ବ୍ୟାଟିଂ ନ କରିବି ସାମସନଙ୍କ ପାଇଁ ସ୍ମରଣୀୟ ହୋଇଗଲା ତୃତୀୟ ଟି୨୦
ହରାରେ,୧୦।୭: ଟି୨୦ ବିଶ୍ୱକପ୍ ୨୦୨୪ର ଟୁର୍ନାମେଣ୍ଟ ଜିତିଥିବା ଟିମ୍ର ଅଂଶ ଥିବା ଉଇକେଟକିପର ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନଙ୍କ ପାଇଁ ଜିମ୍ବାଓ୍ବେ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜର ତୃତୀୟ ମୁକାବିଲା ସ୍ମରଣୀୟ ହୋଇଛି। ସିରିଜର ଅନ୍ତିମ ୩ ମ୍ୟାଚ୍ ଲାଗି…
ରାହୁଲ ଦ୍ରାବିଡ ଯିବା ଦେଖି ଦୁଃଖରେ ଭାଙ୍ଗିପଡିଲେ ଏହି କ୍ରିକେଟର୍ଙ୍କ ସ୍ତ୍ରୀ
ନୂଆଦିଲ୍ଲୀ,୧୦।୭: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନର୍ ଗୌତମ ଗମ୍ଭୀରଙ୍କୁ ଟିମ ଇଣ୍ଡିଆର ନୂତନ ମୁଖ୍ୟ କୋଚ କରାଯାଇଛି। ନିକଟରେ ଭାରତକୁ ଟି-୨୦ ବିଶ୍ୱକପ ଚାମ୍ପିୟନ କରିଥିବା ରାହୁଲ ଦ୍ରାବିଡ ଏହି ଟୁର୍ନାମେଣ୍ଟ ପରେ ଭାରତୀୟ ଦଳ ସହ ଚୁକ୍ତିନାମା ଶେଷ…
ବିଦାୟ ନେବାବେଳେ ଏମିତି କାମ କରି ହୃଦୟ ଜିତିଲେ ରାହୁଲ ଦ୍ରାବିଡ
ନୂଆଦିଲ୍ଲୀ, ୧୦।୭: ଟିମ୍ ଇଣ୍ଡିଆର ବିଦାୟୀ କୋଚ ରାହୁଲ ଦ୍ରାବିଡ ପୁଣି ମହାନତା ଦେଖାଇଛନ୍ତି। କୋଚ ଭାବରେ ଭାରତକୁ ବିଶ୍ୱ ଚାମ୍ପିୟନ କରିଥିବା ରାହୁଲ ବର୍ତ୍ତମାନ ଅତିରିକ୍ତ ବୋନସ ନେବାକୁ ମନା କରିବାରୁ ଦେେ ଚର୍ଚ୍ଚାରେ ଅଛନ୍ତି। ବୋର୍ଡ ଅଫ କଣ୍ଟ୍ରୋଲ…
ଗିଲ୍ଙ୍କ ବିସ୍ଫୋରକ ବ୍ୟାଟିଂ: ଜିମ୍ବାଓ୍ବେକୁ ୧୮୩ ରନ୍ର ଟାର୍ଗେଟ୍
ହରାରେ,୧୦।୭: ଭାରତ ଜିତିବା ପାଇଁ ଜିମ୍ବାୱେକୁ ୧୮୩ ରନ୍ର ଲକ୍ଷ୍ୟ ଦେଇଛି। କ୍ୟାପଟେନ ଶୁବମନ ଗିଲ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୧୯ ବଲ ସମ୍ମୁଖରେ ୬୬ ରନ ସ୍କୋର କରିଥିଲେ। ଗିଲଙ୍କ ଏହି ଇନିଂସରେ ୭ ଚୌକା ଓ ୩…
ଗମ୍ଭୀରଙ୍କ ଆଗରେ ଏହି ୫ ବଡ଼ ଚ୍ୟାଲେଞ୍ଜ୍
ନୂଆଦିଲ୍ଲୀ,୧୦।୭: ଭାରତ ବର୍ତ୍ତମାନ ଜିମ୍ବାୱେ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳୁଛି। ଏହା ପରେ ଭାରତର ପରବର୍ତ୍ତୀ ଗସ୍ତ ହେଉଛି ଶ୍ରୀଲଙ୍କା, ଯେଉଁଠାରେ ଭାରତ ଶ୍ରୀଲଙ୍କା ବିପକ୍ଷରେ ୩ ଟି-୨୦ ଏବଂ ୨ଟି ଦିନିକିଆ ମ୍ୟାଚ ଖେଳିବ। ଟିମ…
କେତେ ଟଙ୍କା ଦରମା ପାଇବେ ଗୌତମ ଗମ୍ଭୀର
ନୂଆଦିଲ୍ଲୀ,୧୦।୭: ଗୌତମ ଗମ୍ଭୀର ଭାରତୀୟ କ୍ରିକେଟ ଦଳର ନୂତନ ମୁଖ୍ୟ କୋଚ ହୋଇଛନ୍ତି। ଗମ୍ଭୀର ରାହୁଲ ଦ୍ରାବିଡଙ୍କ ସ୍ଥାନ ନେଇଛନ୍ତି। ୨୦୨୪ ଟି-୨୦ ବିଶ୍ୱକପ ପରେ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ବର୍ତ୍ତମାନ ଅନେକ ଲୋକଙ୍କ ମନରେ ଏକ ପ୍ରଶ୍ନ ଉଠିପାରେ…
ସରକାର ନେଲେ ବଡ଼ ନିଷ୍ପତ୍ତି: ମହମ୍ମଦ ସିରାଜଙ୍କୁ ମିଳିବ ଜମି ଆଉ ସରକାରୀ ଚାକିରି, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୧୦।୭: ଆଇସିସି ପୁରୁଷ ଟି -୨୦ ବିଶ୍ୱକପ୍ରେ ଉଲ୍ଲେଖନୀୟ ଅବଦାନ ପାଇଁ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡୀ ଅଲରାଉଣ୍ଡର କ୍ରିକେଟର ମହମ୍ମଦ ସିରାଜଙ୍କୁ ପୁରସ୍କୃତ କରିଛନ୍ତି। ଗତ ସପ୍ତାହରେ ଭାରତର ଟି -୨୦ ବିଶ୍ୱକପ୍ ବିଜୟ ପରେ ମହମ୍ମଦ ସିରାଜ…
ନୂଆ ହେଡ୍ କୋଚ୍ର ଦାୟିତ୍ୱ ମିଳିବା ପରେ ବିସିସିଆଇ ସଚିବ ଜୟ ଶାହାଙ୍କୁ ଲେଖିଲେ…
ନୂଆଦିଲ୍ଲୀ,୧୦।୭: ଭାରତୀୟ ଟିମ୍ର ପୂର୍ବତନ ଓପନର ଗୌତମ ଗମ୍ଭୀରଙ୍କୁ ଭାରତୀୟ କ୍ରିକେଟ ଦଳର ନୂତନ ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ୱ ମିଳିଛି। ଏନେଇ ମଙ୍ଗଳବାର ବିସିସିଆଇ ସଚିବ ଜୟ ଶାହା ସୂଚନା ଦେଇଛନ୍ତି। ଶାହା ତାଙ୍କ ପୋଷ୍ଟରେ ଗମ୍ଭୀରଙ୍କୁ ପ୍ରଶଂସା କରିବା…
ଏତିକି କୋଟି ସମ୍ପତ୍ତିର ମାଲିକ ଅଟନ୍ତି ଭାରତୀୟ ଦଳର ନୂଆ ହେଡ୍ କୋଚ୍, ବିଳାସପୂର୍ଣ୍ଣ ଘର ସାଙ୍ଗକୁ ଅଛି…
ନୂଆଦିଲ୍ଲୀ,୧୦।୭: ଟି -୨୦ ବିଶ୍ୱକପ୍ ୨୦୨୪ ପରେ ରାହୁଲ ଦ୍ରାବିଡ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ପଦ ଛାଡିଛନ୍ତି। ବର୍ତ୍ତମାନ ବିସିସିଆଇ ଗୌତମ ଗମ୍ଭୀରଙ୍କୁ ଭାରତୀୟ କ୍ରିକେଟ ଦଳର ନୂତନ ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ୱ ଦେଇଛି। ତେବେ ଆସନ୍ତୁ ଜାଣିବା ଭାରତୀୟ…
ଜୟସ୍ବାଲଙ୍କ ଉପରେ ନଜର
ହରାରେ, ୧୦।୭ (ପି.ଟି.): ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ଚଳିତ ସିରିଜର ତୃତୀୟ ଟି୨୦ କ୍ରିକେଟ ମ୍ୟାଚ ବୁଧବାର ହରାରେ କ୍ରିକେଟ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ। ପ୍ରଥମ ୨ଟି ମ୍ୟାଚ ପରେ ୫ ମ୍ୟାଚ୍ ବିଶିଷ୍ଟ ସିରିଜ ୧-୧ ସ୍ଥିତିରେ ରହିଛି।…
ସେମିଫାଇନାଲରେ ଭେକିକ୍
ଲଣ୍ଡନ, ୧୦।୭: କ୍ରୋଏସିଆର ଡୋନା ଭେକିକ୍ ଚଳିତ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ ସେ ନ୍ୟୁଜିଲାଣ୍ଡ ଜନ୍ମିତ ସୁଇସ୍ ପ୍ରଫେଶନାଲ ଲୁଲୁ ରାଡୋଭକିକ୍ଙ୍କୁ ୫-୭, ୬-୪, ୬-୧ ସେଟ୍ରେ ପରାସ୍ତ କରିଛନ୍ତି।…
ଏକଦା ମନ୍ଦିର ବାହାରେ ଫୁଲ ବିକୁଥିଲେ ମା’; ଏବେ ପୁଅ ୫୯ ବଲ୍ରେ ବିସ୍ଫୋରକ ୧୧୯ରନ୍ର ଇଂନିସ ଖେଳି ଚର୍ଚ୍ଚାରେ…
କଲମ୍ବୋ,୯।୭: ଦେଖିବାକୁ ଛୋଟ ହେଲେ କ’ଣ ହେଲା, କାରନାମା କିନ୍ତୁ ବହୁତ ବଡ଼। ଏହି ପଂକ୍ତି ଶ୍ରୀଲଙ୍କା ଓପନର୍ ପଥୁମ ନିସଙ୍କାଙ୍କ ଉପରେ ପୁରା ଫିଟ୍ ବୋଲି କୁହାଯାଉଛି। କାରଣଟି ହେଲା ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍ଜଣଙ୍କ ମଙ୍ଗଳବାର ଲଙ୍କା ପ୍ରିମିୟର ଲିଗ୍ରେ…
Archives


