ମୁଁ ପାକିସ୍ତାନ ଦଳର ମା’ ନୁହେଁ: ସାନିଆ
ଲଣ୍ଡନ, ୧୮।୬:ଭାରତୀୟ ଦଳ ବିଶ୍ୱକପ୍ ଇତିହାସରେ ପାକିସ୍ତାନ ଦଳ ବିପକ୍ଷରେ ତା’ର ଅପରାଜେୟ ଧାରା ଜାରି ରଖିବାରେ ସକ୍ଷମ ହୋଇଛି। ଏଭଳି ହାଇଭୋଲ୍ଟେଜ ମ୍ୟାଚ୍ ପୂର୍ବରୁ ପାକିସ୍ତାନ ଦଳର ଅଭିଜ୍ଞ ଖେଳାଳି ଶୋଏବ ମଲିକ ଓ ତାଙ୍କ ପତ୍ନୀ ତଥା ଭାରତୀୟ…
ବାଙ୍ଗାଲୋର ଏଫ୍ସିକୁ ଫେରିଲେ ଲିଙ୍ଗ୍ଦୋ
ବେଙ୍ଗାଲୁରୁ, ୧୮ା୬ (ପି.ଟି.)-ଏଟିକେ ସହିତ ଦୁଇ ସିଜନ ଅତିବାହିତ କରିବା ପରେ ୟୁଜେନସନ ଲିଙ୍ଗ୍ଦୋ ତାଙ୍କ ପୂର୍ବ ଦଳ ବେଙ୍ଗାଲୁରୁ ଏଫ୍ସିକୁ ପ୍ରତ୍ୟାବର୍ତ୍ତନ କରିଥିବା ସୋମବାର କ୍ଲବ ତରଫରୁ ଘୋଷଣା କରାଯାଇଛି। ଶିଲଂର ଏହି ମିଡ୍ଫିଲ୍ଡର ବର୍ଷିକିଆ ଚୁକ୍ତି କରିଛନ୍ତି। ୟଙ୍ଗଷ୍ଟର…
ରବି ଡୋପ୍ ଟେଷ୍ଟରେ ବିଫଳ
ନୂଆଦିଲ୍ଲୀ, ୧୮ା୬ (ପି.ଟି.)-୨୦୧୦ ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା ଓଡ଼ିଶା ଭାରୋତ୍ତୋଳକ କେ. ରବି କୁମାର ଡୋପ୍ ଟେଷ୍ଟରେ ଧରାପଡ଼ିଥିବାରୁ ତାଙ୍କୁ ସାମୟିକ ସସ୍ପେଣ୍ଡ କରାଯାଇଛି। ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡା) ସୋମବାର ଏହା ପ୍ରକାଶ କରିଛି।…
ଜାତୀୟ ଶିବିରରେ ଜବାମଣୀ
କଟକ ଅଫିସ,୧୮ା୬- ଜୁଲାଇ ୧ରୁ ୧୭ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଏଏଫ୍ସି ମହିଳା ଏସିଆ କପ୍ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ନିମନ୍ତେ ଜାତୀୟ ଦଳର ପ୍ରସ୍ତୁତ ଶିବିର ଅନୁଷ୍ଠିତ ହେବ । ଜାତୀୟ ଶିବିରରେ ଜବାମଣୀ ଟୁଡ଼ୁଙ୍କୁ…
ବିପର୍ଯ୍ୟୟ ଘଟାଇଲା ବାଂଲାଦେଶ
ଟଣ୍ଟନ, ୧୮।୬-ଚଳିତ ଆଇସିସି ବିଶ୍ୱକପରେ ଦ୍ୱିତୀୟ ବିପର୍ଯ୍ୟୟ ଘଟାଇଛି ବାଂଲାଦେଶ। ସୋମବାର ଅନୁଷ୍ଠିତ ହାଇ ସ୍କୋରିଂ ମ୍ୟାଚରେ ଦଳ ୭ ଉଇକେଟରେ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଶାକିବ-ଅଲ-ହାସନଙ୍କ ଶତକ, ଲିଟନ ଦାସଙ୍କ ବିସ୍ଫୋରକ ବ୍ୟାଟିଂ ସହ ୪ର୍ଥ ଉଇକେଟ ଯୋଡ଼ିରେ ଏ…
ଜାସନ ରଏ ୨ ମ୍ୟାଚ୍ରୁ ବାଦ୍
ମାଞ୍ଚେଷ୍ଟର, ୧୭।୬(ଏଏଫ୍ପି)- ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ ପର୍ବରୁ ଘରୋଇ ଇଂଲଣ୍ଡ ଦଳକୁ ସୋମବାର ଶକ୍ତ ଧକ୍କା ଲାଗିଛି। ଇନ୍ଫର୍ମ ଓପନର୍ ଜାସନ ରଏ ଆଘାତଜନିତ ସମସ୍ୟା ଲାଗି ଇଂଲଣ୍ଡର ପରବର୍ତ୍ତୀ ୨ ମ୍ୟାଚ୍ରୁ ବାଦ୍ ପଡ଼ିଛନ୍ତି ବୋଲି ଇଂଲଣ୍ଡ ଆଣ୍ଡ୍ ଓ୍ବେଲ୍ସ…
ଗୋଲ୍ ରୁପାନ୍ତର ହାର ବୃଦ୍ଧିକୁ ମାରିଜନେଙ୍କ ଗୁରୁତ୍ୱ
ହୀରୋଶିମା (ଜାପାନ), ୧୭ା୬ (ପି.ଟି.)- ଭାରତୀୟ ମହିଳା ହକି ଦଳକୁ ଏହାର ଗୋଲ ରୁପାନ୍ତର ହାରରେ ବୃଦ୍ଧି ଆବଶ୍ୟକତା ରହିଛି ବୋଲି ଦଳର ମୁଖ୍ୟ କୋଚ୍ ଜୋର୍ଡ ମାରିଜନେ କହିଛନ୍ତି। ଚଳିତ ଏଫ୍ଆଇଏଚ୍ ମହିଳା ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ଭାରତ…
ଦଳରେ ଫାଟ ଯୋଗୁ ହାରିଲା ପାକିସ୍ତାନ
କରାଚୀ,୧୭।୬(ପି.ଟି.)- ଭାରତୀୟ ଦଳଠାରୁ ଚଳିତ ବିଶ୍ୱକପ୍ରେ ବଡ଼ ବ୍ୟବଧାନରେ ପରାଜୟ ବରଣ କରିବା ପରେ ପାକିସ୍ତାନ ଦଳରେ ଫାଟ ଥିବା ସ୍ଥାନୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି। ଭାରତଠାରୁ ପରାଜୟ ହଜମ କରିବା ପାକିସ୍ତାନ ଭଳି କ୍ରିକେଟ ପାଗଳ ଦେଶ ଲାଗି…
ମିଳିଲା ସର୍ଫରାଜଙ୍କ ଅଳସୁଆମିର କାରଣ
ମାଞ୍ଚେଷ୍ଟର,୧୭।୬(ଏଏଫ୍ପି)- ଭାରତୀୟ ଦଳ ବିଶ୍ୱକପ୍ ଇତିହାସରେ ପାକିସ୍ତାନ ଦଳ ବିପକ୍ଷରେ ତା’ର ଅପରାଜେୟ ଧାରା ଜାରି ରଖିବାରେ ସକ୍ଷମ ହୋଇଛି। ଏଭଳି ହାଇଭୋଲ୍ଟେଜ ମ୍ୟାଚ୍ରେ ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦ ହାଇ ମାରୁଥିବା ନଜରକୁ ଆସିଥିଲା। ଏହାର କାରଣ ଏବେ ପଦାକୁ…
କୋପା ଆମେରିକା:ଇକ୍ୱାଡରକୁ ହରାଇଲା ଉରୁଗୁଏ
ବେଲୋ ହରିଜଣ୍ଟେ,୧୭।୬(ଏଏଫ୍ପି)- ଲୁଇସ ସୁଆରେଜ ଓ ଇଡିନସନ କାଭାନିଙ୍କ ଗୋଲ ବଳରେ ଉରୁଗୁଏ ଦଳ କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଗ୍ରୁପ୍ ସି’ ମ୍ୟାଚ୍ରେ ଉରୁଗୁଏ ୧୦ ଜଣିଆ ଇକ୍ୱାଡରକୁ ୪-୦ ଗୋଲରେ ହରାଇ…
ଭାରତ ବିପକ୍ଷ ମ୍ୟାଚ୍ ପୂର୍ବରୁ ସାନିଆ ମିର୍ଜାଙ୍କ ସହ ପାର୍ଟି କରୁଥିଲେ ପାକିସ୍ତାନ ଖେଳାଳି
ଲଣ୍ଡନ, ୧୭।୬: ବିଶ୍ୱକପର ଭାରତ ଏବଂ ପାକିସ୍ତାନ ମଧ୍ୟରେ ହାଇଭୋଲ୍ଟେଜ୍ ମ୍ୟାଚ୍ ରବିବାର ମାଞ୍ଚେଷ୍ଟରରେ ଖେଳାଯାଇଥିଲା। ଏଥିରେ ଭାରତ ୮୯ରନରେ ପାକିସ୍ତାନକୁ ପରାସ୍ତ କରିଥିଲା। ବିଶ୍ୱକପରେ ଭାରତଠାରୁ ଲଗାତର ୭ ଥର ପରାଜୟବରଣ କରିବା ପରେ ପାକିସ୍ତାନରେ ନିଆଁ ଜଳିଛି। କେଉଁଠି…
ପାକିସ୍ତାନର କୋଚ ହେବାକୁ ଚାହୁଁଛନ୍ତି ରୋହିତ ଶର୍ମା
ଲଣ୍ଡନ, ୧୭।୬: ବିଶ୍ୱକପରେ ପାକିସ୍ତାନକୁ ଲଗାତର ୭ମ ଥର ପରାସ୍ତ କରିବା ପରେ ଚାରିଆଡେ ଭାରତୀୟ ଦଳର ଚର୍ଚ୍ଚା ହେଉଛି। ରବିବାର ପାକିସ୍ତାନକୁ ୮୯ରନରେ ପରାସ୍ତ କରିବାରେ ରୋହିତ ଶର୍ମା ମୁଖ୍ୟ ଭୂମିକା ନିଭାଇ ଥିଲେ। ଶିଖର ଧାଓ୍ବନଙ୍କ ଅନୁପସ୍ଥିତିରେ ଲୋକେଶ…
Archives


