ରୋହିତଙ୍କ ପରେ ଏବେ ଏହି ଖେଳାଳିଙ୍କଠାରୁ ଯାଇପାରେ ଅଧିନାୟକ ପଦ
ନୂଆଦିଲ୍ଲୀ,୪।୩: ଆଇପିଏଲର ୧୭ତମ ସଂସ୍କରଣ ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଯାଉଛି, କିନ୍ତୁ ସିଜିନ୍ ଆରମ୍ଭ ପୂର୍ବରୁ ମଧ୍ୟ ଦଳ ମଧ୍ୟରେ ଅଶାନ୍ତି ଆରମ୍ଭ ହୋଇଛି । କିଛି ଦଳ ଏକ ନୂତନ ମୁଖ୍ୟ ପ୍ରଶିକ୍ଷକ ପାଇଛନ୍ତି ଏବଂ କିଛି ଦଳ…
ଉଡିକି ଧରିଲେ ବଲ୍, ଆଉ ତା’ପରେ କଲେ ରନ୍ ଆଉଟ୍: ଦେଖନ୍ତୁ ଭିଡିଓ
କାଠମାଣ୍ଡୁ,୪।୩: ନେପାଳରେ ଚାଲିଥିବା ଟ୍ରାଇ ସିରିଜର ପଞ୍ଚମ ମ୍ୟାଚରେ ନେପାଳ ନେଦରଲାଣ୍ଡକୁ ୬ ଉଇକେଟରେ ପରାସ୍ତ କରିଛି। ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଚୟନ କରିବା ପରେ ନେପାଳ ନେଦରଲାଣ୍ଡକୁ ୧୨୦ ରନ୍ରେ ଅଲଆଉଟ୍ କରିଥିଲା। ନେପାଳ ପାଇଁ ପ୍ରତୀସ…
ଆଇପିଏଲ୍ ପୂର୍ବରୁ ଚେନ୍ନାଇ ସୁପର୍ କିଙ୍ଗ୍ସକୁ ବଡ଼ ଝଟ୍କା: ଆହତ ଯୋଗୁ ମେ’ ପର୍ଯ୍ୟନ୍ତ କ୍ରିକେଟ୍ ଖେଳିପାରିବେନି ଏହି ଷ୍ଟାର ଖେଳାଳି
ନୂଆଦିଲ୍ଲୀ,୩।୩: ଇଣ୍ଡିଆନ ପ୍ରିମିୟର ଲିଗ ର ପରବର୍ତ୍ତୀ ସିଜନ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ। ଲିଗ୍ର ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ। ଆଇପିଏଲ ୨୦୨୪ ଆରମ୍ଭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ…
ପ୍ରଥମ ଟେଷ୍ଟ ୧୭୨ ରନ୍ରେ ଜିତିଲା ଅଷ୍ଟ୍ରେଲିଆ
ଓ୍ବେଲିଂଟନ୍,୪ା୩: ସ୍ପିନର ନାଥନ ଲିୟନଙ୍କ ଯାଦୁକରୀ ସ୍ପିନ୍ ବୋଲିଂ ବଳରେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟକୁ ୧୭୨ ରନ୍ରେ ଜିତି ନେଇଛି ଅଷ୍ଟ୍ରେଲିଆ। ଲିୟନ ୬ ଉଇକେଟ ନେଇଥିବା ବେଳେ ୩୬୯ ରନ୍ ଲକ୍ଷ୍ୟର ପିଛା କରୁଥିବା ନ୍ୟୁଜିଲାଣ୍ଡ ମାତ୍ର ୧୯୬…
ଓଏଫ୍ସିର ବିଜୟଧାରାରେ ବ୍ରେକ୍
ଭୁବନେଶ୍ୱର,୪ା୩(ସରୋଜ ଜେନା): ଚେନ୍ନାଇନ୍ ଏଫ୍ସି ନିକଟରୁ ୨-୧ରେ ହାରିବା ସହିତ ଓଡ଼ିଶା ଏଫ୍ସି(ଓଏଫ୍ସି)ର ବିଜୟ ରଥରେ ବ୍ରେକ୍ ଲାଗିଛି। ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍ଟି କଡା ସଂଘର୍ଷପୂର୍ଣ୍ଣ ରହିଥିବା ବେଳେ ଜୋର୍ଡାନ ମରେଙ୍କ ଇଞ୍ଜୁରୀ ଟାଇମ ଗୋଲରେ ହାରିଥିଲା…
ମଧ୍ୟପ୍ରଦେଶ ପ୍ରଥମ ଇନିଂସ ଅଗ୍ରଣୀ
ନାଗପୁର, ୪ା୩ (ପି.ଟି.): ହିମାଂଶୁ ମନ୍ତ୍ରୀଙ୍କ ଧୈର୍ଯ୍ୟପୂର୍ଣ୍ଣ ଶତକ ସହାୟତାରେ ଏଠାରେ ଚାଲିଥିବା ବିଦର୍ଭ ବିପକ୍ଷ ରଣଜୀ ଟ୍ରଫି ସେମିଫାଇନାଲ ମ୍ୟାଚରେ ପ୍ରଥମ ଇନିଂସ ଅଗ୍ରଣୀ ଲାଭ କରିଛି ମଧ୍ୟପ୍ରଦେଶ। ହିମାଂଶୁ ୨୬୫ ବଲ୍ ସାମ୍ନା କରି ୧୩ ଚୌକା ଓ…
ଲାନିଙ୍ଗଙ୍କ ଅର୍ଦ୍ଧଶତକ, ମେଘନାଙ୍କୁ ୪ ଉଇକେଟ
