ଖେଳ

ଆଇସିସି ବିଶ୍ୱକପ୍‌: ଭାରତ- ଓ୍ବେଷ୍ଟଇଣ୍ଡିଜ ମୁକାବିଲା

ମାଞ୍ଚେଷ୍ଟର, ୨୭।୬(ପି.ଟି.)- ଚଳିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ତା’ର ଷଷ୍ଠ ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ରେ ବିପଜ୍ଜନକ ଓ୍ବେଷ୍ଟଇଣ୍ଡିକୁ ଭେଟିବ। ଗୁରୁବାର ସ୍ଥାନୀୟ ଓଲ୍ଡ ଟ୍ରାଫର୍ଡରେ ଖେଳାଯିବାକୁ ଥିବା ମ୍ୟାଚ୍‌ ଓ୍ବେଷ୍ଟଇଣ୍ଡିଜ ଅପେକ୍ଷା ଭାରତ…

ମୋଟା ଘୁଷୁରୀ ଡାକିବାରୁ କାନ୍ଦିଥିଲେ ସର୍ଫରାଜଙ୍କ ସ୍ତ୍ରୀ

ବର୍ମିଂହାମ, ୨୭।୬- ଚଳିତ ଆଇସିସି ବିଶ୍ୱକପ୍‌ର ଏକ ହାଇଭୋଲଟେଜ୍‌ ମ୍ୟାଚ୍‌ରେ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ନିକଟରୁ ପରାଜୟବରଣ କରିବା ପରେ ପାକିସ୍ତାନ କ୍ରିକେଟ୍‌ ଦଳକୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଭାରତ ବିପକ୍ଷରେ ନୈରାଶ୍ୟଜନକ ପ୍ରଦର୍ଶନ ଲାଗି ପ୍ରାକ୍ତନ କ୍ରିକେଟରଙ୍କଠାରୁ ଆରମ୍ଭ…

ଆଇଓସି ସଦସ୍ୟ ଭାବେ ବାତ୍ରା ନିର୍ବାଚିତ

ଲାଉସାନେ, ୨୭ା୬ (ପି.ଟି.)- ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ସଭାପତି ନରିନ୍ଦର ବାତ୍ରା ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି)ର ଜଣେ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ଏଠାରେ ଆଇଓସି ସେସନ ବେଳେ ସେ ସମ୍ମାନଜନକ ଆସନ ପାଇଁ ନିର୍ବାଚିତ ହୋଇଛନ୍ତି। ମୋଟ…

କାଜାକସ୍ତାନ, କିର୍‌ଗିଜସ୍ତାନ ଇଭେଣ୍ଟରେ ଭାଗ ନେବେ ଦୂତୀ

ନୂଆଦିଲ୍ଲୀ, ୨୭ା୬ (ପି.ଟି.)-ଆସନ୍ତା ମାସରେ କାଜାଖସ୍ତାନ ଓ କିର୍‌ଗିଜସ୍ତାନରେ ହେବାକୁଥିବା ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେବା ଲାଗି ମନୋନୀତ ଆଥ୍‌ଲେଟମାନଙ୍କ ମଧ୍ୟରେ ଅଛନ୍ତି ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ଓ ଲଙ୍ଗ୍‌ ଜମ୍ପର ଏମ. ଶ୍ରୀଶଙ୍କର। ଏହି ଦୁଇ ଜଣ ଜାତୀୟ ରେକର୍ଡଧାରୀ…

କାର୍‌ ଦୁର୍ଘଟଣାରେ ବକ୍ସର ନୀରଜ ଆହତ

ନୂଆଦିଲ୍ଲୀ, ୨୬ା୬(ପି.ଟି.): ଭାରତୀୟ ପ୍ରଫେଶନାଲ ବକ୍ସର ନୀରଜ ଗୋୟାତ ଏକ କାର୍‌ ଦୁର୍ଘଟଣାରେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଫଳରେ ଆସନ୍ତା ମାସରେ ବ୍ରିଟିଶ ଷ୍ଟାର ବକ୍ସର ଅମିର ଖାଁଙ୍କ ବିପକ୍ଷ ଡବ୍ଲ୍ୟୁବିସି ପର୍ଲ ଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ମୁକାବିଲାରୁ ସେ…

ଓ୍ବିମ୍ବେଲଡନ କ୍ୱାଲିଫାୟର୍ସ: ଦ୍ୱିତୀୟ ରାଉଣ୍ଡରୁ ରାମକୁମାରଙ୍କ ବିଦାୟ

ଲଣ୍ଡନ, ୨୬ା୬ (ପି.ଟି.): ଭାରତର ରାମକୁମାର ରମାନାଥନ ଏକ ଗ୍ରାଣ୍ଡସ୍ଲାମ ମୁଖ୍ୟ ଡ୍ର’ରେ ପ୍ରବେଶ କରିବାରେ ପୁଣି ବିଫଳ ହୋଇଛନ୍ତି। ଓ୍ବିମ୍ବେଲଡନ ଚାମ୍ପିୟନଶିପ୍‌ ପାଇଁ ପୁରୁଷ ସିଙ୍ଗଲ୍ସ କ୍ୱାଲିଫାଇଙ୍ଗ ଦ୍ୱିତୀୟ ରାଉଣ୍ଡରେ ସେ ପୋଲାଣ୍ଡର କାମିଲ ମାଜକ୍ରାଜାକ୍‌ଙ୍କଠାରୁ ହାରିଯାଇଛନ୍ତି। ଅଣସିଡ୍‌ ଭାରତୀୟ…

