ଖେଳ

ବିଶ୍ୱଚାମ୍ପିୟନ୍‌ ହେବା ସ୍ବପ୍ନ ପୁଣି ତୁଟିଲା: ଫାଇନାଲ୍‌ରେ ହାରିଲା ଭାରତ

ନୂଆଦିଲ୍ଲୀ,୧୧।୨: ଆଇସିସି ଟୁର୍ନାମେଣ୍ଟର ନକଆଉଟ ମ୍ୟାଚରେ ଟିମ ଇଣ୍ଡିଆର ହାରିବା କ୍ରମାଗତ ଭାବେ ଜାରି ରହିଛି। ଅଣ୍ଡର -୧୯ ବିଶ୍ୱକପ ଫାଇନାଲରେ ଭାରତୀୟ ଦଳ ହାରିଛି। ନିକଟରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱ କରିଥିବା ବରିଷ୍ଠ ଦଳ ଏକଦିବସୀୟ ବିଶ୍ୱକପ ଫାଇନାଲରେ ହାରିଯାଇଥିଲେ।…

୩ ଟେଷ୍ଟରୁ ଓହରିଲେ ଗଲେ ବାମହାତୀ ସ୍ପିନର ଜ୍ୟାକ୍‌ ଲିଚ

ଲଣ୍ଡନ,୧୧।୨: ବାମ ଆଣ୍ଠୁରେ ଆଘାତ ଯୋଗୁ ଭାରତ ବିପକ୍ଷ ଅବଶିଷ୍ଟ ୩ ଟେଷ୍ଟ ମ୍ୟାଚରୁ ବାଦ୍‌ ପଡ଼ିଛନ୍ତି ଇଂଲଣ୍ଡର ବାମହାତୀ ସ୍ପିନର ଜ୍ୟାକ୍‌ ଲିଚ୍‌। ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ପକ୍ଷରୁ ଏହି ବିଷୟରେ ସୂଚନା ଦିଆଯାଇଛି। ତେବେ…

ହିଟ୍‌ମ୍ୟାନ୍‌ଙ୍କ ସମକକ୍ଷ ହେଲେ ମ୍ୟାକ୍ସୱେଲ

ଆଡିଲେଡ,୧୧।୨: ଅଷ୍ଟ୍ରେଲିଆ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଆଡିଲେଡରେ ଖେଳାଯାଇଥିବା ଦ୍ୱିତୀୟ ଟି -୨୦ରେ ଗ୍ଲେନ ମ୍ୟାକ୍ସୱେଲ ଏକ ବିସ୍ଫୋରକ ଇନିଂସ ଖେଳିଛନ୍ତି। ସେ ୫୫ ବଲରେ ଅପରାଜିତ ୧୨୦ ରନ ସଂଗ୍ରହ କରିଥିଲେ। ଫଳରେ ଅଷ୍ଟ୍ରେଲିଆ ୨୦ ଓଭରରେ ଚାରି ଉଇକେଟ…

IND vs AUS U19 WC Final: ଭାରତକୁ ୨୫୪ ରନ୍‌ର ଟାର୍ଗେଟ୍‌

ନୂଆଦିଲ୍ଲୀ,୧୧।୨: ଅଣ୍ଡର ୧୯ ବିଶ୍ୱକପ ୨୦୨୪ର ଫାଇନାଲରେ ଜିତିବା ପାଇଁ ଅଷ୍ଟ୍ରେଲିଆ ଭାରତକୁ ୨୫୪ ରନର ଲକ୍ଷ୍ୟ ଦେଇଛି। ୫୦ ଓଭରରେ ୭ ଉଇକେଟ ହରାଇ ଅଷ୍ଟ୍ରେଲିଆ ୨୫୪ ରନ ସଂଗ୍ରହ କରିଥିଲା। ହରଜସ ସିଂ ଅର୍ଦ୍ଧଶତକ ହାସଲ କରିଥିଲେ। ସେ…

ଖୁସିରେ ଝୁମିଲେ ମାଲିକାଣୀ କାବ୍ୟା ମାରନ

ଡର୍ବାନ୍‌,୧୧।୨: ଦକ୍ଷିଣ ଆଫ୍ରିକା ଟି-୨୦ଲିଗର ଫାଇନାଲ୍‌ ମ୍ୟାଚ ସନରାଇଜର୍ସ ଇଷ୍ଟର୍ଣ୍ଣ କେପ ଏବଂ ଡର୍ବାନ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଥିଲା। ଟାଇଟଲ ମ୍ୟାଚରେ ସନରାଇଜର୍ସ ସୁପର ଜିଆଣ୍ଟସକୁ ୮୯ ରନ୍‌ରେ ପରାସ୍ତ କରି ଟାଇଟଲ ଜିତିଥିଲା। କ୍ରମାଗତ ଦ୍ୱିତୀୟ ଥର ପାଇଁ…

ଧୋନୀଙ୍କ ୭ ନମ୍ବର ଜର୍ସି ପଛର ରହସ୍ୟ କ’ଣ ଜାଣନ୍ତି

ନୂଆଦିଲ୍ଲୀ,୧୧।୧: ଏମଏସ ଧୋନୀ ଦୁନିଆର ପ୍ରିୟ କ୍ରିକେଟରମାନଙ୍କ ମଧ୍ୟରୁ ଅନ୍ୟତମ। ପ୍ରଶଂସକମାନେ ମଧ୍ୟ ଧୋନୀଙ୍କ ଜର୍ସି ନମ୍ବର ୭ ପଛର ରହସ୍ୟ ଜାଣିବାକୁ ଚାହାଁନ୍ତି, ସେ କାହିଁକି ଏହି ନମ୍ବର ବାଛିଲେ? ଏବେ ଧୋନୀ ନିଜେ ୭ ନମ୍ବର ପଛର ରହସ୍ୟ…

ରାଜକୋଟ ଟେଷ୍ଟ ପୂର୍ବରୁ ଇଂଲଣ୍ଡକୁ ଲାଗିଲା ବଡ଼ ଝଟ୍‌କା

ରାଜକୋଟ,୧୧।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ରାଜକୋଟରେ ଖେଳାଯିବ। ଏହି ମ୍ୟାଚ ପୂର୍ବରୁ ଇଂଲଣ୍ଡକୁ ଏକ ବଡ଼ ଝଟକା ଲାଗିଛି। ଇଂଲଣ୍ଡର ସ୍ପିନ ବୋଲର ଜ୍ୟାକ ଲିଚ ଆହତ ହୋଇ ଦଳରୁ ବାଦ୍‌ ପଡିଛନ୍ତି। ଇଂଲଣ୍ଡ…

କୋହଲି ମୋ ଉପରକୁ ଥରେ ପକାଇଥିଲେ ଛେପ: ଦକ୍ଷିଣ ଆଫ୍ରିକା କ୍ରିକେଟର୍‌ଙ୍କ ସଙ୍ଗୀନ ଅଭିଯୋଗ

ନୂଆଦିଲ୍ଲୀ,୧୧।୨: ଆଜିକାଲି ବ୍ୟକ୍ତିଗତ କାରଣରୁ ବିରାଟ କୋହଲି ଟିମ ଇଣ୍ଡିଆରୁ ବାହାରେ ଅଛନ୍ତି। ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳୁଛି। ଏଥିରେ କୋହଲି ଦଳର ଅଂଶ ନାହାନ୍ତି। କୋହଲି ଟିମ ଇଣ୍ଡିଆଠାରୁ ଦୂରରେ ରହିବା…

୧୯ ବର୍ଷରୁ କମ ବିଶ୍ୱକପ ଫାଇନାଲ: ଟସ୍ ଜିତି ଅଷ୍ଟ୍ରେଲିଆର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି

ନୂଆଦିଲ୍ଲୀ,୧୧।୨: ୧୯ ବର୍ଷରୁ କମ ବିଶ୍ୱକପ ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ସେମିଫାଇନାଲରେ ମଧ୍ୟ ଭାରତୀୟ ଦଳ ଟାର୍ଗେଟକୁ ପିଛା କରି ବିଜୟୀ ହୋଇଥିଲା। ଭାରତୀୟ ଟିମ: ଆଦର୍ଶ ସିଂ, ଅର୍ଶିନ କୁଲକର୍ଣ୍ଣି,…

ସୌରଭ ଦାଦାଙ୍କ ମୋବାଇଲ ଚୋରି…

କୋଲକାତା,୧୦।୨ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲିଙ୍କ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, କୋଲକାତାର ବେହାଲାସ୍ଥିତ ତାଙ୍କ ଘରୁ ତାଙ୍କ ମୋବାଇଲ ଫୋନ ଚୋରି…

‘ବହି ଉପରେ ଧୂଳି ଜମିଗଲେ କାହାଣୀ ଶେଷ ହୋଇଯାଏ ନାହିଁ’ ; ଦଳରୁ ବାଦ୍‌ ପଡ଼ିବା ପରେ…

ନୂଆଦିଲ୍ଲୀ,୧୦।୨: ଇଂଲଣ୍ଡ ବିପକ୍ଷରେ ଜାରି ୫ ଟେଷ୍ଟ ମ୍ୟାଚ୍‌ ବିଶିଷ୍ଟ ସିରିଜର ଅନ୍ତିମ ୩ ମ୍ୟାଚ୍‌ ଲାଗି ଭାରତୀୟ ଟିମ୍‌ ଘୋଷଣା କରାଯାଇଛି। ଷ୍ଟାର ବ୍ୟାଟ୍ସମ୍ୟାନ୍‌ କୋହଲି ପୁଣିଥରେ ଦଳରୁ ବାଦ୍‌ ପଡ଼ିଛନ୍ତି। ଅପରପକ୍ଷେ ଦଳରେ ଜସପ୍ରିତ ବୁମ୍‌ରାଙ୍କୁ ସାମିଲ କରାଯାଇଛି।…

ଅଷ୍ଟ୍ରେଲିଆକୁ ହରାଇ ଆଇପିଏଲରେ ସୁଯୋଗ ପାଇଲେ ଏହି ୱେଷ୍ଟଇଣ୍ଡିଜ୍ ବୋଲର, ମିଳିଲା ୩ କୋଟି

ଭୁବନେଶ୍ଵର,୧୦।୨: ଲକ୍ଷ୍ନୌ ସୁପର ଜଏଣ୍ଟସ୍ (ଏଲଏସଜି) ଶାମର ଜୋସେଫଙ୍କୁ ଟାଟା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୪ ର ଆଗାମୀ ସଂସ୍କରଣ ପାଇଁ ପେସର୍ ମାର୍କ ଉଡ୍ ଙ୍କ ବଦଳରେ ଦଳରେ ସାମିଲ କରିଛି। ଜୋସେଫ୍ ୩ କୋଟିରେ ଲକ୍ଷ୍ନୌରେ ଯୋଗଦେବେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri