ଖେଳ

୩ଦିନିଆ ଅଭ୍ୟାସ ମ୍ୟାଚ: ରାହାନେ, ପୂଜାରା, ବୁମ୍‌ରା ପ୍ରସ୍ତୁତ

କୁଲିଜ(ଆଣ୍ଟିଗୁଆ),୧୭।୮- ସ୍ଥାନୀୟ କୁଲିଜ କ୍ରିକେଟ ଗ୍ରାଉଣ୍ଡରେ ଶନିବାରଠାରୁ ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍‌ କ୍ରିକେଟ ବୋର୍ଡ ଏକାଦଶ ମଧ୍ୟରେ ଏକ ୩ ଦିନିଆ ଅଭ୍ୟାସ ମ୍ୟାଚ୍‌ ଆରମ୍ଭ ହେବ।…

6 years ago

ସେପ୍ଟେମ୍ବର ୧୪ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ହେବ: ବିସିସିଆଇ ନିର୍ବାଚନ ଅଧିକାରୀ

ନୂଆଦିଲ୍ଲୀ, ୧୬ା୮ (ପି.ଟି.)-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନୂଆ କର୍ମକର୍ତ୍ତା ନିର୍ବାଚନ ଅକ୍ଟୋବର ୨୨ରେ କରିବା ଲାଗି ପ୍ରଶାସକ କମିଟି (ସିଓଏ) ସ୍ଥିର କରିଛି। ଏଥିରେ…

6 years ago

ଓ୍ବାଟଲିଂଙ୍କ ଲଢୁଆ ଅର୍ଦ୍ଧଶତକ

ଗାଲେ, ୧୬ା୮ (ଏଏଫ୍‌ପି)- ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ କ୍ରିକେଟରେ ନ୍ୟୁଜିଲାଣ୍ଡ ଉଇକେଟକିପର ବ୍ୟାଟ୍ସମ୍ୟାନ ବି.ଜେ. ଓ୍ବାଟଲିଂଙ୍କ ଲଢୁଆ ଅପରାଜିତ ଅର୍ଦ୍ଧଶତକ ହାସଲ କରିଛନ୍ତି। ଫଳରେ ଭ୍ରମଣକାରୀ…

6 years ago

ଛକା ମାରିବାରେ ସଚିନଙ୍କ ସମକକ୍ଷ ଟିମ୍‌ ସୌଦି

ଗାଲେ,୧୬।୮: ନ୍ୟୁଜିଲାଣ୍ଡ କ୍ରିକେଟର ଟିମ୍‌ ସୌଦି ନିଜର ଉଇକେଟ ନେବାର ଦକ୍ଷତା, ସୁଇଂ ବୋଲିଂ ଓ ଚମତ୍କାର ଫିଲ୍ଡିଂ ଯୋଗୁ ଜଣାଶୁଣା। ଏହା ବ୍ୟତୀତ ତାଙ୍କର ଛକା…

6 years ago

ବଜରଙ୍ଗଙ୍କୁ ମିଳିବ ଖେଳରତ୍ନ

ନୂଆଦିଲ୍ଲୀ,୧୬।୮(ପିଟି): ଏସିଆନ୍‌ ଗେମ୍ସ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା ବଜରଙ୍ଗ ପୁନିଆ ଶୁକ୍ରବାର ଦେଶରେ କ୍ରୀଡ଼ା ଜଗତର ସବୁଠୁ ବଡ଼ ସମ୍ମାନ ରାଜୀବ ଗାନ୍ଧୀ…

6 years ago

ପୁଣି ରବି ଶାସ୍ତ୍ରୀ

ମୁମ୍ବାଇ,୧୬।୮: ରବି ଶାସ୍ତ୍ରୀ ପୁଣି ଥରେ ଭାରତୀୟ ଦଳର ମୁଖ୍ୟ କୋଚ୍‌ ନିଯୁକ୍ତ ହୋଇଛନ୍ତି। ୧୯୮୩ ବିଶ୍ୱକପ ଚାମ୍ପିୟନ ଦଳର ଅଧିନାୟକ କପିଳ ଦେବଙ୍କ ନେତୃତ୍ୱରେ କ୍ରିକେଟ…

6 years ago

ଟିମ୍‌ ଇଣ୍ଡିଆ କୋଚ୍‌ ପଦ ଦୌଡ଼ରୁ ସିମନ୍ସ ଓହରିଲେ

ମୁମ୍ବାଇ,୧୬।୮: ପୂର୍ବତନ ଓ୍ବେଷ୍ଟଇଣ୍ଡିଜ ଓପନର ଫିଲ ସିମନ୍ସ ଶୁକ୍ରବାର ଭାରତୀୟ ଦଳର ମୁଖ୍ୟ କୋଚ୍‌ ପଦ ଦୌଡ଼ରୁ ନିଜ ଆଡ଼ୁ ଓହରି ଯାଇଛନ୍ତି। ଫଳରେ ଟିମ୍‌ ଇଣ୍ଡିଆର…

6 years ago

କନ୍‌ଫ୍ଲିକ୍ଟ ଅଫ୍‌ ଇଣ୍ଟରେଷ୍ଟର ସମ୍ମୁଖୀନ ହୋଇପାରନ୍ତି ମେରୀକମ୍‌

ନୂଆଦିଲ୍ଲୀ,୧୬।୮: ଚଳିତବର୍ଷ ବିଭିନ୍ନ ଖେଳ ପୁରସ୍କାର ପାଇଁ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ଗଠିତ ହୋଇଥିବା ଚୟନ କମିଟି କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠିଛି। ଏହି କମିଟିରେ ସ୍ଥାନ…

6 years ago

କିର୍ଗିଅସଙ୍କୁ ଜରିମାନା

ସିନ୍‌ସିନାଟି,୧୬।୮(ଏଏଫ୍‌ପି): ସିନ୍‌ସିନାଟି ମାଷ୍ଟର୍ସରେ କୋର୍ଟ ବାହାରେ ର଼୍ୟାକେଟ ଭାଙ୍ଗିବା ଓ ଚେୟାର ଅମ୍ପାୟରଙ୍କୁ ଗାଳି ଦେବା ଲାଗି ବିବାଦୀୟ ଅଷ୍ଟ୍ରେଲିଆନ ତାରକା ଟେନିସ ଖେଳାଳି ନିକି କିର୍ଗିଅସଙ୍କୁ…

6 years ago

ଜୁନିୟର ବିଶ୍ୱ ଟ୍ରାକ୍‌ ସାଇକେଲିଂ: ଆଲବେନଙ୍କୁ ବ୍ରୋଞ୍ଜ

ନୂଆଦିଲ୍ଲୀ,୧୬।୮(ପିଟି): ଭାରତୀୟ ସ୍ପ୍ରିଣ୍ଟ ସାଇକେଲିଂ ଦଳ ଜର୍ମାନୀର ଫ୍ରାଙ୍କଫର୍ଟଠାରେ ଚାଲିଥିବା ଜୁନିୟର ଟ୍ରାକ ସାଇକେଲିଂ ଚାମ୍ପିୟନଶିପ୍‌ରେ ଐତିହାସିକ ସ୍ବର୍ଣ୍ଣ ପଦକ ଜିତିବା ପରେ ଦେଶକୁ ଆଉ ଏକ…

6 years ago