ଓ୍ବିମ୍ବେଲଡନ ଟେନିସ୍: ଫେଡରର- ଜୋକୋଭିଚ୍ ଟାଇଟଲ ମୁକାବିଲା
ଲଣ୍ଡନ,୧୪।୭(ଏଏଫପି)- ବର୍ଷର ତୃତୀୟ ଗ୍ରାଣ୍ଡସ୍ଳାମ ଟୁର୍ନାମେଣ୍ଟ ଓ୍ବିମ୍ବେଲଡନ ଟେନିସ ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସ ଫାଇନାଲ ମୁକାବିଲା ରବିବାର ଖେଳାଯିବ। ଟାଇଟଲ ପାଇଁ ଏହି ଫାଇନାଲ ମ୍ୟାଚ୍ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ସୁଇଜରଲାଣ୍ଡର ରୋଜର ଫେଡରର ଓ ସର୍ବିୟାର ନୋଭାକ ଜୋକୋଭିଚ୍ ପରସ୍ପରକୁ…
ଆଇସିସି ବିଶ୍ୱକପ୍ : ପ୍ରଥମ ଟାଇଟଲ ଲକ୍ଷ୍ୟରେ ଇଂଲଣ୍ଡ, ନ୍ୟୁଜିଲାଣ୍ଡ
ଲଣ୍ଡନ,୧୪ା୭(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍ର ଦ୍ୱାଦଶ ସଂସ୍କରଣ ଅନ୍ତିମ ସୋପାନରେ ପହଞ୍ଚିଛି। ରବିବାର ଐତିହାସିକ ଲଡର୍ସ ଷ୍ଟାଡିୟମରେ ବିଶ୍ୱକପ୍ର ଫାଇନାଲ ମ୍ୟାଚ୍ ଖେଳାଯିବ। ଫାଇନାଲରେ ପ୍ରବେଶ କରିଥିବା ଆୟୋଜକ ଇଂଲଣ୍ଡ ଓ ଗତଥରର ରନର୍ସଅପ୍ ନ୍ୟୁଜିଲଣ୍ଡ ଟାଇଟଲ ପାଇଁ…
ଟାଏକୋଣ୍ଡୋ ବ୍ୟାପାର ବୁଝିବା ଲାଗି ଆଡହକ୍ କମିଟି
ନୂଆଦିଲ୍ଲୀ, ୧୩ା୭ (ପି.ଟି.)-ଦେଶରେ ଟାଏକୋଣ୍ଡୋ ବ୍ୟାପାର ବୁଝାଶୁଝା କରିବା ଲାଗି ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ଏକ ଆଡହକ୍ କମିଟି ଗଠନ କରିଛି। ଏହା ୬ମାସ ମଧ୍ୟରେ ମହାସଂଘର ନିର୍ବାଚନ କରାଇବ। ଗତବର୍ଷ ଡିସେମ୍ବରରେ ଆଇଓଏର ଜେନେରାଲ ଆସେମ୍ବ୍ଲିରେ ଏ ସମ୍ପର୍କରେ…
ମହିଳା ଫୁଟ୍ବଲ ଦଳକୁ ୬ ସ୍ଥାନ ପଦୋନ୍ନତି
ନୂଆଦିଲ୍ଲୀ,୧୩ା୭ (ପି.ଟି.)-ଭାରତୀୟ ମହିଳା ଫୁଟ୍ବଲ ଦଳ ଗତ କିଛି ମାସ ହେଲା ପ୍ରଭାବୀ ପ୍ରଦର୍ଶନ କରିଆସିଛି। ଏଥିପାଇଁ ସଦ୍ୟ ପ୍ରକାଶିତ ଫିଫା ର଼୍ୟାଙ୍କିଙ୍ଗ ତାଲିକାରେ ଦଳ ୬ ସ୍ଥାନ ପଦୋନ୍ନତି ପାଇ ୫୭ ତମ ସ୍ଥାନରେ ରହିଛି। ଏସୀୟ ଦେଶଗୁଡ଼ିକ ମଧ୍ୟରେ…
କିରଣ ମୋରେ ଆମେରିକାର ଅନ୍ତରୀଣ କୋଚ୍
ଓ୍ବାଶିଂଟନ,୧୩।୭- ପୂର୍ବତନ ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ କିରଣ ମୋରେ ଆମେରିକା କ୍ରିକେଟ ଦଳର ଅନ୍ତରୀଣ କୋଚ୍ ଭାବେ ନିଯୁକ୍ତ ହୋଇଛନ୍ତି। ସେ ପୂର୍ବତନ କୋଚ୍ ପବୁଦୁ ଦାସାନାୟକେଙ୍କ ସ୍ଥାନ ନେବେ। ୪୯ ବର୍ଷୀୟ ଦାସାନାୟକେ ୟୁଏସ୍ଏ କ୍ରିକେଟ ସହ ମତଭେଦ ଯୋଗୁ…
ପ୍ରଦୀପ ସିଂଙ୍କୁ ସ୍ବର୍ଣ୍ଣ
ଆପିଆ(ସାମୋଆ),୧୩।୭- ପ୍ରଦୀପ ସିଂ ନୂଆ ରାଜ୍ୟଗୋଷ୍ଠୀ ରେକର୍ଡ ସୃଷ୍ଟି କରିଛନ୍ତି। ୧୦୯ କେଜି ଓଜନ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରଦୀପ କ୍ଲିନ୍ ଓ ଜର୍କ ଇଭେଣ୍ଟରେ ରେକର୍ଡ ଭାଙ୍ଗିଛନ୍ତି। ଏହି ଇଭେଣ୍ଟରେ ସେ ୨୦୨ କେଜି ଭାର ଉଠାଇଛନ୍ତି। ପୂର୍ବରୁ ସ୍ନାଚ୍…
ଡିଭିଲର୍ସଙ୍କୁ କୋହଲିଙ୍କ ସମର୍ଥନ
ନୂଆଦିଲ୍ଲୀ,୧୩।୭(ପି.ଟି.)- ଅବସର ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବାକୁ ଉଦ୍ୟମ କରିବା ସମ୍ପର୍କରେ ଦକ୍ଷିଣ ଆଫ୍ରିକୀୟ ପୂର୍ବତନ କ୍ରିକେଟର ଏ.ବି. ଡିଭିଲର୍ସ ସ୍ପଷ୍ଟକରିବା ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ସମର୍ଥନ ଜଣାଇଛନ୍ତି। ଚଳିତ ବିଶ୍ୱକପ୍ ମଝିରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି)…
ଭାରତୀୟ ଦଳରେ ଫାଟ
ମୁମ୍ବାଇ,୧୩।୭- ଚଳିତ ବିଶ୍ୱକପ୍ ସେମିଫାଇନାଲ ପରାଜୟ ପରେ ଭାରତୀୟ ଦଳରେ ଫାଟ ଦେଖାଦେଇଥିବା କିଛି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଭାରତୀୟ ଦଳର ସମସ୍ତ ସଦସ୍ୟ ୧୪ ତାରିଖରେ ମୁମ୍ବାଇରେ ପହଞ୍ଚିବେ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଥିଲା। ହେଲେ ଦଳର ଉପଅଧିନାୟକ ରୋହିତ…
ବିବାଦରେ ଆଇସିସି
ମୁମ୍ବାଇ,୧୩।୭-ଅନ୍ତର୍ଜାତୀୟ କ୍ରିକେଟର ପରିଚାଳନା ସଂସ୍ଥା ଆଇସିସି ଏକ ବଡ଼ ବିବାଦର ସମ୍ମୁଖୀନ ହୋଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଦୁବାଇର ଅଜୟ ସେଠୀଙ୍କ ଚ୍ୟାନେଲ ୨କୁ ଚଳିତ ବିଶ୍ୱକପ୍ର ରେଡିଓ ବିବରଣୀ ଅଧିକାର ପ୍ରଦାନ କରିଥିଲା। ଚେକ୍ ବାଉନ୍ସ ହେବା ଓ ଭାଷ୍ୟକାରଙ୍କୁ…
ଭାରତୀୟ ପ୍ରଶଂସକଙ୍କୁ ନିଶାମଙ୍କ ଅନୁରୋଧ
ଲର୍ଡସ,୧୩।୭- ସ୍ଥାନୀୟ ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ରବିବାର ନ୍ୟୁଜିଲାଣ୍ଡ ଓ ଆୟୋଜକ ଇଂଲଣ୍ଡ ମଧ୍ୟରେ ଚଳିତ ବିଶ୍ୱକପ୍ର ଫାଇନାଲ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ର ଟିକେଟ କିଣିଥିବା ଭାରତୀୟ ପ୍ରଶଂସକଙ୍କୁ ବିକିଦେବା ପାଇଁ ଅନୁରୋଧ କରିଛନ୍ତି ନ୍ୟୁଜିଲାଣ୍ଡ ଅଲରାଉଣ୍ଡର ଜିମ୍ମି ନିଶାମ।…
ଦଳୀୟ ନିଷ୍ପତ୍ତି ଥିଲା: ଶାସ୍ତ୍ରୀ
ଲର୍ଡସ,୧୩।୭- ଅଭିଜ୍ଞ ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ଚଳିତ ବିଶ୍ୱକପ୍ ସେମିଫାଇନାଲରେ ବ୍ୟାଟିଂ କ୍ରମର ୭ମ ସ୍ଥାନରେ ପଠାଇବାର କାରଣ ସ୍ପଷ୍ଟ କରିଛନ୍ତି ଭାରତୀୟ ଦଳର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ। ଧୋନୀଙ୍କୁ ନିମ୍ନକ୍ରମରେ କ୍ରିଜ୍କୁ ପଠାଇବାର ନିଷ୍ପତ୍ତି…
ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ: ପ୍ରସ୍ତୁତି ଅନୁଧ୍ୟାନ କଲେ କ୍ରୀଡ଼ାମନ୍ତ୍ରୀ
କଟକ ଅଫିସ,୧୩ା୭- ଆଉ ୪ ଦିନ ପରେ ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ କ୍ରୀଡ଼ା ଆରମ୍ଭ ହେବ । ଏ ନେଇ ଶୁକ୍ରବାର ଅପରାହ୍ନରେ ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ।…
Archives


