ଖେଳାଳି ଚୟନ ପ୍ରକ୍ରିୟାକୁ ସ୍ବଚ୍ଛ କରାଯିବ: ସଞ୍ଜୟ
ଭୁବନେଶ୍ୱର, ୨୮।୧୧(କ୍ରୀଡ଼ା ପ୍ରତିନିଧି)- ”ଓଡ଼ିଶା କ୍ରିକେଟ ଦଳରେ ଚୟନ ପ୍ରକ୍ରିୟାକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠି ଆସୁଛି। ଏଥିରେ ମୁଁ ଆଦୌ ଖୁସି ନୁହେଁ। ତେଣୁ ଓଡ଼ିଶା କ୍ରିକେଟ ଦଳରେ ଚୟନ ପ୍ରକ୍ରିୟାକୁ ସ୍ବଚ୍ଛ କରାଯିବା ଉପରେ ମୁଁ ଅଧିକ…
ଓଡ଼ିଶାରେ ୨୦୨୩ ହକି ବିଶ୍ୱକପ
ଭୁବନେଶ୍ୱର, ୨୮।୧୧(କ୍ରୀଡ଼ା ପ୍ରତିନିଧି)- ହକି ବିଶ୍ୱକପ ଆୟୋଜନର ବର୍ଷପୂର୍ତ୍ତି ଅବସରରେ ଆସିଛି ଆଉ ଏକ ବଡ଼ ଖବର। ୨୦୨୩ ପୁରୁଷ ହକି ବିଶ୍ୱକପ ମଧ୍ୟ ଓଡ଼ିଶାରେ ଆୟୋଜନ ହେବ। ତେଣୁ ହକି ଉତ୍ସବ ପୁଣି ରାଜ୍ୟକୁ ଫେରିଛି। ୨୦୧୮ରେ ବିଶ୍ୱକପର ମ୍ୟାଚଗୁଡ଼ିକ…
କର୍ନଓ୍ବାଲଙ୍କୁ ୭ ଉଇକେଟ: ଆଫଗାନିସ୍ତାନ ୧୮୭ରେ ଅଲଆଉଟ୍
ଲକ୍ଷ୍ନୌ, ୨୭।୧୧(ପି.ଟି.): ଅଫ୍ ସ୍ପିନର ରାଖିମ୍ କର୍ନଓ୍ବାଲଙ୍କ କ୍ୟାରିୟର ଶ୍ରେଷ୍ଠ ପ୍ରଦର୍ଶନ (୭/୭୫) ବଳରେ ଓ୍ବେଷ୍ଟଇଣ୍ଡିଜ୍ ଏଠାରେ ଆରମ୍ଭ ହୋଇଥିବା ଏକମାତ୍ର ଟେଷ୍ଟ ମ୍ୟାଚ୍ରେ ଆଫଗାନିସ୍ତାନକୁ ବଡ଼ ସ୍କୋର ହାସଲ କରିବାର ସୁଯୋଗ ଦେଇନାହିଁ। ସ୍ଥାନୀୟ ଭାରତ ରତ୍ନ ଶ୍ରୀ ଅଟଳ…
ବେଲି ଅଷ୍ଟ୍ରେଲିଆ କ୍ରିକେଟ ଚୟନକାର୍ତ୍ତା
ସିଡ୍ନୀ,୨୭।୧୧(ଏଏଫ୍ପି): ପୂର୍ବତନ ଟି୨୦ ଦଳର ଅଧିନାୟକ ଜର୍ଜ ବେଲି କ୍ରିକେଟ ଅଷ୍ଟ୍ରେଲିଆ (ସିଏ)ର ଚୟନକର୍ତ୍ତା ପଦରେ ବୁଧବାର ନିଯୁକ୍ତ ହୋଇଛନ୍ତି। ସେ ୩ ଜଣିଆ ଜାତୀୟ ଚୟନ କମିଟିରେ ଅବସରପ୍ରାପ୍ତ ଗ୍ରେଗ ଚାପେଲଙ୍କ ସ୍ଥାନ ନେଇଛନ୍ତି। ଟ୍ରେଭର ହୋନ୍ସଙ୍କ ଅଧ୍ୟକ୍ଷତାରେ ଚୟନ…
ଫିଲିପ ହ୍ୟୁଗ୍ସଙ୍କୁ ଟିମ୍ ଅଷ୍ଟ୍ରେଲିଆର ଶ୍ରଦ୍ଧାଞ୍ଜଳି
ମେଲବୋର୍ନ,୨୭।୧୧- ଆଜିର ଦିନରେ ୫ ବର୍ଷ ପୂର୍ବେ କ୍ରିକେଟ ଫିଲ୍ଡରେ ପ୍ରାଣ ହରାଇଥିବା ଅଷ୍ଟ୍ରେଲିଆନ ବ୍ୟାଟ୍ସମ୍ୟାନ ଫିଲିପ ହ୍ୟୁଗ୍ସଙ୍କୁ ବୁଧବାର ଶ୍ରଦ୍ଧାଞ୍ଜଳି ଦେଇଛି ଟିମ୍ ଅଷ୍ଟ୍ରେଲିଆ। ପୂର୍ବତନ ଅଧିନାୟକ ଷ୍ଟିଭ ସ୍ମିଥ କହିଛନ୍ତି, ବନ୍ଧୁ ତୁମ ସହ ଏହି ଦୁଃଖଦ ଘଟଣା…
ଧାଓ୍ବନ ଆହତ, ଫେରିଲେ ସାମସନ
ନୂଆଦିଲ୍ଲୀ,୨୭।୧୧(ପି.ଟି.)- ଭାରତୀୟ ଦଳର ନିୟମିତ ଓପନର ଶିଖର ଧାଓ୍ବନ ଓ୍ବଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯିବାକୁ ଥିବା ଟି୨୦ ସିରିଜ୍ରୁ ବାଦ୍ ପଡ଼ିଛନ୍ତି। ଆହତ ସମସ୍ୟା କାରଣରୁ ତାଙ୍କୁ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ମହାରାଷ୍ଟ୍ର ବିପକ୍ଷ ସୟଦ ମୁସ୍ତାକ ଅଲି ଟୁର୍ନାମେଣ୍ଟବେଳେ…
ସ୍ତ୍ରୀ ସାକ୍ଷୀଙ୍କ ସହ କେମିତି ଖୁସିରେ ଅଛନ୍ତି, ରାଜ୍ ଖୋଲିଲେ ଧୋନୀ
ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଗତ ପାଞ୍ଚମାସ ଧରି କ୍ରିକେଟରୁ ଦୂରରେ ଅଛନ୍ତି। ଏଭଳି ସ୍ଥିତିରେ ଧୋନୀ ପୁଣିଥରେ ଅନ୍ତର୍ଜାତୀୟ କ୍ରିକେଟକୁ କେବେ ଫେରିବେ, ତାହା ବଡ ପ୍ରଶ୍ନ ହୋଇ ରହିଛି। କିନ୍ତୁ ଅବସରକୁ ନେଇ ଚିନ୍ତିତ…
ପୁଣି ହାର୍ଦ୍ଦିକ୍-ଉର୍ବଶୀ ଲିଙ୍କ୍ଅପ୍
ମୁମ୍ବାଇ: ଚର୍ଚ୍ଚାରେ ବଲିଉଡ୍ ନାୟିକା ଉର୍ବଶୀ ରୌଟେଲା। ସୋସିଆଲ୍ ମିଡିଆରେ ଲୋକେ ତାଙ୍କୁ ଲୋକପ୍ରିୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ପୁଣି ଯୋଡ଼ିବା ଆରମ୍ଭ କରିଦେଇଛନ୍ତି। ଉର୍ବଶୀ ନିଜ ପୋଷା କୁକୁର ସହ ଏକ ଫଟୋ ଅଫିସିଆଲ୍ ଇନ୍ଷ୍ଟାଗ୍ରାମରେ ଶେୟାର କରିଥିଲେ,…
ଦୃଷ୍ଟିହୀନ କ୍ରିକେଟ ସିରିଜ ବନାମ ନେପାଳ: ଭାରତୀୟ ଦଳରେ କାଳିଆ, ଲିଙ୍ଗରାଜ
ଭୁବନେଶ୍ୱର, ୨୭।୧୧(କ୍ରୀଡ଼ା ପ୍ରତିନିଧି)-ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳ ନେପାଳ ବିପକ୍ଷରେ ଏକଦିବସୀୟ ଓ ଟି୨୦ କ୍ରିକେଟ ସିରିଜ ଖେଳିବ। ଡିସେମ୍ବର ୨ରୁ ୪ ପର୍ଯ୍ୟନ୍ତ ୩ ମ୍ୟାଚ ବିଶିଷ୍ଟ ଏକଦିବସୀୟ କାନପୁରରେ ଏବଂ ୬ରୁ ୮ ପର୍ଯ୍ୟନ୍ତ ୩ଟି ଟି୨୦ ଡେରାଡୁନ୍ରେ…
ବାରବାଟୀ ମୁକାବିଲା: ଗ୍ୟାଲେରୀ ୭ ବାଦ୍, କମିଲା ୫୨୮୨ ଟିକେଟ୍
କଟକ ଅଫିସ,୨୭ା୧୧- ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ ଏକଦିବସୀୟ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍ କ୍ରମେ ପାଖେଇ ଆସିଛି। ସେଥିପାଇଁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ମ୍ୟାଚ୍କୁ ସଫଳ ଭାବେ ଆୟୋଜନ କରିବାକୁ ବିଭିନ୍ନ ସ୍ତରରୁ ଚାଲିଛି ପ୍ରଚେଷ୍ଟା। ଏ ନେଇ କେନ୍ଦ୍ରାଞ୍ଚଳ…
ଆଇପିଏଲ୍ ପରେ ଭବିଷ୍ୟତ ସମ୍ପର୍କରେ ଧୋନୀ ନିଷ୍ପତ୍ତି ନେବେ
ନୂଆଦିଲ୍ଲୀ, ୨୭।୧୧(ପି.ଟି.)- ଆସନ୍ତାବର୍ଷ ଖେଳାଯିବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ପରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ୟାରିୟରର ଭବିଷ୍ୟତ ସମ୍ପର୍କରେ ନିଷ୍ପତ୍ତି ନେବେ। ଧୋନୀଙ୍କ ନିକଟତମ ସୂତ୍ରରୁ ଏହା ଜାଣିବାକୁ ମିଳିଛି। ଧୋନୀଙ୍କ କ୍ୟାରିୟର ଓ ଅବସର…
ପ୍ରିମିୟର ବ୍ୟାଡମିଣ୍ଟନ ଲିଗ୍ ଖେଳାଳି ନିଲାମ: ସିନ୍ଧୁ, ତାଇ ସବୁଠାରୁ ଦାମୀ
ନୂଆଦିଲ୍ଲୀ,୨୭।୧୧(ପି.ଟି.)- ପ୍ରିମିୟମ ବ୍ୟାଡମିଣ୍ଟନ ଲିଗ୍ (ପିବିଏଲ) ପଞ୍ଚମ ସସ୍କରଣ ପାଇଁ ଏଠାରେ ଖେଳାଳି ନିଲାମ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱ ଚାମ୍ପିୟନ ପି.ଭି. ସିନ୍ଧୁଙ୍କୁ ସର୍ବାଧିକ ୭୭ ଲକ୍ଷ ଟଙ୍କା ବିନିମୟରେ ହାଇଦ୍ରାବାଦ ହଣ୍ଟର୍ସ କ୍ରୟ କରିଛି। ସେହିପରି ବିଶ୍ୱର ୧ ନମ୍ବର…
Archives


