ଧୋନୀଙ୍କୁ ମନେପକାଇଲେ ପାକିସ୍ତାନ କ୍ରିକେଟରଙ୍କ ସ୍ତ୍ରୀ
କରାଚି,୨୨।୧୦: ପାକିସ୍ତାନ କ୍ରିକେଟ ଟିମର କ୍ୟାପଟେନ ସରଫରାଜ ଅହମ୍ମଦଙ୍କୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଟେଷ୍ଟ ଓ ଟି-୨୦ ଅନ୍ତର୍ଜାତୀୟ ଟିମର କ୍ୟାପଟେନ ପଦରୁ ବହିଷ୍କାର କରିଛି। ତାଙ୍କ ସ୍ଥାନରେ ଆଝାର ଅଲୀଙ୍କୁ ଟେଷ୍ଟ ଏବଂ ବାବର ଆଜମଙ୍କୁ ଟି-୨୦ ଦଳର…
ରାଞ୍ଚି ଟେଷ୍ଟ ହାତେଇ ୩-୦ ସିରିଜ୍ କ୍ଲିନ୍ ସୁଇପ୍ କଲା ଭାରତ
ରାଞ୍ଚି,୨୨।୧୦: ଆଉ ଏକ ବୃହତ ବିଜୟ ହାସଲ କରିଛି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ ଇଣ୍ଡିଆ। ଝାଡଖଣ୍ଡ କ୍ରିକେଟ ଆସୋସିଏସନ (ଜେଏସସିଏ) ଷ୍ଟାଡିୟମରେ ଚାଲିଥିବା ତୃତୀୟ ଟେଷ୍ଟର ଚତୁର୍ଥ ଦିବସରେ ଭାରତ ଭ୍ରମଣକାରୀ ଦଳକୁ ଇନିଂଶ ଏବଂ ୨୦୨ ରନ୍ ପରାସ୍ତ…
ମାତ୍ର ୫୦ ଟଙ୍କା ଦେଇ ଷ୍ଟାଡିୟମରେ ବସି କୋହଲି, ରୋହିତ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂର ମଜା ଉଠାଇପାରିବେ ଦର୍ଶକ
କୋଲକାତା,୨୨।୧୦:ଟେଷ୍ଟ କ୍ରିକେଟ ପ୍ରତି ଦର୍ଶକଙ୍କ ଆକର୍ଷଣ ବଢାଇବା ପାଇଁ ବେଙ୍ଗଲ କ୍ରିକେଟ ଆସୋସିଏସନ୍(ସିଏବି) ଏକ ଅଭିନବ ଉପାୟ ଆପଣାଇଛି। ନଭେମ୍ବର ୨୨ରୁ ୨୬ ପର୍ଯ୍ୟନ୍ତ କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଭାରତ ଏବଂ ବାଂଲାଦେଶ ଦ୍ୱିତୀୟ ଟେଷ୍ଟ ଖେଳାଯିବ। ଏହି…
ଭାରତୀୟ ସେନାର ୨୦ବର୍ଷ ପୁରୁଣା ଗାଡି କିଣିଲେ ଧୋନୀ
ରାଞ୍ଚି,୨୨।୧୦:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଭାରତୀୟ ସେନାର ୨୦ ବର୍ଷ ପୁରୁଣା ଗାଡି କିଣିଛନ୍ତି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ଧୋନୀଙ୍କ ସହର ରାଞ୍ଚିରେ ଖେଳାଯାଉଥିବାବେଳେବେଳେ ଷ୍ଟାଡିୟମରେ ତାଙ୍କୁ ଅପେକ୍ଷା…
ଆଇଏସ୍ଏଲ୍: ବେଙ୍ଗଲ- ନର୍ଥଇଷ୍ଟ ମ୍ୟାଚ୍ ଡ୍ର
ବେଙ୍ଗାଲୁରୁ,୨୨।୧୦(ପି.ଟି.)- ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ଗତଥରର ଚାମ୍ପିୟନ ବେଙ୍ଗାଲୁରୁ ଏଫ୍ସି ଓ ନର୍ଥ ଇଷ୍ଟ ୟୁନାଇଟେଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ଗୋଲ ଶୂନ୍ୟ ଭାବେ ଡ୍ର ରହିଛି। ସୋମବାର ଅନୁଷ୍ଠିତ ଏହି କଡ଼ା ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ କୌଣସି ଗୋଲ…
ଭାରତ ଟୁର୍ ପୂର୍ବରୁ ବାଂଲାଦେଶ ଖେଳାଳିଙ୍କ ଧର୍ମଘଟ
ଢାକା, ୨୨ା୧୦ (ପି.ଟି.)- ଆଗାମୀ ଭାରତ ଟୁର୍ ପୂର୍ବରୁ ବାଂଲାଦେଶ ଖେଳାଳିମାନେ ଧର୍ମଘଟ କରିବେ। ଭାରତୀୟ କ୍ରିକେଟ କେଣ୍ଟ୍ରାଲ ବୋର୍ଡ (ବିସିସିଆଇ) ଏହା ଉପରେ ନଜର ରଖିଛି। ଖେଳାଳିମାନେ ଉନ୍ନତ ହାରରେ ବେତନ ସମେତ ଅନ୍ୟ କେତେକ ଦାବି ପୁରଣ ପାଇଁ…
ଅଞ୍ଜଳି, ଅର୍ଜୁନଙ୍କ ସହ ସଚିନ ଭୋଟ୍ ଦେଲେ
ମୁମ୍ବାଇ,୨୨।୧୦- କ୍ରିକେଟ ଲିଜେଣ୍ଡ ସଚିନ୍ ତେନ୍ଦୁଲକର ବାନ୍ଦ୍ରାରେ ଭୋଟ୍ ଦେଇଛନ୍ତି। ମହାରାଷ୍ଟ୍ର ଓ ହରିୟାଣାରେ ସୋମବାର ନିର୍ବାଚନ ହୋଇଥିବା ବେଳେ ସେ ସ୍ତ୍ରୀ ଅଞ୍ଜଳି ଓ ପୁଅ ଅର୍ଜୁନଙ୍କ ସହ ଭୋଟ ଦେଇଥିଲେ। ବୟସ୍କ ବ୍ୟକ୍ତିମାନେ ଭୋଟ ଦେବାକୁ ଲାଇନ୍ରେ ଠିଆ…
ରିଦ୍ଧିମାନ ଆହତ: କିପିଂ କଲେ ପନ୍ତ
ରାଞ୍ଚି,୨୨।୧୦(ପି.ଟି.)- ଚଳିତ ତୃତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକାର ଦ୍ୱିତୀୟ ଇନିଂସ ଅବସରରେ ଭାରତୀୟ ଉଇକେଟକିପର ରିଦ୍ଧିମାନ ଶାହା ବାମହାତ ବୁଢ଼ା ଆଙ୍ଗୁଠିରେ ଆଘାତ ପାଇଛନ୍ତି। ତୃତୀୟ ଦିନରେ ସେ ଆହତ ହେବା ପରେ ଅନ୍ତିମ ସେସନରେ ରିଷଭ ପନ୍ତ ତାଙ୍କ ବଦଳରେ…
ରାହାନେଙ୍କ ବିରଳ ବିଶ୍ୱ ରେକର୍ଡ
ରଞ୍ଚି,୨୨।୧୦- ଭାରତୀୟ ଉପ- ଅଧିନାୟକ ଅଜିଙ୍କ୍ୟ ରାହାନେ ଏକ ନିଆର ଟେଷ୍ଟ ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି। ଏପର୍ଯ୍ୟନ୍ତ କ୍ୟାରିୟରରେ ୬୧ଟି ଟେଷ୍ଟ ଖେଳିଥିଲେ ମଧ୍ୟ ସେ କେବେ ହେଲେ ରନ୍ ଆଉଟ ହୋଇନାହାନ୍ତି। ଟେଷ୍ଟ ଇତିହାସରେ ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ…
ମ୍ୟାଚବେଳେ ଶୋଇ ପଡିଲେ ଶାସ୍ତ୍ରୀ
ରାଞ୍ଚି,୨୨।୧୦- ଦକ୍ଷିଣ ଆଫ୍ରକା ବିପକ୍ଷରେ ଭାରତ ସିରିଜ କ୍ଲିନ୍ ସୁଇପ୍ କରିବା ଏକ ପ୍ରକାର ନିଶ୍ଚିତ ହୋଇଛି। ତେବେ ମ୍ୟାଚ୍ ଚାଲିଥିବା ଅବସରରେ ହେଡ୍ କୋଚ ରବି ଶସ୍ତ୍ରୀ ପ୍ୟାଭିଲିୟନରେ ଶୋଇ ପଡିଥିବାର ଦେଖାଯାଇଥିଲା। ତୃତୀୟ ଦିବସରେ ଏଭଳି ଅଭାବନୀୟ ଘଟଣା…
ୟୁରୋପିଆନ୍ ଓପନ୍ ଚାମ୍ପିୟନ ମୁରେଙ୍କ ମାନ୍ୟତା ବୃଦ୍ଧି
ପ୍ୟାରିସ୍, ୨୨।୧୦(ଏଏଫ୍ପି)- ବିଶ୍ୱର ପୂର୍ବତନ ଏକ ନମ୍ବର ଖେଳାଳି ଆଣ୍ଡି ମୁରେ ୟୁରୋପିଆନ୍ ଓପନ୍ ଟାଇଟଲ୍ ଜିତିଛନ୍ତି। ଫାଇନାଲରେ ମୁରେ ୩-୬, ୬-୪, ୬-୪ ସେଟ୍ରେ ସୁଇଜରଲାଣ୍ଡର ଷ୍ଟାନ ଓ୍ବାରିଙ୍କାଙ୍କୁ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି। ଆଘାତଜନିତ ସମସ୍ୟାରୁ ମୁକୁଳିଥିବା ମୁରେ…
ଅବସର ନେଲେ ନଟରାଜ: ଦୁଇଦିନରେ ଦୁଇ ଅଭିଜ୍ଞ ଆଉଟ୍
କଟକ ଅଫିସ,୨୨ା୧୦- ଲଗାତର ଦୁଇଦିନରେ ରାଜ୍ୟର ଦୁଇ ଅଭିଜ୍ଞ କ୍ରିକେଟ ଖେଳାଳି କ୍ରିକେଟଠାରୁ ଦୂରେଇ ଯାଇଛନ୍ତି। ରବିବାର ପୂର୍ବତନ ଉଇକେଟ୍କିପର ବ୍ୟାଟ୍ସମ୍ୟାନ ହଳଧର ଦାସ ଅବସର ଘୋଷଣା କରିଥିଲେ। ଏହାର ଗୋଟିଏ ଦିନ ପରେ ଅର୍ଥାତ ସୋମବାର ପୂର୍ବତନ ରଣ୍ଜୀ ଅଧିନାୟକ…
Archives


