହାତୀ…

5 years ago

ବରିଷ୍ଠ ନାଗରିକଙ୍କ ପାଇଁ ଆକ୍ସନ ପ୍ଲାନ୍‌: ଉପକୃତ ହେବେ ୧୦ ଲକ୍ଷ ବରିଷ୍ଠ ନାଗରିକ

ଭୁବନେଶ୍ୱର, ୭।୭(ବ୍ୟୁରୋ): ବରିଷ୍ଠ ନାଗରିକଙ୍କ ପାଇଁ କେନ୍ଦ୍ରର ସ୍ବତନ୍ତ୍ର ଯୋଜନାକୁ ରାଜ୍ୟ ସରକାର ସହମତି ପ୍ରକାଶ କରିଛନ୍ତି। ଏ ନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ…

5 years ago

ନାବାଳିକାଙ୍କୁ ବଳାତ୍କାର, ଗର୍ଭପାତ ଘଟଣା: ଡାକ୍ତର ଗିରଫ

ସୁନ୍ଦରଗଡ଼,୭।୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନାରେ ନାବାଳିକାଙ୍କୁ ବଳାତ୍କାର, ଗର୍ଭପାତ ଘଟଣାରେ ମଙ୍ଗଳବାର କ୍ରାଇମବ୍ରାଞ୍ଚ ବୀରମିତ୍ରପୁର ସାସ୍ଥ୍ୟ କେନ୍ଦ୍ରର ଡାକ୍ତର ଦେବାଶିଷ ଘୋଷଙ୍କୁ ଗିରଫ କରିଛି। ବେଆଇନ…

5 years ago

କୋଭିଡ୍‌ ନିୟମ ନ ମାନିଲେ ମାସେ ଦୋକାନ ବନ୍ଦ

ଛତ୍ରପୁର, ୭।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ପଜିଟିଭ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ତେଣୁ ସାମାଜିଜ ଦୂରତା, ମାସ୍କ ପିନ୍ଧିବା ଏବଂ କୋଭିଡ ନିୟମ ମାନିବା…

5 years ago

ସୁସ୍ଥ ଅଛନ୍ତି ବିଜୟ ମହାନ୍ତି: ସବ୍ୟସାଚୀ କହିଲେ, ଗୁଜବ ସୃଷ୍ଟିକାରୀ ମାଗନ୍ତୁ କ୍ଷମା

ଭୁବନେଶ୍ୱର,୭।୭(ବ୍ୟୁରୋ): ବରିଷ୍ଠ ଓଡ଼ିଆ ଅଭିନେତା ବିଜୟ ମହାନ୍ତି ସୁସ୍ଥ ଅଛନ୍ତି। ତାଙ୍କୁ ନେଇ ଅନେକ ଗୁଜବ ତଥ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସେ ଏବେ…

5 years ago

ଆଖି ବୁଜିଲେ ଆଉ ୪ କରୋନା ଆକ୍ରାନ୍ତ: ରାଜ୍ୟରେ ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି

ଭୁବନେଶ୍ୱର, ୭।୭(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନାରେ ଆଉ ୪ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି।…

5 years ago

CORONAVIRUS UPDATE: ୧୦ ହଜାର ଛୁଇଁଲା ରାଜ୍ୟରେ ପଜିଟିଭ ସଂଖ୍ୟା

ଭୁବନେଶ୍ୱର,୭।୭(ବ୍ୟୁରୋ): ରାଜ୍ୟରେ ପୁଣି ୫୭୧ ନୂଆ କରୋନା ପଜିଟିଭ୍‌ ମଙ୍ଗଳବାର ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୯୭କୁ ବୃଦ୍ଧି ପାଇଥିବା ରାଜ୍ୟ…

5 years ago

ଦେବଗଡ଼ ପୌର ନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଝାରସୁଗୁଡ଼ା ଅଫିସ,୭।୭: ଦେବଗଡ଼ ପୌର ନିର୍ବାହୀ ଅଧିକାରୀଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଚଢ଼ାଉ କରିଛି। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦେବଗଡ଼ ପୌର ନିର୍ବାହୀ ଅଧିକାରୀ କୁଞ୍ଜବନ…

5 years ago

ଲକ୍‌ଡାଉନ ନିୟମ ଉଲ୍ଲଂଘନ ପରେ ରାଜନୈତିକ ବିବାଦ: ଗାଷ୍ଠୀକନ୍ଦଳ, ଏମ୍‌ପିଙ୍କ ଦୋଷ ଲୁଚାଇବାକୁ କମିଶନରଙ୍କୁ ଟାର୍ଗେଟ

ଭୁବନେଶ୍ୱର,୭।୭(ବ୍ୟୁରୋ): ଭାଜପା ପକ୍ଷରୁ ବିଏମ୍‌ସି କମିଶନରଙ୍କ ବିରୋଧରେ ଅଭିଯୋଗ ଅଣାଯିବା ପରେ ବିଜେଡି ପଲଟା ଆକ୍ରମଣ କରିଛି। ଭାଜପା ଭୁବନେଶ୍ୱର ସଙ୍ଗଠନ ଭିତରେ ଚାଲିଥିବା ଗୋଷ୍ଠୀ କନ୍ଦଳ…

5 years ago