Drone Attack: ଭାରତର ଜୋରଦାର ଆକ୍ରମଣ, PSL ମ୍ୟାଚ୍ ପୂର୍ବରୁ ରାୱଲପିଣ୍ଡି କ୍ରିକେଟ୍ ଷ୍ଟାଡିୟମ କ୍ଷତିଗ୍ରସ୍ତ
ନୂଆଦିଲ୍ଲୀ,୮।୫: ସୋସିଆଲ ମିଡିଆରେ ଭାଇରାଲ ରିପୋର୍ଟ ଅନୁଯାୟୀ, ଗୁରୁବାର ରାୱାଲପିଣ୍ଡି କ୍ରିକେଟ ଷ୍ଟାଡିୟମ ନିକଟରେ ଏକ ଡ୍ରୋନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣା ପେଶାୱାର ଜାଲମି ଏବଂ କରାଚୀ କିଙ୍ଗସ ମଧ୍ୟରେ ନିର୍ଦ୍ଧାରିତ ପାକିସ୍ତାନ ସୁପର ଲିଗ (ପିଏସଏଲ) ମ୍ୟାଚ ଆରମ୍ଭ…
ବିରାଟଙ୍କୁ ଇଗନୋର କଲେ ଅନୁଷ୍କା! ୟୁଜର୍ସ କହିଲେ ଅବନୀତ କାଣ୍ଡ ପରେ ରାଗିଛନ୍ତି…
ନୂଆଦିଲ୍ଲୀ,୮।୫: ବିରାଟ କୋହଲି ଏବେ ଖବରରେ ଅଛନ୍ତି। ପ୍ରକୃତରେ, ବିରାଟ କୋହଲି ଇନଷ୍ଟାଗ୍ରାମରେ ଅବନୀତ କୌରଙ୍କ ଏକ ଫଟୋକୁ ଲାଇକ କରିଥିଲେ। ଏହା ପରେ ବିରାଟ ପୋଷ୍ଟ କରି ସ୍ପଷ୍ଟୀକରଣ ଦେଇଥିଲେ। ଏହି ଘଟଣା ପରେ, ବିରାଟ କୋହଲି ଏବଂ ଅନୁଷ୍କା…
‘ଲାଇଟଠାରୁ ବି ଅଧିକ ସ୍ପିଡରେ ମୁଭ ଅନ କଲେ ଚହଲ’, ଆରଜେ ମହଭାଶଙ୍କ ପାଇଁ କଲେ ଏମିତି ପୋଷ୍ଟ ୟୁଜର୍ସ କହିଲେ…
ନୂଆଦିଲ୍ଲୀ,୮।୫: ନୃତ୍ୟଶିଳ୍ପୀ ତଥା ଅଭିନେତ୍ରୀ ଧନଶ୍ରୀଙ୍କ ସହ ଛାଡପତ୍ର ପରେ କ୍ରିକେଟର ୟୁଜବେନ୍ଦ୍ର ଚହଲଙ୍କ ଆଫେୟାରର ଖବର ତୀବ୍ର ହୋଇଛି। ଚହଲଙ୍କୁ ପ୍ରାୟତଃ ଆରଜେ ମହଭାଶଙ୍କ ସହ ଦେଖିବାକୁ ମିଳିଥାଏ । ଉଭୟ ପରସ୍ପରକୁ ଡେଟ କରୁଥିବାର ରିପୋର୍ଟ ମଧ୍ୟ ରହିଛି।…
ପାକିସ୍ତାନର ଷ୍ଟାର କ୍ରିକେଟରଙ୍କ ଘର ଉପରେ ଭାରତ କଲା ଏୟାର ଷ୍ଟ୍ରାଇକ୍! ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ, ୮।୫: ଭାରତୀୟ ସେନା ଓ ବାୟୁସେନା ମଙ୍ଗଳବାର ରାତିରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ଥିବା ୯ଟି ଆତଙ୍କବାଦୀ ଶିବିର ଉପରେ ବିମାନ ଆକ୍ରମଣ କରି ସେଗୁଡିକୁ ଧ୍ୱଂସ କରିଛି। ଏହି ଅଭିଯାନର ନାମ ଦିଆଯାଇଛି ‘ଅପରେସନ…
ଅପରେଶନ ସିନ୍ଦୂର ପରେ ଏମିତି କ’ଣ ଲେଖିଦେଲେ ଶିଖର ଧାଓ୍ବନ, ଲୋକେ କହୁଛନ୍ତି ଆଫ୍ରିଦିଙ୍କୁ ଲାଗିବ ଝଟକା
ନୂଆଦିଲ୍ଲୀ,୮।୫: ଯେତେବେଳେ ୨୨ ଏପ୍ରିଲରେ ପହଲଗାମରେ ଏକ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ଏବଂ ୨୬ ଜଣ ନିର୍ଦ୍ଦୋଷ ଲୋକଙ୍କ ଜୀବନ ଯାଇଥିଲା, ସେତେବେଳେ ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦି ଭାରତୀୟ ସେନା ଉପରେ ପ୍ରଶ୍ନ ଉଠାଇଥିଲେ। ସେ ଗୋଟିଏ ପରେ ଗୋଟିଏ…
ରୋହିତ ଶର୍ମାଙ୍କ ଇସ୍ତଫା ପରେ ଭାରତୀୟ ଟେଷ୍ଟ ଅଧିନାୟକ ଦୋୖଡରେ ଶୁଭମନ ଗିଲ ଆଗରେ
ମୁମ୍ବାଇ, ୭।୫: ରୋହିତ ଶର୍ମାଙ୍କ ଟେଷ୍ଟ ଅଧିନାୟକତ୍ୱରୁ ଇସ୍ତଫା ଘୋଷଣା ପରେ ଭାରତୀୟ କ୍ରିକେଟରେ ନୂଆ ନେତୃତ୍ୱ ଚୟନ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଦୌଡ଼ରେ ଯୁବ ବ୍ୟାଟସମ୍ୟାନ ଶୁଭମନ ଗିଲ ଅନ୍ୟତମ ପ୍ରମୁଖ ଦାବିଦାର ଭାବେ ଆଗରେ ରହିଛନ୍ତି।…
ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କଲେ ରୋହିତ ଶର୍ମା
ମୁମ୍ବାଇ, ୭।୫: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୨୦୨୪-୨୫ ବର୍ଡର-ଗାଭାସ୍କର ଟ୍ରଫି ପରେ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି, ଯେଉଁଠାରେ ତାଙ୍କର ପ୍ରଦର୍ଶନ ନିରାଶାଜନକ ଥିଲା। ତିନୋଟି ଟେଷ୍ଟରେ ମାତ୍ର ୩୧…
ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ IPL ଚାଲିବ ନା ବନ୍ଦ ହୋଇଯିବ ?
ନୂଆଦିଲ୍ଲୀ, ୭।୫: ଭାରତ ଓ ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ନିର୍ଦ୍ଧାରିତ ସୂଚୀ ଅନୁସାରେ ଜାରି ରହିବ। ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ଜଣେ ଶୀର୍ଷ ସୂତ୍ର କହିଛନ୍ତି ଯେ ବର୍ତ୍ତମାନ…
ରାତାରାତି ବଦଳିଗଲା ଭାଗ୍ୟ: ପୁଣି ଜଣେ ଓଡ଼ିଆ ଜିତିଲେ ୩ କୋଟି ଟଙ୍କା, ମହିନ୍ଦ୍ରା ଥାର
ପୁରୀ, ୭।୫: ପୁରୀ ଜିଲାର କୃଷ୍ଣପ୍ରସାଦ ବ୍ଲକର ସିଆରା ଗାଁର ସୁକାନ୍ତ ପ୍ରଧାନ ଅନଲାଇନ ଗେମ ଖେଳି କୋଟିପତି ହୋଇଛନ୍ତି। ସେ ମହିନ୍ଦ୍ରା ଥାର କାର ପୁରସ୍କାର ସହିତ ତିନି କୋଟି ଟଙ୍କା ପାଇଛନ୍ତି। ବର୍ତ୍ତମାନ, ତାଙ୍କୁ ବନ୍ଧୁ ଏବଂ ସହକର୍ମୀଙ୍କଠାରୁ…
IPL 2025: ଅପରେଶନ ସିନ୍ଦୁର ପରେ ଧର୍ମଶାଳାରୁ ମୁମ୍ବାଇକୁ ସ୍ଥାନାନ୍ତରଣ ହେଲା ଆଇପିଏଲ ମ୍ୟାଚ୍
ମୁମ୍ବାଇ, ୭।୫: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ (ଆଇପିଏଲ ୨୦୨୫)ର ପଞ୍ଜାବ କିଙ୍ଗସ (ପିବିକେଏସ) ବନାମ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ମ୍ୟାଚ ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମ, ଧର୍ମଶାଳାରୁ ସ୍ଥାନାନ୍ତର ହେବାର ସମ୍ଭାବନା ରହିଛି। ଭାରତ ଓ ପାକିସ୍ତାନ ମଧ୍ୟରେ…
ଅଧିନାୟକ ପଦ ଛାଡ଼ିବା ଉପରେ ମୁହଁ ଖୋଲିଲେ ବିରାଟ
ବେଙ୍ଗାଲୁରୁ,୬ା୫: ଆଥଲେଟ୍ଙ୍କ ଜୀବନରେ ଏମିତି ସମୟ ଆସେ, ଯେତେବେଳେ ସମର୍ଥକଙ୍କ ଆଶା ଆହୁରି ଭଲ ପ୍ରଦର୍ଶନ କରିବାକୁ ମୋଟିଭେଶନ ଯୋଗାଇବା ବଦଳରେ ଏକ ବୋଝ ପାଲଟିଯାଏ। ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ କ୍ୟାରିୟରରେ ୨୦୧୬ରୁ ୨୦୧୯ ମଧ୍ୟରେ ସେଭଳି…
ଫ୍ରେଞ୍ଚ ଓପନ ଲାଗି ଇଭା ଜୋଭିକ, ଏମିଲିଓ ନାଭାଙ୍କୁ ମିଳିଲା ଓ୍ବାଇଲ୍ଡ କାର୍ଡ
ଫ୍ଲାରିଡା,୬ା୫: ୧୭ ବର୍ଷୀୟା ଇଭା ଜୋଭିକ ଓ ୨୩ ବର୍ଷୀୟ ଏମିଲିଓ ନାଭା ଫ୍ରେଞ୍ଚ ଓପନ ଓ୍ବାଇଲ୍ଡ କାର୍ଡ ହାସଲ କରିଛନ୍ତି। ଗତ ୫ ସପ୍ତାହ ଧରି ହୋଇଥିବା ଟୁର୍ନାମେଣ୍ଟରେ ସର୍ବାଧିକ ପଏଣ୍ଟ ହାସଲ କରିଥିବାରୁ ଦୁହିଁଙ୍କୁ ୟୁଏସ୍ ଟେନିସ ଆସୋସିଏଶନ…
Archives


