ଖେଳ

ସ୍ମୃତି-ପଲାଶଙ୍କ ବିବାହ ସ୍ଥଗିତ ରହିବା ପରେ ପ୍ରଥମ ଥର ଏମିତି କହିଲେ ଭଉଣୀ ପଲକ, କଲେ ବଡ଼ ଖୁଲାସା

ମୁମ୍ବାଇ,୫।୧୨: ଗତ କିଛି ଦିନ ଧରି ସୋସିଆଲ ମିଡିଆରେ ବିଶ୍ୱକପ ବିଜୟୀ ସ୍ମୃତି ମନ୍ଧାନା ଏବଂ ସଂଗୀତକାର ପଲାଶ ମୁଛଲଙ୍କ ବିବାହକୁ ନେଇ ବହୁତ ଆଲୋଚନା ଚାଲିଛି। ନଭେମ୍ବର ୨୩ ତାରିଖରେ ହେବାକୁ ଥିବା ସେମାନଙ୍କ ବିବାହ ହଠାତ୍‌ ସ୍ଥଗିତ ହୋଇଯାଇଥିଲା,…

ବାରବାଟୀ ଟି୨୦ ପାଇଁ ଆଜିଠୁ ଅଫଲାଇନ ଟିକେଟ ବିକ୍ରି: ରାତିରୁ ଅସମ୍ଭାଳ ଭିଡ଼

କଟକ,୪।୧୨(ଶିଳ୍ପା ପ୍ରିୟଦର୍ଶିନୀ): ଆଜିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି ଆରମ୍ଭ ହେବ। ଅଫଲାଇନ ଟିକେଟ ବିକ୍ରି ପୂର୍ବରୁ ଅସମ୍ଭାଳ ଭିଡ଼ ଦେଖାଯାଇଛି। ଦିନ ୯ଟାରୁ ଟିକେଟ ବିକ୍ରି ହେବ। ଏହାପୂର୍ବରୁ ଷ୍ଟାଡିୟମ ବାହାରେ ପ୍ରବଳ ଭିଡ଼ ଲାଗିରହିଛି। ରାଜ୍ୟ ତଥା ବାହାରୁ…

ହାର୍ଦ୍ଦିକଙ୍କ ପାଇଁ ବଦଳିଲା ଷ୍ଟାଡିୟମ

ହାଇଦ୍ରାବାଦ,୪ା୧୨: ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଲୋକପ୍ରିୟତା ଯୋଗୁ ବରୋଦା ଓ ଗୁଜରାଟ ମଧ୍ୟରେ ଜିମଖାନା ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ସୟଦ ମୁସ୍ତାକ ଅଲୀ ଟ୍ରଫି ମ୍ୟାଚ୍‌କୁ ଅଧିକ ସୁରକ୍ଷିତ ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମକୁ ସ୍ଥାନାନ୍ତର କରାଯାଇଥିଲା।…

ବିରାଟ, ରୋହିତଙ୍କୁ ହଇରାଣ କର ନାହିଁ; ସବୁ ହଜିଯିବ: ରବି ଶାସ୍ତ୍ରୀଙ୍କ ଚେତାବନୀ

ମୁମ୍ବାଇ,୪ା୧୨: ଭାରତୀୟ ଦଳର ପୂର୍ବତନ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ଦୁଇ ବରିଷ୍ଠ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ହଇରାଣ କରୁଥିବା ତଥା ସେମାନଙ୍କ ଫର୍ମ ଓ ଭବିଷ୍ୟତ ଉପରେ ପ୍ରଶ୍ନ ଉଠାଉଥିବା ସମାଲୋଚକମାନଙ୍କ ଉପରେ ତୀବ୍ର ବର୍ଷିଛନ୍ତି।…

ଆଶେସ୍: ଜୋ ରୁଟ୍‌ଙ୍କ ଅଷ୍ଟ୍ରେଲିଆରେ ପ୍ରଥମ ଶତକ, ଭାଇରାଲ ହେଲା ହେଡେନଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ,୪ା୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍‌ର ଦ୍ୱିତୀୟ ତଥା ପିଙ୍କ୍-ବଲ୍ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ଏକ ସମ୍ମାନଜନକ ସ୍ଥିତିରେ ପହଞ୍ଚିଛି। ଦିନର ଖେଳ ଶେଷ ବେଳକୁ ଇଂଲଣ୍ଡ ୯ ୱିକେଟ୍‌ ହରାଇ ୩୨୫ ରନ୍‌ ସଂଗ୍ରହ କରିଛି।…

ସୟଦ ମୁସ୍ତାକ ଅଲି ଟ୍ରଫିର ଗୋଟିଏ ମ୍ୟାଚ୍‌ ଖେଳିବାକୁ କେତେ ଟଙ୍କା ନେବେ ବିରାଟ କୋହଲି: ଜାଣିଲେ ଉଡ଼ିଯିବ ହୋଶ୍‌

ନୂଆଦିଲ୍ଲୀ,୪।୧୨: ଭାରତୀୟ ଘରୋଇ କ୍ରିକେଟରେ ବର୍ତ୍ତମାନ ସୟଦ ମୁସ୍ତାକ ଅଲି ଟ୍ରଫି ଟି-୨୦ ଟୁର୍ନାମେଣ୍ଟ ଚାଲିଛି। ଏହା ପରେ ଡିସେମ୍ବର ୨୪ରେ ବିଜୟ ହଜାରେ ଟ୍ରଫି ଆରମ୍ଭ ହେବ। ଏଥିରେ ବିରାଟ କୋହଲି ଖେଳିବାକୁ ରାଜି ହୋଇଛନ୍ତି। ବିରାଟଙ୍କୁ ଶେଷ ଥର…

ଅର୍ଜୁନ ତେନ୍ଦୁଲକରଙ୍କ ପ୍ରହାର କଲେ ବୈଭବ ସୂର୍ଯ୍ୟବଂଶୀ: ଚୌକା-ଛକା କଲେ ବର୍ଷା

ପାଟନା,୪।୧୨: ବିହାର ଏବଂ ଗୋଆ ମଧ୍ୟରେ ସୟଦ ମୁସ୍ତାକ ଅଲି ଟ୍ରଫି ମ୍ୟାଚ୍‌ରେ ସମସ୍ତଙ୍କ ନଜର ବୈଭବ ସୂର୍ଯ୍ୟବଂଶୀ ଏବଂ ଅର୍ଜୁନ ତେନ୍ଦୁଲକରଙ୍କ ମଧ୍ୟରେ ଥିଲା। ଗୋଆ ବୈଭବଙ୍କ ବିପକ୍ଷରେ ୪ ଜଣ ବୋଲରଙ୍କୁ ପଠାଇଥିଲା, ଏଥିରେ ଅର୍ଜୁନ ତେନ୍ଦୁଲକର ସର୍ବାଧିକ…

୨୪୬୨ ପରେ ଭାଙ୍ଗିଲା ଏହି ରେକର୍ଡ: କୋହଲିଙ୍କ ମନ ଦୁଃଖ, ଜାଣନ୍ତୁ କାରଣ

ରାୟପୁର,୪।୧୨: ରାୟପୁର ଦିନିକିଆରେ ଟିମ ଇଣ୍ଡିଆ ପରାଜୟର ସମ୍ମୁଖୀନ ହୋଥିଲା। ୩୫୮ ରନ ସଂଗ୍ରହ କରିବା ସତ୍ତ୍ୱେ, ଭାରତ ଦକ୍ଷିଣ ଆଫ୍ରିକାଠାରୁ ପରାସ୍ତ ହୋଇଥିଲା। ଏହା ବିରାଟ କୋହଲିଙ୍କ ପାଇଁ କେବଳ ଏକ ବଡ଼ ବିପର୍ଯ୍ୟୟ ନୁହେଁ ବରଂ ଏକ ‘ବିପୁଳ…

ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ସମୟରେ ସନ୍ୟାସ ଘୋଷଣା କରି ଚମକାଇଲେ ଏହି ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୪।୧୨: ୧୨୦ଟି ଆଇପିଏଲ ମ୍ୟାଚ, ୨୬ଟି ODI ଏବଂ ୮ଟି ଟି-୨୦ ଅନ୍ତର୍ଜାତୀୟ ଖେଳିଥିବା ଦ୍ରୁତ ବୋଲର ମୋହିତ ଶର୍ମା ହଠାତ୍‌ ଅବସର ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ୩୭ ବର୍ଷୀୟ ଏହି ଦ୍ରୁତ ବୋଲର ଶେଷ ଥର ପାଇଁ ଦେଶ…

୩ ବଡ଼ ରେକର୍ଡ ଭାଙ୍ଗିଲେ କିଙ୍ଗ୍‌ କୋହଲି, ଏମିତି କରିବାରେ ହେଲେ ପ୍ରଥମ ଭାରତୀୟ

ନୂଆଦିଲ୍ଲୀ,୪।୧୨: ବିରାଟ କୋହଲି ଶତକ ପରେ ଶତକ ମାରି ରେକର୍ଡ ଭାଙ୍ଗି ଆସୁଛନ୍ତି। ସେ ଏପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ODI ସିରିଜର ଦୁଇଟି ମ୍ୟାଚରେ ଶତକ ମାରିଛନ୍ତି। ସେ ରାଞ୍ଚିରେ ୧୩୫ ରନ ଏବଂ ଏବେ ରାୟପୁରରେ ୧୦୨ ରନ…

‘ସୁପରମ୍ୟାନ’ ପରି ଉଡ଼ି ୫ ରନ୍‌ ବଞ୍ଚାଇଲେ ତିଲକ ବର୍ମା, ଦେଖିକି ଆଶ୍ଚର୍ଯ୍ୟ ହୋଇଗଲେ ଦକ୍ଷିଣ ଆଫ୍ରିକା ଖେଳାଳି, ଭିଡିଓ ଦେଖିଲେ…

ନୂଆଦିଲ୍ଲୀ,୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚ ଗତକାଲି, ଡିସେମ୍ବର ୩ , ୨୦୨୫ରେ ରାୟପୁରର ସହିଦ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିଲା। ଯଦିଓ ଟିମ ଇଣ୍ଡିଆର…

ରାୟପୁର ODIରେ ଘଟଣା ଏଭଳି ଘଟିଲା, ଯାହା କେବେ କେହି ଭାବିନଥିଲେ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ,୪।୧୨: ସହିଦ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଭାରତ ବିପକ୍ଷରେ ଦ୍ୱିତୀୟ ଦିନିକିଆକୁ ଦକ୍ଷିଣ ଆଫ୍ରିକା ୪ ଉଇକେଯ୍‌ରେ ଜିତିଛି। ଏହି ମ୍ୟାଚରେ ଉଭୟ ଦଳ ମିଳିତ ଭାବରେ ୭୨୦ ରନ କରିଥିଲେ, ଯାହା ଭାରତ ଏବଂ ଦକ୍ଷିଣ ଆଫ୍ରିକା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri