ରାଜ୍ୟ

ଟଙ୍କା ବାଣ୍ଟିବା ବେଳେ ଧରାପଡ଼ିଲେ ପ୍ରାର୍ଥୀଙ୍କ ବାପା

କୋକସରା,୧୭ା୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଡାଲଗୁମା ପଞ୍ଚାୟତର ଜଣେ ସମିତି ସଭ୍ୟ ପ୍ରାର୍ଥୀଙ୍କ ବାପା ଟଙ୍କା ବାଣ୍ଟିବାକୁ ଆସି ଗ୍ରାମବାସୀଙ୍କ ହାତରେ ଧରାପଡ଼ିଛନ୍ତି। ଗ୍ରାମବାସୀ ତାଙ୍କଠାରୁ…

5 years ago

ଡାକ୍ତରଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ଜଳକା, ଗଣିବାକୁ ଦରକାର ପଡ଼ିଲା ମେଶିନ

ଭୁବନେଶ୍ୱର,୧୭ା୨(ବ୍ୟୁରୋ): ଭିଜିଲାନ୍ସ ଇତିହାସରେ ରେକର୍ଡ। ଡାକ୍ତରଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ଜଳକା ପାଲଟି ଯାଇଛନ୍ତି। କାକଟପୁର ଚାରିଛକରେ କାର୍ଯ୍ୟରତ ଡାକ୍ତର ସୁକାନ୍ତ ଜେନା ଗିରଫ ହୋଇଛନ୍ତି।…

5 years ago

ଖୋଲୁଛି ରସିକିଆ ନକଲି ଡାକ୍ତରଙ୍କ ଗୁମର

ଭୁବନେଶ୍ୱର,୧୭ା୨(ବ୍ୟୁରୋ): ରସିକିଆ ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ଗୁମର ଦିନକୁ ଦିନ ଫିଟିବାରେ ଲାଗିଛି। ଏମବିବିଏସ୍‌ ନୁହଁ ବରଂ ଏହି ରସିକିଆ ଡାକ୍ତର ମାଟ୍ରିକ ଫେଲ୍‌ ହୋଇଥିବା…

5 years ago

ଜୟଦେବ ବିହାର ଓଭର ବ୍ରିଜ୍‌ ଉପରୁ ତଳକୁ ଖସି ପଡ଼ିଲେ ଯୁବକ

ଭୁବନେଶ୍ୱର,୧୭ା୨(ବ୍ୟୁରୋ): ରାଜଧାନୀର ଜୟଦେବ ବିହାର କଳିଙ୍ଗ ଷ୍ଟାଡିୟମ ଗେଟ୍‌ ସମ୍ମୁଖ ଓଭରବ୍ରିଜ୍‌ ଉପରୁ ତଳକୁ ଖସି ପଡ଼ିଲେ ଜଣେ ଯୁବକ। ଓଭର ବ୍ରିଜ୍‌ ଉପରେ ବାଇକ ଥିବାବେଳେ…

5 years ago

ରାଜନୈତିକ ହିଂସା: ଓ୍ବାର୍ଡମେମ୍ବର ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ

ବାଲେଶ୍ୱର ଅଫିସ,୧୭ା୨: ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ କରୁଆ ପଞ୍ଚାୟତରେ ରାଜନୈତିକ ହିଂସାକାଣ୍ଡ ଘଟିଛି। ଏଥିରେ ୨ ଜଣ ଗୁରୁତର ହୋଇଛନ୍ତି। ସୂଚନାନୁଯାୟୀ, କରୁଆ ପଞ୍ଚାୟତର…

5 years ago

ବୁଥ୍‌ କ୍ୟାପଚରିଂ: ୧୪ ଜଣଙ୍କୁ ବାନ୍ଧିଲା ପୋଲିସ

ଯାଜପୁର ଅଫିସ,୧୭ା୨: ଯାଜପୁର ସଦର ଏବଂ ଧର୍ମଶାଳା ବ୍ଲକରେ ବୁଧବାର ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ମତଦାନରେ ସଂଗଠିତ ବୁଥ୍‌ କ୍ୟାପଚରିଂ ଅଭିଯୋଗରେ ୧୪ ଜଣଙ୍କୁ ବାନ୍ଧିଛି ପୋଲିସ।…

5 years ago

ଅନ୍‌ଲାଇନ୍‌ ପରୀକ୍ଷା ଦାବିରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ

କେନ୍ଦୁଝର,୧୭ା୨(ସ୍ବ.ପ୍ର.): ଅନ୍‌ଲାଇନ୍‌ ପରୀକ୍ଷା ଦାବିରେ ଗୁରୁବାର ସ୍ଥାନୀୟ ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତତିନି ଶେଷବର୍ଷ ଛାତ୍ରୀଛାତ୍ର ମୁଖ୍ୟ ଫାଟକ ଆଗରେ ଧାରଣା ଦେଇଛନ୍ତି। ପରେ ଅଧ୍ୟକ୍ଷ…

5 years ago

ନିର୍ବାଚନୀ ହିଂସା: ଗ୍ୟାରେଜରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ବ୍ରହ୍ମପୁର ଅଫିସ,୧୭ା୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଥମ ପର୍ଯ୍ୟାୟ ଭୋଟଦାନ ବୁଧବାର ସରିଛି। ଗଞ୍ଜାମ ଜିଲା ସଦର ଥାନା ଅନ୍ତର୍ଗତ ରୋହିଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ…

5 years ago

ଭିଜିଲାନ୍ସ ଜାଲରେ ଏନ୍‌ଏସି ଜମାଦାର

ବରଗଡ଼ ଅଫିସ,୧୭ା୨: ବରଗଡ଼ ଜିଲା ପଦ୍ମପୁର ଏନ୍‌ଏସି ଜମାଦାର ଦୀନବନ୍ଧୁ ପଣ୍ଡା ଗୁରୁବାର ମଧ୍ୟାହ୍ନରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସେ ଜଣଙ୍କଠାରୁ ୨୫ ହଜାର ଲାଞ୍ଚ ନେଉଥିବା…

5 years ago

ରାତି ଅଧରେ ଟଙ୍କା ବାଣ୍ଟୁଥିବା କର୍ମୀଙ୍କୁ ଥାନାକୁ ଆଣିବାକୁ ଯାଇ ପୋଲିସ ହଟହଟା

ପାଟଣା,୧୭ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ୨୧ ନମ୍ବର ଜିଲା ପରିଷଦ ଅନ୍ତର୍ଗତ କଣ୍ଟିଆପଡ଼ା ପଞ୍ଚାୟତ ବଲାଣିପଶି ଗାଁରେ ବୁଧବାର ରାତି ଅଧରେ ରାଜନୈତିକ ହଟଚମଟ ସୃଷ୍ଟି…

5 years ago