ବେଙ୍ଗାଲୁରୁ,୪ା୩: ଓମେନ୍ସ ପ୍ରିମିୟର ଲିଗ୍ (ଡବ୍ଲ୍ୟୁପିଏଲ)ରେ ଗୁଜରାଟ ଜାଏଣ୍ଟ୍ସ ବିପକ୍ଷ ମ୍ୟାଚ୍ରେ ଅର୍ଦ୍ଧଶତକ ହାସଲ କରିଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟିକା ମେଗ୍ ଲାନିଙ୍ଗ। ଅନ୍ୟ ପକ୍ଷରେ ଗୁଜରାଟ ପକ୍ଷରୁ ମେଘନା ସିଂ ୪ ଉଇକେଟ ନେଇ ସଫଳ ବୋଲର ରହିଥିଲେ। ଗୁଜରାଟ…
‘ରିସ୍ତେ ମେଁ ତୋ ହମ ତୁମ୍ଭାରେ କ୍ୟାପଟେନ ଲଗତେ ହୈ, ନାମ ହେ ପାଣ୍ଡ୍ୟା’, କାହାକୁ ଟାର୍ଗେଟ କଲେ ଏହି କ୍ରିକେଟର
ନୂଆଦିଲ୍ଲୀ,୩।୩: ଆଇପିଏଲ ୨୦୨୪ରେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ (MI) ର ଅଧିନାୟକ ଭାବରେ ନଜର ଆସିବେ। ଗୁଜୁରାଟ ଟାଇଟାନ୍ସ ଛାଡିବା ପରେ ହାର୍ଦ୍ଦିକ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗ ଦେଇଥିଲେ ଏବଂ କିଛି ଦିନ ପରେ ଫ୍ରାଞ୍ଚାଇଜ ତାଙ୍କୁ ରୋହିତ ଶର୍ମାଙ୍କ…
ରାସ୍ତା ମଝିରେ ପିଲାଙ୍କ ସହ ‘ଗୁଲି’ ଖେଳୁଛନ୍ତି ରିଷଭ ପନ୍ତ: ଭିଡିଓ ହେଉଛି ଭାଇରାଲ
ନୂଆଦିଲ୍ଲୀ,୩।୩: ଆଜିକାଲି ରିଷଭ ପନ୍ତ କ୍ରିକେଟ ଠାରୁ ଦୂରରେ ଅଛନ୍ତି। କାର ଦୁର୍ଘଟଣା ପରେ ଆଘାତରୁ ମୁକ୍ତି ପାଇଥିବା ପନ୍ତଙ୍କୁ ଏକ ନୂଆ ରୂପରେ ଦେଖିବାକୁ ମିଳିଛି। ପନ୍ତ ରାସ୍ତା ମଝିରେ ପିଲାମାନଙ୍କ ସହ ‘ଗୁଲି’ ଖେଳୁଥିବା ଦେଖାଯାଇଛି। ଏହି ସମୟରେ…
ପ୍ରଥମ ସ୍ଥାନରେ ପହଞ୍ଚିଲା ଭାରତ: ପାକିସ୍ତାନ ସ୍ଥିତି ଅତ୍ୟନ୍ତ ଖରାପ
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଉଛି। ଟିମ ଇଣ୍ଡିଆ ଚମତ୍କାର ପ୍ରଦର୍ଶନ କରି ୩-୧ରେ ଅଗ୍ରଣୀ ହାସଲ କରିଛି। ଏହି କାରଣରୁ ସେ ବିଶ୍ୱ ଟେଷ୍ଟ ଚାମ୍ପିଅନଷପର ପଏଣ୍ଟ ଟେବୁଲରେ ଉପକୃତ ହୋଇଛନ୍ତି। ଟିମ…
ଓ୍ବେଷ୍ଟଇଣ୍ଡିଜ୍ କ୍ରିକେଟର୍ଙ୍କ ସହ ଦାଣ୍ଡିଆ ଖେଳିଲେ ଧୋନୀ
ଜାମନଗର,୩।୩: ବଲିଉଡ ବ୍ୟତୀତ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ପ୍ରି-ଓ୍ବେଡିଂ ପାଇଁ ଜାମନଗରରେ ଅନେକ କ୍ରିକେଟର୍ ମଧ୍ୟ ଅଛନ୍ତି। ଅନନ୍ତ ହେଉଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମୁଖ୍ୟ ମୁକେଶ ଅମ୍ବାନୀଙ୍କ ପୁଅ। ଏହି କାର୍ଯ୍ୟ ପାଇଁ ଏମଏସ ଧୋନୀ ଏବଂ ତାଙ୍କ…
ଚହଲଙ୍କୁ କାନ୍ଧରେ ଉଠାଇଦେଲେ ମହିଳା ରେସଲର: ଆଉ ତା’ପରେ…
ନୂଆଦିଲ୍ଲୀ,୩।୩: ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ଲେଗ୍ ସ୍ପିନ ବୋଲିଂ ପାଇଁ ପ୍ରସିଦ୍ଧ, କିନ୍ତୁ ସୋସିଆଲ ମିଡିଆରେ ତାଙ୍କର ମଜାଳିଆ ଭିଡିଓ ମଧ୍ୟ ପ୍ରଶଂସକଙ୍କୁ ମନୋରଞ୍ଜନ କରିଥାଏ। ତାଙ୍କ ସ୍ତ୍ରୀ ଧନଶ୍ରୀ ବର୍ମା ରିୟଲିଟି ଟିଭି ସୋ ‘ଝଲକ ଦିଖଲା ଜା’ର…
Archives


