ଶ୍ରେଷ୍ଠ-୫୦ ପ୍ରଭାବଶାଳୀ ଭାରତୀୟ ତାଲିକାରେ ଦୂତୀ: କୋହଲି ସପ୍ତମ, ଅମିତାଭ ନବମ, ଦୂତୀ ୪୭ତମ ସ୍ଥାନରେ
ନୂଆଦିଲ୍ଲୀ,୨୮।୭(ପି.ଟି.)- ଦେଶର ଦ୍ରୁତତମ ଧାବିକା ତଥା ଓଡ଼ିଆ ମହିଳା ଆଥଲେଟ୍ ଦୂତୀ ଚାନ୍ଦ ଆଉ ଏକ ସମ୍ମାନର ଅଧିକାରୀ ହୋଇଛନ୍ତି। ସ୍ପ୍ରିଣ୍ଟ କୁଇନ୍ ଦୂତୀ ଦେଶର ଶ୍ରେଷ୍ଠ ଶକ୍ତିଶାଳୀ ତଥା ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ନେଇ ପ୍ରକାଶିତ ହୋଇଥିବା ତାଲିକାରେ ସ୍ଥାନ...
ଶ୍ରେଷ୍ଠ-୫୦ ପ୍ରଭାବଶାଳୀ ଭାରତୀୟ ତାଲିକାରେ ଦୂତୀ
ନୂଆଦିଲ୍ଲୀ,୨୮।୭(ପି.ଟି.): ଦେଶର ଦ୍ରୁତତମ ଧାବିକା ତଥା ଓଡ଼ିଆ ମହିଳା ଆଥଲେଟ୍ ଦୂତୀ ଚାନ୍ଦ ଆଉ ଏକ ସମ୍ମାନର ଅଧିକାରୀ ହୋଇଛନ୍ତି। ସ୍ପ୍ରିଣ୍ଟ କୁଇନ୍ ଦୂତୀ ଦେଶର ଶ୍ରେଷ୍ଠ ଶକ୍ତିଶାଳୀ ତଥା ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ନେଇ ପ୍ରକାଶିତ ହୋଇଥିବା ତାଲିକାରେ ସ୍ଥାନ...
ରିୟଲ ମାଡ୍ରିଡକୁ ହରାଇଲା ଆଟଲେଟିକୋ
ନ୍ୟୁୟର୍କ,୨୭ା୭(ଏଏଫ୍ପି)- ସ୍ଥାନୀୟ ମେଟ୍ଲାଇଫ୍ ଷ୍ଟାଡିୟମରେ ଏକ ପ୍ରାକ୍ ସିଜନ ବନ୍ଧୁତ୍ୱପୂର୍ଣ୍ଣ ଫୁଟ୍ବଲ ମ୍ୟାଚରେ ଡିଏଗୋ କୋଷ୍ଟାଙ୍କ ୪ ଗୋଲ ସହାୟତାରେ ଆଟ୍ଲେଟିକୋ ମାଡ୍ରିଡ୍ ଏହାର ଲା ଲିଗା ପ୍ରତିଦ୍ୱନ୍ଦ୍ୱୀ ରିୟଲ ମାଡ୍ରିଡକୁ ୭-୩ ଗୋଲରେ ପରାସ୍ତ କରିଛି। ଖେଳର ୬୩ତମ...
ଜାତୀୟ ମହିଳା ଚେସ୍ ଚାମ୍ପିୟନଶିପ୍ : ଟାଇଟଲ ବଜାୟ ରଖିଲେ ଭକ୍ତି କୁଲକର୍ନୀ
କାରାଇକୁଡି, ୨୭ା୭ (ପି.ଟି.)- ଗତଥରର ଚମ୍ପିୟନ ତଥା ଏୟାର ଇଣ୍ଡିଆର ଭକ୍ତି କୁଲକର୍ନୀ ଏଠାରେ ଚାଲିଥିବା ୪୬ତମ ଜାତୀୟ ମହିଳା ଚେସ୍ ଚାମ୍ପିୟନଶିପ୍ରେ ତାଙ୍କ ଟାଇଟଲ ବଜାୟ ରଖିଛନ୍ତି। ପ୍ରତିଯୋଗିତାରେ ପ୍ରଭାବୀ ପ୍ରଦର୍ଶନ କରିବା ସହ ୧୧ରାଉଣ୍ଡ ଖେଳରୁ ୧୦...
ଟାଟାସ୍ପଞ୍ଜ ପଞ୍ଚସଖା ଫୁଟବଲ ଟୁର୍ନାମେଣ୍ଟ : ଦେଓଝର ଗ୍ରାମ ପଞ୍ଚାୟତ ଚାମ୍ପିୟନ
ଯୋଡ଼ା,୨୭।୭(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡାବ୍ଲକ ବିଲେଇପଦାସ୍ଥିତ ଟାଟାସ୍ପଞ୍ଜ ଆଇରନ ଲିମିଟେଡର ଟାଟାସ୍ପଞ୍ଜ ପଞ୍ଚସଖା ପକ୍ଷରୁ ଏକ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ପରି ଚଳିତ ବର୍ଷ ଜୁଲାଇ ୧୯ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଏହି ମ୍ୟାଚ ଆୟୋଜିତ ହୋଇଥିଲା।...
ବିଶ୍ୱ ସନ୍ତରଣ ଚାମ୍ପିୟନଶିପ୍ରେ ଅଘଟଣ, ୨ ମୃତ
ଗ୍ବାଙ୍ଗଜୁ(ଦକ୍ଷିଣ କୋରିଆ),୨୭।୭(ଏଏଫ୍ପି)- ଏଠାରେ ଚାଲିଥିବା ବିଶ୍ୱ ସନ୍ତରଣ ଚାମ୍ପିୟନଶିପ୍ରେ ଘଟିଛି ଅଘଟଣ। ଏକ ନାଇଟ୍ କ୍ଲବ୍ର ବାଲ୍କୋନି ଭାଙ୍ଗିପଡ଼ିବାରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୬ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ଚାମ୍ପିୟନଶିପ୍ରେ ଅଂଶଗ୍ରହଣ କରିଥିବା ଆଥ୍ଲେଟ୍ ମଧ୍ୟ ଅଛନ୍ତି।...
ଇଂଲଣ୍ଡ ଆସେସ୍ ଦଳରେ ଆର୍ଚର
ଲଣ୍ଡନ,୨୭।୭- ଆସନ୍ତା ସପ୍ତାହରେ ଏଜବାଷ୍ଟନ୍ଠାରେ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଆସେସ୍ ସିରିଜ୍ର ପ୍ରଥମ ମ୍ୟାଚ୍ ଲାଗି ଶନିବାର ଇଂଲଣ୍ଡ ଦଳ ଘୋଷଣା ହୋଇଛି। ଏହି ଦଳରେ ସ୍ଥାନ ପାଇଛନ୍ତି ପେସର ଜୋଫ୍ରା ଆର୍ଚର। ସେ ଦଳ ପାଇଁ ବିଶ୍ୱକପ୍...
ବିଜୟ ଦ୍ୱାରରେ ଭାରତ ଏ’
ନର୍ଥ ସାଉଣ୍ଡ(ଆଣ୍ଟିଗୁଆ),୨୭।୭(ପି.ଟି.)- ବାମହାତୀ ସ୍ପିନର ଶାହାବାଜ ନଦିମ ଦ୍ୱିତୀୟ ଥର ୫ ଉଇକେଟ ହାତେଇବା ଯୋଗୁ ଓ୍ବେଷ୍ଟଇଣ୍ଡିଜ ଏ’ ବିପକ୍ଷ ଅନ୍ଅଫିସିଆଲ ଟେଷ୍ଟ ମ୍ୟାଚ୍ରେ ଭାରତ ଏ’ ଦଳ ବିଜୟ ଦ୍ୱାରଦେଶରେ ରହିଛି। ପ୍ରଥମ ଇନିଂସରେ ଓ୍ବେଷ୍ଟଇଣ୍ଡିଜ ୨୨୮ ରନ୍...
ଧୋନୀଙ୍କୁ ଗମ୍ଭୀରଙ୍କ ପ୍ରଶଂସା
ନୂଆଦିଲ୍ଲୀ,୨୭।୭- ପୂର୍ବତନ ଭାରତୀୟ ଓପନର ଗୌତମ ଗମ୍ଭୀର ଭେଟେରାନ ଉଇକେଟ କିପର ମହେନ୍ଦ୍ର ସିଂ ଧୋନୀଙ୍କ ଭାରତୀୟ ଆର୍ମିରେ କାର୍ଯ୍ୟ କରିବାକୁ ପ୍ରଶଂସା କରିଛନ୍ତି। ଗମ୍ଭୀରଙ୍କ ଅନୁଯାୟୀ, ଧୋନୀଙ୍କ ନିଷ୍ପତ୍ତି ଦେଶର ବହୁ ଯୁବକଙ୍କୁ ଆର୍ମିରେ ଯୋଗଦେବାକୁ ଅନୁପ୍ରାଣିତ କରିବ।...
ସାମିଙ୍କ ୟୁଏସ୍ଏ ଭିଜା ରଦ୍ଦ, ବିସିସିଆଇର ହସ୍ତକ୍ଷେପ
ଟୋକିଓ,୨୭।୭(ପି.ଟି.)- ଖରାପ ପୋଲିସ ରେକର୍ଡ ଯୋଗୁ ଭାରତୀୟ ପେସର ମହମ୍ମଦ ସାମିଙ୍କ ଆମେରିକା ଭିଜାକୁ ପ୍ରାଥମିକ ଭାବେ ରଦ୍ଦ କରାଯାଇଥିଲା। ଫଳରେ ସାମି ଭାରତୀୟ ଦଳ ସହ ଆମେରିକା ଗସ୍ତ ନ କରି ପାରନ୍ତି ବୋଲି ସମ୍ଭାବନା ସୃଷ୍ଟି ହୋଇଥିଲା।...
ଜାପାନ ଓପନ: ଶେଷ ହେଲା ଭାରତର ଅଭିଯାନ
ଟୋକିଓ,୨୭।୭(ପି.ଟି.)- ଚଳିତ ଜାପାନ ଓପନ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟରେ ଭାରତର ଅଭିଯାନ ଶେଷ ହୋଇଯାଇଛି। ସାଢ଼େ ୭ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ବିଶିଷ୍ଟ ଇଭେଣ୍ଟର ସେମିଫାଇନାଲରେ ବି. ସାଇ ପ୍ରଣୀଥ ବିଶ୍ୱର ନଂ ୧ ର଼୍ୟାଙ୍କ୍ କେଣ୍ଟୋ ମୋମୋଟାଙ୍କଠାରୁ ହାରିଯାଇଛନ୍ତି।...
ବିରାଟ-ରୋହିତ ବିବାଦକୁ ସିଓଏ ମୁଖ୍ୟଙ୍କ ଅସ୍ବୀକାର
ନୂଆଦିଲ୍ଲୀ,୨୭ା୭(ପି.ଟି.) ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଓ ଡେପୁଟି ରୋହିତ ଶର୍ମାଙ୍କ ମଧ୍ୟରେ ବିବାଦ ରହିଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ତେବେ ଏହି ଘଟଣାକୁ ପ୍ରଶାସକ କମିଟି(ସିଓଏ) ଅଧ୍ୟକ୍ଷ ବିନୋଦ ରୟ ଶୁକ୍ରବାର ଖଣ୍ଡନ କରିଛନ୍ତି।...
Archives


