ଭୁବନେଶ୍ୱର,୧୫।୧: ଓଡ଼ିଶାରେ ଶୁକ୍ରବାର ୨୫୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ କରୋନାରୁ ମୁକ୍ତ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୩,୨୯,୦୮୮ରେ ପହଞ୍ଚିଛି। ବଲଙ୍ଗୀର ଓ ସୁନ୍ଦରଗଡ଼…
କୋକସରା,୧୫।୧: କିଛିଦିନ ତଳେ ଆମପାଣି ଘାଟିରେ କଲରାପତରିଆ ବାଘ ବୁଲୁୁଥିବା କିଛି ଯୁବକ ଦେଖିବାକୁ ପାଇଥିଲେ। ଏହି ଖବର ପ୍ରଚାରିତ ହେବା ପରେ ବନ ବିଭାଗ ଘଟଣାସ୍ଥଳରେ…
ବ୍ରହ୍ମପୁର ଅଫିସ,୧୫ା୧: ବିଗତ ଦିନରେ କରୋନାର ହଟସ୍ପଟ ପାଲଟିଥିବା ଗଞ୍ଜାମ ଜିଲାରେ ଶନିବାରଠାରୁ ଟିକାକରଣ ଅଭିଯାନ ଆରମ୍ଭ ହେବ। ବ୍ରହ୍ମପୁର ସହର ସମେତ ଜିଲାର ୧୧ଟି ଡାକ୍ତରଖାନାରେ…
ଭୁବନେଶ୍ୱର,୧୫।୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୨ ଜଣ ରହିଥିବା ବେଳେ ଲୋକାଲ କେସ୍ ୨ ରହିଛି।…
ରାଉରକେଲା ଅଫିସ,୧୫।୧: ଇସ୍ପାତ ସହରରେ ଜିଏସ୍ଟି ଠକେଇ ଥମିବାର ନାଁ ନେଉନି। ଶୁକ୍ରବାର ପୁଣି ବାଲୁଘାଟ ନୂଆ ବସ୍ତିର ମହିଳା ଝୁନୁ ପ୍ରଧାନଙ୍କ ନାମରେ ଏହି ଅଭିଯୋଗ…
ଭୁବନେଶ୍ୱର, ୧୫।୧(ବ୍ୟୁରୋ): ରାଜ୍ୟରେ ଆସନ୍ତା ଶନିବାର ଆରମ୍ଭ ହେବ ବହୁ ପ୍ରତିକ୍ଷିତ କୋଭିଡ୍ ଟିକାକରଣ। ଜଣେ ସଫେଇ କର୍ମଚାରୀଙ୍କୁ ପ୍ରଥମ ଟିକା ଦେବାକୁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି।…
ଭୁବନେଶ୍ୱର,୧୫।୧(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ ୧୮୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୨,୯୪୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ…
କଟକ ଅଫିସ, ୧୫।୧: ବିଭିନ୍ନ ନକଲି ଖାଦ୍ୟ ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ ସହର। ପୁଣି ଥରେ କଟକ ସଦର ଅଞ୍ଚଳରୁ ବିପୁଳ ପରିମାଣର ଅପମିଶ୍ରିତ ଗୁଣ୍ଡି…
କଟକ ଅଫିସ,୧୫।୧: କୋଭିଡ୍ ମହାମାରୀ ସମୟରେ ଅସ୍ଥାୟୀ ନିଯୁକ୍ତି ପାଇଥିବା ଏବଂ ରାଜ୍ୟରେ ଥିବା ଅନ୍ୟ ତାଲିମପ୍ରାପ୍ତ ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଜାରି…
ଭୁବନେଶ୍ୱର,୧୫।୧(ବ୍ୟୁରେ): କିଡ୍ନୀ ଯୋଗାଇଦେବା ନାଁରେ ଠକେଇ ର଼୍ୟାକେଟର ଗୁମର ଧୀରେ ଧୀରେ ଖୋଲିବାରେ ଲାଗିଛି। ର଼୍ୟାକେଟ ମୁଖ୍ୟ କେନ୍ଦ୍ରାପଡାର ହିମାଂଶୁ ଭୂଷଣ ନନ୍ଦ(୩୨)ଙ୍କୁ ନୟାପଲ୍ଲୀ ପୋଲିସ ଗିରଫ…