ଖେଳ

ସୂର୍ଯ୍ୟକୁମାର ବିବାଦରେ ନୂଆମୋଡ଼: ୧୦୦ କୋଟି ଟଙ୍କାର ମାନହାନି ମାମଲା ରୁଜ୍ଜୁ

ନୂଆଦିଲ୍ଲୀ,୧୬।୧: ଭାରତୀୟ କ୍ରିକେଟ ଦଳର ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବିଷୟରେ ଦିଆଯାଇଥିବା ଏକ ବୟାନ ଅଭିନେତ୍ରୀ ଖୁସି ମୁଖାର୍ଜୀଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି। ତାଙ୍କ ସାକ୍ଷାତକାର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହି ମାମଲା ଏବେ…

ଆଉ ଏକ ବିଶ୍ୱ ରେକର୍ଡ କଲେ ବୈଭବ ସୂର୍ଯ୍ୟବଂଶୀ, ଏମିତି କରିବାରେ ପାଲଟିଲେ ବିଶ୍ୱର ପ୍ରଥମ ବ୍ୟାଟସମ୍ୟାନ

ନୂଆଦିଲ୍ଲୀ,୧୬।୧: ଭାରତୀୟ କ୍ରିକେଟ ଦଳର ଷ୍ଟାର ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ ବି ପଡ଼ିଆକୁ ପାଦ ଦିଅନ୍ତି, ସେ ସବୁବେଳେ ଏକ ରେକର୍ଡ ସୃଷ୍ଟି କରନ୍ତି। ୨୦୨୬ ବର୍ଷରୁ ଅଣ୍ଡର 19 ବିଶ୍ୱକପ ଗୁରୁବାର ଆରମ୍ଭ ହୋଇଥିଲା, ଭାରତୀୟ ଦଳ ଆମେରିକା…

ପୁଣେକୁ ହରାଇଲା ଭୁବନେଶ୍ୱର ବାପୁଜୀ କ୍ଲବ

ପଦ୍ମପୁର,୧୬।୧(ପ୍ରଦୀପ୍ତ ଦାଶ): ପଦ୍ମପୁର ଆର୍‌.ବି ହାଇସ୍କୁଲ ପଡିଆରେ ଚାଲିଥିବା ୩୦ତମ ସର୍ବଭାରତୀୟ ବୋଡ଼ାସମ୍ବର କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଷଷ୍ଠ ଦିବସ ତଥା ପୁଲ୍‌-‘ବି’ର ଦ୍ୱିତୀୟ ମ୍ୟାଚ୍‌ ଅମର ସ୍ପୋର୍ଟସ ପୁଣେ ଓ ବାପୁଜୀ କ୍ଲବ୍‌ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଭୁବନେଶ୍ୱର…

ଖେଳପ୍ରେମୀଙ୍କ ପାଇଁ ଫିଫାର ବଡ଼ ସୂଚନା

ଫ୍ଲୋରିଡ଼ା,୧୫ା୧: ଚଳିତ ବର୍ଷ ହେବାକୁଥିବା ପୁରୁଷ ଫୁଟ୍‌ବଲ ବିଶ୍ୱକପ୍‌ ପାଇଁ ୫୦୦ ନିୟୁତରୁ ଊର୍ଦ୍ଧ୍ୱ ଟିକେଟ ଲାଗି ଅନୁରୋଧ ଆସିଥିବା ଫିଫା ବୁଧବାର ପ୍ରକାଶ କରିଛି। ଫୁଟ୍‌ବଲର ଗଭର୍ନିଂବଡ଼ି କହିଛି ଆୟୋଜକ ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍‌ଏ), ମେକ୍ସିକୋ ଓ କାନାଡା ବାହାରେ…

U19 World Cup: ଆମେରିକାକୁ ୬ ୱିକେଟରେ ହରାଇଲା ଭାରତ, ହେନିଲଙ୍କ ଘାତକ ବୋଲିଂ

ନୂଆଦିଲ୍ଲୀ,୧୫।୧: ୨୦୨୬ ଅଣ୍ଡର-୧୯ ବିଶ୍ୱକପର ପ୍ରଥମ ମ୍ୟାଚରେ ଭାରତୀୟ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଆୟୁଷ ମ୍ହାତ୍ରେଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଆମେରିକା କୁ ୬ ୱିକେଟରେ ପରାସ୍ତ କରିଛି। ବୋଲିଂରେ ହେନିଲ ପଟେଲଙ୍କ ଘାତକ ପ୍ରଦର୍ଶନ ଏବଂ ବ୍ୟାଟିଂରେ…

ଭାରତ ପାଇଁ ବାଂଲାଦେଶ କ୍ରିକେଟରେ ହଇଚଇ: ଅଟକିଲା BPL ମ୍ୟାଚ୍, ଷ୍ଟାଡିୟମ ବାହାରେ ପ୍ରଶଂସକଙ୍କ ତାଣ୍ଡବ

ନୂଆଦିଲ୍ଲୀ,୧୫।୧: ବାଂଲାଦେଶ କ୍ରିକେଟରେ ଏକ ବଡ଼ ଧରଣର ସଙ୍କଟ ଦେଖାଦେଇଛି। ‘ବାଂଲାଦେଶ ପ୍ରିମିୟର ଲିଗ୍’ (BPL) ୨୦୨୬ର ପ୍ରଥମ ମ୍ୟାଚ୍ ଖେଳାଳିଙ୍କ ବୟକଟ୍ ଯୋଗୁଁ ରଦ୍ଦ ହୋଇଯାଇଛି। ଏହାକୁ କେନ୍ଦ୍ର କରି ଢାକାସ୍ଥିତ ଶେର-ଏ-ବାଂଲା ନ୍ୟାସନାଲ ଷ୍ଟାଡିୟମ ବାହାରେ ଉତ୍ତେଜନା ପ୍ରକାଶ…

ପୁଣେ ଗ୍ରାଣ୍ଡ ଟୁର୍‌ ରୋଡ୍‌ ରେସ୍‌: ଧୋନୀ ହେଲେ ବ୍ରାଣ୍ଡ ଆମ୍ବାସାଡ଼ର

ପୁଣେ, ୧୫ା୧: ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଗୁରୁବାର ବଜାଜ ପୁଣେ ଗ୍ରାଣ୍ଡ ଟୁର୍‌ର ବ୍ରାଣ୍ଡ ଆମ୍ବାସାଡର କରାଯାଇଛି। ଦେଶରେ ପ୍ରଥମ ଥର ଏହି ୟୁସିଆଇ(ୟୁନିୟନ ସାଇକ୍ଲିଷ୍ଟ ଇଣ୍ଟରନ୍ୟାଶନାଲ) ୨.୨ କାଟେଗୋରୀ ମଲ୍‌ଟି ଷ୍ଟେଜ୍‌ ରୋଡ୍‌ ରେସ୍‌ ସାଇକ୍ଲିଂ…

ଇଣ୍ଡିଆ ଓପନ୍: କୋର୍ଟରେ ପଡ଼ିଲା ପାରା ମଳ, ଦୁଇଥର ଅଟକିଲା ମ୍ୟାଚ୍

ନୂଆଦିଲ୍ଲୀ,୧୫।୧: ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମରେ ଚାଲିଥିବା ‘ଇଣ୍ଡିଆ ଓପନ୍ ସୁପର ୭୫୦’ ରେ ଭାରତର ମୁଣ୍ଡ ତଳକୁ ନଇଁଯାଇଛି। ବିଶ୍ୱସ୍ତରୀୟ ଏହି ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। ବିଶ୍ୱ ଚାମ୍ପିୟନସିପ୍ ପଦକ ବିଜେତା ଏଚ୍.ଏସ୍ ପ୍ରଣୟ…

କୋହଲିଙ୍କୁ ଟେନସନ୍‌ରେ ପକାଇଲେ ଏହି କ୍ରିକେଟର୍‌: ଆଉ ଗୋଟିଏ ମ୍ୟାଚ୍‌ ନିର୍ଣ୍ଣୟ କରିବ…

ନୂଆଦିଲ୍ଲୀ,୧୫।୧: ଭାରତୀୟ ଷ୍ଟାର କ୍ରିକେଟର୍‌ ବିରାଟ କୋହଲି ପୁଣିଥରେ ICC ଦିନିକିଆ ରାଙ୍କିଙ୍ଗରେ ନମ୍ବର ୱାନ ସ୍ଥାନ ହାସଲ କରିଛନ୍ତି। କୋହଲିଙ୍କ ଏହି ଖୁସି ଅଧିକ ସମୟ ପର୍ଯ୍ୟନ୍ତ ରହିବ ବୋଲି ମନେ ହେଉନାହିଁ। କାରଣ ନ୍ୟୁଜିଲାଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ଡାରିଲ…

ଟିମ ଇଣ୍ଡିଆ ପାଇଁ ଚିନ୍ତା ବଢାଇଲେ ଏହି କ୍ରିକେଟର, ଟି-୨୦ ବିଶ୍ୱକପ ଦଳରେ ହୋଇପାରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧୫।୧: ଭାରତୀୟ ଅଲରାଉଣ୍ଡର ୱାଶିଂଟନ ସୁନ୍ଦରଙ୍କ ପାର୍ଶ୍ୱ ଷ୍ଟ୍ରେନ ଯୋଗୁ ଆସନ୍ତା ବୁଧବାରରୁ ଆରମ୍ଭ ହେଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରୁ ବାଦ୍‌ ପଡ଼ିଛନ୍ତି। ଜାନୁଆରୀ ୧୧ ତାରିଖ ରବିବାର ଭଦୋଦରାରେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ…

WPL 2026: ଶେଷ ବଲ୍‌ରେ ରୋମାଞ୍ଚକର ବିଜୟ, ୟୁପିକୁ ହରାଇ ଚଳିତ ସିଜନରେ ଦିଲ୍ଲୀର ପ୍ରଥମ ବିଜୟ

ମୁମ୍ବାଇ,୧୪।୧: ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ରେ ଦେଖିବାକୁ ମିଳିଛି ଏକ ହାଇ-ଭୋଲଟେଜ୍ ମ୍ୟାଚ୍। ନବି ମୁମ୍ବାଇର ଡି.ୱାଇ ପାଟିଲ୍ ଷ୍ଟାଡିୟମଠାରେ ଖେଳାଯାଇଥିବା ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୭ ୱିକେଟରେ ୟୁପି ୱାରିୟର୍ସକୁ ପରାସ୍ତ କରିଛି। ଏହି ବିଜୟ ସହ…

ଆମେରିକାର ପାକିସ୍ତାନୀ ଖେଳାଳିଙ୍କୁ ଭିସା ଦେଲାନି ଭାରତ, ଏପରି ପ୍ରତିକ୍ରିୟା ଦେଲା ୟୁଏସଏ କ୍ରିକେଟ୍

ନୂଆଦିଲ୍ଲୀ,୧୪।୧: ଆଗାମୀ ୨୦୨୬ ଟି-୨୦ ବିଶ୍ୱକପ୍ ପୂର୍ବରୁ ଆମେରିକା (USA) ଦଳର କିଛି ଖେଳାଳିଙ୍କୁ ନେଇ ଭିସା ବିବାଦ ଦେଖାଦେଇଛି। ଆମେରିକା କ୍ରିକେଟ୍ ବୋର୍ଡ ଏହି ଘଟଣାରେ ନିଜର ସ୍ପଷ୍ଟିକରଣ ରଖି ଗୁଜବକୁ ଖଣ୍ଡନ କରିଛି। ଆମେରିକା କ୍ରିକେଟର ପାକିସ୍ତାନୀ ବଂଶୋଦ୍ଭବ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri