ଛକାରେ ଗେଲ୍ଙ୍କ ରେକର୍ଡ
ନଟିଂହାମ୍, ୧।୬- ଓ୍ବେଷ୍ଟଇଣ୍ଡିଜ୍ ବିସ୍ଫୋରକ ଓପନର କ୍ରିସ୍ ଗେଲ ଆଉ ଏକ ରେକର୍ଡ ହାସଲ କରିଛନ୍ତି। ବିଶ୍ୱକପ୍ ଇତିହାସରେ ସେ ସର୍ବାଧିକ ଛକା ମାରିବାର ଗୌରବ ଅର୍ଜନ କରିଛନ୍ତି। ବିଶ୍ୱକପ୍ରେ ସେ ମୋଟ ୨୭ଟି ମ୍ୟାଚ୍ ଖେଳି ୪୦ଟି ଛକା ମାରିଛନ୍ତି।…
ଆଇସିସି କ୍ରିକେଟ ବିଶ୍ୱକପ୍: ଓ୍ବେଷ୍ଟଇଣ୍ଡିଜର ବିଜୟ ଅଭିଯାନ
ନଟିଂହାମ,୧।୬(ପି.ଟି.)- ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍ରେ ଜାସନ ହୋଲ୍ଡରଙ୍କ ନେତୃତ୍ୱାଧୀନ ଓ୍ବେଷ୍ଟଇଣ୍ଡିଜ୍ ୨୧୮ଟି ବଲ ବାକିଥାଇ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରି ପୂରା ଢଙ୍ଗରେ ଅଭିଯାନ ଆରମ୍ଭ କରିଛି। ସ୍ଥାନୀୟ ଟ୍ରେଣ୍ଟବ୍ରିଜ୍ ଗ୍ରାଉଣ୍ଡରେ ଶୁକ୍ରବାର ଖେଳାଯାଇଥିବା ଟୁର୍ନାମେଣ୍ଟର ଦ୍ୱିତୀୟ…
ଶରନ-ଡିମୋଲିନରଙ୍କମ ବିଦାୟ
ପ୍ୟାରିସ, ୩୧ା୫ (ପି.ଟି.)- ଭାରତର ଡିଭିଜ ଶରନ ଏବଂ ତାଙ୍କ ବ୍ରାଜିଲିଆନ ପାର୍ଟନର ମାର୍ସିଲୋ ଡେମୋଲିନର ଚଳିତ ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ଶୁକ୍ରବାର ୮ମ ସିଡ୍ ହେନ୍ରୀ କୋଣ୍ଟିନେନ୍ ଏବଂ ଜନ୍ ପିଅର୍ସ…
ପ୍ଲିସ୍କୋଭାଙ୍କୁ ହରାଇଲେ ମାର୍ଟିକ
ପ୍ୟାରିସ୍, ୩୧।୫ (ଏଏଫ୍ପି)- ଦ୍ୱିତୀୟ ସିଡ୍ ଚେକ୍ ରିପବ୍ଲିକ୍ର କାରୋଲିନା ପ୍ଲିସ୍କୋଭା ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ୍ ଟେନିସ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ଶୁକ୍ରବାର ଅନୁଷ୍ଠିତ ଏକ ମହିଳା ସିଙ୍ଗଲ୍ସ ତୃତୀୟ ରାଉଣ୍ଡ ମ୍ୟାଚରେ ୩୧ତମ ସିଡ୍ କ୍ରୋଏସିଆର ପେଟ୍ରା ମାର୍ଟିକ ତାଙ୍କୁ…
ଇଂଲଣ୍ଡ ବ୍ୟାଟିଂ କୋଚ୍ ପଦ ଛାଡ଼ିବେ ରାମପ୍ରକାଶ
ଲଣ୍ଡନ,୩୧।୫- ଇଂଲଣ୍ଡ ଜାତୀୟ ଦଳର ବ୍ୟାଟିଂ କୋଚ ମାର୍କ ରାମପ୍ରକାଶ ଜୁନରେ ପଦ ଛାଡ଼ିବା ନେଇ ସୂଚନା ଦେଇଛନ୍ତି। ୫୨ ଟେଷ୍ଟ ଖେଳିଥିବା ପୂର୍ବତନ ଇଂଲିଶ କ୍ରିକେଟର ଗତ ୬ ବର୍ଷ ହେଲା ଇଂଲଣ୍ଡ କୋଚିଂ ଦଳର ସଦସ୍ୟ ହୋଇ ରହିଛନ୍ତି।…
ଦୁର୍ଘଟଣାର ଶିକାର ହେଲେ ଜର୍ମାନୀ କୋଚ୍
ବର୍ଲିନ,୩୧।୫(ଏଏଫ୍ପି)- ଜର୍ମାନୀ କୋଚ୍ ଜୋଆଚିମ ଲିଉ ବ୍ୟାୟାମ କରୁଥିବାବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏଣୁ ଆଗାମୀ ବେଲାରୁସ ଓ ଇଷ୍ଟୋନିଆ ବିପକ୍ଷ ମ୍ୟାଚ୍ରେ ଦଳୀୟ କ୍ୟାମ୍ପରେ ସେ ଯୋଗ ଦେଇପାରିବେ ନାହିଁ ବୋଲି ଜର୍ମାନ ଫୁଟ୍ବଲ ଆସୋସିଏଶନ (ଡିଏଫ୍ବି) ପକ୍ଷରୁ ଶୁକ୍ରବାର…
ପୋଲିସ ହେପାଜତରେ ସ୍ପାନିଶ ଫୁଟ୍ବଲ ଖେଳାଳି
ମାଡ୍ରିଡ୍,୩୧।୫(ଏଏଫ୍ପି)- ମ୍ୟାଚ୍ ଫିକ୍ସିଂ ଓ ଅର୍ଥ କାରବାରରେ ଜଡ଼ିତ ହୋଇଥିବାରୁ ପୂର୍ବତନ ସ୍ପାନିଶ ଅନ୍ତର୍ଜାତୀୟ ଖେଳାଳି ରଲ ବ୍ରାଭୋ ଓ ଅବସରପ୍ରାପ୍ତ କାର୍ଲୋସ ଆରାଣ୍ଡାଙ୍କୁ ପୋଲିସ ହେପାଜତକୁ ନେଇଛି। ଉଭୟଙ୍କୁ ଏବେ ଜେଲଦଣ୍ଡରୁ ବର୍ତ୍ତିବା ପାଇଁ ଜଣଙ୍କ ପିଛା ଏକ ଲକ୍ଷ…
କୋଣ୍ଟେ ଇଣ୍ଟର ମିଲାନ ନୂଆ ମ୍ୟାନେଜର
ମାଡ୍ରିଡ୍,୩୧।୫- ପୂର୍ବତନ ଜୁଭେଣ୍ଟସ ଓ ଚେଲସି ମ୍ୟାନେଜର ଆଣ୍ଟିନୋ କୋଣ୍ଟେଙ୍କୁ ଇଣ୍ଟର ମିଲାନ ଦଳର ନୂଆ ମ୍ୟାନେଜର ଭାବେ ନିଯୁକ୍ତ କରାଯାଇଛି। ଏ ନେଇ କ୍ଲବ ପକ୍ଷରୁ ଶୁକ୍ରବାର କୁହାଯାଇଛି। ଲୁସିଆନୋ ସ୍ପାଲେଟିଙ୍କ ସ୍ଥାନ ନେଇଛନ୍ତି କୋଣ୍ଟେ। ପୂର୍ବତନ ଇଟାଲିଆନ ଖେଳାଳି…
ଫିଟ୍ ଥିଲେ ଓପନିଂ କରିବେ ଓ୍ବାର୍ନର
ବ୍ରିଷ୍ଟଲ,୩୧।୫(ପି.ଟି.)- ଅଷ୍ଟ୍ରେଲିଆ ଦଳ ଶନିବାର ଆଫଗାନିସ୍ତାନ ବିପକ୍ଷରେ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ହେଲେ ଡେଭିଡ ଓ୍ବାର୍ନରଙ୍କ ଫିଟ୍ନେସକୁ ନେଇ ରିସ୍କ ନେବାକୁ ଚାହୁଁ ନାହାନ୍ତି ଅଷ୍ଟ୍ରେଲିଆ ଦଳର ମୁଖ୍ୟ କୋଚ୍ ଜଷ୍ଟିନ ଲାଙ୍ଗର। ଅଷ୍ଟ୍ରେଲିଆନ ଓପନରଙ୍କ ମାଂସପେଶୀରେ ଆଘାତ…
ହେଲମେଟ୍ରେ ବଲ୍ ବାଜିବା ସତ୍ତ୍ୱେ ରମଜାନ ପାଳିଲେ ଖେଳାଳି
ଲଣ୍ଡନ,୩୧।୫- ଏଠାରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ସହ ୨୦୧୯ ଆଇସିସି ବିଶ୍ୱକପ୍ ଆରମ୍ଭ ହୋଇଯାଇଛି। କ୍ରିକେଟ ମହାକୁମ୍ଭର ପ୍ରଥମ ମ୍ୟାଚ୍ରେ ଭିନ୍ନ ଘଟଣା ଦେଖିବାକୁ ମିଳିଛି। ଇଂଲଣ୍ଡ ପକ୍ଷରୁ ଧାର୍ଯ୍ୟ ୩୧୨ ରନ୍ର ବିଜୟ ଲକ୍ଷ୍ୟ ପିଛା କରୁଥିବାବେଳେ…
କମେଣ୍ଟ୍ରି ବକ୍ସରେ ଭାରତୀୟ କ୍ରିକେଟର ତ୍ରିମୂର୍ତ୍ତି
ଲଣ୍ଡନ,୩୧।୫- ଏଠାରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଆଇସିସି ବିଶ୍ୱକପ୍ ପ୍ରଥମ ମ୍ୟାଚ୍ରେ ପ୍ରଶଂସକମାନେ ଏକ ଭିନ୍ନ ମଜା ପାଇଛନ୍ତି। ଭାରତୀୟ କ୍ରିକେଟର ତ୍ରିମୂର୍ତ୍ତି କୁହାଯାଉଥିବା ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ବୀରେନ୍ଦ୍ର ସେହ୍ବାଗ କମେଣ୍ଟ୍ରି ବକ୍ସରେ…
ଶାଲଓ୍ବାର କମିଜ୍ ଉପରେ ବ୍ଲେଜର ପିନ୍ଧି ଲୋକହସା ହେଲେ ପାକ୍ କ୍ୟାପଟେନ୍
ବକିଂଘମ୍,୩୧।୫: ପାକିସ୍ତାନ କିକ୍ରେଟ ଟିମ୍ର କ୍ୟାପଟେନ ସରଫରାଜ ଅହମ୍ମଦ ବକିଂଘମ୍ ପ୍ୟାଲେସରେ ମହାରାଣୀଙ୍କୁ ପାରମ୍ପରିକ ପୋଷାକ ପିନ୍ଧି ଭେଟିବାକୁ ଯାଇଥିଲେ। ଏହି ପୋଷାକ ପାଇଁ ତାଙ୍କୁ ଏବେ ଟ୍ରୋଲ ହେବାକୁ ପଡ଼ିଛି। ସୂଚନାଯୋଗ୍ୟ ଆଇସିସ ଓ୍ବାଲ୍ଡ କପ୍ ସମାରୋହ ପୂର୍ବରୁ ଅନ୍ତର୍ଜାତୀୟ…
Archives


