ଖେଳ

ଗୋଟିଏ ଦିନରେ ୫ ବଡ଼ ନିଷ୍ପତ୍ତି ନେଲା BCCI, ଜାଣନ୍ତୁ ଖେଳାଳିଙ୍କ ଲାଗି କ’ଣ କ’ଣ ଆଗକୁ ବଦଳିଯିବ…?

ନୂଆଦିଲ୍ଲୀ,୧୪।୧: ଅଷ୍ଟ୍ରେଲିଆ ଗସ୍ତରେ ଟିମ ଇଣ୍ଡିଆର ଖରାପ ପ୍ରଦର୍ଶନ ପରେ ବିସିସିଆଇ ଶନିବାର ଏକ ସମୀକ୍ଷା ବୈଠକ କରିଥିଲା। ଏହି ଅବସରରେ ବୋର୍ଡ ଅନେକ ବଡ଼ ଏବଂ କଠିନ ନିଷ୍ପତ୍ତି ନେଇଛି। ଏବେ ଖେଳାଳିମାନଙ୍କ ପତ୍ନୀମାନେ ବିଦେଶ ଗସ୍ତରେ ସେମାନଙ୍କ ସହିତ…

ଆଣ୍ଠେଇ ଆଣ୍ଠେଇ ତିରୁପତିଙ୍କୁ ଦର୍ଶନ କରିବାକୁ ପହଞ୍ଚିଲେ ଏହି କ୍ରିକେଟର, ଶତକ ମାରି ଅଷ୍ଟ୍ରେଲିୟ ବୋଲର୍‌ଙ୍କୁ କନ୍ଦାଇଥିଲେ…

ନୂଆଦିଲ୍ଲୀ,୧୪।୧: ଭାରତୀୟ କ୍ରିକେଟରେ ଏଭଳି ଅନେକ ଖେଳାଳି ଅଛନ୍ତି ଯେଉଁମାନଙ୍କର ଭଗବାନଙ୍କ ଉପରେ ବହୁତ ଆସ୍ଥା। କିଛି ଗୁରୁତ୍ୱପୂର୍ଣ୍ଣ ଟୁର୍ନାମେଣ୍ଟ ପୂର୍ବରୁ ସେମାନେ ଭଗବାନଙ୍କଠାରୁ ଆଶୀର୍ବାଦ ନେବାକୁ ପହଞ୍ଚିଥାନ୍ତି। ଏଭଳି କିଛି ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ମାରିଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍‌ ନୀତୀଶ…

ବୁମ୍‌ରାଙ୍କୁ ବଡ଼ ପୁରସ୍କାର ଦେଲା ଆଇସିସି

ନୂଆଦିଲ୍ଲୀ,୧୪।୧: ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଜସପ୍ରୀତ ବୁମରାଙ୍କୁ ଏକ ସ୍ବତନ୍ତ୍ର ପୁରସ୍କାର ମିଳିଛି। ଆଇସିସି ବୁମରାଙ୍କୁ ‘ପ୍ଲେୟାର ଅଫ ଦି ମନ୍ଥ୍‌’ ପୁରସ୍କାର ପାଇଁ ଚୟନ କରିଛି। ଡିସେମ୍ବର ୨୦୨୪ ପାଇଁ ବୁମରାଙ୍କୁ ଏହି ପୁରସ୍କାର ଦିଆଯିବ। ଆଇସିସି…

ଦିନକୁ କେତେ ଘଣ୍ଟା ମୋବାଇଲ୍‌ ଦେଖନ୍ତି ବିରାଟ…ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବିରାଟ କୋହଲି କେବଳ ଭାରତ ପାଇଁ ନୁହେଁ ବରଂ ବିଶ୍ୱ ପାଇଁ ପ୍ରେରଣା ପାଲଟିଛନ୍ତି। କ୍ରିକେଟ ବ୍ୟତୀତ ବ୍ୟକ୍ତିଗତ ଜୀବନରେ ମଧ୍ୟ କୋହଲି ବେଶ୍‌ ଶୃଙ୍ଖଳିତ। ତାଙ୍କଠାରୁ ସମସ୍ତେ ପ୍ରେରଣା ନେଇପାରିବେ। କୋହଲି ତାଙ୍କର କାର୍ଯ୍ୟ ନୀତି ପାଇଁ ମଧ୍ୟ ଜଣାଶୁଣା।…

କୋହଲି-ରୋହିତଙ୍କ ଅବସର କଳ୍ପନାଜଳ୍ପନା ମଧ୍ୟରେ କପିଲ ଦେବ ଦେଲେ ଆଶ୍ଚର୍ଯ୍ୟଜନକ ବୟାନ

ନୂଆଦିଲ୍ଲୀ,୧୪।୧: ଆଜିକାଲି ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଅବସରକୁ ନେଇ କଳ୍ପନାଜଳ୍ପନା ଜୋର ଧରିଛି। ଜୁନ ୨୦୨୪ରେ ଟି-୨୦ ବିଶ୍ୱକପ୍‌ ଟାଇଟଲ ଜିତିବା ପରେ ଉଭୟ କିମ୍ବଦନ୍ତୀ ଟି-୨୦ ଆନ୍ତର୍ଜାତୀୟକୁ ଅଲବିଦା କହିସାରିଛନ୍ତି ଏବଂ…

ଷ୍ଟାଡିୟମରେ ପଶି ରୋହିତଙ୍କୁ ଜବରଦସ୍ତି ଚୁମ୍ବନ ଦେଲେ ପ୍ରଶଂସକ: ଆଉ ତା’ପରେ…

ମୁମ୍ବାଇ,୧୪।୧: ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଟୁର୍ନାମେଣ୍ଟ ପାଇଁ ଏପର୍ଯ୍ୟନ୍ତ ଟିମ ଇଣ୍ଡିଆ ଘୋଷଣା କରାଯାଇ ନାହିଁ। ମଙ୍ଗଳବାର ରୋହିତ ଅଭ୍ୟାସ ପାଇଁ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ପହଞ୍ଚିଥିଲେ। ସେ…

କ୍ୟାରିୟର୍‌ ବଞ୍ଚାଇବା ପାଇଁ ବଡ଼ ନିଷ୍ପତ୍ତି ନେଲେ ରୋହିତ ଶର୍ମା

ମୁମ୍ବାଇ,୧୪।୧:ଆଜିକାଲି ଭାରତୀୟ ଦଳରେ ସବୁକିଛି ଠିକ ଚାଲିନାହିଁ। ଏପର୍ଯ୍ୟନ୍ତ ଚାମ୍ପିଅନ୍ସ ଟ୍ରଫି ଏବଂ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଦଳ ଘୋଷଣା କରାଯାଇ ନାହିଁ। ଜସପ୍ରୀତ ବୁମରା ଆହତ ହୋଇଛନ୍ତି। ରୋହିତ ଶର୍ମା ଏବଂ ବିରାଟ କୋହଲି ବହୁତ ଖରାପ…

ରୋକଠୋକ ଶୁଣାଇଦେଲା ବିସିସିଆଇ! ଏଣିକି ଖରାପ ପ୍ରଦର୍ଶନ କଲେ କଟିବ ପଇସା

ନୂଆଦିଲ୍ଲୀ,୧୪।୧: ଭାରତୀୟ ଦଳ ନିକଟରେ ଅଷ୍ଟ୍ରେଲିଆ ଗସ୍ତରେ ବର୍ଡର ଗାଭାସ୍କର ଟ୍ରଫି ୨୦୨୪-୨୫ ଖେଳିଥିଲା। ୫ ମ୍ୟାଚ ବିଶିଷ୍ଟ ସିରିଜରେ ଟିମ ଇଣ୍ଡିଆକୁ ୧-୩ରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏବେ ଦଳ ଏବଂ ଖେଳାଳିଙ୍କ ଖରାପ ପ୍ରଦର୍ଶନକୁ ବିଚାର କରି…

କଠୋର ହେଲା ବିସିସିଆଇ, ଖେଳାଳିଙ୍କ ପରିବାରକୁ ନେଇ ନୂଆ ନିୟମ! ଏଣିକି ସାଙ୍ଗରେ ଯାଇପାରିବେନି…

ନୂଆଦିଲ୍ଲୀ,୧୪।୧: ନିକଟରେ ଭାରତକୁ ଅଷ୍ଟ୍ରେଲିଆଠାରୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଅଧିନାୟକ, ଖେଳାଳି ଏବଂ ପ୍ରଶିକ୍ଷକଙ୍କୁ କେବଳ ସମାଲୋଚନା କରାଯାଇ ନ ଥିଲା ବରଂ ବିସିସିଆଇର ଟାର୍ଗେଟକୁ ମଧ୍ୟ ଆସିଯାଉଛନ୍ତି। ଏବେ ଖବର ଆସିଛି ଯେ ବିସିସିଆଇ ଭାରତୀୟ ଖେଳାଳିମାନଙ୍କ ପାଇଁ…

ଆରମ୍ଭ ହେଲା ସର୍ବଭାରତୀୟ ପାଟଣାକପ୍‌ କ୍ରିକେଟ୍‌ ଟୁର୍ନାମେଣ୍ଟ: ଯୋଗଦେଲେ ୮ ଦଳ

ପାଟଣାଗଡ଼,୧୩।୧(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣଗଡ଼ ଏନ୍‌ଏସି ରମାଇ ହାଇସ୍କୁଲ ଖେଲପଡିଆରେ ସୋମବାର ୨୦ତମ ସର୍ବଭାରତୀୟ ପାଟଣାକପ୍‌ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ପାଟଣାଗଡ଼ ଉପ ଜିଲାପାଳ ସୁନୀଲ ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ନାମେଣ୍ଟର ଉଦ୍‌ଘାଟନ କରିଥିଲେ। ସମ୍ନାନିତ…

ସଞ୍ଜୁ ସାମସନ ନା ଋଷଭ ପନ୍ତ… ଚାମ୍ପିୟନ୍ସ ଟ୍ରଫିରୁ କିଏ ପଡ଼ିବ ବାଦ ? ଜାଣନ୍ତୁ କାହା ପଲା ଭାରି

ନୂଆଦିଲ୍ଲୀ, ୧୩।୧: ଆସନ୍ତା ମାସରେ ପାକିସ୍ତାନ ଦ୍ୱାରା ଆୟୋଜିତ ହେବାକୁ ଯାଉଥିବା ଚାମ୍ପିୟନ୍ସ ଟ୍ରଫି ୨୦୨୫କୁ ନେଇ ପ୍ରାୟ ସମସ୍ତ ଦେଶ ନିଜର ଟିମ୍ ଘୋଷଣା କରିଦେଲେଣି। କିନ୍ତୁ ଭାରତ ଏପର୍ଯ୍ୟନ୍ତ ଏହାର ଦଳ ଘୋଷଣା କରିନାହିଁ। ବିସିସିଆଇ ଅପାଧ୍ୟକ୍ଷ ରାଜୀବ…

କେବେ ଅଧିନାୟକ ହୋଇପାରିବେନି ବୁମ୍‌ରା! ଖୁଲାସା ହେଲା ସବୁଠୁ ବଡ଼ କାରଣ…

ନୂଆଦିଲ୍ଲୀ,୧୩।୧: ଭାରତ ବନାମ ଅଷ୍ଟ୍ରେଲିଆ ସିଡ଼ନୀ ଟେଷ୍ଟ ଆରମ୍ଭ ହେବାକୁ ଥିବାବେଳେ ଖବର ଆସିଲା ଯେ ରୋହିତ ଶର୍ମା ନିଜକୁ ପ୍ଲେ-୧୧ରୁ ବାଦ୍‌ ଦେଇଛନ୍ତି। ଏପରି ପରିସ୍ଥିତିରେ, ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏକ ଖବରଦାତା ସମ୍ମିଳନୀ କରିଥିଲେ ଯେଉଁଥିରେ ସେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri