CSK vs DC: ଲଗାତର ହାରିବା ପରେ ଚେନ୍ନାଇ ସୁପର କିଙ୍ଗସ ବଦଳାଇଲା ପ୍ଲେଇଂ ଇଲେଭେନ
ନୂଆଦିଲ୍ଲୀ,୫।୪: ଆଇପିଏଲ ୨୦୨୫ର ୧୭ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ। ଦିଲ୍ଲୀ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ଫିଲ୍ଡିଂ ପାଇଁ ଚେନ୍ନାଇର ଖେଳାଳିମାନେ ପଡ଼ିଆକୁ ଆସିବେ। ଗତ...
ଲକ୍ଷ ଲକ୍ଷ ଟଙ୍କାର ଜରିମାନା ଗଣିବେ ପନ୍ତ, ଦିଗ୍ବେଶଙ୍କ ପାଉଣାରୁ ୫୦% କଟିଲା
ନୂଆଦିଲ୍ଲୀ,୫।୪: ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ଦଳ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରି ଏକ ଦମ୍ଦାର ବିଜୟ ହାସଲ କରିଥିଲା। ହେଲେ ଅଧିନାୟକ ରିଷଭ ପନ୍ତଙ୍କୁ ଏକ ବଡ଼ କ୍ଷତି ସହିବାକୁ ପଡିଛି। ସେ ଏପରି ଏକ ଭୁଲ କରିଥିଲେ...
ଧୋନୀଙ୍କ ଭଳି ଖେଳୁଥିଲେ ହାର୍ଦ୍ଦିକ ପାଣ୍ଡ୍ୟା, ରାଗିଗଲେ ଆକାଶ ଅମ୍ବାନୀ; ପ୍ରତିକ୍ରିୟା Viral
ନୂଆଦିଲ୍ଲୀ,୫।୪: ଚଳିତ ଆଇପିଏଲ୍ରେ ମୁମ୍ବାଇ ଇଣ୍ଡିଆନ୍ସର ଖରାପ ପ୍ରଦର୍ଶନ ଜାରି ରହିଛି। ଦଳ ଏହି ସିଜନରେ ୩ ମୁକାବିଲା ହାରି ସାରିଛି। ଏପ୍ରିଲ ୪ରେ ଲକ୍ଷ୍ନୌ ବିପକ୍ଷରେ ମୁମ୍ବାଇ ୧୨ ରନ୍ରେ ପରାଜିତ ହୋଇଥିଲା। ହେଲେ ଏହି ମ୍ୟାଚ୍ ମୁମ୍ବାଇ...
ଡ୍ରଗ୍ସ ନେଇ ଯାଉଥିବାବେଳେ ଧରାପଡିଲେ କ୍ରିକେଟ ଅଧିନାୟକ: ବାନ୍ଧିଲା ପୋଲିସ
ନୂଆଦିଲ୍ଲୀ,୫।୪:କ୍ରିକେଟ ଜଗତରେ ସମୟ ସମୟରେ ନୂତନ ବିବାଦ ଉପୁଜିଥାଏ। କେତେବେଳେ ମ୍ୟାଚ ଫିକ୍ସିଂ, କେତେବେଳେ ଦୁର୍ବ୍ୟବହାର ମାମଲା ସାମ୍ନାକୁ ଆସେ। ଏବେ ଏକ ଦେଶର ଜାତୀୟ କ୍ରିକେଟ ଦଳର ଅଧିନାୟକ ଡ୍ରଗ୍ସ ସହିତ ଧରାପଡ଼ିଛନ୍ତି। ଏହି ଖେଳାଳିଙ୍କ ନାମ ନିକୋଲାସ...
ଭୋ ଭୋ ହୋଇ କାନ୍ଦିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୫।୪: ଲକ୍ଷ୍ନୌ ସୁପରଜାଏଣ୍ଟସ ହାତରେ ମୁମ୍ବାଇ ଇଣ୍ଡିଆନ୍ସର ପରାଜୟ ପରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି। ସିଜିନର ତୃତୀୟ ପରାଜୟରେ ନିରାଶ ହୋଇଥିବା ପାଣ୍ଡ୍ୟା ମ୍ୟାଚ ପରେ ଭାବପ୍ରବଣ ଦେଖାଯାଇଥିଲା। ତାଙ୍କର ଏକ ଫଟୋ ଭାଇରାଲ ହେଉଛି। ଏଥିରେ...
ଜୟସ୍ବାଲଙ୍କୁ ରାହାନେ ଦଣ୍ଡିତ କରିବା ଭିଡିଓ ଭାଇରାଲ
ନୂଆଦିଲ୍ଲୀ,୪ା୪: ସାଉଥ୍ ଜୋନ ବିପକ୍ଷ ୨୦୨୨ ଦୁଲୀପ ଟ୍ରଫି ଫାଇନାଲରେ ଶୃଙ୍ଖଳାଗତ କାରଣରୁ ଯଶସ୍ବୀ ଜୟସ୍ବାଲଙ୍କୁ ଓ୍ବେଷ୍ଟ ଜୋନ ଦଳର ଅଧିନାୟକ ଅଜିଙ୍କ୍ୟ ରାହାନେ ଦଣ୍ଡିତ କରିଥିଲେ। ଯୁବ ଭାରତୀୟ ବ୍ୟାଟର ମୁମ୍ବାଇ ଛାଡ଼ି ଆଗାମୀ ଘରୋଇ ସିଜନରେ ଗୋଆ...
ଅଧିନାୟକ ହେବା ପରେ IPLରୁ ସନ୍ନ୍ୟାସ ନେବେ ଏମ୍ଏସ୍ ଧୋନୀ! ଚେନ୍ନାଇରେ ନେବେ ଅବସର…
ନୂଆଦିଲ୍ଲୀ,୪।୪: IPL ୨୦୨୫ରେ ଶନିବାର ୫ ଏପ୍ରିଲରେ ଚେନ୍ନାଇ ସୁପର କିଙ୍ଗ୍ସ ସେମାନଙ୍କର ହୋମ ଗ୍ରାଉଣ୍ଡ ଚେପକ୍ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ସହିତ ମୁକାବିଲା କରିବ। ଲଗାତାର ଦୁଇଟି ମ୍ୟାଚ୍ ହାରିଥିବା ଚେନ୍ନାଇ ଦଳ ଦିଲ୍ଲୀ ବିପକ୍ଷରେ ବିଜୟ ହାସଲ...
ପୁଣି ଅଧିନାୟକ ହେବେ ଏମ୍ ଏସ୍ ଧୋନୀ, IPL ୨୦୨୫ ମଝିରେ CSKର ବଡ଼ ନିଷ୍ପତ୍ତି!
ନୂଆଦିଲ୍ଲୀ,୪।୪: ପାଞ୍ଚ ଥରର ଆଇପିଏଲ୍ ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗ୍ସ ଚଳିତ ଆଇପିଏଲ୍ ସିଜନରେ ଖରାପ ପ୍ରଦର୍ଶନ କରି ଆସୁଛି। ଋତୁରାଜ ଗାୟକଓ୍ବାଡ୍ଙ୍କ ଅଧିନାୟକତ୍ୱରେ ଚେନ୍ନାଇ ପ୍ରଥମ ୩ ମ୍ୟାଚ୍ରୁ ୨ରେ ପରାଜୟର ସମ୍ମୁଖୀନ ହୋଇଛି। ଏମିତିରେ ଆଗାମୀ ମ୍ୟାଚ୍ଗୁଡ଼ିକ...
ବଡ଼ ଖବର: ମୁମ୍ବାଇ ଇଣ୍ଡିଆନ୍ସରୁ ବାଦ୍ ପଡ଼ିଲେ ରୋହିତ ଶର୍ମା
ନୂଆଦିଲ୍ଲୀ,୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୫ର ୧୬ତମ ମୁକାବିଲା ପୂର୍ବରୁ ବଡ଼ ଖବର ସାମ୍ନାକୁ ଆସିଛି। ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ତଥା ବରିଷ୍ଠ ଖେଳାଳି ରୋହିତ ଶର୍ମା ଟିମ୍ରୁ ବାଦ୍ ପଡ଼ିଛନ୍ତି। ତାଙ୍କୁ ଲକ୍ଷ୍ନୌ ସୁପର ଜାଏଣ୍ଟସ ବିପକ୍ଷ...
ଗ୍ରାଣ୍ଡସ୍ଲାମ ପୁରସ୍କାର ରାଶି ବୃଦ୍ଧି ଦାବି କଲେ ଜୋକୋଭିକ
ଓ୍ବାଶିଂଟନ,୪ା୪: ପୁରସ୍କାର ରାଶି ବୃଦ୍ଧି ଦାବିରେ ନୋଭାକ ଜୋକୋଭିକ, ଜାନିକ ସିନର, ଆରିନା ସାବାଲେଙ୍କା ଓ କୋକୋ ଗଫଙ୍କ ସମେତ ବିଶ୍ୱର ୨୦ ଆଗଧାଡ଼ିର ଟେନିସ ଖେଳାଳିମାନେ ସେମାନଙ୍କ ହସ୍ତାକ୍ଷର ଥିବା ଦାବିପୂର୍ଣ୍ଣ ଚିଠିକୁ ୪ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର ମୁଖ୍ୟଙ୍କୁ...
ଗୋଟିଏ ଓଭରରେ ଦୁଇ ହାତରେ ବୋଲିଂ
ନୂଆଦିଲ୍ଲୀ,୪ା୪: ଶ୍ରୀଲଙ୍କାର କାମିଣ୍ଡୁ ମେଣ୍ଡିସ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ବିପକ୍ଷ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍ଆରଏଚ୍) ପାଇଁ ଆଇପିଏଲ୍ରେ ପଦାର୍ପଣ କରିଥିଲେ। ପ୍ରଥମ ଆଇପିଏଲ୍ ମ୍ୟାଚରେ ସେ ଦୁଇ ହାତରେ ସ୍ପିନ ବୋଲିଂ କରିବାର ଦକ୍ଷତା ଦ୍ୱାରା ଉଭୟ...
ଇଂଲଣ୍ଡକୁ ବଡ଼ ଝଟ୍କା: ଟେଷ୍ଟ ସିରିଜ ଖେଳିବେନି ଏହି ପେସ୍ ବୋଲର
ଲଣ୍ଡନ, ୪ା୪: ଇଞ୍ଜୁରି ଯୋଗୁ ଭାରତ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳି ପାରିବେନି ଇଂଲଣ୍ଡ ପେସ୍ ବୋଲର ଓଲି ଷ୍ଟୋନ୍। ମାର୍ଚ୍ଚରେ ନଟିଙ୍ଗହାମଶାୟାର କାଉଣ୍ଟି ଦଳ ପ୍ରି-ସିଜନ ଆବୁଧାବି ଟୁର୍ ସମୟରେ ତାଙ୍କ ଡାହାଣ ଆଣ୍ଠୁରେ...
Archives


