ଖେଳ

ଏହି ଆଥ୍‌ଲେଟଙ୍କୁ ମିଳିବ ବିଦେଶରେ ଟ୍ରେନିଂ: ସମସ୍ତ ଖର୍ଚ୍ଚ ବହନ କରିବ କ୍ରୀଡ଼ା ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୯ା୧: ଯୁକ୍ତରାଷ୍ଟ୍ର ଆମେରିକାର କଲୋରାଡୋଠାରେ ଟ୍ରେନିଂ ନେବା ଲାଗି ଲଙ୍ଗ୍‌ ଡିଷ୍ଟାନ୍ସ ରନର ଅବିନାଶ ସାବ୍‌ଲେ ଓ ପାରୁଲ ଚୌଧାରୀଙ୍କ ଅନୁରୋଧ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ସୋମବାର ମଞ୍ଜୁରୀ ଲାଭ କରିଛି। ସରକାର ଆହୁରି ମଧ୍ୟ ଅଂଶୁ ମଲିକ ଓ ସରିତା…

ଭାରତୀୟ କ୍ରିକେଟ ସହ ଜଡିତ ବଡ ଖବର: ୫ କ୍ରିକେଟରଙ୍କ ପାଖରୁ ମିଳିଲା ୨୭ ମଦ ବୋତଲ, ୨ ପେଟି ବିୟର

ନୂଆଦିଲ୍ଲୀ,୨୯।୧: ଭାରତୀୟ କ୍ରିକେଟ ସହ ଜଡିତ ବଡ ଖବର ବାହାରକୁ ଆସୁଛି। ବାସ୍ତବରେ ଚଣ୍ଡିଗଡ଼ ବିମାନବନ୍ଦରରେ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନର ଅଣ୍ଡର -୨୩ ଦଳ ପାଖରୁ ୨୭ ମଦ ବୋତଲ ଏବଂ ଦୁଇ ପେଟି ବିୟର ଜବତ କରାଯାଇଛି। ଗଣମାଧ୍ୟମ ରିପୋର୍ଟ…

ଦିନେ ସିକ୍ୟୁରିଟି ଗାର୍ଡ ଭାବେ କରୁଥିଲେ କାମ, ପ୍ରେମିକାଙ୍କ ସାହାଯ୍ୟରେ ହେଲେ କ୍ରିକେଟର

ନୂଆଦିଲ୍ଲୀ,୨୯।୧: କୁହାଯାଏ ଯେ ଯଦି ତୁମେ ହୃଦୟରୁ କିଛି ଚାହୁଁଛ, ତେବେ ସମଗ୍ର ବ୍ରହ୍ମାଣ୍ଡ ତୁମକୁ ଏହାର ନିକଟତର କରିବାକୁ ଲାଗିପଡେ। ୱେଷ୍ଟଇଣ୍ଡିଜର ୨୪ ବର୍ଷ ବୟସ୍କ ଫାଷ୍ଟ ବୋଲର ଶାମର ଜୋସେଫଙ୍କ ପାଇଁ ଏହି କଥାଟି ସମ୍ପୂର୍ଣ୍ଣ ପ୍ରଯୁଜ୍ୟ। କିଛି…

ଘରକୁ ଘର ବୁଲି ସିଲିଣ୍ଡର ପହଞ୍ଚାଉଛନ୍ତି କ୍ରିକେଟର ରିଙ୍କୁ ସିଂଙ୍କ ବାପା, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୨୯।୧: ଆଜି ଭାରତୀୟ କ୍ରିକେଟର ରିଙ୍କୁ ସିଂଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ଆଇପିଏଲ ଏବଂ ଘରୋଇ କ୍ରିକେଟରେ କ୍ରମାଗତ ଚମତ୍କାର ପ୍ରଦର୍ଶନ ପରେ ରିଙ୍କୁ ସିଂ ବର୍ତ୍ତମାନ ଟିମ ଇଣ୍ଡିଆ ପାଇଁ କ୍ରମାଗତ ରନ ସ୍କୋର କରୁଛନ୍ତି। ବିଶେଷକରି, ଶେଷ…

ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଭାରତକୁ ଡବଲ୍‌ ଝଟ୍‌କା: ଦଳରୁ ବାଦ୍‌ ପଡ଼ିଲେ ୨ ଗୁରୁତ୍ୱପୂର୍ଣ୍ଣ ଖେଳାଳି

ନୂଆଦିଲ୍ଲୀ,୨୯।୧: ହାଇଦ୍ରାବାଦରେ ପରାଜୟ ପରେ ଟିମ ଇଣ୍ଡିଆକୁ ଡବଲ୍‌ ଝଟକା ଲାଗିଛି। ବିଶାଖାପାଟନମରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟରୁ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜେଜା ଏବଂ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲଙ୍କୁ ବାଦ ଦିଆଯାଇଛି। ବିସିସିଆଇ ପକ୍ଷରୁ ଏହି ସୂଚନା…

ଟିମ ଇଣ୍ଡିଆର ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ଟିମ ଇଣ୍ଡିଆର ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରା ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ସିରିଜ ପାଇଁ ସେ ବର୍ତ୍ତମାନ ହାଇଦ୍ରାବାଦରେ ଅଛନ୍ତି। କ୍ରିକେଟ ପଡ଼ିଆ ସହିତ ବୁମରାଙ୍କ ବ୍ୟକ୍ତିଗତ ଜୀବନ ସୋସିଆଲ ମିଡିଆରେ ମଧ୍ୟ…

ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରୁ ହାରିବା ପରେ ଭାରତକୁ ଆଉ ଏକ ବଡ ଝଟକା

ନୂଆଦିଲ୍ଲୀ,୨୯।୧: ପାଞ୍ଚ ମ୍ୟାଚ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଇଂଲଣ୍ଡ ଭାରତୀୟ ଦଳକୁ ୨୮ ରନ୍‌ରେ ପରାସ୍ତ କରିଛି। ତେବେ ବର୍ତ୍ତମାନ ଏହି ପରାଜୟ ଅପେକ୍ଷା ଟିମ ଇଣ୍ଡିଆକୁ ଆହୁରି ବଡ଼ ଝଟକା ଲାଗିଛି। ବାସ୍ତବରେ, ଯଦି ଗଣମାଧ୍ୟମର ରିପୋର୍ଟକୁ ବିଶ୍ୱାସ…

ରଣଜୀ ଟ୍ରଫିରେ ଓଡ଼ିଶାର ବଡ଼ ବିଜୟ, ରାଜେଶ ମହାନ୍ତିଙ୍କୁ ୫ ୱିକେଟ ସଫଳତା

କଟକ,୨୯ା୧: କଟକର ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ହିମାଚଳ ପ୍ରଦେଶ ବିପକ୍ଷ ଏଲିଟ ଗ୍ରୁପ୍‌ ‘ଡି’ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା ବଡ଼ ବିଜୟ ହାସଲ କରିଛି। ଦ୍ୱିତୀୟ ଇନସିଂରେ ସନ୍ଦୀପ ପଟ୍ଟନାୟକଙ୍କ ଶତକ ବଳରେ ଓଡ଼ିଶା ହିମାଚଳ ଆଗରେ ବଡ଼…

ଆଇପିଏଲରେ ଆଉ ୨-୩ ବର୍ଷ ଖେଳିବେ ଧୋନି!

ନୂଆଦିଲ୍ଲୀ,୨୯।୧: ଆଣ୍ଠୁ ଆଘାତରୁ ଏମଏସ ଧୋନି ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି ଏବଂ ଆଇପିଏଲ ୨୦୨୪ରେ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରସ୍ତୁତ ଅଛନ୍ତି। ଏହି ସମୟରେ ଦଳର ବୋଲର ଦୀପକ ଚହର ନ୍ୟୁଜ ଏଜେନ୍ସି ପିଟିଆଇ ସହ କଥା ହୋଇଥିଲେ ଏବଂ ଧୋନିଙ୍କ ଆଇପିଏଲରେ…

ଇଂଲଣ୍ଡ ଠାରୁ ହାରିବା ପରେ ର଼୍ୟାଙ୍କିଙ୍ଗରେ ବାଂଲାଦେଶ ତଳକୁ ଖସିଲା ଭାରତ

ନୂଆଦିଲ୍ଲୀ,୨୯ା୧: ହାଇଦ୍ରାବାଦରେ ଇଂଲଣ୍ଡ ଠାରୁ ଟେଷ୍ଟ ମ୍ୟାଚ୍ ହାରିବା ପରେ ଭାରତ ସର୍ବଶେଷ ଡବ୍ଲୁଟିସି ର଼୍ୟାଙ୍କିଙ୍ଗରେ ବାଂଲାଦେଶଠାରୁ ତଳକୁ ଖସି ଯାଇଛି। ୨୮ ଜାନୁଆରୀ ରବିବାର ଦିନ ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ ଷ୍ଟାଡିୟମରେ ସିରିଜର ଓପନିଂ ଟେଷ୍ଟ ମ୍ୟାଚ୍ ଜିତିବା ପରେ…

Video: ଦଳ ଜିତିବା ଖୁସିରେ ଏମିତି କାମ କରିଦେଲେ ପୂର୍ବତନ କ୍ରିକେଟର୍‌, ଭାଇରାଲ୍‌ ହେଉଛି ଭିଡିଓ

ନୂଆଦିଲ୍ଲୀ,୨୯।୧: ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଅଷ୍ଟ୍ରେଲିଆକୁ ୮ ରନ୍‌ରେ ପରାସ୍ତ କରିଛି। ୱେଷ୍ଟଇଣ୍ଡିଜ ପାଇଁ ଏହି ବିଜୟ ଐତିହାସିକ ଥିଲା। କାରଣ ସେମାନେ ୨୭ ବର୍ଷ ପରେ ନିଜ ଘରେ ଟେଷ୍ଟରେ ଅଷ୍ଟ୍ରେଲିଆକୁ ପରାସ୍ତ…

ବିବାହ ବନ୍ଧନରେ ବାନ୍ଧିହେଲେ ଚେସ୍‌ ତାରକା ପଦ୍ମିନୀ ରାଉତ

ଭୁବନେଶ୍ୱର,୨୯ା୧: ଇଣ୍ଟରନ୍ୟାଶନାଲ ମାଷ୍ଟର ଚେସ୍‌ ତାରକା ପଦ୍ମିନୀ ରାଉତ ରବିବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଭୁବନେଶ୍ୱରର ପଟିଆ ଅଞ୍ଚଳରେ ହିନ୍ଦୁ ବୈଦିକ ରୀତିନୀତିରେ ସେ ମୁମ୍ବାଇର ଜୟକିଶିନ ମନାକନୀଙ୍କୁ ବିବାହ କରିଛନ୍ତି। ଏହି ବିବାହ ଉତ୍ସବରେ ରାଜ୍ୟ ସମେତ ଦେଶର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri