ହେଭିେଓ୍ବଟ ଟାଇଟଲ ବଜାୟ ରଖିଲେ ଓ୍ବାଇଲ୍ଡର
ନୁ୍ୟୟର୍କ, ୧୯୫(ଏଏଫ୍ପି)- ଅାମରିକୀୟ ପେସାଦାର ବକ୍ସର ଡେଓଣ୍ଟେ ଓ୍ବାଇଲ୍ଡର ଓ୍ବାଲର୍ଡ ବକ୍ସିଂ କାଉନସିଲ (ଡବ୍ଲୁ୍ୟବିସି) ହେଭିେଓ୍ବଟ୍ ଟାଇଟଲ ବଜାୟ ରଖିଛନ୍ତି ଏଠାରେ ଅନୁଷ୍ଠିତ ମୁକାବିଲାରେ ୩୩ ବର୍ଷୀୟ ଓ୍ବାଇଲ୍ଡର ଦମ୍ଦାର ପ୍ରଦଶନ କରି ପ୍ରଥମରାଉଣ୍ଡରେ ହିଁ ନିଜ ଦେଶର ଅନ୍ୟତମ ପେସାଦାର…
ପ୍ଲିସ୍କୋଭା- କୋଣ୍ଟା ଟାଇଟଲ ମୁକାବିଲା
ରୋମ,୧୯।୫(ଏଏଫପି)- ଇଟାଲିଆନ ଓପନ୍ ଟେନିସ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ ଫାଇନାଲ ମୁକାବିଲା ମଧ୍ୟ ସ୍ପଷ୍ଟି ହୋଇଛି। ଟାଇଟଲ ପାଇଁ ଫାଇନାଲରେ ଚେକ୍ ଗଣରାଜ୍ୟର କରୋଲିନ ପ୍ଲିସ୍କୋଭା ଓ ବ୍ରିଟେନର ଜୋହାନା କୋଣ୍ଟା ପରସ୍ପରକୁ ଭେଟିବେ। ଚତୁର୍ଥ ସିଡ ମାନ୍ୟତା ପାଇଥିବା ପ୍ଳିସ୍କୋଭା…
ଇଟାଲିଆନ ଓପନ୍ ଟେନିସ୍: ଜୋକୋଭିଚ୍- ନାଡାଲ ଫାଇନାଲ
ରୋମ,୧୯।୫(ଏଏଫ୍ପି)-ଏଠାରେ ଚାଲିଥିବା ଇଟାଲିଆନ ଓପନ୍ ଟେନିସ ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସ ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ଟାଇଟଲ ପାଇଁ ଫାଇନାଲ ମ୍ୟାଚ୍ରେ ସର୍ବିଆର ନୋଭାକ ଜୋକୋଭିଚ୍ ଓ ସ୍ପେନ୍ର ରାଫେଲ ନାଡ଼ାଲ ପରସ୍ପରକୁ ଭେଟିବେ। ଏଥିସହ ନାଡ଼ାଲ ଓ ଜୋକୋଭିଚ୍ ୫୪ଥର…
ଶ୍ରୀଲଙ୍କା-ସ୍କଟ୍ଲାଣ୍ଡ ମ୍ୟାଚ୍ ବାତିଲ
ଏଡିନବର୍ଗ, ୧୯।୫- ଶ୍ରୀଲଙ୍କା ଓ ଘରୋଇ ସ୍କଟ୍ଲାଣ୍ଡ ମଧ୍ୟରେ ଶନିବାରଠାରୁ ଆରମ୍ଭ ହୋଇଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଯାଇଛି। ମ୍ୟାଚ୍ ଆରମ୍ଭରୁ ପ୍ରବଳ ବର୍ଷା ହେବାରୁ ଗୋଟିଏ ବି ବଲ୍ ବୋଲିଂ କରିବା ସମ୍ଭବପର ହୋଇ…
ସୁଦିରମାନ କପ୍ରେ ପଦକ ଲକ୍ଷ୍ୟରେ ଭାରତ
ନାନ୍ନିଙ୍ଗ (ଚାଇନା), ୧୮।୫(ପି.ଟି.)- ଚାଇନାର ନାନ୍ନିଙ୍ଗଠାରେ ରବିବାରଠାରୁ ସୁଦିରମାନ କପ୍ର ୧୬ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଭାରତର ପି.ଭି. ସିନ୍ଧୁ, ସାଇନା ନେହ୍ବାଲ, କିଡାମ୍ବୀ ଶ୍ରୀକାନ୍ତଙ୍କ ପରି ଟପ୍ ଶଟ୍ଲରଙ୍କୁ ନେଇ ଗଠିତ ଭାରତୀୟ ଦଳ ଏହି ସମ୍ମାନଜନକ ବ୍ୟାଡ୍ମିଣ୍ଟନ…
ପାକିସ୍ତାନ ବିଶ୍ୱର ପ୍ରଥମ ଟିମ୍
ନଟ୍ଟିଂହାମ, ୧୯।୫- ବିଶ୍ୱର ପ୍ରଥମ ଟିମ୍ ଭାବେ ପାକିସ୍ତାନ ଲଗାତର ୩ଟି ୫୦ ଓଭର ବିଶିଷ୍ଟ ମ୍ୟାଚ୍ରେ ୩୪୦ କିମ୍ବା ଏହାଠାରୁ ଊର୍ଦ୍ଧ୍ୱ ରନ କରିବାର ରେକର୍ଡ ସ୍ଥାପନ କରିଛି। ଏଠାରେ ଘରୋଇ ଇଂଲଣ୍ଡ ବିପକ୍ଷରେ ଅନୁଷ୍ଠିତ ୪ର୍ଥ ଦିନିକିଆ ମ୍ୟାଚ୍…
ସର୍ତ୍ତରେ ହରଭଜନଙ୍କୁ ହରାଇଲେ ଅଂଶୁମାନ ରଥ
ନୂଆଦିଲ୍ଲୀ, ୧୯।୫- ହଂକଂ କ୍ରିକେଟ ଦଳର ଅଧିନାୟକ ତଥା ଓଡ଼ିଆ କ୍ରିକେଟର ଅଂଶୁମାନ ରଥ ଏକ ସର୍ତ୍ତରେ ଭେଟେରାନ ଭାରତୀୟ ଅଫ୍ ସ୍ପିନର ହରଭଜନ ସିଂଙ୍କୁ ହରାଇ ଦେଇଛନ୍ତି। ଏଥିସହ ଅଂଶୁମାନ ସର୍ତ୍ତ ବାବଦରେ ରଖାଯାଇଥିବା ୧୦୦ ଟଙ୍କା ଦେବାକୁ ହରଭଜନଙ୍କୁ…
ସାଂଘାଇ ଡାଇମଣ୍ଡ ଲିଗ୍: କୋଲମ୍ୟାନଙ୍କୁ ପଛରେ ପକାଇଲେ ଲାଇଲ୍ସ
ସାଂଘାଇ, ୧୮ା୫ (ଏଏଫ୍ପି)- ନୋଆ ଲାଇଲ୍ସ ଏଠାରେ ଚାଲିଥିବା ସାଂଘାଇ ଡାଇମଣ୍ଡ ଲିଗ୍ ୧୦୦ ମିଟର ରେସ୍ ଜିତିଛନ୍ତି। ଆମେରିକାର ଖ୍ରିଷ୍ଟିଆନ କୋଲମ୍ୟାନଙ୍କୁ ୦.୦୦୬ ସେକେଣ୍ଡ ବ୍ୟବଧାନରେ ପଛରେ ପକାଇ ସେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଲାଇଲ୍ସ ୯.୮୬ ସେକେଣ୍ଡ…
ଅଂଶୁ କୁମାର ରନର୍ସଅପ୍
ଭୁବନେଶ୍ୱର, ୧୯ା୫ (ସ୍ପୋଟର୍ସ ବ୍ୟୁରୋ)- ସ୍ଥାନୀୟ ମେଣ୍ଢାଶାଳସ୍ଥିତ ଗୁରୁକୁଳ ରିସୋଟର୍ସ ଟେନିସ୍ କମ୍ପ୍ଲେକ୍ସଠାରେ ଗୁରୁକୁଳ ଏଆଇଟିଏ-ଓଟିଏ ପୁରୁଷ ୧ ଲକ୍ଷ ଟେନିସ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଟପ୍ ସିଡ, ଅଲ୍ ଇଣ୍ଡିଆ ୨୭ ର଼୍ୟାଙ୍କିଙ୍ଗପ୍ରାପ୍ତ ଓଡ଼ିଶାର ଅଂଶୁ କୁମାର ଭୂୟଁା…
ମହିଳା ହକି: ସୋମବାରଠାରୁ କୋରିଆ ବିପକ୍ଷ ସିରିଜ
ବେଙ୍ଗାଲୁରୁ, ୧୯ା୫ (ପି.ଟି.)-ଭାରତୀୟ ମହିଳା ହକି ଦଳ କୋରିଆ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ସିରିଜ ଖେଳିବ। ସୋମବାର ଜିନ୍ଚୁନ୍ଠାରେ ପ୍ରଥମ ମ୍ୟାଚ ଖେଳାଯିବ। ଦଳ ଶନିବାର ସକାଳେ କୋରିଆ ଅଭିମୁଖେ ଯାତ୍ରା କରିଛି। ଏହି ସିରିଜ ସଂଘର୍ଷପୂର୍ଣ୍ଣ ହେବ ବୋଲି…
ବିଶ୍ୱକପ୍: କୋହଲିଙ୍କ ଲାଗି ନେତୃତ୍ୱର ପରୀକ୍ଷା
ନୂଆଦିଲ୍ଲୀ,୧୯।୫(ପି.ଟି.)- ବିରାଟ କୋହଲି ବିଶ୍ୱ କ୍ରିକେଟରେ ସୁପରଷ୍ଟାର ମାନ୍ୟତା ପାଇଛନ୍ତି। ବ୍ୟାଟିଂରେ କ୍ରମାଗତଭାବେ ସ୍ଥିର ପ୍ରଦର୍ଶନ କରି ସେ ଜଣେ ମହାନ୍ ବ୍ୟାଟ୍ସମ୍ୟାନର ମାନ୍ୟତା ମଧ୍ୟ ପାଇସାରିଛନ୍ତି। କିନ୍ତୁ ଆଉ କିଛି ଦିନ ପରେ ଇଂଲଣ୍ଡରେ ଆରମ୍ଭ ହେବାକୁ ଯାଉଥିବା ବିଶ୍ୱକପ୍ରେ…
କୋଣ୍ଟାଙ୍କ ଚମକପ୍ରଦ ବିଜୟ
ରୋମ୍, ୧୮ା୫ (ଏଏଫ୍ପି)-କିକି ବର୍ଟେନ୍ସଙ୍କ ବିପକ୍ଷରେ ଚମକପ୍ରଦ ବିଜୟ ସହ ବ୍ରିଟେନ୍ର ଜୋହାନା କୋଣ୍ଟା ଇଟାଲିଆନ ଓପନ୍ ଟେନିସ ପ୍ରତିଯୋଗିତାର ମହିଳା ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ୪୨ ର଼୍ୟାଙ୍କିଙ୍ଗପ୍ରାପ୍ତ କୋଣ୍ଟା ପ୍ରଥମ ସେଟ୍ରେ ୫-୭ ପଛୁଆ ରହିବା ପରେ ପରବର୍ତ୍ତୀ…
Archives


