ଖେଳ

ଟି-୨୦ ର଼୍ୟାଙ୍କିଙ୍ଗ୍‌ର ଶ୍ରେଷ୍ଠ ୧୦ରେ ଯଶସ୍ବୀଙ୍କୁ ମିଳିଲା ସ୍ଥାନ

ଭାରତୀୟ ଦଳର ଯୁବ ବ୍ୟାଟର୍‌ ଯଶସ୍ବୀ ଜୟସ୍ବାଲଙ୍କୁ ବହୁତ ଫାଇଦା ହୋଇଛି। ସେ ଟି-୨୦ ର଼୍ୟାଙ୍କିଙ୍ଗ୍‌ର ଟପ୍‌ ୧୦ରେ ପହଞ୍ଚିଛନ୍ତି। ଇନ୍ଦୋରରେ ଖେଳାଯାଇଥିବା ମୁକାବିଲାରେ ଯଶସ୍ବୀ ଦମ୍‌ଦାର ଅର୍ଦ୍ଧଶତକ କରିଥିଲେ। ତାଙ୍କୁ ୭ଟି ସ୍ଥାନର ଫାଇଦା ହୋଇଛି। ଟିମ ଇଣ୍ଡିଆ...

ବଡ଼ ଉପଲବ୍ଧି ହାସଲ କଲେ ରୋହିତ ଶର୍ମା

ବେଙ୍ଗାଲୁରୁ,୧୮।୧: ଆଫଗାନିସ୍ତାନ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ ଭାରତ ୩-୦ରେ ଜିତିଛି। ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ସୁପର ଓଭରରେ ଟିମ ଇଣ୍ଡିଆ ଆଫଗାନିସ୍ତାନ ଦଳକୁ ପରାସ୍ତ କରିଛି। ରୋହିତ ଶର୍ମା ଏହି ମ୍ୟାଚରେ ଚମତ୍କାର ଶତକ...

ଲଜ୍ଜାଜନକ ରେକର୍ଡ ହାସଲ କଲେ ବିରାଟ କୋହଲି

ବେଙ୍ଗାଲୁରୁ,୧୮।୧: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ବିରାଟ କୋହଲିଙ୍କ ବ୍ୟାଟ ଚାଲି ନ ଥିଲା। ସେ ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖାତା ନ ଖୋଲି ପାଭିଲିୟନ ଫେରିଥିଲେ। କୋହଲି ସିରିଜର ପ୍ରଥମ ମ୍ୟାଚରେ ଖେଳିପାରି ନ ଥିଲେ।...

‘ପ୍ଲେୟର ଅଫ ଦ ମ୍ୟାଚ’ ହେଲେ ରୋହିତ

ନୂଆଦିଲ୍ଲୀ,୧୮।୧: ଭାରତ ଟି-୨୦ ସିରିଜର ତୃତୀୟ ମ୍ୟାଚରେ ଆଫଗାନିସ୍ତାନକୁ ହରାଇ ବିଜୟୀ ହୋଇଛି। ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୨୧୨ ରନ୍‌ କରିଥିଲା। ଏହାର ଜବାବରେ ଆଫଗାନିସ୍ତାନ ମଧ୍ୟ ରନ୍‌ର ବରାବରି କରିଥିଲା। ଯାହା ଫଳରେ ମ୍ୟାଚ ଟାଏ...

ଟିମ ଇଣ୍ଡିଆକୁ ଟି-୨୦ ବିଶ୍ୱକପ୍‌ ପାଇଁ ମିଳିଗଲା ଘାତକ ଅସ୍ତ୍ର

ନୂଆଦିଲ୍ଲୀ,୧୮।୧: ଭାରତୀୟ କ୍ରିକେଟର ଶିବମ ଦୁବେ ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍‌ରେ ଦମ୍‌ଦାର ରେକର୍ଡ କରିଛନ୍ତି। ତାଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ ଭାବେ ଚୟନ କରାଯାଇଛି। ଦୁବେ ୩ ମ୍ୟାଚରେ ୧୨୪ ରନ୍‌ ଏବଂ ୨ ଉଇକେଟ୍‌ ମଧ୍ୟ...

ପ୍ରଥମଥର ପଦକ ନିଶ୍ଚିତ କଲା ଓଡ଼ିଶା

ଭୁବନେଶ୍ୱର, ୧୮।୧(ତପନ ସ୍ବାଇଁ): ମଧ୍ୟପ୍ରଦେଶର ଇନ୍ଦୋରରେ ଚାଲିଥିବା ୟୁଟିଟି ୮୫ତମ ଆନ୍ତଃ ରାଜ୍ୟ ସବ୍‌ଜୁନିୟର ଓ ଜାତୀୟ କ୍ୟାଡେଟ ଟେବୁଲ ଟେନିସ ଚାମ୍ପିୟନଶିପ୍‌ରେ ଓଡ଼ିଶା ଦଳ ପ୍ରଥମଥର ପାଇଁ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରଚିଛି। ପ୍ରଭାବୀ ପ୍ରଦର୍ଶନ ଯୋଗୁ...

ଦ୍ୱିତୀୟ ବିଜୟ ସହ ଶୀର୍ଷରେ ଓଏଫ୍‌ସି

ଭୁବନେଶ୍ୱର, ୧୮।୧ (ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା କଳିଙ୍ଗ ସୁପର କପ୍‌ ଫୁଟବଲ ଟୁର୍ନାମେଣ୍ଟର ବୁଧବାର ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ଓଡ଼ିଶା ଏଫ୍‌ସି ୩-୦ ଗୋଲରେ ଇଣ୍ଟର କାଶିକୁ ପରାସ୍ତ କରିଛି। ଫଳରେ ୨ ମ୍ୟାଚରୁ ୨ ବିଜୟ...

ସି.କେ. ନାଇଡୁ ଟ୍ରଫି: ଝାଡ଼ଖଣ୍ଡ ୯ ଉଇକେଟରେ ବିଜୟୀ

ସମ୍ବଲପୁର,୧୮ା୧(ବି.ଶଙ୍କର): ଓଡ଼ିଶା ଓ ଝାଡ଼ଖଣ୍ଡ ଦଳ ମଧ୍ୟରେ ସମ୍ବଲପୁରସ୍ଥିତ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ଚାଲିଥିବା ୨୩ ବର୍ଷରୁ କମ୍‌ ସର୍ବଭାରତୀୟ କର୍ନେଲ ସି.କେ. ନାଇଡୁ ଟ୍ରଫି କିକେଟ ମ୍ୟାଚ୍‌ରେ ଓଡ଼ିଶାକୁ ୯ ଉଇକେଟରେ ହରାଇଛି ଝାଡ଼ଖଣ୍ଡ। ଚତୁର୍ଥ ତଥା...

ଆଇସିସି ନିଯୁକ୍ତ ପ୍ରଥମ ମହିଳା ଅମ୍ପାୟର

ଦୁବାଇ,୧୮ା୧(ପି.ଟି.): ଆଇସିସି ଦ୍ୱାରା ନିଯୁକ୍ତ ପ୍ରଥମ ମହିଳା ଅମ୍ପାୟର ହୋଇଛନ୍ତି ଇଂଲଣ୍ଡର ସୁ ରେଡ୍‌ଫର୍ନ। ପୂର୍ବରୁ ଏକାଧିକ ମହିଳା ଅମ୍ପାୟର କାମ କରିଥିଲେ ମଧ୍ୟ ସେମାନେ ବିଭିନ୍ନ ଦେଶର କ୍ରିକେଟ ବୋର୍ଡ ସହ ଅନୁବନ୍ଧିତ ହୋଇ କାମ କରିଥାନ୍ତି। ତେବେ...

ରେକର୍ଡ ଛକା ସହ ସିରିଜ ଜିତାଇଲେ ଆଲେନ୍‌

ଡୁନେଡିନ୍‌,୧୮ା୧(ପି.ଟି.): ଓପନର ଫିନ୍‌ ଆଲେନ୍‌ ଗୋଟିଏ ଇନିଂସରେ ରେକର୍ଡ ୧୬ ଛକା ମାରିବା ସହ ପାକିସ୍ତାନ ବିପକ୍ଷରେ ନ୍ୟୁଜିଲାଣ୍ଡକୁ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଜିତାଇଛନ୍ତି। ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ଆଲେନ୍‌ଙ୍କ ୬୨ ବଲ୍‌ ୧୩୭ ରନ୍‌...

ବିପର୍ଯ୍ୟୟ ଘଟାଇଲେ ମୀରା ଆଣ୍ଡ୍ରିଭା

ମେଲବୋର୍ନ,୧୮ା୧(ପି.ଟି.): ଟେନିସ୍‌ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ୍‌ ଓପନରେ ଦେଖିବାକୁ ମିଳିଛି ଦୁଇଟି ବଡ଼ ବିପର୍ଯ୍ୟୟ। ଓନ୍ସ ଜାବେର ଓ କାରୋଲିନ୍‌ ଓଜ୍‌ନିଆକିଙ୍କ ପରି ଖେଳାଳି ବିଦାୟ ନେଇଛନ୍ତି। ରୁଷିଆର ୧୬ ବର୍ଷୀୟା ମୀରା ଆଣ୍ଡ୍ରିଭା ବିପର୍ଯ୍ୟୟ ଘଟାଇବା ସହ ୩ ଥର...

ରୋମାଞ୍ଚକର ସୁପର୍ ଓଭରରେ ଆଫଗାନିସ୍ତାନକୁ ହରାଇ ଭାରତର କ୍ଲିନ୍‌ ସୁଇପ୍‌

ବେଙ୍ଗାଲୁରୁ,୧୭।୧: ରୋହିତ ଶର୍ମାଙ୍କ ପଞ୍ଚମ ଟି୨୦ ଶତକ ସତ୍ତ୍ୱେ ଆଫଗାନିସ୍ତାନ ବିପକ୍ଷ ଅନ୍ତିମ ମ୍ୟାଚରେ ଡବଲ ଟାଇରୁ ଫଳାଫଳ ମିଳିଛି। ଡବଲ ସୁପର ଓଭରରେ ଜିତିବା ସହ ସିରିଜ୍‌ କ୍ଲିନ୍‌ ସୁଇପ୍‌ କରିଛି ଭାରତ। ମ୍ୟାଚ ପରି ପ୍ରଥମ ସୁପର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri