ଖେଳ

ନିଜ ଦେଶରେ ହିଁ ବିରୋଧର ଶିକାର ହେଲେଣି PCB ଅଧ୍ୟକ୍ଷ

ଇସଲାମାବାଦ,୩୦।୯: ୨୦୨୫ ଏସିଆ କପରେ ଭାରତଠାରୁ ପାକିସ୍ତାନର ଲଗାତାର ତୃତୀୟ ପରାଜୟ ପରେ, ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଅଧ୍ୟକ୍ଷ ମୋହସିନ ନକଭି ସୋସିଆଲ ମିଡିଆରେ ତୀବ୍ର ସମାଲୋଚନାର ସମ୍ମୁଖୀନ ହେଉଛନ୍ତି। ରବିବାର ଫାଇନାଲରେ ପାକିସ୍ତାନ ଭାରତଠାରୁ ପରାସ୍ତ ହୋଇଥିଲା,...

ହାର୍ଦ୍ଦିକ-ସୂର୍ଯ୍ୟକୁମାର ଫେଲ୍‌, ଅଭିଷେକଙ୍କ ସହିତ ଚମକିଲେ ଏହି ଖେଳାଳି

ନୂଆଦିଲ୍ଲୀ,୩୦।୯: ଟିମ ଇଣ୍ଡିଆ ଏସିଆ କପ ୨୦୨୫ ଟାଇଟଲ ଜିତିବା ପରେ ସ୍ବଦେଶ ଫେରିଛି। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଦଳ ଗ୍ରୁପ ପର୍ଯ୍ୟାୟରେ ସମସ୍ତ ମ୍ୟାଚ ଏବଂ ତା’ପରେ ସୁପର ଫୋର୍‌ ଜିତିଥିଲା। ଫାଇନାଲରେ ସେମାନେ ପାକିସ୍ତାନକୁ ୫ ଉଇକେଟ୍‌...

ଏସିଆ କପ ଜିତିବା ପରେ ଟିମ୍‌ ଇଣ୍ଡିଆ ପାଇଁ ନାହିଁ କିଛି ଭଲ ଖବର, ହାର୍ଦ୍ଦିକ ପାଣ୍ଡ୍ୟା ଅଷ୍ଟ୍ରେଲିଆ ଯିବା ମୁସ୍କିଲ

ନୂଆଦିଲ୍ଲୀ,୩୦।୯: ଶ୍ରୀଲଙ୍କା ବିପକ୍ଷରେ ଏସିଆ କପ ମ୍ୟାଚରେ କେବଳ ଗୋଟିଏ ଓଭର ବୋଲିଂ କରିଥିବା ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନଭେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷରେ ସୀମିତ ଓଭର ସିରିଜ ଖେଳିପାରିବେ ନାହିଁ। ବିସିସିଆଇ ସୂତ୍ର ଅନୁଯାୟୀ, ତାଙ୍କୁ ଚାରି ସପ୍ତାହ...

ଏହି ଦିନ ମଇଦାନକୁ ଓହ୍ଲାଇବେ କୋହଲି-ରୋହିତ: ଜାଣନ୍ତୁ ଟିମ ଇଣ୍ଡିଆର ଆଗାମୀ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ,୩୦।୯: ୨୦ ଦିନ ଧରି ଚାଲିବାକୁ ଥିବା ଏସିଆ କପ ୨୦୨୫ ଶେଷ ହୋଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ଟାଇଟଲ ଜିତିଛି। ତେବେ ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି, ବହୁତ...

ଟ୍ରଫି ଜିତି ସ୍ବଦେଶ ଫେରିଲେ ଭାରତୀୟ ଟିମ୍‌: ବିମାନବନ୍ଦରରେ ଭବ୍ୟ ସ୍ବାଗତ

ମୁମ୍ବାଇ,୩୦।୯: ଭାରତୀୟ କ୍ରିକେଟ ଦଳ ଏସିଆ କପ ୨୦୨୫ ଟ୍ରଫି ଜିତି ଭାରତ ଫେରିଛି। ଖେଳାଳିମାନଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ବାଗତ କରାଯାଇଛି। ତିଲକ ବର୍ମାଙ୍କୁ ସ୍ବାଗତ କରିବା ପାଇଁ ବହୁ ସଂଖ୍ୟକ ପ୍ରଶଂସକ ଏକାଠି ହୋଇଥିଲେ। ତିଲକ ଫାଇନାଲରେ ୬୯...

‘ପାକିସ୍ତାନ କ୍ରିକେଟର ଜାହାଜ ବୁଡିଗଲା’,ମୋହସିନ ନକଭିଙ୍କୁ ଟାର୍ଗେଟ କଲେ ଇମ୍ରାନ, ଜାଣନ୍ତୁ ମୁନିରଙ୍କୁ କ’ଣ କହିଲେ

ଇସଲମାବାଦ,୩୦।୯: ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଥିବା ଏସିଆ କପ ୨୦୨୫ର ଫାଇନାଲରେ, ଟିମ ଇଣ୍ଡିଆ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରି ପୁଣି ଥରେ କପ ଜିତିଛି। ଭାରତଠାରୁ ହାରିବା ପରେ, ପାକିସ୍ତାନ ପୁଣି ଥରେ କେବଳ ଉପହାସର ସମ୍ମୁଖୀନ...

ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲବିଦା କହିଲେ କହିଲେ ଏହି କ୍ରିକେଟର୍‌, ଏସିଆ କପ୍‌ର ଗୋଟିଏ ଦିନ ପରେ..

