ଖେଳ

ଓ୍ବେଷ୍ଟଇଣ୍ଡିଜ ଆଗରେ ୨୮୮ ରନ୍‌ର ବିଜୟ ଲକ୍ଷ୍ୟ

ଚେନ୍ନାଇ,୧୫।୧୨- ସ୍ଥାନୀୟ ଚିଦାମ୍ବରମ ଷ୍ଟାଡିୟମରେ ଚାଲିଥିବା ଦିନିକିଆ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ଧାର୍ଯ୍ୟ ୫୦ ଓଭରରେ ୮ ଉଇକେଟ ହରାଇ ୨୮୭ ରନ୍‌ କରିଛି। ଫଳରେ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ଦଳ ଆଗରେ ୨୮୮ ରନ୍‌ର ବିଜୟ ରହିଛି।…

ମ୍ୟାଚ ଚାଲିଥିବାବେଳେ ପଡିଆରେ ପଶିଲା କୁକୁର, ଡରିଗଲେ ଖେଳାଳି

ଚେନ୍ନାଇ, ୧୫।୧୨: ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଚେନ୍ନାଇରେ ପ୍ରଥମ ଏକଦିବସୀୟ ମ୍ୟାଚ୍‌ ଖେଲାଯାଉଛି। ଏହି ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମେ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରୁଥିବା ବେଳେ ମ୍ୟାଚ୍‌ ମଝିରେ ପଡିଆକୁ…

ପନ୍ତ, ଆୟାରଙ୍କ ଅର୍ଦ୍ଧଶତକ; ଭାରତ ୧୮୯/୩

ଚେନ୍ନାଇ,୧୫।୧୨- ସ୍ଥାନୀୟ ଚିଦାମ୍ବରମ ଷ୍ଟାଡିୟମରେ ଚାଲିଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଦଳ ପ୍ର୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହେବା ସତ୍ତ୍ୱେ ଭଲ ସ୍କୋର ଆଡ଼େ ମୁହାଁଇଛି। ଘରୋଇ ଦଳ ୮୦ ରନ୍‌ରେ ଲୋକେଶ ରାହୁଲ (୬), ଅଧିନାୟକ ବିରାଟ କୋହଲି…

ସମ୍ପୂର୍ଣ୍ଣ ଭାଙ୍ଗିପଡିଥିଲେ ଏହି କ୍ରିକେଟର୍‌, କହିଲେ ଗର୍ଲଫ୍ରେଣ୍ଡ୍‌ ନ ଥିଲେ…

ଅଷ୍ଟ୍ରେଲିଆର ଅଲରାଉଣ୍ଡର ଗ୍ଲେନ ମାକ୍ସଓ୍ବେଲ୍‌ ଗତ ୪ରୁ ୫ ବର୍ଷ ଲଗାତାର କ୍ରିକେଟ ଖେଳିବା ପରେ ମାନସିକ ଏବଂ ଶାରୀରିକ ଭାବେ ଥକି ପଡିଛନ୍ତି। ଏହି କାରଣରୁ ଗତ ଅକ୍ଟୋବର ମାସରୁ କ୍ରିକେଟରୁ କିଛି ଦୂରେଇ ରହିବାକୁ ବାଧ୍ୟ ହୋଇଛନ୍ତି। ନିକଟରେ…

ଭାରତୀୟ ଦଳକୁ ଡବଲ ଝଟ୍‌କା

ଚେନ୍ନାଇ,୧୫।୧୨- ସ୍ଥାନୀୟ ଚିଦାମ୍ବରମ ଷ୍ଟାଡିୟମରେ ଚାଲିଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଦଳକୁ ଇନିଂସ ଆରମ୍ଭରୁ ଡବଲ ଝଟ୍‌କା ଲାଗିଛି। ଦକ୍ଷ ଓପନର ଲୋକେଶ ରାହୁଲ (୬) ଓ ଅଧିନାୟକ ବିରାଟ କୋହଲି (୪) ଆଉଟ୍‌ ହୋଇ ପ୍ୟାଭିୟନ ଫେରିସାରିଛନ୍ତି।…

ବୁଟ୍‌ କିଣିବାକୁ ଅର୍ଥ ନ ଥିବାରୁ ବ୍ୟାଣ୍ଡେଜ ବାନ୍ଧି ଦୌଡ଼ି ଜିତିଲେ ୩ ସ୍ବର୍ଣ୍ଣ

ମାନିଲା,୧୫।୧୨- ଫିଲିପାଇନ୍ସରେ ଜଣେ କୁନି ବାଳିକା ଆଥ୍‌ଲେଟଙ୍କ କ୍ରୀଡ଼ା ପ୍ରତି ସମର୍ପଣ ସଭିଙ୍କୁ ଚକିତ କରିଛି। ବୁଟ୍‌ କିଣିବାକୁ ଅର୍ଥ ନ ଥିବାରୁ ପାଦରେ ବ୍ୟାଣ୍ଡେଜ ବାନ୍ଧି ଦୌଡ଼ିଥିଲେ। ଆଉ ଜିତିଲେ ୩ ସ୍ବର୍ଣ୍ଣ। ରିୟା ବୁଲୋସ ନାମ୍ନୀ ଆଥ୍‌ଲେଟ ଆନ୍ତଃ…

ପ୍ରଥମେ ବ୍ୟାଟିଂ କରିବ ଭାରତ

ଚେନ୍ନାଇ,୧୫।୧୨- ସ୍ଥାନୀୟ ଚିଦାମ୍ବରମ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବ। ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ଦଳର ଅଧିନାୟକ କିରନ ପୋଲାର୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ସନ୍ଧ୍ୟା ପରେ କାକର ପଡ଼ିବାର…

ଫ୍ୟାକ୍ଟ୍ରି ମାଲିକଙ୍କୁ ପିଟି ପୂର୍ବତନ କ୍ରିକେଟର ହଟହଟା

ମେରଟ,୧୫।୧୨- ଏକ ଫ୍ୟାକ୍ଟ୍ରି ମାଲିକଙ୍କୁ ପିଟିବା କାରଣରୁ ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି ପ୍ରବୀଣ କୁମାର ହଟହଟା ହୋଇଛନ୍ତି। ଏ ନେଇ ଟିପିନଗର ଥାନାରେ ଅଭିଯୋଗ ହୋଇଛି। ସ୍କୁଲ ବସରୁ ଛୁଆମାନେ ଓହ୍ଲାଉଥିବାବେଳେ କାର ପାଇଁ ରାସ୍ତା ନ ଥିବାରୁ ଏହି…

ଓ୍ବେଟରଙ୍କୁ ଖୋଜୁଛନ୍ତି ସଚିନ

ଚେନ୍ନାଇ,୧୫।୧୨- କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଚେନ୍ନାଇର ଏକ ହୋଟେଲର ଜଣେ ଓ୍ବେଟରଙ୍କୁ ଖୋଜୁଛନ୍ତି। ୨୪ ବର୍ଷର ଲମ୍ବା କ୍ୟାରିୟରରେ ଏଲବୋ ଗାର୍ଡ ବ୍ୟବହାର ଯୋଗୁ ତାଙ୍କ ବ୍ୟାଟ୍‌ ସୁଇଙ୍ଗ ପ୍ରଭାବିତ ହୋଇଥିଲା। ଏଥିଯୋଗୁ ସେ ଚିନ୍ତିତ ଥିଲେ। ଏ ସମ୍ପର୍କରେ…

୧୦୦ରୁ ଊର୍ଦ୍ଧ୍ୱ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଏହି ପ୍ରସିଦ୍ଧ ଖେଳାଳି

ବିଶ୍ୱ ଗଲ୍‌ଫର ସବୁଠୁ ବଡ଼ ନାମ ଟାଇଗର ଉଡ୍ସ। ଏହି ପ୍ରସିଦ୍ଧ ଖେଳାଳି ଏକଦା ୧୨୧ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ନିଜ ଆଡୁ କହିଥିଲେ। ଏହି ତାଲିକାରେ ଫ୍ଲୋରିଡାରେ ତାଙ୍କ ପଡ଼ୋଶୀଙ୍କ ୨୧ ବର୍ଷୀୟା ଝିଅ ରିଚେଲ କୁଡରିଟ…

ସର୍ବପ୍ରଥମ ପଦକ ଲକ୍ଷ୍ୟରେ ଓଡ଼ିଶା

ଭୁବନେଶ୍ୱର, ୧୫।୧୨ (ସ୍ପୋଟର୍‌ସ ବ୍ୟୁରୋ)- ଡିସେମ୍ବର ୧୭ରୁ ୨୨ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଜାତୀୟ ସବ୍‌ଜୁନିୟର ବ୍ୟାଡ୍‌ମିଣ୍ଟନ (୧୫ ବର୍ଷ ଓ ୧୭ ବର୍ଷରୁ କମ୍‌ ବାଳିକା ଓ ବାଳକ)ପ୍ରତିଯୋଗିତାର ୩୩ତମ ସଂସ୍କରଣ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ଆୟୋଜନ ସହ ଓଡ଼ିଶା…

ସାଇ ହଷ୍ଟେଲ-ଚରମ୍ପା ୟୁନାଇଟେଡ୍‌ ଫାଇନାଲ

ନିମାପଡ଼ା, ୧୫।୧୨ (ଡିଏନ୍‌ଏ)- ନିମାପଡ଼ା ଆଥ୍‌ଲେଟିକ ଆସୋସିଏଶନ ପକ୍ଷରୁ ସ୍ଥାନୀୟ ବାରବାଟୀ ଗ୍ରାଉଣ୍ଡରେ ଚାଲିଥିବା ରାଜ୍ୟସ୍ତରୀୟ ୬ଷ୍ଠ ପଦ୍ମଚରଣ ସାମନ୍ତସିଂହାର ସ୍ମାରକୀ ନିମାପଡ଼ା ଫୁଟ୍‌ବଲ ପ୍ରତିଯୋଗିତାର ଫାଇନାଲ ଲାଇନ୍‌ ଅପ୍‌ ଚୂଡ଼ାନ୍ତ ହୋଇଯାଇଛି। ରବିବାର ଖେଳାଯିବାକୁ ଥିବା ଫାଇନାଲ ମୁକାବିଲାରେ କଟକର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri