ଫ୍ରେଞ୍ଚ ଓପନ: ଟଏଲେଟ୍ ଯିବା ଉପରେ କଟକଣା
ପ୍ୟାରିସ୍,୨୫ା୫(ଏଏଫ୍ପି)-ଫ୍ରେଞ୍ଚ ଓପନ୍ ଗ୍ରାଣ୍ଡସ୍ଲାମ ଟେନିସ୍ ପ୍ରତିଯୋଗିତାରେ ଏଥର ଖେଳାଳିଙ୍କ ଲାଗି ଟଏଲେଟ୍ ବ୍ରେକ୍ ସଂଖ୍ୟାକୁ ସୀମିତ କରିବା ଲାଗି ଆୟୋଜକଗଣ ନିଷ୍ପତ୍ତି ନେଇଛନ୍ତି। ଏଥର ଏକ ମ୍ୟାଚ୍ ବେଳେ ଜଣେ ଖେଳାଳି କେବଳ ଥରେମାତ୍ର ଟଏଲେଟ୍ ବ୍ରେକ୍ ନେଇପାରିବ। ଏହି ନୂଆ…
ସମସ୍ତ କ୍ରିକେଟର ଦୁର୍ନୀତିମୁକ୍ତ
ଲଣ୍ଡନ, ୨୫ା୫(ପି.ଟି.)- ଆଗାମୀ ଆଇସିସି ବିଶ୍ୱକପ୍ ଖେଳିବା ଲାଗି ମନୋନୀତ କୌଣସି ଅନ୍ତର୍ଜାତୀୟ କ୍ରିକେଟର ଦୁର୍ନୀତି ପରିସରଭୁକ୍ତ ନୁହନ୍ତି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ଦୁର୍ନୀତି ନିରୋଧୀ ୟୁନିଟ୍ (ଏସିୟୁ)ର ଜଣେ ବରିଷ୍ଠ ପଦାଧିକାରୀ ଆଲେକ୍ସ ମାର୍ଶାଲ ଏହି ସୂଚନା ଦେଇଛନ୍ତି।…
କଳ୍ପନାଙ୍କ ମରଶରୀର ଉଦ୍ଧାର କାର୍ଯ୍ୟ ଆରମ୍ଭ
ଭୁବନେଶ୍ୱର, ୨୫ା୫(ସ୍ପୋଟର୍ସ ବ୍ୟୁରୋ)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ମାଉଣ୍ଟ ଏଭରେଷ୍ଟରେ ମୃତ୍ୟୁବରଣ କରିଥିବା ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀରକୁ ଭୁବନେଶ୍ୱର ଅଣାଯିବା ବ୍ୟବସ୍ଥା କରାଯାଉଛି। କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସ ସହିତ ଏନେଇ…
କ୍ରିକେଟର ଉନ୍ନତିରେ ୧ ବିଲିୟନ ଖର୍ଚ୍ଚ କରିବ ୟୁଏସ୍ଏ
ଓ୍ବାଶିଂଟନ,୨୫।୫(ଏଏଫ୍ପି)- ଆଇସିସି ସ୍ବୀକୃତି ମିଳିବା ୬ ମାସ ପରେ ୟୁଏସ୍ଏ କ୍ରିକେଟ ବୋର୍ଡ ଏକ ବଡ଼ ଘୋଷଣା କରିଛି। ଦେଶରେ କ୍ରିକେଟର ଭିତ୍ତିଭୂମୀ ବିକାଶ, ଆଞ୍ଚଳିକ ଏକାଡେମୀ ପ୍ରତିଷ୍ଠା ଓ ଏକ ଟି୨୦ ଲିଗ୍ ଆୟୋଜନ ପାଇଁ ଓ୍ବିଲୋ ଟିଭି ଓ…
ଭାରତୀୟ ବିଶ୍ୱକପ୍ ଦଳକୁ ଶକ୍ତ ଧକ୍କା
ଲଣ୍ଡନ,୨୫।୫(ପିଟି)- ଆଇସିସି ବିଶ୍ୱକପ୍କୁ ଆରମ୍ଭ ହେବାକୁ ଆଉ ମାତ୍ର କେଇଟା ଦିନ ପୂର୍ବରୁ ଭାରତୀୟ ଦଳକୁ ଏକ ଧକ୍କା ଲାଗିଛି। ଅଲରାଉଣ୍ଡର ବିଜୟ ଶଙ୍କର ଆହତ ହୋଇଛନ୍ତି। ଶୁକ୍ରବାର ନେଟ୍ସରେ ବ୍ୟାଟିଂ ଅଭ୍ୟାସ କରୁଥିବାବେଳେ ସେ ଏକ ପୁଲ ଶଟ୍ ଲଗାଇବାକୁ…
ସୋହିନୀଙ୍କୁ ଟାଇଟଲ
ଭୁବନେଶ୍ୱର, ୨୪।୫(କ୍ରୀଡ଼ା ପ୍ରତିନିଧି): ମୁମ୍ବାଇଠାରେ ଶୁକ୍ରବାର ଏମଏସଏଲଟିଏ(ମହାରାଷ୍ଟ୍ର ରାଜ୍ୟ ଲନ୍ ଟେନିସ ଆସୋସିଏଶନ)-ୟୋନେକ୍ସ ସନ୍ରାଇଜ୍ ସୁପର ସିରିଜ ଟେନିସ ଟୁର୍ନାମେଣ୍ଟ ଶେଷ ହୋଇଛି। ଏହାର ୧୨ ବର୍ଷରୁ କମ୍ ବାଳିକା ବିଭାଗରେ ଓଡ଼ିଶାର ସୋହିନୀ ଏସ. ମହାନ୍ତି ଚାମ୍ପିୟନ ହୋଇଛନ୍ତି। ସମ୍ପ୍ରତି…
ମୋର୍ଗାନ ଆହତ
ଲଣ୍ଡନ,୨୪।୫(ଏଏଫ୍ପି): ଇଂଲଣ୍ଡ ଦଳର ଅଧିନାୟକ ଇଆନ ମୋର୍ଗାନ ଆହତ ହୋଇଛନ୍ତି। ବିଶ୍ୱକପ୍ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ଓ୍ବାର୍ମଅପ୍ ମ୍ୟାଚ୍ ପାଇଁ ଅଭ୍ୟାସ କରୁଥିବାବେଳେ ତାଙ୍କ ବାମହାତାର ଆଙ୍ଗୁଠିରେ ଆଘାତ ଲାଗିଥିବା ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ପକ୍ଷରୁ ଶୁକ୍ରବାର…
ମହିଳା ହକି ସିରିଜ: ଅନ୍ତିମ ମ୍ୟାଚ୍ରେ ହାରିଲା ଭାରତ
ଜିନ୍ଚେଓନ(କୋରିଆ),୨୪।୫ (ପି.ଟି.)- ଭାରତୀୟ ମହିଳା ହକି ଦଳ ଘରୋଇ ଦକ୍ଷିଣ କୋରିଆକୁ ପ୍ରଥମ ଦୁଇଟି ମ୍ୟାଚରେ ପରାସ୍ତ କରି ସିରିଜ ବିଜୟୀ ହୋଇଥିଲେ ମଧ୍ୟ ତୃତୀୟ ତଥା ଅନ୍ତିମ ମୁକାବିଲାରେ ପରାସ୍ତ ହୋଇଛି। ଶୁକ୍ରବାର ଅନୁଷ୍ଠିତ ଏହି ମ୍ୟାଚ୍ରେ କୋରିଆଠାରୁ ୪-୦…
ଓଡ଼ିଶା ଅଣାଯିବ କଳ୍ପନାଙ୍କ ମର ଶରୀର, ନେପାଳରେ ଥିବା ଭାରତୀୟ ଦୂତାବାସକୁ ଚିଠି ଲେଖିଲେ ରାଜ୍ୟ କ୍ରୀଡ଼ା ସଚିବ
ଭୁବନେଶ୍ୱର,୨୪।୫(ବ୍ୟୁରୋ): ରାଜ୍ୟର ପ୍ରଥମ ଏଭରେଷ୍ଟ ଅରୋହଣକାରୀ କଳ୍ପନା ଦାଶଙ୍କ ମର ଶରୀର ଓଡ଼ିଶାକୁ ଅଣାଯିବ। ଏ ନେଇ ଶୁକ୍ରବାର ରାଜ୍ୟ କ୍ରୀଡ଼ା ସଚିବ ନେପାଳରେ ଥିବା ଭାରତୀୟ ଦୂତାବାସକୁ ଚିଠି ଲେଖିଛନ୍ତି। ତେବେ ଏଥିପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ଉଠାଇବେ…
ନଂ ୪ ଉପରେ ଫୋକସ ଭାରତ- ନ୍ୟୁଜିଲାଣ୍ଡ ବିଶ୍ୱକପ୍ ଓ୍ବାର୍ମଅପ୍
ଲଣ୍ଡନ,୨୪।୫(ପି.ଟି.)- ଆଉ ମାତ୍ର ୭ ଦିନ ପରେ ଇଂଲଣ୍ଡରେ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ଦିନିକିଆ ବିଶ୍ୱକପ୍ ଆରମ୍ଭ ହେବାକୁ ଯାଉଛି। ଟୁର୍ନାମେଣ୍ଟର ଅନ୍ୟତମ ଫେଭରାଇଟ୍ ଦଳ ଭାରତ ତା’ର ପ୍ରଥମ ଅଭ୍ୟାସ ମ୍ୟାଚ୍ରେ ଶନିବାର ନ୍ୟୁଜିଲାଣ୍ଡକୁ ଭେଟିବ। ସ୍ଥାନୀୟ କେନିଂଟନ…
ହରମନପ୍ରୀତ୍ ଆନ୍ତର୍ଜାତିକ କ୍ରିକେଟରୁ ବ୍ରେକ୍ ନେବାକୁ ଚାହୁଁଥିଲେ
ନୂଆଦିଲ୍ଲୀ,୨୪।୫(ପି.ଟି.)- ଓ୍ବେଷ୍ଟଇଣ୍ଡିଜ୍ରେ ଖେଳାଯାଇଥିବା ବିଶ୍ୱକପ୍ ଟି୨୦ ବିବାଦ ପରେ ଆନ୍ତର୍ଜାତିକ କ୍ରିକେଟରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବ୍ରେକ୍ ବା ବିଶ୍ରାମ ନେବାକୁ ଚାହୁଁଥିଲେ ବୋଲି ଭାରତୀୟ ଅଧିନାୟିକା ହରମନପ୍ରୀତ କୌର କହିଛନ୍ତି। ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ସିନିୟର ଖେଳାଳି ମିଥାଲି ରାଜଙ୍କୁ…
ଦୁଃସାହସର ଅନ୍ୟନାମ କଳ୍ପନା
ଭୁବନେଶ୍ୱର,୨୪।୫(ସ୍ପୋଟର୍ସ ବ୍ୟୁରୋ)- (୧୯୬୬ ଜୁଲାଇ ୭ରୁ ୨୦୧୯ ମେ ୨୩) ଓଡ଼ିଶା କ୍ରୀଡ଼ା ପାଇଁ ଗୁରୁବାର ଆସିଛି ଏକ ଖରାପ ଖବର। ଦୁଃସାହସିକ କ୍ରୀଡ଼ାରେ ଓଡ଼ିଶା କ୍ରୀଡ଼ାବିତ୍ଙ୍କ ଆଦର୍ଶ ପାଲଟିଥିବା ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାସ ଦ୍ୱିତୀୟଥର ପାଇଁ ଏହି ଉଦ୍ୟମ…
Archives


