ଖେଳ

ଦୁଇ ମାସ ପରେ ଟ୍ରେନିଂକୁ ଫେରିଲେ ରୋନାଲ୍ଡୋ

ଟୁରିନ,୧୯।୫(ଏଏଫ୍‌ପି): ପର୍ତ୍ତୁଗାଲ ଫୁଟବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ଦୁଇମାସ ପରେ ଟ୍ରେନିଂକୁ ଫେରିଛନ୍ତି। ଟୁରିନ୍‌ରେ ଜଣାଶୁଣା କ୍ଲବ ଜୁଭେଣ୍ଟସ ତରଫରୁ ଖେଳୁଥିବା ୩୫ ବର୍ଷୀୟ ରୋନାଲ୍ଡୋ ମଙ୍ଗଳବାର…

6 years ago

ବାପା ହେଲେ ସ୍ପ୍ରିଣ୍ଟ ଲିଜେଣ୍ଡ ବୋଲ୍ଟ

କିଙ୍ଗଷ୍ଟନ,୧୯।୫(ଏଏଫପି): ଜାମାଇକା କିମ୍ବଦନ୍ତୀ ଧାବକ ଉସେନ୍‌ ବୋଲ୍ଟ ପ୍ରଥମଥର ପାଇଁ ବାପା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ତାଙ୍କ ବାନ୍ଧବୀ କାସି ବେନ୍ନେଟ ଏକ କନ୍ୟା ସନ୍ତାନକୁ…

6 years ago

ଅଲିମ୍ପିକ୍‌ କ୍ୱାଲିଫାଇଂ ଇଭେଣ୍ଟ: ତାରିଖ ଧାର୍ଯ୍ୟ କରିବାକୁ ଆଇଓସିର ନିର୍ଦ୍ଦେଶ

ଲୋସେନ,୧୯।୫(ପି.ଟି.): ଟୋକିଓ ଅଲିମ୍ପିକ୍ସ କ୍ୱାଲିଫାଇଂ ଇଭେଣ୍ଟ ନେଇ ତାରିଖ ଧାର୍ଯ୍ୟ କରିବାକୁ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ସବୁ ଅନ୍ତର୍ଜତାୟ ଫେଡେଶେନଗୁଡିକୁ ନିର୍ଦ୍ଦେଶ ଦେଇଛି। କୋଭିଡ-୧୯ ମହମାରୀ…

6 years ago

ଇଂଲଣ୍ଡ ଗସ୍ତରେ ଯିବାକୁ ଖେଳାଳିଙ୍କୁ ବାଧ୍ୟ କରିବୁନି: ହୋଲ୍ଡର

ଲଣ୍ଡନ,୧୯।୫(ପି.ଟି.): କୋଭିଡ-୧୯ ମହମାରୀର ଆତଙ୍କ ସାରା ବିଶ୍ୱରେ ଜାରି ରହିଥିବା ବେଳେ ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ଦଳ ଏକ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପାଇଁ…

6 years ago

କୋଭିଡ-୧୯: ତଳସ୍ତରର ଖେଳାଳିଙ୍କୁ ସାହାଯ୍ୟ କରିବାକୁ ଆଇଟିଏଫ୍‌ର ଯୋଜନା

ମୁମ୍ବାଇ, ୧୯।୫(ପି.ଟି.): କୋଭିଡ-୧୯ ଲକ୍‌ଡାଉନ କାରଣରୁ ପ୍ରଭାବିତ ହୋଇଥିବା ତଳସ୍ତରର ପେସାଦାର ଖେଳାଳିଙ୍କୁ ସାହାଯ୍ୟ ଓ ସମର୍ଥନ କରିବାକୁ ଅନ୍ତର୍ଜାତୀୟ ଟେନିସ ଫେଡେରେଶନ (ଆଇଟିଏଫ୍‌) ଅଣ୍ଟା ଭିଡିଛି।…

6 years ago

ପଏଣ୍ଟ ଭିତ୍ତିରେ ସେଲ୍‌ଟିକ୍‌ ଚାମ୍ପିୟନ

ଲଣ୍ଡନ, ୧୯ା୫ (ଏଏଫ୍‌ପି)-ସେଲଟିକ୍‌ କ୍ରମାଗତ ୯ମ ଥର ପାଇଁ ସ୍କଟିଶ ପ୍ରିମିୟରଶିପ୍‌ ଟାଇଟଲ ହାସଲ କରିଛି। ଏଥିସହିତ ଲଗାତର ଚାମ୍ପିୟନ ହେବାରେ ଟିମ୍‌ ରେକର୍ଡ ସମକକ୍ଷ ହୋଇଛି।…

6 years ago

ବଲ୍‌କୁ ପାଲିସ୍‌ କରିବାରେ ଲାଳ ବ୍ୟବହାର ମନା

ନୂଆଦିଲ୍ଲୀ, ୧୯ା୫- ବଲ୍‌କୁ ପାଲିସ୍‌ କରିବା ଲାଗି ପାଟିରୁ ନିର୍ଗତ ଲାଳର ବ୍ୟବହାର ଉପରେ କଟକଣା ଲାଗୁ ହେବ। ଅନିଲ କୁମ୍ବଲେଙ୍କ ନେତୃତ୍ୱାଧୀନ ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ…

6 years ago

ଷ୍ଟାଡିୟମ ନିର୍ମାଣକୁ ଜୟବର୍ଦ୍ଧନେଙ୍କ ନାପସନ୍ଦ

କଲମ୍ବୋ, ୧୯ା୫ (ପି.ଟି.)-ଶ୍ରୀଲଙ୍କା ସରକାର ହୋମାଗାମାଠାରେ ଦେଶର ସର୍ବବୃହତ୍‌ କ୍ରିକେଟ ଷ୍ଟାଡିୟମ ନିର୍ମାଣ ଯୋଜନା ଚଳାଇଛନ୍ତି। ପୂର୍ବତନ ଅଧିନାୟକ ମାହେଲା ଜୟବର୍ଦ୍ଧନେ କିନ୍ତୁ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।…

6 years ago

ଆଥଲେଟ୍‌ଙ୍କ ଟ୍ରେନିଂ ପାଇଁ କଳିଙ୍ଗ ଷ୍ଟାଡିୟମ ଖୋଲିବ

ଭୁବନେଶ୍ୱର, ୧୯।୫(କ୍ରୀଡ଼ା ପ୍ରତିନିଧି)- କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ୍‌ ଅନୁସାରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମକୁ ଆଥଲେଟ୍‌ଙ୍କ ଟ୍ରେନିଂ ପାଇଁ ଉନ୍ମୁକ୍ତ ରଖା ଯିବାକୁ ନିଷ୍ପତ୍ତି ହୋଇଛି। ରାଜ୍ୟ…

6 years ago

ଅନ୍‌ଲାଇନ୍‌ ଚେସ: ନିିପୁନ ଚାମ୍ପିୟନ

ଭୁବନେଶ୍ୱର, ୧୯।୫(କ୍ରୀଡ଼ା ପ୍ରତିନିଧି)-ଏସ୍‌.ଆର୍‌. ଚେସ୍‌ ସେଣ୍ଟର ପକ୍ଷରୁ ତୃତୀୟ ଅନ୍‌ଲାଇନ୍‌ ଚେସ୍‌ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ୫ ରାଉଣ୍ଡ ବିଶିଷ୍ଟ ଏହି ପ୍ରତିଯୋଗିତାରେ ୪୬ ଖେଳାଳି ଭାଗ…

6 years ago