ବିଶ୍ୱ ମହିଳା ବକ୍ସିଂ: କ୍ୱାର୍ଟରରେ ମେରୀକମ୍
ଉଲାନ-ଉଡେ(ରୁଷିଆ),୮।୧୦(ପି.ଟି.): ଛ’ ଥର ବିଶ୍ୱ ଚାମ୍ପିୟନ ମହିଳା ବକ୍ସର ଏମ୍.ସି. ମେରୀକମ୍ ଏଠାରେ ଚାଲିଥିବା ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନଶିପ୍ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ଅନୁଷ୍ଠିତ ପ୍ରି-କ୍ୱାର୍ଟର ଫାଇନାଲର କଡ଼ା ସଂଘର୍ଷପୂର୍ଣ୍ଣ ଫାଇନାଲରେ ଥାଇଲାଣ୍ଡର ଜୁଟାମସ ଜିଟପଙ୍ଗଙ୍କୁ ୫-୦…
ଟି୨୦ରେ ସର୍ବାଧିକ ଥର ୦ କରିବାର ରେକର୍ଡ
ଅନ୍ତର୍ଜାତୀୟ କ୍ରିକେଟର ସବୁଠୁ ଲୋକପ୍ରିୟ ଫର୍ମାଟ ଟି୨୦ରେ କିଛି ଅଲୋଡ଼ା ରେକର୍ଡ ରହିଛି। ସେଗୁଡ଼ିକ ମଧ୍ୟରୁ ସବୁଠୁ ଅଧିକ ଥର ଶୂନ୍ୟ(୦)ରେ ଆଉଟ୍ ହେବାର ରେକର୍ଡ ପାକିସ୍ତାନ ବ୍ୟାଟ୍ସମ୍ୟାନ ଉମର ଆକମଲ ଓ ଶ୍ରୀଲଙ୍କା ପୂର୍ବତନ ବ୍ୟାଟ୍ସମ୍ୟାନ ତିଲକରତ୍ନେ ଦିଲଶାନଙ୍କ ନାମରେ…
ହାର୍ଦ୍ଦିକଙ୍କୁ ସମାଲୋଚନା
ନୂଆଦିଲ୍ଲୀ,୮।୧୦: ପୂର୍ବତନ ପେସର ଜାହିର ଖାନ ସୋମବାର ୪୧ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ତାଙ୍କୁ ସାଥୀ ଖେଳାଳି ଓ ବର୍ତ୍ତମାନ ଖେଳାଳିମାନେ ଶୁଭେଚ୍ଛା ଦେଇଥିଲେ। ଶୁଭେଚ୍ଛୁଙ୍କ ତାଲିକାରେ ରହିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ସେ ଏକ ଭିଡିଓ ପୋଷ୍ଟ କରିଥିଲେ,…
ଡେନମାର୍କ ଭିଜା ଲାଗି ସହାୟତା ଲୋଡ଼ିଲେ ସାଇନା
ହାଇଦ୍ରାବାଦ, ୮।୧୦: ଭାରତୀୟ ଷ୍ଟାର ଶଟଲର ସାଇନା ନେହ୍ବାଲ ଓ କିଡାମ୍ବି ଶ୍ରୀକାନ୍ତ ଆସନ୍ତା ସପ୍ତାହରେ ହେବାକୁ ଥିବା ଡେନମାର୍କ ଓପନରେ ଅଂଶଗ୍ରହଣ କରି ନ ପାରନ୍ତି। ସେମାନଙ୍କୁ ଏ ପର୍ଯ୍ୟନ୍ତି ଭିଜା ମିଳିନାହିଁ। ଅଲିମ୍ପିକ୍ ଯୋଗ୍ୟତା ପ୍ରଦାନ କରାଯାଉଥିବା ବର୍ଷରେ…
କୋହଲିଙ୍କ ମ୍ୟାଥ୍ ଘର ଶୂନ
ଅନ୍ତର୍ଜାତୀୟ କ୍ରିକେଟରେ ଶତକ ପରେ ଶତକ ଲଗାଇ ଚାଲିଥିବା ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସମ୍ପର୍କରେ ଏମିତି ଏକ ରୋଚକ କଥା ରହିଛି, ତାହା ତାଙ୍କ ପ୍ରଶଂସକଙ୍କୁ ଜଣା ନ ଥିବ। ଦିଲ୍ଲୀ ସ୍କୁଲରେ ପଢ଼ୁଥିବାବେଳେ କୋହଲି ମ୍ୟାଥ୍ (ଗଣିତ)ରେ…
ରୋହିତଙ୍କୁ କ୍ୟାରିୟରର ଶ୍ରେଷ୍ଠ ଟେଷ୍ଟ ର଼୍ୟାଙ୍କିଙ୍ଗ୍
ଦୁବାଇ,୮।୧୦: ଓପନର ଭାବେ ପଦାର୍ପଣ ଟେଷ୍ଟର ଉଭୟ ଇନିଂସରେ ଶତକ କରିବାରେ ବିଶ୍ୱର ଏକମାତ୍ର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା କ୍ୟାରିୟରର ଶ୍ରେଷ୍ଠ ଆଇସିସି ଟେଷ୍ଟ ବ୍ୟାଟ୍ସମ୍ୟାନ ର଼୍ୟାଙ୍କିଙ୍ଗ୍ ହାସଲ କରିଛନ୍ତି। ପୂର୍ବରୁ ୫୩ତମ ସ୍ଥାନରେ ଥିବା ରୋହିତ ପ୍ରଥମ ଟେଷ୍ଟ ପରେ…
ଜିଭାଙ୍କ ଭଳି ଚଷମା ପିନ୍ଧିଲେ ରଣବୀର ସିଂ: ଧୋନୀ କହିଲେ ଏମିତି
ନୂଆଦିଲ୍ଲୀ:ଭାରତୀୟ ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଝିଅ ଜିଭାଙ୍କ ଭିଡିଓ ହେଉ କିମ୍ବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଜିଭାଙ୍କ କ୍ୟୁଟ୍ ଅନ୍ଦାଜ୍ ୟୁଜର୍ସଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ। ଧୋନୀ ନିଜ ଇନଷ୍ଟାଗ୍ରାମରେ ମଙ୍ଗଳବାର ଜିଭାଙ୍କ ଏକ…
ପଡିଆରେ ମ୍ୟାଚ୍ ଚାଲିଥିବାବେଳେ ଅମ୍ପାୟାରଙ୍କ ଅଚାନକ ମୃତ୍ୟୁ
କରାଚି,୮।୧୦: ପାକିସ୍ତାନରେ ଏକ କ୍ଲବସ୍ତରୀୟ ମ୍ୟାଚ୍ ଚାଲିଥିବାବେଳେ ଏକ ଅଭାବନୀୟ ଘଟଣା ଘଟିଛି। ମ୍ୟାଚ୍କୁ ପରିଚାଳନା କରୁଥିବାବେଳେ ଅମ୍ପାୟାର ନସିମ ଶେଖ ଅଚାନ୍ ପଡିଆରେ ଟଳିପଡିଥିଲେ। ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କ…
କିଏ କଙ୍କଡା ତ, କିଏ ଆଚାର..ଜାଣନ୍ତୁ କ’ଣ ଖାଇବାକୁ ପସନ୍ଦ କରନ୍ତି ଏହିସବୁ ପ୍ରସିଦ୍ଧ ଭାରତୀୟ କ୍ରିକେଟର୍
ଭାରତରେ କ୍ରିକେଟ ଖେଳାଳିଙ୍କ ଚାହିଦା ଆକାଶଛୁଆଁ। ଖେଳାଳିଙ୍କ ପ୍ରେମ ସମ୍ପର୍କ ହେଉ କି ଫ୍ୟାଶନ୍ ଷ୍ଟାଇଲ୍ ସବୁବେଳେ ଚର୍ଚ୍ଚାରେ ଥାଏ। ପଡିଆରେ କଠିନ ପରିଶ୍ରମ କରି ଭାରତକୁ ବିଜୟୀ କରୁଥିବା ଖେଳାଳିମାନେ କ’ଣ ଖାଇବାକୁ ଭଲ ପାଆନ୍ତି ଜାଣନ୍ତୁ.. ମହେନ୍ଦ୍ର ସିଂ…
ଶୁଭ୍ରାଂଶୁଙ୍କ ଶତକରେ ଜିତିଲା ଓଡ଼ିଶା
ଭଦୋଦରା,୭।୧୦: ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କ ଅପରାଜିତ ଶତକ ବଳରେ ଏଠାରେ ସୋମବାର ମହାରାଷ୍ଟ୍ର ବିପକ୍ଷରେ ଖେଳାଯାଇଥିବା ଚଳିତ ବିଜୟ ହଜାରେ ଟ୍ରଫି ମ୍ୟାଚ୍ରେ ଓଡ଼ିଶା ବିଜୟୀ ହୋଇଛି। ଦିନିକିଆ ଟୁର୍ନାମେଣ୍ଟରେ ଏହା ଓଡ଼ିଶାର ଦ୍ୱିତୀୟ ବିଜୟ। ମ୍ୟାଚ୍ରୁ ୪ ପଏଣ୍ଟ ଅର୍ଜନ…
ଇଂଲଣ୍ଡ ମୁଖ୍ୟକୋଚ୍ ସିଲଭରଉଡ୍
ଲଣ୍ଡନ,୭।୧୦(ଏଏଫ୍ପି): ଇଂଲଣ୍ଡ ଦଳର ମୁଖ୍ୟ କୋଚ୍ ଭାବେ ଖ୍ରିସ ସିଲଭରଉଡ୍ ନିଯୁକ୍ତ ହୋଇଛନ୍ତି। ସେ ଏବେ ଟ୍ରେଭର ବାଇଲିସଙ୍କ ସ୍ଥାନ ନେବେ। ଗତ ମାସରେ ଚୁକ୍ତି ଶେଷ ହେବା ପରେ ବାଇଲିସ ଇସ୍ତଫା ଦେଇଥିଲେ। ୪୪ ବର୍ଷୀୟ ସିଲଭରଉଡ୍ ଗତ ଦୁଇ…
ଅସ୍ତ୍ରୋପଚାର ବେଳେ ହାର୍ଦ୍ଦିକ ପିନ୍ଧିଥିଲେ ୮୦ ଲକ୍ଷ ଟଙ୍କାର ଘଣ୍ଟା
ନୂଆଦିଲ୍ଲୀ,୭।୧୦: ବିଶ୍ୱକପ୍ରୁ ଭାରତୀୟ ଦଳ ବିଦାୟ ନେବା ପରେ ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା କେବଳ ଦୁଇଟି ମ୍ୟାଚ୍ ଖେଳିଛନ୍ତି। ନିକଟରେ ତାଙ୍କ ଅଣ୍ଟାର ନିମ୍ନ ଭାଗରେ ସଫଳ ଅସ୍ତ୍ରୋପଚାର କରାଯାଇଛି। ଏ ନେଇ ସେ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ। ୮୦…
Archives


