ବଳାତ୍କାର ଅଭିଯୋଗରେ Mumbai Indiansର ପୂର୍ବତନ ଖେଳାଳିଙ୍କୁ ବାନ୍ଧିଲା ପୋଲିସ: ନାଁ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ,୬।୫: ପୂର୍ବତନ ମୁମ୍ବାଇ ଇଣ୍ଡିଆନ୍ସ କ୍ରିକେଟର ଶିବାଲିକ ଶର୍ମାଙ୍କୁ ରାଜସ୍ଥାନର ଯୋଧପୁରର କୁଡି ଭଗତସୁନି ହାଉସିଂ ବୋର୍ଡ ପୋଲିସ ଗିରଫ କରିଛି। ଏହି ପୂର୍ବତନ IPL କ୍ରିକେଟରଙ୍କ ଉପରେ ତାଙ୍କର ଜଣେ ବନ୍ଧୁ ବଳାତ୍କାରର ଅଭିଯୋଗ ଆଣିଛନ୍ତି। ତାଙ୍କ ବିରୋଧରେ ଏହି…
୧୮ ବର୍ଷର IPL ଇତିହାସରେ ପ୍ରଥମଥର ଘଟିଲା ଏମିତି; ଇତିହାସ ରଚିଲେ ପ୍ୟାଟ୍ କମିନ୍ସ
ନୂଆଦିଲ୍ଲୀ,୬।୫: ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ପ୍ୟାଟ କମିନ୍ସ ଆଇପିଏଲ ଟୁର୍ନାମେଣ୍ଟରେ ଚମତ୍କାର ରେକର୍ଡ କରିଛନ୍ତି। ଏମିତି ରେକର୍ଡ ୧୮ ବର୍ଷ ମଧ୍ୟରେ କୌଣସି ଅଧିନାୟକ କରିପାରି ନାହାଁନ୍ତି। କମିନ୍ସଙ୍କ ଅଧିନାୟକତ୍ୱରେ, ସନରାଇଜର୍ସ ହାଇଦ୍ରାବାଦ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଦୃଢ଼ ବୋଲିଂ…
ଇଂଲଣ୍ଡ ଟୁରରେ ଯିବ ଭାରତ ଏ’ ଦଳ
ନୂଆଦିଲ୍ଲୀ,୫ା୫: ଆସନ୍ତା ୨୫ ତାରିଖରେ ଭାରତ ଏ’ ଦଳ ଇଂଲଣ୍ଡ ଟୁର କରିବାର ବିଶେଷ ସମ୍ଭାବନା ରହିଛି। ଏପର୍ଯ୍ୟନ୍ତ ଦଳ ଘୋଷଣା ହୋଇ ନ ଥିବା ବେଳେ ଅଜିତ ଅଗରକରଙ୍କ ନେତୃତ୍ୱାଧୀନ ଚୟନ କମିଟି ଚିହ୍ନଟ କରିଥିବା ଖେଳାଳିଙ୍କ ଲାଗି ଭାରତୀୟ…
ଋଷଭ ପନ୍ତଙ୍କ ହାତରୁ ଗଲା ଅଧିନାୟକ ପଦ
ନୂଆଦିଲ୍ଲୀ,୫।୫: ଆଇପିଏଲ ୨୦୨୫ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଆସୁଛନ୍ତି ଋଷଭ ପନ୍ତ। ଏହି ଖେଳାଳି ଭଲ ରନ୍ ସ୍କୋର କରିପାରୁ ନ ଥିବା ବେଳେ ଦଳ ଲକ୍ଷ୍ନୌ ସୁପରଜିଆଣ୍ଟସ ମଧ୍ୟ ଭଲ ପ୍ରଦର୍ଶନ କରୁନାହିଁ। ଏବେ ଖବର ଆସିଛି ଯେ ଋଷଭ ପନ୍ତ…
ରୁଡ୍ଙ୍କୁ ପ୍ରଥମ ମାଷ୍ଟର୍ସ ଟାଇଟଲ
ମାଡ୍ରିଡ୍, ୫ା୫: କାସ୍ପର ରୁଡ୍ ମାଡ୍ରିଡ୍ ଓପନ ଫାଇନାଲ ଜିତିଛନ୍ତି। ସେ ଜ୍ୟାକ୍ ଡ୍ରାପରଙ୍କୁ ୭-୫, ୩-୬, ୬-୪ ସେଟ୍ରେ ହରାଇ ଦେଇଛନ୍ତି। ଏଥିସହିତ ସେ ନରଓ୍ବେର ପ୍ରଥମ ଖେଳାଳି ହିସାବରେ ମାଷ୍ଟର୍ସ ୧,୦୦୦ ଟାଇଟଲ ହାସଲ କରିଛନ୍ତି। ୧୫ତମ ର଼୍ୟାଙ୍କିଙ୍ଗପ୍ରାପ୍ତ…
‘କୋଟିଏ ନ ଦେଲେ ତୁମକୁ ଜୀବନରୁ ମାରିଦେବୁ’…ମହମ୍ମଦ ଶାମିଙ୍କୁ ମିଳିଲା ହତ୍ୟା ଧମକ
ନୂଆଦିଲ୍ଲୀ,୫।୫: ଉତ୍ତର ପ୍ରଦେଶର ଆମରୋହା ନିବାସୀ ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ମିଳିଛି ହତ୍ୟା ଧମକ। ଇମେଲ ମାଧ୍ୟମରେ ତାଙ୍କୁ ଏହି ଧମକ ମିଳିଛି। ଏନେଇ ଶାମିଙ୍କ ଭାଇ ହସିବ ଆମରୋହା ପୋଲିସ ନିକଟରେ ପହଞ୍ଚିଥିଲେ। ଆମରୋହା…
ସାରାଙ୍କୁ ମିଳିଗଲା ନୂଆ ବୟଫ୍ରେଣ୍ଡ୍: ଏହି ଅଭିନେତାଙ୍କ ପ୍ରେମରେ ଉବୁଟୁବୁ
ମହାନ ଭାରତୀୟ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ପ୍ରାୟତଃ ଚର୍ଚ୍ଚାରେ ଥାଆନ୍ତି। କେତେବେଳେ ସୋସିଆଲ ମିଡିଆରେ ତାଙ୍କ ବୋଲ୍ଡ ଅନ୍ଦାଜ୍ ପାଇଁ ତ କେତେବେଳେ ତାଙ୍କ ଡେଟିଂ ଖବର ପାଇଁ। ଏବେ ସାରାଙ୍କୁ ଏକ ନୂଆ ବୟଫ୍ରେଣ୍ଡ୍ ମିଳିଯାଇଛି ।…
୩୫ ବଲ୍ରେ ଶତକ ହାସଲ କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କହିଦେଲେ ମୋଦି
ନୂଆଦିଲ୍ଲୀ,୫।୫: ଆଇପିଏଲରେ ୩୫ ବଲ୍ରେ ଶତକ ହାସଲ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ତାଙ୍କ ବ୍ୟାଟିଂରେ ସମସ୍ତେ ପ୍ରଭାବିତ। ଏବେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ତାଙ୍କର ବହୁତ ପ୍ରଶଂସା କରିଛନ୍ତି। ପାଟଲିପୁତ୍ର ଷ୍ଟାଡିୟମରେ ଆୟୋଜିତ ଖେଲୋ…
ପୁଣି PSL ଛାଡ଼ି IPLରେ ଯୋଗଦେଲେ ଖେଳାଳି; ବାବର ଆଜାମ ଟିମକୁ ଲାଗିଲା ବଡ଼ ଝଟକା
ନୂଆଦିଲ୍ଲୀ,୪ା୫: ଆଇପିଏଲ ୨୦୨୫ ପାଇଁ ପଞ୍ଜାବ କିଙ୍ଗ୍ସ ଦଳକୁ ବଡ଼ ଝଟକା ଲାଗିଛି। ଅଷ୍ଟ୍ରେଲିଆର ଷ୍ଟାର ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ୍ ଆହତ କାରଣରୁ ଟୁର୍ନାମେଣ୍ଟରୁ ବାଦ ପଡ଼ିଛନ୍ତି। ତେବେ ଏହି ସ୍ଥାନ ପୂରଣ କରିବା ପାଇଁ ପଞ୍ଜାବ କିଙ୍ଗ୍ସ ନେଇଛି ଏକ…
ଗୋଆ ଦ୍ୱିତୀୟ ଥର ଚାମ୍ପିୟନ
ଭୁବନେଶ୍ୱର,୪ା୫(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ କଳିଙ୍ଗ ସୁପର କପ୍ ଫୁଟ୍ବଲ ଟୁର୍ନାମେଣ୍ଟ ଉଦ୍ଯାପିତ ହୋଇଯାଇଛି। ବୋର୍ଜା ହେରେରା ଗୋଞ୍ଜାଲେଜଙ୍କ ଡବଲ ଗୋଲ ବଳରେ ଏଫ୍ସି ଗୋଆ ୩-୦ ଗୋଲରେ ଜାମଶେଦପୁର ଏଫ୍ସିକୁ ହରାଇ ଚାମ୍ପିୟନ ହୋଇଛି। ପୂର୍ବରୁ ୨୦୧୯ରେ ଚାମ୍ପିୟନ ହୋଇଥିବା…
ବିନୋଦ କାମ୍ବଲି-ପୃଥ୍ବୀ ଶ’ଙ୍କ ଭଳି ନ ହୋଇ ଯାଆନ୍ତୁ ବୈଭବ ସୂର୍ଯ୍ୟବଂଶୀ, BCCIକୁ ଚେତାଇଲେ…
ନୂଆଦିଲ୍ଲୀ,୩।୫: ବିହାରର ଯୁବ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୪ ବର୍ଷ ବୟସରେ ନିଜର ବ୍ୟାଟିଂ ଯୋଗୁ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। ସେ ସମ୍ପ୍ରତି ଆଇପିଏଲ୍ରେ ଶତକ ହାସଲ କରିବାରେ ଦ୍ରୁତତମ ଭାରତୀୟ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ବୈଭବଙ୍କ ପ୍ରତିଭା ଦେଖିବା…
ହେମରାଜ ୪, ଅଞ୍ଜଳୀ ୬ ବର୍ଷ ବାସନ୍ଦ
ନୂଆଦିଲ୍ଲୀ, ୩ା୫: ଲଙ୍ଗ ଡିଷ୍ଟାନ୍ସ ରନର ହେମ୍ରାଜ ଗୁର୍ଜାର ଓ ଅଞ୍ଜଳୀ କୁମାରୀ ନ୍ୟାଶନାଲ ଆଣ୍ଟି ଡୋପିଙ୍ଗ ଏଜେନ୍ସି (ନାଡା)ର ଡିସିପ୍ଲିନାରି ପ୍ୟାନେଲ ଦ୍ୱାରା ଯଥାକ୍ରମେ ୪ ଓ ୬ ବର୍ଷ ବାସନ୍ଦ ହୋଇଛନ୍ତି। ଉଭୟେ ଗତବର୍ଷ ଅନୁଷ୍ଠିତ ଡୋପ୍ ଟେଷ୍ଟରେ…
Archives


