ଭାରତ ଏ’କୁ ଜିତାଇଲେ ଆୟାର, ଖଲିଲ
ନୂଆଦିଲ୍ଲୀ,୧୨।୭- ଭାରତ ଏ’ ଦଳ ଶ୍ରେୟାସ ଆୟାର ଓ ଖଲିଲ ଅହମ୍ମଦଙ୍କ ଜବରଦସ୍ତ ପ୍ରଦର୍ଶନ ବଳରେ ୬୫ ରନ୍ର ବିଜୟ ସହ ତା’ର ଓ୍ବେଷ୍ଟଇଣ୍ଡିଜ ଅଭିଯାନ ଆରମ୍ଭ କରିିଛି। ଆଣ୍ଟିଗୁଆଠାରେ ଖେଳାଯାଇଥିବା ପ୍ରଥମ ଅନ୍ଅଫିସିଆଲ ଦିନିକିଆ ମ୍ୟାଚ୍ରେ ଭ୍ରମଣକାରୀ ଦଳ ୧୯୦…
କ୍ୱାର୍ଟରରେ ପ୍ରଣୟ-ସୌରଭ
ଫୁଲେର୍ଟନ(ଆମେରିକା),୧୨।୭(ପିଟି)- ଏଚ୍.ଏସ୍. ପ୍ରଣୟ ଓ ସୌରଭ ବର୍ମା ଏଠାରେ ଚାଲିଥିବା ୟୁଏସ୍ ଓପନ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସ ବର୍ଗର କ୍ୱାର୍ଟର ଫାଇନାଲରେ ପରସ୍ପରକୁ ଭଟିବେ। ଦ୍ୱିତୀୟ ସିଡ୍ ପ୍ରଣୟ ୨୧-୧୬, ୧୮-୨୧, ୨୧-୧୬ ଗେମ୍ରେ କୋରିଆର କ୍ୱାଓ୍ବାଙ୍ଗ ହି ହେଓଙ୍କୁ…
ଇଣ୍ଡିଜ ଗସ୍ତରୁ ବାଦ୍ ପଡ଼ିପାରନ୍ତି କୋହଲି, ବୁମରା
ନୂଆଦିଲ୍ଲୀ,୧୨।୭- ଭାରତୀୟ ଅଧିନାୟକ ବିରାଟ କୋହଲି ଓ ପେସର ଯଶପ୍ରୀତ ବୁମରାଙ୍କୁ ସମ୍ଭବତଃ ସମ୍ପୂର୍ଣ୍ଣ ଓ୍ବେଷ୍ଟଇଣ୍ଡିଜ ଗସ୍ତରୁ ବିଶ୍ରାମ ଦିଆଯାଇପାରେ। ଅଗଷ୍ଟ ୩ ତାରିଖଠାରୁ ଆରମ୍ଭ ହେବାକୁ ଥିବା ଗସ୍ତରେ ଭାରତୀୟ ଦଳ ୩ ଲେଖାଏ ଟି୨୦ ଓ ଦିନିକିଆ ପରେ…
୧୪ରେ ମୁମ୍ବାଇ ଫେରିବ ଟିମ୍ ଇଣ୍ଡିଆ
ଲଣ୍ଡନ,୧୨।୭(ପିଟି)- ଚଳିତ ବିଶ୍ୱକପ୍ ସେମିଫାଇନାଲରେ ପରାସ୍ତ ହୋଇଥିବା ଭାରତୀୟ ଦଳ ଆସନ୍ତା ରବିବାର ସ୍ବଦେଶ ଫେରିବେ। ଦୁଇ ଦିନ ଧରି ମାଞ୍ଚେଷ୍ଟରଠାରେ ଖେଳାଯାଇଥିବା ସେମିଫାଇନାଲରେ ଭାରତୀୟ ଦଳ ୧୮ ରନ୍ରେ ନ୍ୟୁଜିଲାଣ୍ଡଠାରୁ ପରାଜୟ ବରଣ କରିଥିଲା। ଭାରତୀୟ ଦଳର ଖେଳାଳିମାନେ ଅଲଗା…
କୋହଲିଙ୍କ ମଜାକ୍ ଉଡାଇଲେ ଇଂଲଣ୍ଡ କ୍ରିକେଟର୍
ଲଣ୍ଡନ, ୧୨।୭: ଇଂଲଣ୍ଡରେ ବିଶ୍ୱକପ ଚାଲିଥିବାବେଳେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ତା’ର ଟୁଇଟର ପେଜରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ସମ୍ରାଟ ଭାବରେ ସଜାଇ ଏକ ଫଟୋ ପୋଷ୍ଟ କରିଥିଲା। ସେତେବେଳେ ଏହାକୁ ନେଇ ଚର୍ଚ୍ଚା ହେବା ସହ…
ଆଗରେ ବିରାଟ ପଛରେ ଅନୁଷ୍କା, ଏମିତି ହୋଟେଲ ଛାଡିଲେ ଭାରତୀୟ ଖେଳାଳି
ଲଣ୍ଡନ, ୧୨।୭: ନ୍ୟୁଜିଲାଣ୍ଡଠାରୁ ପରାଜୟବରଣ କରି ଭାରତୀୟ ଦଳ ଚଳିତ ବିଶ୍ୱକପ ସେମିଫାଇନାଲରୁ ବିଦାୟ ନେଇଛି। ୨୦୧୪ ପରେ ପଞ୍ଚମ ଥର ପାଇଁ କୌଣସି ଆଇସିସି ଇଭେଣ୍ଟର ସେମିଫାଇନାଲ କିମ୍ବା ଫାଇନାଲକୁ ଉନ୍ନୀତ ହୋଇଥିଲେ ମଧ୍ୟ ଟାଇଟଲ ହାତେଇବାରେ ବିଫଳ ରହିଛି…
ଭାରତର ପରାଜୟ ପରେ ଜୀବନ ହାରିଲେ ଦର୍ଶକ
ନୂଆଦିଲ୍ଲୀ, ୧୨।୭- ଚଳିତ ଆଇସିସି ବିଶ୍ୱକପର ଏକ ହାଇଭୋଲଟେଜ ସେମିଫାଇନାଲ ମ୍ୟାଚରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ନିକଟରୁ ପରାସ୍ତ ହୋଇ ପ୍ରତିଯୋଗିତାରୁ ବିଦାୟ ନେଇଛି। ଏହି ପରାଜୟ ପରେ ଭାଙ୍ଗିପଡିଛନ୍ତି ଦର୍ଶକ। ହିମାଚଳ ପ୍ରଦେଶର ହମିରପୁରରେ ଜଣେ ବ୍ୟକ୍ତି ଦୃଦଘାତରେ ପ୍ରାଣ…
ଓ୍ବାଲର୍ଡ ୟୁନିଭର୍ସିଟି ଗେମ୍ସ:୨୦୦ ମିଟରରେ ଦୂତୀ ୫ମ
ଭୁବନେଶ୍ୱର, ୧୨।୭(କ୍ରୀଡ଼ା ପ୍ରତିନିଧି)-ଇଟାଲିର ନାପୋଲିଠାରେ ଚାଲିଥିବା ଓ୍ବାଲର୍ଡ ୟୁନିଭର୍ସିଟି ଗେମ୍ସର ମହିଳା ୨୦୦ ମିଟର ଇଭେଣ୍ଟରେ ସ୍ପ୍ରିଣ୍ଟ କୁଇନ୍ ଓଡ଼ିଶାର ଦୂତୀ ଚାନ୍ଦ ୫ମ ସ୍ଥାନରେ ରହିଛନ୍ତି। ବୁଧବାର ହିଟ୍ରେ ୨୪.୦୮ ଓ ଗୁରୁବାର ସେମିଫାଇନାଲରେ ୨୩.୨୪ ସେକେଣ୍ଡ ସମୟ ନେଇଥିବା…
ରାଜ୍ୟଗୋଷ୍ଠୀ ଟିଟି: ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ
କଟକ ଅଫିସ,୧୨ା୭-ଆସନ୍ତା ୧୭ରୁ ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ହେବାକୁ ଥିବା ଟେବୁଲ ଟେନିସ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୨୧ତମ ସଂସ୍କରଣ ପାଇଁ ଅନଲାଇନ ଟିକେଟ ବିକ୍ରି ଗୁରୁବାର ମଧ୍ୟାହ୍ନରୁ ଆରମ୍ଭ ହୋଇଛି । www.paytm.com, www.insider.in ୱେବସାଇଟରେ ଟିକେଟ ବିକ୍ରି ଚାଲିଛି…
ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ: ଲକ୍ଷ୍ୟ, ପ୍ରଣୟ, ସୌରଭ ୨ୟ ରାଉଣ୍ଡରେ
ଫୁଲରଟନ (ୟୁଏସ୍ଏ), ୧୨।୭ (ପି.ଟି.)- ଉଦୀୟମାନ ଭାରତୀୟ ଶଟ୍ଲର ଲକ୍ଷ୍ୟ ସେନ୍ ଏଠାରେ ଅନୁଷ୍ଠିତ ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ଏକ ମ୍ୟାଚ୍ରେ ସିନିୟର ଖେଳାଳି ପାରୂପଲ୍ଲୀ କାଶ୍ୟପଙ୍କୁ ପରାସ୍ତ କରି ୨ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଲକ୍ଷ୍ୟଙ୍କ ସମେତ ଏଚ୍.ଏସ୍.…
ୟୁଥ୍ ଓ୍ବାଲର୍ଡ ରେକର୍ଡ ଭାଙ୍ଗିଲେ ଲାଲ୍ରିନୁଙ୍ଗା
ଆପିଆ, (ସାମୋଆ), ୧୨ା୭ (ପି.ଟି.)- ଚଳିତ ରାଜ୍ୟଗୋଷ୍ଠୀ ଚମ୍ପିୟନଶିପ୍ର ତୃତୀୟ ଦିବସରେ ୟୁଥ୍ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ଜେରେମି ଲାଲ୍ରିଙ୍ଗୁଆନା ଚମକପ୍ରଦ ପ୍ରଦର୍ଶନ କରିଛନ୍ତି। ସେ ତିନୋଟି ରେକର୍ଡ ଭଙ୍ଗ କରିଛନ୍ତି, କିନ୍ତୁ କ୍ଲିନ୍ ଆଣ୍ଡ୍ ଜର୍କ ଉତ୍ତୋଳନରେ ବିଫଳ…
ସେରେନା-ହାଲେପ୍ ଫାଇନାଲ
ଲଣ୍ଡନ, ୧୨ା୭ (ଏଏଫ୍ପି)-ଚଳିତବର୍ଷର ଓ୍ବିମ୍ବେଲଡନ ଓପନ୍ ଟେନିସ ମହିଳା ସିଙ୍ଗଲ୍ସ ଫାଇନାଲ ଆମେରିକାର ସେରେନା ଓ୍ବିଲିୟମ୍ସ ଏବଂ ରୋମାନିଆର ସିମୋନା ହାଲେପ୍ଙ୍କ ମଧ୍ୟରେ ଖେଳାଯିବ। ୨୪ତମ ଗ୍ରାଣ୍ଡସ୍ଲାମ ଟାଇଟଲ ରେକର୍ଡ ସମକକ୍ଷ ହେବା ଲକ୍ଷ୍ୟରେ ଥିବା ସେରେନା ଗୁରୁବାର ଖେଳାଯାଇଥିବା ଏକ…
Archives


