ଖେଳ

୩ଟି ମ୍ୟାଚ୍‌ରୁ ସାଣ୍ଟୋସ୍‌ଙ୍କୁ ବାସନ୍ଦ କଲା ୟୁଇଏଫ୍‌ଏ

ନିୟନ,୧୫।୪(ଏପି): ୟୁରୋପ ଫୁଟବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ୟୁଇଏଫ୍‌ଏ (ୟୁନିୟନ ଅଫ୍‌ ୟୁରୋପିଆନ ଫୁଟବଲ ଆସୋସିଏଶନ) କୋପନହାଗେନ ଫରଓ୍ବାର୍ଡ ମାଇକେଲ ସାଣ୍ଟୋସ୍‌ଙ୍କୁ ୩ଟି ମ୍ୟାଚ୍‌ରୁ ବାସନ୍ଦ କରିଛି।…

6 years ago

କୋଭିଡ୍‌- ୧୯ ସବୁ ବିଶ୍ୱକପ୍‌ଠାରୁ ବଡ଼: ଶାସ୍ତ୍ରୀ

ନୂଆଦିଲ୍ଲୀ,୧୫।୪(ପି.ଟି.): ଭାରତୀୟ କ୍ରିକେଟ କୋଚ୍‌ ରବି ଶାସ୍ତ୍ରୀ କୋଭିଡ୍‌-୧୯ ବିରୋଧରେ ଚାଲିଥିବା ଲଢେଇକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି। ଦେଶରେ ଚାଲିଥିବା ଏହି ଲଢେଇ ସବୁ ବିଶ୍ୱକପ୍‌ଠାରୁ…

6 years ago

କୋଭିଡ୍‌-୧୯ ସତ୍ତ୍ୱେ ଏସିଆନ ଫୁଟବଲ ଟୁର୍ନାମେଣ୍ଟ ଆୟୋଜନ ହେବ

କୁଆଲାଲମ୍ପୁର,୧୫।୪ (ଏଏଫ୍‌ପି): କୋଭିଡ୍‌-୧୯ ସଂକ୍ରମଣ ସତ୍ତ୍ୱେ ଏସିଆରେ ସବୁ ଆଗଧାଡିର ଫୁଟବଲ ଟୁର୍ନାମେଣ୍ଟଗୁଡିକ ଆୟୋଜନ ଚାଲୁ ରହିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଆବଶ୍ୟକ…

6 years ago

କୋଭିଡ୍‌-୧୯: ଟୁର ଡି ଫ୍ରାନ୍ସ ସ୍ଥଗିତ

ପ୍ୟାରିସ୍‌,୧୫।୪ (ଏପି): ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଟୁର ଡି ଫ୍ରାନ୍ସ ଆୟୋଜନ ହେବ ବୋଲି ଆଶା କରାଯାଉଥିଲେ ମଧ୍ୟ ଶେଷରେ ଏହାକୁ ସ୍ଥଗିତ ରଖାଯାଇଛି। ବିଶ୍ୱର…

6 years ago

ଆଇପିଏଲକୁ ନେଇ ଅନିଶ୍ଚିତତା ବଢ଼ିଲା

ନୂଆଦିଲ୍ଲୀ, ୧୫।୪- କରୋନା ଭାଇରସ ସଂକ୍ରମଣ ଜନିତ ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ’ ୩ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧିକୁବଢ଼ାଇବାପରେ ଇଣ୍ଡିଆନ ପ୍ରିିମିୟର ଲିଗ୍‌(ଆଇପିଏଲ)କୁ…

6 years ago

କର୍କଟ ରୋଗରୁ ମୁକ୍ତି ପାଇଲେ ଭିଆଲି

ଲଣ୍ଡନ, ୧୫ା୪ (ଏଏଫ୍‌ପି)-ଇଟାଲୀ ଓ ଜୁଭେଣ୍ଟସ୍‌ ଟିମ୍‌ର ପୂର୍ବତନ ଫରଓ୍ବାର୍ଡ ଜିଆନଲୁକା ଭିଆଲି ଦ୍ୱିତୀୟ ଥର କର୍କଟ ରୋଗରୁ ମୁକ୍ତି ପାଇଛନ୍ତି। ୫୫ ବର୍ଷୀୟ ଭିଆଲି ପ୍ରଥମେ…

6 years ago

ନିଜ ଗ୍ରାମ ସାନିଟାଇଜେଶନ କଲେ ଭୋକାନାଲ୍‌

ମୁମ୍ବାଇ, ୧୫ା୪ (ପି.ଟି.)-କୋଭିଡ୍‌-୧୯ର ମୁକାବିଲା ପାଇଁ ଅନେକ କ୍ରୀଡ଼ାବିତ୍‌ ସହାୟତାର ହାତ ବଢାଇଛନ୍ତି। କେତେଜଣ ଅର୍ଥ ଦାନ କରିଛନ୍ତି ତ ଅନ୍ୟ କେତେକ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ…

6 years ago

କରୋନାରୁ ଆରୋଗ୍ୟ ହେଲେ ଫେଲାଇନି

ସାଂଘାଇ, ୧୫ା୪ (ଏଏଫ୍‌ପି)-କରୋନା ଭାଇରସ୍‌ ପାଇଁ ଚାଇନାରେ ଚିକିତ୍ସିତ ହେଉଥିବା ପୂର୍ବତନ ମାଞ୍ଚେଷ୍ଟର ୟୁନାଇଟେଡ୍‌ ଷ୍ଟାର ମାରୋନେ ଫେଲାଇନି ମଙ୍ଗଳବାର ଡାକ୍ତରଖାନା ଛାଡ଼ିଛନ୍ତି। ୩୨ ବର୍ଷୀୟ ଶାନ୍‌ଡଙ୍ଗ୍‌…

6 years ago

ରିଚର୍ସ ଆର୍ଟିକିଲ ପଢିବା ସହ ପରିବାରକୁ ସମୟ ଦେଉଛନ୍ତି ଶୁଭକାନ୍ତ

କଟକ ଅଫିସ,୧୫ା୪- ରାଜ୍ୟ ସିନିୟର କ୍ରିକେଟ ଦଳର ଫିଜିଓ ହେଲେ ଶୁଭକାନ୍ତ ସାହୁ। ୨୦୧୧ ମସିହାରୁ ରାଜ୍ୟ ସିନିୟର ଖେଳାଳିଙ୍କ ଫିଟ୍‌ନେସ ଭାର ଶୁଭକାନ୍ତଙ୍କ କାନ୍ଧରେ। ଏପରିକି…

6 years ago

ଏଆଇଏଫ୍‌ଏଫ୍‌ର ଅନ୍‌ଲାଇନ୍‌ ସେମିନାର

ନୂଆଦିଲ୍ଲୀ,୧୪।୪ (ପି.ଟି.): କୋଭିଡ୍‌-୧୯ କାରଣରୁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ଏକ ନୂଆ ପଦକ୍ଷେପ ନେଇଛି। ଏଆଇଏଫ୍‌ଏଫ୍‌…

6 years ago