ଫେଡରରଙ୍କୁ ଦ୍ୱିତୀୟ, ନାଡାଲଙ୍କୁ ତୃତୀୟ ସିଡ୍‌

ଲଣ୍ଡନ,୨୬।୬- ଓ୍ବିମ୍ବେଲଡନ ଓପନ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ପୂର୍ବରୁ ଖେଳାଳିଙ୍କ ସିଡ୍‌ ବୁଧବାର ପ୍ରକାଶ ପାଇଛି। ୮ ଥର ଚାମ୍ପିୟନ ରୋଜର ଫେଡରରଙ୍କୁ ଦ୍ୱିତୀୟ ସିଡ୍‌ ପ୍ରଦାନ କରାଯାଇଥିବାବେଳେ ରାଫାଲ ନାଡାଲଙ୍କୁ ତୃତୀୟ ସିଡ୍‌ ଦିଆଯାଇଛି। ଡିଫେଣ୍ଡିଂ ଚାମ୍ପିୟନ ନୋଭାକ ଜୋକୋଭିଚ୍‌ ଶୀର୍ଷ…

ମହିଳା ଫିଫା ବିଶ୍ୱକପ୍‌: ଏସିଆର ଅଭିଯାନ ଶେଷ

ରେନ୍ନେସ (ଫ୍ରାନ୍ସ),୨୬।୬(ଏଏଫ୍‌ପି)- ମହିଳା ଫିଫା ବିଶ୍ୱକପ୍‌ ପ୍ରି କ୍ୱାର୍ଟର ଫାଇନାଲରୁୁ ଏସିଆନ୍‌ ଦଳଗୁଡ଼ିକର ଅଭିଯାନ ଶେଷ ହୋଇଛି। ଉଭୟ ଜାପାନ ଓ ଚାଇନା ପରାଜୟ ସହ ଟୁର୍ନାମେଣ୍ଟରୁ ବିଦାୟ ନେଇଛନ୍ତି। ଜାପାନକୁ ୨-୧ ଗୋଲରେ ନେଦରଲାଣ୍ଡ ହରାଇ ଦେଇଥିବାବେଳେ ଇଟାଲୀ ୨-୦…

ଟପ୍ସରେ ସାମିଲ ହେଲେ ୪ ତୀରନ୍ଦାଜ

ନୂଆଦିଲ୍ଲୀ,୨୬।୬(ପିଟି)- ତୀରନ୍ଦାଜ ତରୁନଦୀପ ରାଇ, ଅତନୁ ଦାସ, ପ୍ରବିନ ଯାଦବ ଓ ଅତୁଲ ବର୍ମାଙ୍କୁ ବୁଧବାର ଟାଗେର୍ଟ ଅଲିମ୍ପିକ୍‌ ପୋଡିୟମ୍‌ ଯୋଜନା (ଟପ୍ସ)ରେ ସାମିଲ କରାଯାଇଛି। ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର ଡିରେକ୍ଟର ଜେନେରାଲ ନିଲମ କାପୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମିସନ…

ମେଡିକାଲରୁୁ ଡିସ୍‌ଚାର୍ଜ ହେଲେ ଲାରା

ମୁମ୍ବାଇ,୨୬।୬- କିମ୍ବଦନ୍ତୀ ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ବ୍ରାଏନ ଲାରା ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ତାଙ୍କୁ ମେଡିକାଲରୁ ବୁଧବାର ଡିସ୍‌ଚାର୍ଜ କରାଯାଇଛି। ଛାତିରେ ଯନ୍ତ୍ରଣା ହେଉଥିବାରୁ ସେ ମଙ୍ଗଳବାର ମେଡିକାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ଠିକ୍‌ ଅଛି ବୋଲି ମେଡିକାଲର ପ୍ରବକ୍ତା…

ଗୋଟିଏ ବର୍ଷରେ ଅଧିକ ଇଭେଣ୍ଟରେ ପଦକ ଜିତିବାରୁ ପ୍ରୋତ୍ସାହନ ରାଶି କମିଲା

ଚଣ୍ଡିଗଡ଼,୨୬।୬- ହରିୟାଣା ସରକାର ଅନ୍ତର୍ଜାତୀୟ ଇଭେଣ୍ଟରେ ପଦକ ବିଜେତାଙ୍କ ପ୍ରୋତ୍ସାହନ ରାଶି ଲାଗି ୯ ମାସ ପୂର୍ବେ ନୂଆ ନିୟମ ଆଗତ କରିଥିଲେ। ରାଜ୍ୟର ଆଥ୍‌ଲେଟ, ଯେଉଁମାନେ ଗତବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସିଆନ୍‌ ଗେମ୍ସରେ ପଦକ ଜିତିଥିଲେ, ସେମାନଙ୍କ ପୁରସ୍କାର…

ସୁପର ଓଭରରେ ଜିତିଲା ଜିମ୍ବାଓ୍ବେ

ଲଣ୍ଡନ,୨୬।୬- ଦିନିକିଆ ସିରିଜ୍‌ରେ ୨-୦ରେ ପରାସ୍ତ ହେବା ପରେ ସୁପର ଓଭର ଜରିଆରେ ଜିମ୍ବାଓ୍ବେ ପ୍ରଥମଥର ବିଜୟ ସ୍ବାଦ ଚାଖିଛି। ମଙ୍ଗଳବାର ଖେଳାଯାଇଥିବା ଟି୨୦ ମ୍ୟାଚ୍‌ରେ ୧୫୩ ରନ୍‌ ବିଜୟ ଲକ୍ଷ୍ୟର ପିଛା କରୁଥିବା ଜିମ୍ବାଓ୍ବେ ଦଳ ବ୍ରେଣ୍ଡନ ଟେଲର(୪୦), କ୍ରିଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri