ଭାରତ ଛାଡି କାହିଁକି କାନାଡାରେ ରହିବାକୁ ଚାହୁଁଛନ୍ତି ଜସପ୍ରିତ ବୁମରା? ପତ୍ନୀଙ୍କ ପ୍ରଶ୍ନ ଶୁଣି ଦେଲେ ଚମକାଇବା ଭଳି ଉତ୍ତର
ନୂଆଦିଲୀ,୧୧।୪: ଭାରତୀୟ କ୍ରିକେଟ ପରିଦୃଶ୍ୟରେ ଜସପ୍ରୀତ ବୁମରାଙ୍କ ନାମ ସେତେବେଳେ ସାମ୍ନାକୁ ଆସିଥିଲା ଯେଉଁ ସମୟରେ ଦ୍ରୁତ ବୋଲିଂ ଭାରତୀୟ କ୍ରିକେଟରେ ଶକ୍ତି ପାଲଟିଥିଲା। ସ୍ପିନ ଉପରେ ନିର୍ଭରଶୀଳ ଭାରତୀୟ ଦଳର ତତ୍କାଳୀନ ଅଧିନାୟକ ବିରାଟ କୋହଲି ଏବଂ ରବି ଶାସ୍ତ୍ରୀ…
ମୁମ୍ବାଇକୁ ବଡ଼ ଝଟକା: ଟୁର୍ନାମେଣ୍ଟରୁ ବାହାରିଲେ ଏହି ଖେଳାଳି
ନୂଆଦିଲ୍ଲୀ,୧୧।୪: ମୁମ୍ବାଇ ଇଣ୍ଡିଆନ୍ସ ଏକ ଅସୁବିଧାର ସମ୍ମୁଖୀନ ହୋଇଛି। ଦଳର ପ୍ରତିଭାବାନ ଉଇକେଟ୍ କିପର ବ୍ୟାଟର୍ ବିଷ୍ଣୁ ବିନୋଦ ଆହତ କାରଣରୁ ଏହି ସିଜିନରୁ ବାଦ୍ ପଡିଛନ୍ତି। ଏହି ସିଜିନ୍ରେ ବିଷ୍ଣୁ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ ଖେଳି ନାହାନ୍ତି। କିନ୍ତୁ…
ଜାଣିଶୁଣି ଆଇପିଏଲ୍ରେ ଏହି ଭାରତୀୟ ଖେଳାଳିଙ୍କୁ ସୁଯୋଗ ଦେଉନାହାନ୍ତି ସଞ୍ଜୁ ସାମସନ୍? ବଢ଼ୁଛି ଚର୍ଚ୍ଚା…
ନୂଆଦିଲ୍ଲୀ,୧୧।୪: ଆଇପିଏଲ୍ ୨୦୨୪ରେ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଆସନ୍ତା ବିଶ୍ୱକପ୍ରେ ଉଇକେଟକିପର ବ୍ୟାଟ୍ସମ୍ୟାନ୍ ଧ୍ରୁବ୍ ଜୁରେଲଙ୍କୁ ସୁଯୋଗ ମିଳିପାରେ ବୋଲି କୁହାଯାଉଛି। ହେଲେ ଚଳିତ ଆଇପିଏଲ୍ରେ ତାଙ୍କୁ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନ୍ ଜାଣିଶୁଣି ସୁଯୋଗ ଦେଉନ ଥିବା ଅଭିଯୋଗ…
ଡ୍ରେସିଂ ରୁମ୍ରେ ପାଣ୍ଡ୍ୟାଙ୍କ ବ୍ୟବହାର କେମିତି: ଟିମ ଡେଭିଡ୍ କଲେ ଖୁଲାସା
ମୁମ୍ବାଇ,୧୧।୪: ନିକଟରେ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରିଛି। ଏହାକୁ ନେଇ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାନେଜମେଣ୍ଟ ଉପରେ ଅନେକ ପ୍ରଶ୍ନ ଉଠିଥିଲା। ଏହା ବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପ୍ରଶଂସକଙ୍କ କ୍ରୋଧର ଶିକାର ହେବାକୁ ପଡିଥିଲା। କିନ୍ତୁ…
ଗମ୍ଭୀରଙ୍କ ସହ ଆଲିଙ୍ଗନକୁ ନେଇ ଏମିତି କହିଲେ ବିରାଟ କୋହଲି
ନୂଆଦିଲ୍ଲୀ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ ଇତିହାସର କେବଳ ସର୍ବଶ୍ରେଷ୍ଠ ଖେଳାଳି ନୁହଁନ୍ତି, ଅନେକ ଥର ବିବାଦ ମଧ୍ୟ ତାଙ୍କୁ ଘେରି ରହିଛି। ଗୌତମ ଗମ୍ଭୀର ଏବଂ ନବୀନ-ଉଲ-ହକଙ୍କ ସହ ତାଙ୍କର ପଡ଼ିଆ ବିତର୍କ କ୍ରିକେଟ ଜଗତରେ କାହାକୁ ଅଛପା ନାହିଁ। ପୁମା…
ମୁମ୍ବାଇ-ବେଙ୍ଗାଲୁର ମ୍ୟାଚ୍କୁ ନେଇ ଭବିଷ୍ୟବାଣୀ କଲା କୁକୁର: ଜାଣନ୍ତୁ କିଏ ମାରିବ ବାଜି, ଦେଖନ୍ତୁ ଭିଡିଓ
ମୁମ୍ବାଇ,୧୧।୪: ଆଇପିଏଲ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଆଜି ମୁକାବିଲା ଖେଳାଯିବ। ଏହି ମ୍ୟାଚକୁ ନେଇ କୁକୁର ଭବିଷ୍ୟବାଣୀ କରିଛି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଗୋଟିଏ ପାତ୍ରରେ ଆରସିବିର ଏକ ଷ୍ଟିକର…
୪ କୋଟି ଟଙ୍କା ଠକାମିର ଶିକାର ହେଲେ ହାଦ୍ଦିକ ପାଣ୍ଡ୍ୟା: ଅଭିଯୁକ୍ତ କିଏ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ମୁମ୍ବାଇ,୧୧।୪: କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ବଡ଼ କ୍ରୁନାଲ ପାଣ୍ଡ୍ୟାଙ୍କ ସହ ଠକାମି କରିଥିବା ଅଭିଯୁକ୍ତଙ୍କୁ ମୁମ୍ବାଇର ଇକୋନୋମିକ ଅଫେନ୍ସ ୱିଙ୍ଗ (ଇଓଡବ୍ଲୁ) ଗିରଫ କରିଛି। ଅଭିଯୁକ୍ତ ପାଣ୍ଡ୍ୟା ବ୍ରଦର୍ସଙ୍କ ସାବତ ଭାଇ ବୈଭବ। ଏହି ମାମଲା ୨୦୨୧ରେ ହୋଇଥିଲା।…
ପରାଜୟ ସତ୍ତ୍ୱେ ପ୍ରଥମ ସ୍ଥାନରେ ଅଛି ରାଜସ୍ଥାନ ରୟାଲ୍ସ: ଜାଣନ୍ତୁ ଆଇପିଏଲ୍ ପଏଣ୍ଟ ଟେବୁଲ୍ରେ କିଏ କେଉଁ ସ୍ଥାନରେ ଅଛି
ନୂଆଦିଲ୍ଲୀ,୧୧।୪: ଗୁଜରାଟ ଟାଇଟାନ୍ସ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ଏହିପରି ରାଜସ୍ଥାନ ରୟାଲ୍ସ ସିଜିନ୍ର ପ୍ରଥମ ପରାଜୟ ପାଇଲା। ଏଠାରେ ଶୁବମନ ଗିଲଙ୍କ ଅଧିନାୟକତ୍ୱ ଗୁଜରାଟ ଟାଇଟାନ୍ସ ସେମାନଙ୍କର ତୃତୀୟ ବିଜୟ ହାସଲ କରିଛି। କିନ୍ତୁ ପରାଜୟ ପରେ ମଧ୍ୟ ରାଜସ୍ଥାନ…
ଗୁଜରାଟ ଟାଇଟାନ୍ସକୁ ବିଶେଷ ଢଙ୍ଗରେ ଇଦ୍ ଉପହାର ଦେଲେ ରଶିଦ ଖାନ୍
ନୂଆଦିଲ୍ଲୀ,୧୧।୪: ଗୁଜରାଟ ଟାଇଟାନ୍ସ ରାଜସ୍ଥାନ ରୟାଲ୍ସକୁ ୩ ଉଇକେଟରେ ପରାସ୍ତ କରିଛି। ଗୁଜରାଟ ଟାଇଟାନ୍ସର ବିଜୟର ହିରୋ ରଶିଦ ଖାନ୍ ଥିଲେ। ଏହି ଖେଳାଳି ପ୍ରଥମେ ରାଜସ୍ଥାନ ରୟାଲ୍ସ ବ୍ୟାଟ୍ସମ୍ୟାନଙ୍କ ତାଙ୍କ ବୋଲିଂରେ ବାନ୍ଧି ରଖିଥିଲେ। ଏହା ପରେ ସେ ପୁଣି…
ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଗୁଜରାଟ
ଜୟପୁର,୧୦ା୪: ଇଣ୍ଡିଆନ ସୁପର୍ ଲିଗ୍(ଆଇପିଏଲ୍)ର ୨୪ ତମ ମ୍ୟାଚ୍ରେ ବୁଧବାର ରାଜସ୍ଥାନ ରୟାଲ୍ସ (ଆର୍ଆର୍) ଏବଂ ଗୁଜରାଟ ଟାଇଟନ୍ସ (ଜିଟି) ମଧ୍ୟରେ ମୁକାବିଲା ହେଉଛି। ଜୟପୁରର ସାଓ୍ବଇ ମାନସିଂ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ଅଧିନାୟକ ଶୁବମନ ଗିଲ…
ଆଇପିଏଲ୍ ମଝିରେ ନୂଆ ଘର କିଣିଲେ ପୃଥ୍ବୀ ଶ’: ଦାମ୍ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଆଇପିଏଲ ୨୦୨୪ରେ ପୃଥ୍ବୀ ଶ’ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଛନ୍ତି। ସେ ଟୁର୍ନାମେଣ୍ଟରେ ଏପର୍ଯ୍ୟନ୍ତ ତିନୋଟି ମ୍ୟାଚ ଖେଳିଛନ୍ତି, ଯେଉଁଥିରେ ସେ ଅର୍ଦ୍ଧଶତକ ହାସଲ କରିଛନ୍ତି। ବର୍ତ୍ତମାନ ଆଇପିଏଲ ମଧ୍ୟରେ ଦିଲ୍ଲୀ କ୍ୟାପିଟାଲ୍ସର ଶ’ ନୂଆ ଘରକୁ ଯାଇଛନ୍ତି। ସେ ମୁମ୍ବାଇରେ…
କିଏ ସେହି ନୀତୀଶ ରେଡ୍ଡୀ, ଯିଏ ଚୌକା-ଛକା ବର୍ଷା କରି ପ୍ରୀତି ଜିଣ୍ଟାଙ୍କ ଦଳକୁ ଚଟାଇଲେ ଧୂଳି
ନୂଆଦିଲ୍ଲୀ,୧୦।୪: ପଞ୍ଜାବ କିଙ୍ଗସ (ପିବିଏକେ) ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରାବାଦ୍ ୧୮୨ ରନ ସଂଗ୍ରହ କରିଥିଲା। ପଞ୍ଜାବ କିଙ୍ଗ୍ସର ନୂଆ ଘରୋଇ ଗ୍ରାଉଣ୍ଡରେ ସନରାଇଜର୍ସ ହାଇଦ୍ରାବାଦର ବ୍ୟାଟ୍ସମ୍ୟାନ୍ନେ ରନ ସ୍କୋର କରିବାକୁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା। କେବଳ…
Archives


