ସପ୍ନା ଗିଲ୍ଙ୍କ ଫୋନ୍ ଛଡ଼ାଇ ଫସିଲେ ପୃଥ୍ବୀ ଶ’: କୋର୍ଟ ଦେଲେ ଏମିତି ରାୟ
ମୁମ୍ବାଇ,୧୦।୯: ଭାରତୀୟ କ୍ରିକେଟର ପୃଥ୍ବୀ ଶ’ ସମସ୍ୟାରେ ପଡ଼ିଥିବା ଜଣାପଡ଼ିଛି। ମୁମ୍ବାଇର ଦିନଦୋଶୀ ସେସନ୍ସ କୋର୍ଟ ତାଙ୍କ ଉପରେ ୧୦୦ ଟଙ୍କା ଜରିମାନା ଲଗାଇଛନ୍ତି। ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର ସପ୍ନା ଗିଲ ଦ୍ୱାରା ଦାୟର କରାଯାଇଥିବା ଆବେଦନ ଉପରେ ଉତ୍ତର ଦାଖଲ…
ଟ୍ୟୁନିସିଆ ଖେଳିବ ଫୁଟ୍ବଲ ବିଶ୍ୱକପ୍
ଟୁନିସ୍(ଟ୍ୟୁନିସିଆ),୯ା୯: ଟ୍ୟୁନିସିଆ ଫିଫା ବିଶ୍ୱକପ୍ ପାଇଁ ଯୋଗ୍ୟତା ହାସଲ କରିଛି। ସୋମବାର ଅନୁଷ୍ଠିତ ଏକ ଯୋଗ୍ୟତାପର୍ଯ୍ୟାୟ ମ୍ୟାଚ୍ରେ ଦଳ ଇକ୍ୱେଟୋରିଆଲ ଗିନିକୁ ୧-୦ ଗୋଲ୍ରେ ପରାସ୍ତ କରିଛି। ଖେଳର ୪ର୍ଥ ମିନିଟ୍ରେ ଟ୍ୟୁନିସିଆ ପକ୍ଷରୁ ବିଜୟସୂଚକ ଗୋଲ୍ଟିକୁ ସ୍କୋର କରିଥିଲେ ମହମ୍ମଦ…
କ୍ରିକେଟରୁ ଅବସର ନେଲେ ଏହି ବାମହାତି ପେସର
କରାଚୀ,୯ା୯: ପାକିସ୍ତାନର ବାମହାତି ପେସର ଉସ୍ମାନ ଶିନ୍ଓ୍ବାରି ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଜାତୀୟ ଦଳ ତରଫରୁ ସେ ଶେଷ ଥର ପାଇଁ ୬ବର୍ଷ ପୂର୍ବେ ଖେଳିଥିଲେ। ୩୧ ବର୍ଷୀୟ ସିନ୍ଓ୍ବାରୀ ୨୦୧୩ରୂ ୨୦୧୯ ମଧ୍ୟରେ ସମସ୍ତ ଫର୍ମାଟରେ…
ଏସିଆ କପ୍ ୨୦୨୫: ହ୍ୟାଣ୍ଡଶେକ୍ କଲେନି ପାକିସ୍ତାନ ଅଧିନାୟକ, ଏପରି ପ୍ରତିକ୍ରିୟା ଦେଲେ ସୂର୍ଯ୍ୟକୁମାର ଯାଦବ
ଦୁବାଇ,୯।୯: ଏସିଆ କପ୍ ୨୦୨୫ ଆରମ୍ଭ ପୂର୍ବରୁ ମଙ୍ଗଳବାର ଭାରତ, ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା ଓ ଅନ୍ୟ ତିନୋଟି ଦଳର ଅଧିନାୟକମାନେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ। ସାମ୍ବାଦିକମାନେ ଭାରତ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ପାକିସ୍ତାନ…
କିଏ ସେହି Sara Czarnuch ଯାହାଙ୍କ ପ୍ରେମରେ କ୍ଲିନ ବୋଲ୍ଡ ହେଲେ ଏହି ଅଲରାଉଣ୍ଡର
କାନବେରା,୯।୯: ଅଷ୍ଟ୍ରେଲିୟ କ୍ରିକେଟର ମାର୍କସ ଷ୍ଟୋଇନିସ ତାଙ୍କ ପ୍ରେମିକା ସାରା କାରନୁଚଙ୍କ ସହ ନିର୍ବନ୍ଧ କରିଛନ୍ତି। ସେ ଏହାର ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଷ୍ଟୋଇନିସ ତାଙ୍କ ପ୍ରେମିକାଙ୍କୁ ଫିଲ୍ମୀ ଶୈଳୀରେ ପ୍ରପୋଜ କରିଥିଲେ। ସାରା ଇନଷ୍ଟାଗ୍ରାମରେ ଫଟୋ ଶେୟାର…
ବିଳମ୍ବିତ ରାତ୍ରିରେ କାହିଁକି ହସ୍ପିଟାଲରେ ପହଞ୍ଚିଲେ ରୋହିତ ଶର୍ମା? ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚା ଯୋର ଧରିଛି
ମୁମ୍ବାଇ,୯।୯: ସୋମବାର ବିଳମ୍ବିତ ରାତିରେ ଭାରତୀୟ ଏକଦିବସୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯାହା ପ୍ରଶଂସକମାନଙ୍କୁ ଚିନ୍ତିତ କରିଥିଲା। ଏହି ଭିଡିଓଟି ମୁମ୍ବାଇର କୋକିଲାବେନ ହସ୍ପିଟାଲର, ଯେଉଁଠାରେ ରୋହିତ ହସ୍ପିଟାଲ ଭିତରକୁ ଯାଉଥିବାର ଦେଖାଯାଉଛି। ତାଙ୍କ…
Asia Cup 2025: IND vs PAK ମ୍ୟାଚରେ ଏହି ଅମ୍ପାୟାରଙ୍କ ଏଣ୍ଟ୍ରିକୁ ନେଇ ଟେନସନରେ ଭାରତୀୟ ପ୍ରଶଂସକ
ନୂଆଦିଲ୍ଲୀ,୯।୯: ଏସିଆ କପ ୨୦୨୫ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଘଣ୍ଟା ବାକି ଅଛି। ଏସିଆ କପ ୯ ସେପ୍ଟେମ୍ବରରୁ ଆରମ୍ଭ ହେଉଛି। ଏହା ପୂର୍ବରୁ, ଏସିଆନ କ୍ରିକେଟ ପରିଷଦ ଅମ୍ପାୟାରଙ୍କ ତାଲିକା ପ୍ରକାଶ କରିଛି। ୧୪ସେପ୍ଟେମ୍ବରରେ ଭାରତ ଏବଂ…
CAFA Nations Cup 2025: ଓମାନକୁ ପେନାଲଟିରେ ହରାଇଲା ଭାରତ, ଗୁରପ୍ରୀତଙ୍କ ଚମତ୍କାର ପ୍ରଦର୍ଶନ
ତାଜିକିସ୍ତାନ,୮।୯: ଭାରତୀୟ ଫୁଟବଲ ଦଳ ସିଏଏଫଏ ନେସନ୍ସ କପ ୨୦୨୫ରେ ଐତିହାସିକ ସଫଳତା ହାସଲ କରି ଓମାନକୁ ପେନାଲଟି ଶୁଟଆଉଟରେ ୩-୨ରେ ପରାସ୍ତ କରି ତୃତୀୟ ସ୍ଥାନ ଅଧିକାର କରିଛି। ସୋମବାର ହିସୋର ସେଣ୍ଟ୍ରାଲ ଷ୍ଟାଡିୟମରେ ଅନୁଷ୍ଠିତ ତୃତୀୟ ସ୍ଥାନ ପାଇଁ…
ଚର୍ଚ୍ଚାରେ ହାର୍ଦିକ ପାଣ୍ଡ୍ୟାଙ୍କ ଘଣ୍ଟା, ଏସିଆ କପ୍ ପୁରସ୍କାର ରାଶିର ୭ ଗୁଣ
ଦୁବାଇ,୮।୯: ଏସିଆ କପ ୨୦୨୫ ମଙ୍ଗଳବାର, ୯ ସେପ୍ଟେମ୍ବରରୁ ଆରମ୍ଭ ହେଉଛି, ଯେଉଁଥିରେ ଭାରତୀୟ ଦଳ ପ୍ରଥମ ମ୍ୟାଚ ୧୦ ସେପ୍ଟେମ୍ବରରେ ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ) ବିପକ୍ଷରେ ଖେଳିବ। ଏହା ପୂର୍ବରୁ ଭାରତୀୟ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ତାଙ୍କ ଆଡମ୍ବରପୂର୍ଣ୍ଣ ଜୀବନଶୈଳୀ…
ଏସିଆ କପ୍ ମହିଳା ହକି: ସୁପର-୪ରେ ଭାରତ
ହାଙ୍ଗ୍ଝୋ,୮ା୯: ନବନୀତ କୌର ଓ ମମ୍ତାଜ ଖାନ୍ଙ୍କ ହ୍ୟାଟ୍ରିକ୍ ବଳରେ ଭାରତ ଏସିଆ କପ୍ ମହିଳା ହକି ଟୁର୍ନାମେଣ୍ଟର ପୁଲ୍ ‘ବି’ରେ ୩୪ ର଼୍ୟାଙ୍କିଙ୍ଗପ୍ରାପ୍ତ ସିଙ୍ଗାପୁରକୁ ୧୨-୦ ଗୋଲରେ ପରାସ୍ତ କରିଛି। ଏଥି ସହିତ ଦଳ ପ୍ରତିଯୋଗିତାର ସୁପର-୪ ପର୍ଯ୍ୟାୟ ପାଇଁ…
ପ୍ଲେୟର ଅଫ୍ ଦି ମନ୍ଥ ଦୌଡ଼ରେ ସିରାଜ
ଦୁବାଇ,୮ା୯:ଇଂଲଣ୍ଡ ବିପକ୍ଷ ୫ମ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ପ୍ରଭାବୀ ପ୍ରଦର୍ଶନ ପାଇଁ ଭାରତୀୟ ପେସ୍ ବୋଲର ମହମ୍ମଦ ସିରାଜଙ୍କ ନାମ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପ୍ଲେୟର ଅଫ୍ ଦି ମନ୍ଥ୍ ପୁରସ୍କାର ସକାଶେ ସୁପାରିସ କରାଯାଇଛି। ପୁରସ୍କାର ଦୌଡ଼ରେ…
ମୋତେ ଅପମାନିତ କରାଗଲା, ମୁଁ କାନ୍ଦିକି ଟିମ୍ ଛାଡ଼ିଦେଲି: IPLର ଏହି ଟିମ୍ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ କ୍ରିସ ଗେଲ
ନୂଆଦିଲ୍ଲୀ,୮।୯: ଓ୍ବେଷ୍ଟଇଣ୍ଡିଜ୍ର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ ଗେଲ ଇଣ୍ଡିଆନ ପ୍ରିମିୟର ଲିଗକୁ ନେଇ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଆଇପିଏଲ୍ରେ ବିତାଇଥିବା ତାଙ୍କ ଶେଷ ବର୍ଷ ବିଷୟରେ ସେ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି, ପଞ୍ଜାବ କିଙ୍ଗସ ଦଳର…
Archives