ଲଣ୍ଡନ,୩୦।୯:ଇଂଲଣ୍ଡର କିମ୍ବଦନ୍ତୀ ଅଲରାଉଣ୍ଡର କ୍ରିସ ୱକ୍ସ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୩୬ ବର୍ଷୀୟ ଖେଳାଳିଙ୍କୁ ଶେଷ ଥର ପାଇଁ ଭାରତ ବିପକ୍ଷରେ ଓଭାଲ ଟେଷ୍ଟରେ ଦେଖିବାକୁ ମିଳିଥିଲା। ଆଶେସ ସିରିଜ ପାଇଁ ଇଂଲଣ୍ଡ ଦଳରୁ ବାଦ ପଡ଼ିବା...

ଲୁଚି ଲୁଚି ଦୁଇଥର ହ୍ୟାଣ୍ଡସେକ କରିଛନ୍ତି ସୂର୍ଯ୍ୟକୁମାର, ବଡ ଦାବି କଲେ ପାକିସ୍ତାନ ଅଧିନାୟକ

ନୂଆଦିଲ୍ଲୀ,୨୯।୯: ଏସିଆ କପ୍‌ ଫାଇନାଲରେ ଭାରତ ପାକିସ୍ତାନକୁ ୫ ଉଇକେଟ୍‌ରେ ହରାଇ ଟି-୨୦ ଟାଇଟଲ ଜିତିଛି। କିନ୍ତୁ ପାକିସ୍ତାନ ଅଧିନାୟକ ସଲମାନ ଆଲି ଆଘା ଭାରତର ‘ହ୍ୟାଣ୍ଡସେକ୍‌ ନହେବା’ ନୀତିକୁ କ୍ରିକେଟ ଓ ଖେଳାଳି ମନୋଭାବ ପାଇଁ ‘ଅସମ୍ମାନଜନକ’ ବୋଲି...

ମୋଦିଙ୍କ ଟୁଇଟ୍‌କୁ ନେଇ ମୁହଁ ଖୋଲିଲେ ସୂର୍ଯ୍ୟକୁମାର: ନେତାଙ୍କୁ ଫ୍ରଣ୍ଟ ଫୁଟରେ ବ୍ୟାଟିଂ କରିବା ଦେଖି..

ନୂଆଦିଲ୍ଲୀ,୨୯।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏସିଆ କପ ୨୦୨୫ ଫାଇନାଲରେ ଭାରତର ବିଜୟ ଉପରେ ଏକ ଟୁଇଟ୍‌ କରିଥିଲେ। ଏହା ପାକିସ୍ତାନକୁ କ୍ରୋଧିତ କରିଥିଲା। ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇ ଭାରତର ବିଜୟକୁ ଅପରେଶନ ସିନ୍ଦୂର ସହିତ...

‘ପ୍ଲେୟାର ଅଫ ଦ ଟୁର୍ନାମେଣ୍ଟ’ ଅଭିଷେକ ଶର୍ମାଙ୍କୁ ଉପହାରରେ ମିଳିଲା କାର୍‌, ମୂଲ୍ୟ ଜାଣିଲେ…

ନୂଆଦିଲ୍ଲୀ,୨୯।୯: ଭାରତୀୟ ଦଳ ଏସିଆ କପ ୨୦୨୫ ଜିତିଛି, କିନ୍ତୁ ସେମାନେ ଏପର୍ଯ୍ୟନ୍ତ ଟ୍ରଫି ପାଇନାହାନ୍ତି। ସେପ୍ଟେମ୍ବର ୨୮ ତାରିଖରେ ଭାରତ-ପାକିସ୍ତାନ ଫାଇନାଲ ପରେ ମ୍ୟାଚ ପରବର୍ତ୍ତୀ ଉପସ୍ଥାପନା ବିଳମ୍ବିତ ହୋଇଥିଲା। ଟିମ ଇଣ୍ଡିଆ ଟ୍ରଫି ନେଇ ନଥିଲା, କିନ୍ତୁ...

ମୋଦିଙ୍କ ବିରୋଧରେ ବିଷ ଓଗାଳିଲେ ନକ୍‌ଭି: କହୁ କହୁ କହିଦେଲେ…

ଦୁବାଇ,୨୯।୯: ଦୁବାଇରେ ଖେଳାଯାଇଥିବା ଏସିଆ କପର ଫାଇନାଲ ମ୍ୟାଚରେ ଟିମ ଇଣ୍ଡିଆ ପାକିସ୍ତାନକୁ ୫ ଉଇକେଟରେ ପରାସ୍ତ କରିଛି। କିନ୍ତୁ, ମ୍ୟାଚ ପରେ ପୁରସ୍କାର ପ୍ରଦାନ ଉତ୍ସବରେ ବିବାଦ ଦେଖାଦେଇଥିଲା। ଭାରତୀୟ ଦଳ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଅଧ୍ୟକ୍ଷ...

ଫାଇନାଲ୍‌ରେ ଏମିତି କ’ଣ କରିଦେଲେ ବୁମରା: କେନ୍ଦ୍ରମନ୍ତ୍ରୀ କହିଲେ, ପାକିସ୍ତାନ ଏହାର ଯୋଗ୍ୟ

ଦୁବାଇ,୨୯।୯: ଦୁବାଇରେ ଭାରତ-ପାକିସ୍ତାନ ଏସିଆ କପ ଫାଇନାଲରେ ହାରିସ ରୌଫଙ୍କୁ ଆଉଟ କରିବା ପରେ ଜସପ୍ରୀତ ବୁମରା ‘ପ୍ଲେନ ଡାଉନ’ ପ୍ରତିକ୍ରିୟା ଭାଇରାଲ ହେଉଛି। ଲୋକମାନେ ଏହାକୁ ସୋସିଆଲ ମିଡିଆରେ ପସନ୍ଦ କରୁଛନ୍ତି। କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ମଧ୍ୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri