କୋହଲିଙ୍କ ସହ ସମ୍ପର୍କଙ୍କୁ ନେଇ ମୁହଁ ଖୋଲିଲେ ଅବନୀତ କୌର: କହିଲେ ମନର କଥା
କିଛି ଦିନ ପୂର୍ବରୁ କ୍ରିକେଟର ବିରାଟ କୋହଲି ଇନଷ୍ଟାଗ୍ରାମରେ ଅଭିନେତ୍ରୀ ଅବନୀତ କୌରଙ୍କ ଫଟୋକୁ ଭୁଲବଶତଃ ଲାଇକ କରିଥିଲେ। ଏହାର ସ୍କ୍ରିନସଟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏବେ ଏହାକୁ ନେଇ ଅବନୀତଙ୍କ ପ୍ରତିକ୍ରିୟା ପୁଣି ଥରେ ଆସିଛି। ଅବନୀତ କହିଛନ୍ତି,…
ବଢିଲା ଶିଖର ଧାଓ୍ବନଙ୍କ ଅଡ଼ୁଆ: ED ସମନ ଜାରି
ନୂଆଦିଲ୍ଲୀ,୪।୯:ଭାରତୀୟ ଦଳର ପୂର୍ବତନ ଓପନର ଶିଖର ଧାଓ୍ବନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ସମନ କରିଛି। ଏକ ବେଟିଂ ଆପ ପ୍ରମୋସନ ସହ ଜଡିତ ଏକ ମାମଲାରେ ପଚରାଉଚରା ପାଇଁ ED ତାଙ୍କୁ ଡକାଯାଇଛି। ରିପୋର୍ଟ ଅନୁଯାୟୀ, ଏହି ତଦନ୍ତ ଧାୱନ ସୋସିଆଲ…
ଏହି କ୍ରିକେଟର୍ଙ୍କ ଉପରେ ଲାଗିଥିଲା ବଳାତ୍କାର କେସ୍: କୋର୍ଟ ଦେଲେ ବଡ଼ ରାୟ
ଲଣ୍ଡନ,୪।୯:ପାକିସ୍ତାନୀ କ୍ରିକେଟର ହାଇଦର ଅଲିଙ୍କୁ କିଛି ଦିନ ପୂର୍ବରୁ ଲଣ୍ଡନରେ ଗିରଫ କରାଯାଇଥିଲା। ଜଣେ ବ୍ରିଟିଶ-ପାକିସ୍ତାନୀ ମହିଳା ତାଙ୍କ ଉପରେ ବଳାତ୍କାର ଅଭିଯୋଗ ଆଣିଥିଲେ। ଏହା ପରେ, ପାକିସ୍ତାନ କ୍ରିକେଟ ବୋର୍ଡ ମଧ୍ୟ ତାଙ୍କୁ ନିଲମ୍ବିତ କରିଥିଲା, ଏବେ କ୍ରିକେଟରଙ୍କୁ କୋର୍ଟରୁ…
ଫେରିଲେ ଶ୍ରୀନିବାସନ୍
ନୂଆଦିଲ୍ଲୀ,୩ା୯: ବିସିସିଆଇର ପୂର୍ବତନ ସଭାପତି ଏନ୍. ଶ୍ରୀନିବାସନ୍ ଆଇପିଏଲ୍ ଫ୍ରାଞ୍ଚାଇଜ୍ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍କେ)ର ଚେୟାରମ୍ୟାନ ଭାବେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେବେ ସେ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ। କିନ୍ତୁ ଏହା ଫ୍ରାଞ୍ଚାଇଜ୍ ପାଇଁ ଏକ ବରଦାନ ବୋଲି ସିଇଓ କାଶୀ…
ବେଙ୍ଗାଲୁରୁ ଦଳାଚକଟା: ପ୍ରଥମ ଥର ମୁହଁ ଖୋଲିଲେ କୋହଲି
ବେଙ୍ଗାଲୁରୁ,୩ା୯: ଗତ ଜୁନ ୪ ତାରିଖରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି)ର ଆଇପିଏଲ୍ ବିଜୟ ଉତ୍ସବ ବେଳେ ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ ବାହାରେ ଘଟିଥିବା ଦଳାଚକଟା ଘଟଣା ସମ୍ପର୍କରେ ବିରାଟ କୋହଲି ବୁଧବାର ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ଏହି…
ଲଣ୍ଡନରେ ଫିଟନେସ ପରୀକ୍ଷା ଦେଲେ ବିରାଟ କୋହଲି, BCCIର କୋହଳ ମନବୃତି ପାଇଁ ଉଠିଲା ପ୍ରଶ୍ନ
ମୁମ୍ବାଇ,୩ା୯: ଭାରତୀୟ କ୍ରିକେଟ ଦଳର ଅଧିକାଂଶ ଖେଳାଳି ବେଙ୍ଗାଲୁରୁରେ ଥିବା ନ୍ୟାସନାଲ କ୍ରିକେଟ ଏକାଡେମୀରେ ଫିଟନେସ ପରୀକ୍ଷା ଦେଉଥିବା ବେଳେ, ବିରାଟ କୋହଲି ଏକମାତ୍ର ସକ୍ରିୟ ଖେଳାଳି ଭାବେ ଲଣ୍ଡନରେ ଏହି ପରୀକ୍ଷା ଦେଇଛନ୍ତି, ଯେଉଁଠାରେ ସେ ବର୍ତ୍ତମାନ ପରିବାର ସହ…
ଜିଲା ପାଇଁ ଗୌରବ ଆଣିଲେ ଦିଗପହଣ୍ଡିର ଦୁଇ ଝିଅ
ଦିଗପହଣ୍ଡି,୩ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁରସ୍ଥିତ ମହାତ୍ମା ଗାନ୍ଧୀ ଷ୍ଟାଡିୟମଠାରେ ମଙ୍ଗଳବାର ଅନୁଷ୍ଠିତ ୧୭ ବର୍ଷରୁ କମ୍ ସ୍କୁଲସ୍ତରୀୟ ଭାରୋତ୍ତଳନ ପ୍ରତିଯୋଗିତାରେ ଦିଗପହଣ୍ଡି ବଡ଼ବ୍ରାହ୍ମଣ ସାହିରେ ରହୁଥିବା ପଦ୍ମନାଭପୁର ଗ୍ରାମର ସ୍ବର୍ଗତ ସୁରେନ୍ଦ୍ର ପାଣିଗ୍ରାହୀଙ୍କ କନ୍ୟା ତଥା ଓଡ଼ିଶା ଆଦର୍ଶ…
ଏହି ଦିନ କଥା ମନେପକାଇ ଇମୋଶନାଲ ହେଲେ ବିରାଟ କୋହଲି
ନୂଆଦିଲ୍ଲୀ,୩।୯: ଜୁନ ୩ରେ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(RCB) ୧୭ ବର୍ଷ ପରେ ପ୍ରଥମ ଥର ପାଇଁ ଇଣ୍ଡିଆନ ପ୍ରିମିୟର ଲିଗ (IPL) ଟାଇଟଲ ଜିତିଥିଲା। ଏହା ପରେ, RCB ଖେଳାଳିମାନେ ବହୁତ ଖୁସି ଥିଲେ, କିନ୍ତୁ ବିଜୟ ପରେଡ ସମୟରେ ବେଙ୍ଗାଲୁରୁରେ…
ଆଫଗାନିସ୍ତାନ ଆଗରେ ମାଟି କାମୁଡ଼ିଲା ପାକିସ୍ତାନ
ନୂଆଦିଲ୍ଲୀ,୩।୯: ତ୍ରିକୋଣୀୟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ରେ ଆଫଗାନିସ୍ତାନକୁ ପାକିସ୍ତାନ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ଏହି ମ୍ୟାଚ ପରେ ଆଫଗାନିସ୍ତାନର ପ୍ରଦର୍ଶନ ଉପରେ ପ୍ରଶ୍ନ ଉଠିଥିଲା। ଆଫଗାନିସ୍ତାନ ଦଳ ପ୍ରଥମେ ୟୁଏଇ ଏବଂ ଏବେ ପାକିସ୍ତାନକୁ ପରାସ୍ତ କରି…
ଟାଇଟଲ ସ୍ପନସରଶିପ୍ ଲାଗି ବିଡ୍ସ ପ୍ରକ୍ରିୟା ଆରମ୍ଭ, ଜାଣନ୍ତୁ ଏହି ସବୁ କମ୍ପାନୀ ପଡିବେ ବାଦ୍
ନୂଆଦିଲ୍ଲୀ,୨ା୯: ଫାଣ୍ଟାସି ସ୍ପୋଟର୍ସ କମ୍ପାନୀ ଡ୍ରିମ୍ ୧୧ ଓହରିବା ପରେ ଭାରତୀୟ କ୍ରିକେଟ୍ ଦଳର ଟାଇଟଲ ସ୍ପନସରଶିପ୍ ଅଧିକାର ଲାଗି ବିସିସିଆଇ ମଙ୍ଗଳବାର ବିଡ୍ସ ଆମନ୍ତ୍ରଣ କରିଛି। ସରକାରଙ୍କ ପକ୍ଷରୁ ବ୍ୟାନ୍ କରାଯିବା ପରେ ଏହି ବିଡ୍ସ ପ୍ରକ୍ରିୟାରୁ ରିୟଲ ମନି…
ପାକିସ୍ତାନକୁ ଲାଗିଲା ଶକ୍ତ ଧକ୍କା, ରାଗିଯାଇ ଏମିତି କଲେ ୩୩ ବର୍ଷୀୟ ଷ୍ଟାର କ୍ରିକେଟର
ଇସଲାମାବାଦ,୨।୯: ପାକିସ୍ତାନର ବ୍ୟାଟ୍ସମ୍ୟାନ ଆସିଫ ଅଲି ସୋମବାର ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଛନ୍ତି। ୩୩ ବର୍ଷୀୟ ଆସିଫ ୨୧ ଟି ଦିନିକିଆ ଏବଂ ୫୮ ଟି୨୦ ମ୍ୟାଚ ଖେଳିଛନ୍ତି, ମୁଖ୍ୟତଃ ମଧ୍ୟକ୍ରମରେ ଫିନିସର ଭାବରେ। ଜଣେ ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ, ତାଙ୍କର ସବୁଠାରୁ…
ହଠାତ୍ ଟି-୨୦ରୁ ଅବସର ଘୋଷଣା କରି ଚମକାଇଦେଲେ ଏହି କ୍ରିକେଟର୍
ସିଡନୀ,୨।୯: ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୩୫ ବର୍ଷୀୟ ଷ୍ଟାର୍କ କହିଛନ୍ତି, ସେ ଭାରତର ଟେଷ୍ଟ ଗସ୍ତ, ଆଶେସ ଏବଂ ୨୦୨୭ ଦିନିକିଆ ବିଶ୍ୱକପକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି।…
Archives


