ଖେଳ

BCCIର ବଡ଼ ଅଭିଯୋଗ, ଟିମ ଇଣ୍ଡିଆର ପଦକ-ଟ୍ରଫି ସବୁ ‘ଚୋରି’ କରି ନେଇଛନ୍ତି ନକଭି

ଦୁବଇ,୨୯।୯: ଭାରତୀୟ କ୍ରିକେଟ ଦଳ ୨୦୨୫ ଏସିଆ କପ ଫାଇନାଲରେ ପାକିସ୍ତାନକୁ ପରାସ୍ତ କରିଥିଲା। ତିଲକ ବର୍ମାଙ୍କ ପ୍ରଭାବଶାଳୀ ଏବଂ ସ୍ମରଣୀୟ ଅର୍ଦ୍ଧଶତକ ବଳରେ ଭାରତୀୟ ଦଳ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରି ରେକର୍ଡ ୯ମ ଥର ପାଇଁ...

ଏସିଆ କପ ପରେ ଅଧରାତିରେ ହେଲା ଭାରତ-ପାକିସ୍ତାନ ଆଉ ଏକ ଯୁଦ୍ଧ, ମୁନିରଙ୍କ ଚେଲା ରଚିଲେ ଚକ୍ରବ୍ୟୁହ, ଜାଣନ୍ତୁ…

ଦୁବଇ,୨୯।୯: ଭାରତ ଏସିଆ କପ ୨୦୨୫ ଜିତିଥିଲା। ଫାଇନାଲରେ ସେମାନେ ପାକିସ୍ତାନକୁ ପରାସ୍ତ କରିଥିଲେ। ଭାରତୀୟ ଖେଳାଳିମାନେ ପାକିସ୍ତାନୀ ଦଳକୁ ଧୂଳି ଚଟାଇଥିଲେ, ଯେପରି ଅପରେଶନ ସିନ୍ଦୂର ପାକିସ୍ତାନକୁ ପରାସ୍ତ କରିଥିଲା। ପ୍ରଥମେ ଅପରେଶନ ସିନ୍ଦୂର ଏବଂ ଏବେ ତିଲକ...

ମୋଦିଙ୍କ ପୋଷ୍ଟ ପରେ ଖ୍ବାଜା ଆସିଫଙ୍କୁ ଲାଗିଲା ଜବରଦସ୍ତ ଝଟକା, କହିଲେ ଆମେ ୬-୦ରେ…

ଦୁବଇ,୨୯।୯: ଭାରତ ଏସିଆ କପ ୨୦୨୫ର ଫାଇନାଲରେ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଥିଲା। ଦୁବାଇରେ ଖେଳାଯାଇଥିବା ଫାଇନାଲ ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିମ ଇଣ୍ଡିଆକୁ ବିଜୟ ପାଇଁ ଅଭିନନ୍ଦନ ଜଣାଇବା ସମୟରେ ଅପରେଶନ ସିନ୍ଦୂରର କଥା କହିଥିଲେ।...

ଟାଇଟଲ ଜିତିବା ପରେ ବି ପୁରସ୍କାର ଗ୍ରହଣ କଲାନାହିଁ ଟିମ୍‌ ଇଣ୍ଡିଆ, ସାରା ବିଶ୍ୱ ସମ୍ମୁଖରେ ପାକିସ୍ତାନ ହେଲା ବେଇଜ୍ଜତ

ଦୁବଇ,୨୯।୯: ଭାରତୀୟ କ୍ରିକେଟ ଦଳ ଏସିଆ କପ ଟାଇଟଲ ଜିତିଛି। ଫାଇନାଲରେ ଭାରତ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରି ଟାଇଟଲ ଜିତିଛି। ଭାରତୀୟ ଦଳ ୯ମ ଥର ପାଇଁ ଏସିଆ କପ ଚାମ୍ପିୟନ ହୋଇଛି। ୫୩ ବଲରେ ଅପରାଜିତ...

ପାକିସ୍ତାନକୁ ଧୂଳି ଚଟାଇ ଭାରତ ଏସିଆ କପ୍ ଚାମ୍ପିୟନ

ଦୁବାଇ: ଭାରତ ଏସିଆ କପ୍ ୨୦୨୫ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ଫାଇନାଲରେ ପାକିସ୍ତାନକୁ ରୋମାଞ୍ଚକର ମୁକାବିଲାରେ ପରାସ୍ତ କରି ଭାରତ ଟ୍ରଫି ଉଠାଇଛି। ଯୁବ ବ୍ୟାଟ୍ସମ୍ୟାନ ତିଲକ ବର୍ମାଙ୍କ ଅର୍ଦ୍ଧଶତକ ଭାରତର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ...

ଏସିଆ କପ୍ ଫାଇନାଲ: ଭାରତ ଆଗରେ ୧୪୭ ରନର ଟାର୍ଗେଟ୍, କୁଲଦୀପ ଯାଦବଙ୍କୁ ୪ ଉଇକେଟ୍

ଦୁବାଇ,୨୭।୯: ଏସିଆ କପ୍ ୨୦୨୫ର ଐତିହାସିକ ଫାଇନାଲରେ ଭାରତ ଓ ପାକିସ୍ତାନ ମଧ୍ୟରେ ରୋମାଞ୍ଚକର ମୁକାବିଲା ଆରମ୍ଭ ହୋଇଛି। ଦୁବାଇ ଇଣ୍ଟର୍ନ୍ୟାସନାଲ୍ କ୍ରିକେଟ୍ ଷ୍ଟାଡିୟମରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ପାକିସ୍ତାନର ବ୍ୟାଟିଂ...

