ଖେଳ

ଅର୍ଜୁନ ପୁରସ୍କାର ବିଜେତା ବିଜୟ ଶତପଥୀଙ୍କ ପରଲୋକ

ଭୁବନେଶ୍ୱର,୨୩।୯: ପୂର୍ବତନ ଅନ୍ତର୍ଜାତୀୟ ଭାରୋତ୍ତୋଳକ ତଥା ଅର୍ଜୁନ ପୁରସ୍କାର ବିଜେତା ବିଜୟ କୁମାର ଶତପଥୀଙ୍କ ପରଲୋକ ଘଟିଛି। ବାର୍ଦ୍ଧକ୍ୟ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସେ ୧୯୮୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିଲେ।…

ଓଡ଼ିଶାର ସୁନା ଝିଅ ଅନାହିତା ମିଶ୍ର: ଏସିଆର ପ୍ରଥମ ଖେଳାଳି ଭାବେ ଜିତିଲେ ଫାରୋ ଇନଲାଇନ ଫ୍ରିଷ୍ଟାଇଲ ବିଶ୍ୱକପ

ଭୁବନେଶ୍ୱର,୨୨।୯: ଓଡ଼ିଶାର ସ୍କେଟିଂ ତାରକା ଅନାହିତା ମିଶ୍ର ପର୍ତ୍ତୁଗାଲରେ ଅନୁଷ୍ଠିତ ଫାରୋ ଇନଲାଇନ ଫ୍ରିଷ୍ଟାଇଲ ବିଶ୍ୱକପରେ ସ୍ୱର୍ଣ୍ଣ ପଦକ ଜିତି ଭାରତକୁ ଗୌରବାନ୍ୱିତ କରିଛନ୍ତି। ଏହି ସଫଳତା ସହ ସେ ଏସିଆର ପ୍ରଥମ ଖେଳାଳି ଭାବେ ୟୁରୋପୀୟ ପ୍ରାଧାନ୍ୟ ବିଶିଷ୍ଟ ଏହି…

ଅବସରରୁ ନେଲେ ୟୁଟର୍ନ: ପଡ଼ିଆକୁ ଫେରିବେ ଏହି ଖେଳାଳି

ଜୋହାନ୍ସବର୍ଗ,୨୨ା୯: ଦକ୍ଷିଣ ଆଫ୍ରିକା ଉଇକେଟକିପର ବ୍ୟାଟର କ୍ୱିଣ୍ଟନ ଡି’କକ୍‌ ତାଙ୍କ ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି। ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରୁ ସେ ଅବସର ନେଇସାରିଥିଲେ। ମାତ୍ର ସେ ପୁନର୍ବାର ଖେଳିବା ଲାଗି ଆଗ୍ରହ ଦେଖାଇଛନ୍ତି। ଆଗାମୀ ପାକିସ୍ତାନ ଟୁର୍‌ ପାଇଁ ତାଙ୍କୁ ଜାତୀୟ…

ଅବସରରୁ ଫେରିଲେ ଦକ୍ଷିଣ ଆଫ୍ରିକାର ଷ୍ଟାର କ୍ରିକେଟର; ପାକିସ୍ତାନ ଗସ୍ତ ପାଇଁ ତିନି ଅଧିନାୟକ ଘୋଷଣା

ନୂଆଦିଲ୍ଲୀ,୨୨।୯: ଦକ୍ଷିଣ ଆଫ୍ରିକାର ଷ୍ଟାର ୱିକେଟ୍‌-ରକ୍ଷକ କ୍ୱିଣ୍ଟନ ଡି’କକ୍‌ ୨୦୨୩ ଦିନିକିଆ ବିଶ୍ୱକପ ପରେ ଅବସର ନେଇଥିବା ଦିନିକିଆ କ୍ରିକେଟ୍‌ରୁ ଦୁଇ ବର୍ଷ ପରେ ଫେରିବାକୁ ପ୍ରସ୍ତୁତ। ସୋମବାର ପାକିସ୍ତାନ ଗସ୍ତ ପାଇଁ ଘୋଷିତ ଦକ୍ଷିଣ ଆଫ୍ରିକାର ଦିନିକିଆ ଓ ଟି-୨୦…

ଭାରତ-ପାକିସ୍ତାନ ମଧ୍ୟରେ ହେବ ଏସିଆ କପ୍‌ ଫାଇନାଲ୍‌! ଜାଣନ୍ତୁ ପୂରା ସମୀକରଣ

ନୂଆଦିଲ୍ଲୀ,୨୨।୯: ଏସିଆ କପ ୨୦୨୫ର ଉତ୍ସାହ ଏବେ ଶୀର୍ଷରେ ରହିଛି। ଏହି ଟୁର୍ନାମେଣ୍ଟରେ କ୍ରିକେଟ ପ୍ରେମୀଙ୍କ ପାଇଁ ସବୁଠାରୁ ବଡ଼ ଆକର୍ଷଣ ହେଉଛି ଭାରତ ଏବଂ ପାକିସ୍ତାନ ମଧ୍ୟରେ ସଂଘର୍ଷ। ଟୁର୍ନାମେଣ୍ଟ ଆରମ୍ଭ ହେବା ପରଠାରୁ, ଦୁଇ ଦଳ ଦୁଇଥର ମୁହାଁମୁହିଁ…

ଭାରତକୁ ପ୍ରଶଂସାରେ ପୋତି ପକାଇଲେ ଶାହିଦ ଆଫ୍ରିଦି: ପାକିସ୍ତାନକୁ ଧୋଇଲେ

ନୂଆଦିଲ୍ଲୀ,୨୨।୭: ୨୦୨୫ ଏସିଆ କପର ସୁପର ଫୋରରେ ଭାରତ ପାକିସ୍ତାନକୁ ପରାସ୍ତ କରିଥିଲା, ଯାହା ଫଳରେ ପୂର୍ବତନ ପାକିସ୍ତାନ ଅଧିନାୟକ ଶାହିଦ ଆଫ୍ରିଦି ଭାରତୀୟ ଖେଳାଳିମାନଙ୍କୁ ପ୍ରଶଂସା କରିବାକୁ ବାଧ୍ୟ ହୋଇଥିଲେ। ଆଫ୍ରିଦି କହିଥିଲେ, ଟିମ ଇଣ୍ଡିଆ ଏକ ବିଶ୍ୱସ୍ତରୀୟ ଦଳ।…

ନୋ ହ୍ୟାଣ୍ଡସେକ୍‌ ବିବାଦରେ ନୂଆମୋଡ଼, ଗମ୍ଭୀରଙ୍କ ଏହି ପଦକ୍ଷେପରେ ପାକିସ୍ତାନ ଆଶ୍ଚର୍ଯ୍ୟ

ନୂଆଦିଲ୍ଳୀ,୨୨।୯: ଭାରତ-ପାକିସ୍ତାନ ମ୍ୟାଚ ପରେ ଦେଖାଦେଇଥିବା ହାତ ମିଳାଇବା ବିବାଦ ଏକ ନୂତନ ମୋଡ଼ରେ ପହଞ୍ଚିଛି। ଏଥର ଖେଳାଳି କିମ୍ବା ଆଇସିସି ଅଧିକାରୀଙ୍କ ଉପରେ ଧ୍ୟାନ ନ ଥିଲା, ବରଂ ଭାରତୀୟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ଉପରେ ଥିଲା।…

ପଡ଼ିଆରେ ଝଗଡାକୁ ନେଇ ମୁହଁ ଖୋଲିଲେ ଅଭିଷେକ ଶର୍ମା: କାହିଁକି ଏମିତି ଘଟିଲା…

ନୂଆଦିଲ୍ଲୀ,୨୨।୯: ଭାରତ-ପାକିସ୍ତାନ ସୁପର ଫୋର୍‌ ମୁକାବିଲାରେ ଭାରତୀୟ ଇନିଂସର ପଞ୍ଚମ ଓଭର ସମୟରେ, ଅଭିଷେକ ଶର୍ମା ଏବଂ ହାରିସ ରୌଫଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରିସ୍ଥିତି ଏତେ ବିଗିଡ଼ିଗଲା ଯେ, ଅମ୍ପାୟାର ଗାଜି ସୋହେଲଙ୍କୁ ଉଭୟଙ୍କୁ ଅଟକାଇବାକୁ ହସ୍ତକ୍ଷେପ କରିବାକୁ ପଡିଲା।…

ପାକିସ୍ତାନ ଖେଳାଳିଙ୍କୁ ଗନ୍‌ ସେଲିବ୍ରେଶନ ପଛର ଭିଲିଆନ୍‌ ହେଉଛନ୍ତି ଏହି ବ୍ୟକ୍ତି

ନୂଆଦିଲ୍ଲୀ,୨୨।୯: ଏସିଆ କପର ୧୭ତମ ସଂସ୍କରଣର ସୁପର ୪ ରାଉଣ୍ଡ ଚାଲିଛି। ରବିବାର ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ୬ ଉଇକେଟ୍‌ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୧୭୧ ରନ କରିଥିଲା। ଦଳ ପକ୍ଷରୁ ସର୍ବାଧିକ ସ୍କୋରର୍‌ ଥିଲା ସାହିବଜାଦା…

ନିଜ ଖେଳାଳିଙ୍କୁ ବେଇଜ୍ଜତ କରୁଛି ପାକିସ୍ତାନ, ସୋଏବ ଅଖତରଙ୍କ ବୟାନକୁ ନେଇ ବଢୁଛି ଚର୍ଚ୍ଚା

ଇସଲାମାବାଦ,୨୨।୯: ଏକପାଖିଆ ଏସିଆ କପ ସୁପର ୪ ମ୍ୟାଚ ରେ ଭାରତ ପାକିସ୍ତାନକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି, ସାହିବଜାଦା ଫରହାନଙ୍କ ପଚାଶ ରନ ପାଇଁ ଦଳ ୫ ୱିକେଟ ହରାଇ ୧୭୧ ରନ କରିଥିଲା। ପାକିସ୍ତାନ ଭାରତୀୟ ଦଳ…

ପାକିସ୍ତାନକୁ ଖୋଲା ଚେତାବନି ଦେଲେ ଅଭିଷେକ ଶର୍ମାଙ୍କ ଭଉଣୀ!

ନୂଆଦିଲ୍ଲୀ,୨୨।୯: ଏସିଆ କପରେ ଭାରତୀୟ କ୍ରିକେଟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କଲା। ଓପନର ଅଭିଷେକ ଶର୍ମା ତାଙ୍କ ବିସ୍ଫୋରକ ବ୍ୟାଟିଂରେ ବୋଲରମାନଙ୍କୁ ଧରାଶାୟୀ କଲେ। ଯୁବ ଓପନର ମାତ୍ର ୩୯ବଲରେ ୭୪ ରନର ଏକ ଅବିଶ୍ୱସନୀୟ ଇନିଂସ ଖେଳିଥିଲେ। ପାକିସ୍ତାନ…

ପାକିସ୍ତାନକୁ ନେଇ ବଡ଼ କଥା କହିଦେଲେ ସୂର୍ଯ୍ୟକୁମାର: ବିଶ୍ୱରେ ଖେଳିଗଲା…

ଆବୁଧାବି, ୨୨।୯: ରବିବାର ଏଠାରେ ଅନୁଷ୍ଠିତ ଏସିଆ କପ ଟି-୨୦ କ୍ରିକେଟ ଟୁର୍ନାମେଣ୍ଟର ସୁପର ଫୋର୍‌ ପର୍ଯ୍ୟାୟରେ ପାକିସ୍ତାନ ବିପକ୍ଷରେ ୬ ଉଇକେଟରେ ବିଜୟ ହାସଲ କରିଛି। ଏହି ବିଜୟ ପରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ କହିଛନ୍ତି, ଦଳ ଏହାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri