ମୋତେ ଅଧିକ ଟଙ୍କା ମିଳିଛି, ତା ଅର୍ଥ ନୁହେଁ…, ରାଗିଲେ Venkatesh Iyer
ନୂଆଦିଲ୍ଲୀ,୪।୪: କୋଲକାତା ନାଇଟ ରାଇଡର୍ସ ଆଇପିଏଲ ୨୦୨୫ ପୂର୍ବରୁ ଭେଙ୍କଟେଶ ଆୟରଙ୍କୁ ମୁକ୍ତ କରିଥିଲା, କିନ୍ତୁ ମେଗା ନିଲାମରେ ତାଙ୍କୁ ଫେରାଇ ଆଣିବା ପାଇଁ ୨୩.୭୫ କୋଟି ଟଙ୍କା ଖର୍ଚ୍ଚ କରିଥିଲା, ଯାହା IPL ଇତିହାସରେ ତୃତୀୟ ସର୍ବାଧିକ ପରିମାଣରେ...
ମୁମ୍ବାଇ ଦଳର ମାଲିକାଣୀ ହେଲେ ସଚିନ ତେନ୍ଦୁଲକରଙ୍କ ଝିଅ ସାରା
ମୁମ୍ବାଇ,୪।୪: ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ମୁମ୍ବାଇ ଦଳକୁ କିଣିଛନ୍ତି। ତେନ୍ଦୁଲକର ଗ୍ଲୋବାଲ ଇ-କ୍ରିକେଟ ପ୍ରିମିୟର ଲିଗ (GEPL)ରେ ମୁମ୍ବାଇ ଦଳର ମାଲିକାନା ହାସଲ କରିଛନ୍ତି। GEPLକୁ ବିଶ୍ୱର ସବୁଠାରୁ ବଡ଼ ଇ-କ୍ରିକେଟ ଲିଗ ମଧ୍ୟରୁ...
ଆଜିଠାରୁ ନୂଆ ଫର୍ମାଟରେ ପୁରୁଷ ହକି
ଝାନ୍ସୀ, ୪ା୪: ହକି ଇଣ୍ଡିଆ ଜାତୀୟ ସିନିୟର ପୁରୁଷ ଚାମ୍ପିୟନଶିପ୍ର ୧୫ତମ ସଂସ୍କରଣ ଏଠାରେ ଶୁକ୍ରବାରଠାରୁ ଖେଳାଯିବ। ଏହା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ନୂଆ ଫର୍ମାଟରେ ଖେଳାଯିବ। ପୁରୁଷ ଟୁର୍ନାମେଣ୍ଟ ପ୍ରଥମ ଥର ମେଜର ଧ୍ୟାନଚାନ୍ଦ ହକି...
ରାଗିଯାଇ ଅଜିଙ୍କ୍ୟ ରାହାଣେଙ୍କ କିଟ୍ ବ୍ୟାଗକୁ ଗୋଇଠା ମାରିଥିଲେ ଯଶସ୍ବୀ ଜୟସଓ୍ବାଲ? ଆସିଲା ଚମକାଇବା ଭଳି ତଥ୍ୟ
ନୂଆଦିଲ୍ଲୀ,୪।୪: ଆଇପିଏଲ ୨୦୨୫ ମଧ୍ୟରେ, ଏକ ଖବର ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ଯେତେବେଳେ ଜଣାପଡିଲା ଯେ ଯଶସ୍ବୀ ଜୟସୱାଲ ମୁମ୍ବାଇ ଦଳ ଛାଡି ଘରୋଇ ଟୁର୍ଣ୍ଣାମେଣ୍ଟରେ ଗୋଆ ପାଇଁ ଖେଳିବାକୁ ଚାହୁଁଛନ୍ତି। ସେ ଏ ବିଷୟରେ ଏମସିଏ (ମୁମ୍ବାଇ କ୍ରିକେଟ...
କେକେଆର୍ର ବଡ଼ ବିଜୟ
କୋଲକାତା,୩ା୪: ଚଳିତ ଆଇପିଏଲ୍ରେ ଗୁରୁବାର ଖେଳାଯାଇଥିବା ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ୮୦ ରନ୍ର ବଡ଼ ବ୍ୟବଧାନରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍ଆର୍ଏଚ୍)କୁ ପରାସ୍ତ କରିଛି। ଏହା କୋଲକାତାର ଚତୁର୍ଥ ମ୍ୟାଚରେ ଦ୍ୱିତୀୟ ବିଜୟ ହୋଇଥିବା ବେଳେ ହାଇଦ୍ରାବାଦ ଲାଗି...
୨୦୩୧ ମହିଳା ବିଶ୍ୱକପ୍: ଆୟୋଜକ ଦୌଡ଼ରେ ଆମେରିକା
ବେଲଗ୍ରେଡ,୩ା୪: ୨୦୩୧ ମହିଳା ଫୁଟ୍ବଲ ବିଶ୍ୱକପ୍ ଆୟୋଜନ ଲାଗି ଆମେରିକା ଏକା ଆବେଦନ କରିଛି ଏବଂ ୟୁନାଇଟେଡ୍ କିଙ୍ଗଡମ ୨୦୩୫ ଟୁର୍ନାମେଣ୍ଟ ଆୟୋଜନ କରିବା ନିଶ୍ଚିତ। ଫିଫା ସଭାପତି ଗିଆନି ଇନଫାଣ୍ଟିନୋ ଗୁରୁବାର ଏହା ଘୋଷଣା କରିଛନ୍ତି। ୨୦୩୧ ଟୁର୍ନାମେଣ୍ଟ...
ପାକିସ୍ତାନ ଖେଳାଳିଙ୍କୁ ଜରିମାନା
ଦୁବାଇ,୩ା୪: ଚଳିତ ସପ୍ତାହରେ ହାମିଲଟନଠାରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଶ୍ଲ୍ଲୋ ଓଭର ରେଟ୍ ପାଇଁ ପାକିସ୍ତାନ କ୍ରିକେଟ ଦଳକୁ ଜରିମାନା ହୋଇଛି। ମ୍ୟାଚ ରେଫରି ଜେଫ୍ କ୍ରୋ ପାକିସ୍ତାନର ପ୍ରତ୍ୟେକ ଖେଳାଳିଙ୍କୁ ସେମାନଙ୍କ...
ଗୁଜରାଟକୁ ଝଟ୍କା: ସ୍ବଦେଶ ଫେରିଗଲେ ରାବାଡା
ନୂଆଦିଲ୍ଲୀ,୩ା୪: ଦକ୍ଷିଣ ଆଫ୍ରିକୀୟ ପେସ ବୋଲର କାଗିସୋ ରାବାଡା ବ୍ୟକ୍ତିଗତ କାରଣ ଯୋଗୁ ସ୍ବଦେଶ ଫେରି ଯାଇଛନ୍ତି। ଏ ନେଇ ତାଙ୍କ ଆଇପିଏଲ୍ ଫ୍ରାଞ୍ଚାଇଜ ଗୁଜରାଟ ଟାଇଟନ୍ସ (ଜିଟି) ପକ୍ଷରୁ ଗୁରୁବାର କୁହାଯାଇଛି। ତେବେ ରାବାଡା କେତେ ସମୟ ପର୍ଯ୍ୟନ୍ତ...
୨୩ କୋଟି ଟଙ୍କାର ରୂପ ଦେଖାଇଲେ ଭେଙ୍କଟେସ୍: ହାଇଦ୍ରାବାଦ୍କୁ ୨୦୧ ରନ୍ର ଟାର୍ଗେଟ୍
କୋଲକତା,୩।୪: କୋଲକାତାର ଇଡେର୍ନ ଗାର୍ଡେରେ ଖେଳାଯାଉଥିବା ଆଇପିଏଲ୍ର ଏକ ମ୍ୟାଚ୍ କୋଲକତା ନାଇଟ୍ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ୍ ମଧ୍ୟରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରି କୋଲକତା ନିର୍ଦ୍ଧାରିତ ୨୦ ଓଭରରେ ହାଦ୍ରାବାଦ୍କୁ ୨୦୦ ରନ୍ କରିଛି। ଫଳରେ ହାଇଦ୍ରାବାଦ୍କୁ...
ପିସିବି ମୁଖ୍ୟ ମହସିନ ନକ୍ଭୀଙ୍କୁ ମିଳିଲା ଗୁରୁଦାୟିତ୍ୱ
ଦୁବାଇ,୩ା୪: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମୁଖ୍ୟ ମହସିନ ନକ୍ଭୀ ଗୁରୁବାର ଏସିଆନ କ୍ରିକେଟ ପରିଷଦ(ଏସିସି)ର ନୂଆ ଚେୟାରମ୍ୟାନ ଭାବେ ନିର୍ବାଚିତ ହୋଇଛନ୍ତି। ତାଙ୍କ ପୂର୍ବରୁ ଶ୍ରୀଲଙ୍କା କ୍ରିକେଟ (ଏସ୍ଏଲ୍ସି) ମୁଖ୍ୟ ଶାମି ସିଲ୍ଭା ଏହି ଦାୟିତ୍ୱରେ ଥିଲେ। ଗୁରୁବାର...
MCAର ବଡ଼ ସୂଚନା: ମୁମ୍ବାଇ ଛାଡ଼ି ଯିବେ ନାହିଁ ସୂର୍ଯ୍ୟକୁମାର
ମୁମ୍ବାଇ,୩ା୪: ଭାରତୀୟ ଟି୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମୁମ୍ବାଇ ଛାଡ଼ି ଯାଉ ନାହାନ୍ତି। ମୁମ୍ବାଇ କ୍ରିକେଟ ଆସୋସିଏଶନ (ଏମ୍ସିଏ) ପକ୍ଷରୁ ଗୁରୁବାର ଏହି ସୂଚନା ଦିଆଯାଇଛି। ଜଶସ୍ବି ଜୟସ୍ବାଲ ଆଗାମୀ ଘରୋଇ ସିଜନ ଲାଗି ମୁମ୍ବାଇ ଛାଡ଼ି ଗୋଆ...
ଶିବଙ୍କ ଭକ୍ତିରେ ଲୀନ ବାଂଲାଦେଶ କ୍ରିକେଟର୍: ଚାରିଆଡ଼େ ହେଉଛି ଚର୍ଚ୍ଚା
ନୂଆଦିଲ୍ଲୀ,୩।୪: ଆଜିକାଲି ସାରା ବିଶ୍ୱର କ୍ରିକେଟ ପ୍ରେମୀଙ୍କ ମଧ୍ୟରେ IPL 2025ର ଉତ୍ସାହ ଦେଖିବାକୁ ମିଳୁଛି। କିନ୍ତୁ ବିଶ୍ୱର ଅନେକ ଶ୍ରେଷ୍ଠ କ୍ରିକେଟର ଏହି ଲିଗରେ ଖେଳୁନାହାଁନ୍ତି। ସେମାନଙ୍କ ମଧ୍ୟରେ ଗୋଟିଏ ବଡ଼ ନାମ ହେଉଛି ବାଂଲାଦେଶର ଉଇକେଟକିପର ବ୍ୟାଟସମ୍ୟାନ...
Archives