୧୬୬ ବର୍ଷର ରେକର୍ଡ ଭାଙ୍ଗିଲେ ରାହୁଲ ଚହର

ଲଣ୍ଡନ,୨୮।୯: ଭାରତର ଲେଗ୍‌ ସ୍ପିନର ରାହୁଲ ଚହର ପଦାର୍ପଣ ମ୍ୟାଚ୍‌ରେ ୮ ଉଇକେଟ ନେଇ କାଉଣ୍ଟି କ୍ରିକେଟର ୧୬୬ ବର୍ଷର ପୁରୁଣା ରେକର୍ଡ ଭଙ୍ଗ କରିଛନ୍ତି। ସେ ହାମ୍ପଶାୟାର ବିପକ୍ଷ ମ୍ୟାଚ୍‌ରେ ୨୪ ଓଭର ବୋଲିଂ କରି ୭ ମେଡେନ...

ଏସିଆ କପ୍ ଫାଇନାଲ: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି, ବାଦ ପଡିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଦୁବାଇ,୨୮।୯: ଏସିଆ କପ୍ ୨୦୨୫ର ଫାଇନାଲରେ ଭାରତ ଓ ପାକିସ୍ତାନ ମଧ୍ୟରେ ଐତିହାସିକ ମୁକାବିଲା ପାଇଁ ମଞ୍ଚ ପ୍ରସ୍ତୁତ। ଏହି ୪୧ ବର୍ଷିୟ ଟୁର୍ନାମେଣ୍ଟର ଇତିହାସରେ ପ୍ରଥମ ଥର ପାଇଁ ଏହି ଦୁଇ ଚିରପ୍ରତିଦ୍ୱନ୍ଦୀ ଫାଇନାଲରେ ମୁହାଁମୁହିଁ ହେଉଛନ୍ତି। ଭାରତୀୟ...

ଖେଳିବନି ଅଭିଷେକ ଶର୍ମା? ଫାଇନାଲ ମ୍ୟାଚ ପୂର୍ବରୁ ଆସିଲା ବଡ଼ ଅପଡେଟ୍‌…

ଦୁବାଇ, ୨୮।୯: ଏସିଆ କପ ୨୦୨୫ର ରୋମାଞ୍ଚକର ଫାଇନାଲ ଆଜି ଦୁବାଇ ଇନ୍ଟରନ୍ୟାସନାଲ ଷ୍ଟାଡିୟମରେ ଭାରତ ବନାମ ପାକିସ୍ତାନ ମଧ୍ୟରେ ଖେଳାଯିବ। କିନ୍ତୁ ଭାରତୀୟ ଟିମ କ୍ୟାମ୍ପରେ ଏକ ଚିନ୍ତାର ସୃଷ୍ଟି ହୋଇଛି ଓପନର୍‌ ଅଭିଷେକ ଶର୍ମାଙ୍କ ଆଘାତପ୍ରାପ୍ତ ହେବା।...

BCCI ଚୟନ କମିଟିରେ ଦୁଇ ଓଡ଼ିଆ: ଭାରତୀୟ ଦଳରେ ମିଳିବ କି ଓଡିଶା ଖେଳାଳିଙ୍କୁ ସୁଯୋଗ ?

ଭୁବନେଶ୍ୱର,୨୮।୯: ରବିବାର ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ଆନୁଆଲ୍ ଜେନେରାଲ୍ ମିଟିଂ (ଏଜିଏମ୍)ରେ ନୂଆ ପ୍ରଶାସନିକ ଓ ଚୟନ ସମିତିର ଘୋଷଣା ହୋଇଛି। ପୂର୍ବତନ ଭାରତୀୟ କ୍ରିକେଟର ମିଥୁନ ମାନହସଙ୍କୁ ନୂତନ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଏହା...

ବର୍ଷା ହେଲେ ଏହି ଦଳ ଜିତିଯିବ ମ୍ୟାଚ୍‌! ବିଜୟୀ ହେବ…

ଦୁବାଇ,୨୮।୯: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ଏସିଆ କପ ୨୦୨୫ର ଫାଇନାଲ ହାଇ ଭୋଲଟେଜ ମ୍ୟାଚ ହେବାକୁ ଯାଉଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟର ସମସ୍ତ ମ୍ୟାଚ ଜିତି ଫାଇନାଲରେ ପହଞ୍ଚିଛି। ଏହି...

ଆଜି IND vs PAK ମହାମୁକାବିଲା: ମାଗଣାରେ କେବେ, କେଉଁଠି ଦେଖିବେ ଏସିଆ କପ୍‌ର ଫାଇନାଲ…

ନୂଆଦିଲ୍ଲୀ,୨୮।୯: ଏସିଆ କପ ୨୦୨୫ର ଫାଇନାଲରେ ରବିବାର ସୁର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ସଲମାନ ଅଲି ଆଗାଙ୍କ ନେତୃତ୍ୱାଧୀନ ପାକିସ୍ତାନ ଟିମ୍‌ ସହ ମୁହାଁମୁହିଁ ହେବ। ମେନ ଇନ ବ୍ଲୁ ଏହି ଟୁର୍ନାମେଣ୍ଟରେ ମେନ ଇନ ଗ୍ରିନ ଉପରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri