ଖେଳ

ପୁଣି ପ୍ରେମରେ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଏହି ଅଭିନେତ୍ରୀଙ୍କୁ କରୁଛନ୍ତି ଡେଟ୍‌

ମୁମ୍ବାଇ,୧୦।୧୦:ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ପୁଣିଥରେ ଚର୍ଚ୍ଚାରେ ଅଛନ୍ତି। କରଓ୍ବାଚୌଥରେ ମୁମ୍ବାଇ ବିମାନବନ୍ଦରରେ ତାଙ୍କୁ ମଡେଲ ମାହିକା ଶର୍ମାଙ୍କ ସହ ଦେଖିବାକୁ ମିଳିଛି। ୨୦୨୪ରେ ସେ ତାଙ୍କ ସ୍ତ୍ରୀ ନତାଶା...

ପଡ଼ିଆରେ ପାଦ ଦେବାମାତ୍ରେ ଇତିହାସ ରଚିଲେ ବୁମରା: ପ୍ରଥମ ଭାରତୀୟ ଦ୍ରୁତ ବୋଲର ଭାବେ…

ନୂଆଦିଲ୍ଲୀ,୧୦।୧୦: ଜସପ୍ରିତ ବୁମରା ତିନୋଟି ଫର୍ମାଟରେ (ଟେଷ୍ଟ, ଏକଦିବସୀୟ ଏବଂ ଟି-୨୦) ଅତି କମରେ ୫୦ଟି ମ୍ୟାଚ ଖେଳିଥିବା ପ୍ରଥମ ଭାରତୀୟ ଦ୍ରୁତ ବୋଲର ହୋଇଛନ୍ତି। ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯାଉଥିବା ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ...

ଶୁବମନଙ୍କ ପାଇଁ ଲକି ସାବ୍ୟସ୍ତ ହେଲା ଧୋନିଙ୍କ ୭ ନମ୍ବର

ନୂଆଦିଲ୍ଲୀ,୧୦।୧୦: ଭାରତର ସବୁଠାରୁ ସଫଳ ଅଧିନାୟକମାନଙ୍କ ମଧ୍ୟରୁ ଜଣେ ଏମଏସ ଧୋନିଙ୍କର ୭ ଭାଗ୍ୟବାନ ସଂଖ୍ୟା ବୋଲି ବିବେଚନା କରାଯାଏ, ଏବଂ ଏହି ସଂଖ୍ୟା ଶୁବମନ ଗିଲଙ୍କ ପାଇଁ ଏକ ଲକି ଚାର୍ମ ପ୍ରମାଣିତ ହୋଇଛି। ଗିଲ ଭାରତୀୟ ଅଧିନାୟକ...

ମୋ ସହ ବି ଏମିତି ହୋଇଛି…ରୋହିତଙ୍କୁ ନେଇ ସାଂଘାତିକ କଥା କହିଦେଲେ ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ,୧୦।୧୦:ଅଧିନାୟକତ୍ୱ ପରିବର୍ତ୍ତନ ବର୍ତ୍ତମାନ ଭାରତୀୟ କ୍ରିକେଟରେ ସବୁଠାରୁ ବଡ଼ ଚର୍ଚ୍ଚା। ପୂର୍ବତନ ଅଧିନାୟକ ଏବଂ ପୂର୍ବତନ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ରୋହିତ ଶର୍ମାଙ୍କୁ ଦିନିକିଆ ଦଳର ଅଧିନାୟକ ପଦରୁ ହଟାଇ ଶୁବମନ ଗିଲଙ୍କୁ ନୂତନ ଅଧିନାୟକ ନିଯୁକ୍ତ କରିବା...

ଦ୍ୱିତୀୟ ଟେଷ୍ଟରେ ଟସ୍‌ ଜିତିଲା ଭାରତ: କ୍ଲିନ୍‌ସୁଇପ୍‌ ଲକ୍ଷରେ ଟିମ୍‌ଇଣ୍ଡିଆ

ନୂଆଦିଲ୍ଲୀ, ୧୦।୧୦: ସ୍ଥାନୀୟ ଫିରୋଜ ଶାହା କୋଟଲା ଷ୍ଟାଡିୟମରେ ଶୁକ୍ରବାରଠାରୁ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ କ୍ରିକେଟ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହୋଇଛି। ଟିମ୍‌ ଇଣ୍ଡିଆ ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଅହମଦାବାଦରେ...

ଭାରତଠାରୁ ମ୍ୟାଚ୍‌ ଛଡ଼ାଇ ନେଲା ଦକ୍ଷିଣ ଆଫ୍ରିକା

ବିଶାଖାପାଟଣା,୯।୧୦- ଆଇସିସି ମହିଳା ବିଶ୍ୱକପ୍‌ରେ ଗୁରୁବାର ଖେଳାଯାଇଥିବା ରୋମାଞ୍ଚକ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୩ ଉଇକେଟରେ ଭାରତକୁ ପରାସ୍ତ କରିଛି। ରିଚା ଘୋଷଙ୍କ ବିସ୍ଫୋରକ ୯୪ ରନର ଇନିଂସ ବଳରେ ଭାରତ ୨୫୨ ରନର ଚ୍ୟାଲେଞ୍ଜିଂ ଟାର୍ଗେଟ ଛିଡ଼ା କରିଥିଲା।...

ମହିଳା ବିଶ୍ୱକପରେ ରିଚା ଘୋଷଙ୍କ ଐତିହାସିକ ରେକର୍ଡ, ୮ ନମ୍ବରରେ ବ୍ୟାଟିଂ କରି…

ବିଶାଖାପାଟଣା,୯ା୧୦: ମହିଳା ବିଶ୍ୱକପ ୨୦୨୫ରେ ଗୁରୁବାର ବିଶାଖାପାଟଣାରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ୧୦୨/୬ରୁ ୪୯.୫ ଓଭରରେ ୨୫୧ ରନ୍ କରିଥିଲା, ଯାହାର ମୁଖ୍ୟ କାରଣ ଥିଲେ ନମ୍ବର ୮ ବ୍ୟାଟର ରିଚା ଘୋଷ। ୨୨ ବର୍ଷୀୟ ରିଚା...

ଭାରତର ଏସିଆନ୍‌ କପ୍‌ ଯୋଗ୍ୟତା ଆଶା ଉଜ୍ଜୀବିତ

ସିଙ୍ଗାପୁର,୯।୧୦- ଭାରତ ଓ ସିଙ୍ଗାପୁର ମଧ୍ୟରେ ଗୁରୁବାର ଖେଳାଯାଇଥିବା ଏଏଫ୍‌ସି ଏସିଆନ କପ୍‌ କ୍ୱାଲିଫାଇଙ୍ଗ ଗ୍ରୁପ୍‌ ସି’ ମ୍ୟାଚ୍‌ ୧-୧ ଗୋଲରେ ଡ୍ର’ ରହିଛି। ମ୍ୟାଚ୍‌ଟି ଡ୍ର’ ଭାବେ ଶେଷ ହୋଇଥିବାରୁ ୨୦୨୭ ଏଏଫ୍‌ସି ଏସିଆନ କପ୍‌ ମୁଖ୍ୟ ଇଭେଣ୍ଟ...

ଚକରା ବିଷୋୟୀ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ: ଫାଇନାଲରେ ନରେଶ ଏକାଦଶ-ଆୟୋଜକ ମୁକାବିଲା

ଭଞ୍ଜନଗର,୯ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଖେଳପଡ଼ିଆରେ ରାଜ୍ୟସ୍ତରୀୟ ଚକରା ବିଷୋୟୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚାଲିଛି। ଗୁରୁବାର ଦୁଇଟି ସେମି ଫାଇନାଲ ମ୍ୟାଚ ହୋଇଥିଲା। ଏଥିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ...

ଅଧିନାୟକ ହେବା ପରେ ବଡ଼ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କଲେଣି ଶୁବମନ, ଜାଣନ୍ତୁ କ’ଣ ରହିଛି ବଡ଼ ଟାର୍ଗେଟ

ନୂଆଦିଲ୍ଲୀ,୯।୧୦: ଶୁବମନ ଗିଲ ଭାରତର ଟେଷ୍ଟ ଦଳର ଅଧିନାୟକ ହେବା ସହିତ ଏବେ ତାଙ୍କୁ ODI ଅଧିନାୟକ ମଧ୍ୟ ନିଯୁକ୍ତ କରାଯାଇଛି। ଅଷ୍ଟ୍ରେଲିଆ ବିପକ୍ଷ ODI ଏବଂ T20 ମ୍ୟାଚ ପାଇଁ ଟିମ ଇଣ୍ଡିଆ ଘୋଷଣା କରାଯାଇଛି। ଏହା ସହିତ,...

କିଏ ସବୁଠୁ ଅଧିକ ଧନୀ, କୋହଲି ନା ରୋହିତ: ଉଭୟଙ୍କ ମୋଟ ସମ୍ପତ୍ତି ଜାଣିଲେ ଉଡ଼ିଯିବ ହୋଶ୍‌

ନୂଆଦିଲ୍ଲୀ,୯।୧୦: ଟିମ ଇଣ୍ଡିଆର ଦୁଇ ସବୁଠାରୁ ବଡ଼ ଷ୍ଟାର ହେଉଛନ୍ତି ବିରାଟ କୋହଲି ଏବଂ ରୋହିତ ଶର୍ମା। ଉଭୟେ ପଡ଼ିଆରେ ବ୍ୟାଟିଂ କରି ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତିଛନ୍ତି, କିନ୍ତୁ ଯେତେବେଳେ ରୋଜଗାର କଥା ଆସେ, ବିରାଟ କୋହଲି...

ଦିନିକିଆ ଅଧିନାୟକ ହେବା ପରେ ରୋହିତଙ୍କୁ ନେଇ ସ୍ପଷ୍ଟ ମନ୍ତବ୍ୟ ଦେଲେ ଶୁଭମନ ଗିଲ, ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୯।୧୦: ଭାରତୀୟ କ୍ରିକେଟ ଦଳର ନୂତନ ଦିନିକିଆ ଅଧିନାୟକ ଶୁଭମନ ଗିଲ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଗଣମାଧ୍ୟମକୁ ସମ୍ବୋଧିତ କରି ନିଜର ନୂଆ ଦାୟିତ୍ୱ ବିଷୟରେ ମନ୍ତବ୍ୟ ରଖିଛନ୍ତି। ରୋହିତ ଶର୍ମାଙ୍କ ସ୍ଥାନରେ ଦିନିକିଆ ଅଧିନାୟକ ଦାୟିତ୍ୱ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri