ଭୁବନେଶ୍ୱର, ୨୧।୨(ବ୍ୟୁରୋ):ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ହାର ୧ ପ୍ରତିଶତ ତଳକୁ ଖସିଛି। ଗତ ୨୪ଘଣ୍ଟାରେ ୫୩,୬୯୦ ନମୁନା ପରୀକ୍ଷା କରାଯାଇଥିବାବେଳେ ୩୮୮ଜଣ ପଜିଟିଭ୍ ବାହାରିଛନ୍ତି। ଫଳରେ…
ଭୁବନେଶ୍ୱର,୨୨/୨(ବ୍ୟୁରୋ):ତୃତୀୟ ପର୍ଯ୍ୟାୟରେ ରାଜ୍ୟରେ ୭୮.୬ ପ୍ରତିଶତ ମତଦାନ ହୋଇଛି । ଏ ନେଇ ସୋମବାର ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୁବର୍ଣ୍ଣପୁରରେ ସର୍ବାଧିକ…
ଭୁବନେଶ୍ୱର,୨୨ା୨(ବ୍ୟୁରୋ):ଆଗାମୀ ପୌର ନିର୍ବାଚନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। କେବଳ ତାରିଖ ଘୋଷଣାକୁ ଅପେକ୍ଷା କରାଯାଇଛି। ପଞ୍ଚାୟତ ନିବର୍ର୍ାଚନ ଶେଷ ହେବା ପରେ…
କଟକ ଅଫିସ,୨୨ା୨:ଏସ୍ସିବି ମେଡିକାଲରେ ଆଶାକର୍ମୀଙ୍କୁ ଜଣେ ଡାକ୍ତର ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପୁରୀ ଜିଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ କାଶିଝିରିଆ ଗ୍ରାମର…
ଭୁବନେଶ୍ୱର, ୨୨ା୨(ବ୍ୟୁରୋ):ଟଙ୍କା ପାଇଁ ବିଭିନ୍ନ ରାଜ୍ୟର ୧୭ ମହିଳାଙ୍କୁ ବିବାହ କରି ଠକେଇ ଓ ପ୍ରତାରଣା କରିଥିବା ରସିକିଆ ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ବାଇଁଙ୍କ ବିରୋଧରେ…
ଭୁବନେଶ୍ୱର, ୨୨।୨(ବ୍ୟୁରୋ):ଓଡ଼ିଶା ଆଡ଼କୁ ଆସୁଛି ପଶ୍ଚିମା ଝଡ଼। ଏହାର ପ୍ରଭାବରେ ଆସନ୍ତା ୨୪ ତାରିଖରୁ ପୁଣି ବର୍ଷା ସମ୍ଭାବନା ରହିଛି। ୨୪ ଓ ୨୫ରେ ବର୍ଷା ହେବାକୁ…
ଭୁବନେଶ୍ୱର, ୨୨ା୨(ବ୍ୟୁରୋ):ରାଜ୍ୟରେ ଅନ୍ଧବିଶ୍ୱାସ ଜନିତ ହତ୍ୟା ଏବଂ ନିର୍ଯାତନା ଘଟଣା ବୃଦ୍ଧି ପାଉଛି। ବିଶେଷ କରି ମହିଳାଙ୍କ ବିରୋଧରେ ଏହି ଅପରାଧ ଅଧିକ। କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼,…
ଭୁବନେଶ୍ବର,୨୧।୨(ବ୍ୟୁରୋ) : ରାଜ୍ୟରେ ଦୈନିକ କୋଭିଡ ସଂକ୍ରମଣ ହାର ଧିରେଧିରେ କମୁଥିବା ବେଳେ ସୁସ୍ଥ ହାର ବୃଦ୍ଧିପାଉଛି। ସୋମବାର ରାଜ୍ୟରେ ୧୦୯୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ…
ଭୁବନେଶ୍ୱର,୨୧।୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୋମବାର କଳିଙ୍ଗ ଷ୍ଟାଡିୟମରେ ନୂଆ ଲୁକ୍ରେ ଦେଖିବାକୁ ମିଳିଛି। କଳା -ଧଳା ଟ୍ରାକ ପ୍ୟାଣ୍ଟ ଏବଂ ଟି-ଶର୍ଟ ଫିନ୍ଧି ମୁଖ୍ୟମନ୍ତ୍ରୀ ଷ୍ଟାଡିୟମକୁ…
ଭୁବନେଶ୍ୱର,୨୧।୨(ବ୍ୟୁରୋ): ଏଏସ୍ଆଇ ଡିଜି ଭି.ବିଦ୍ୟାବତୀ ଆଜି ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିଛନ୍ତି । ଲିଙ୍ଗରାଜ ମନ୍ଦିର ସହିତ ଶ୍ରୀମନ୍ଦିରରେ ଜାରି ରହିଥିବା କାର୍ଯ୍ୟର ତଦାରଖ ମଧ୍ୟ କରିଛନ୍ତି…