ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିବାହକୁ ୩ ବର୍ଷ ପୂରିଛି। ଏହି ଅବସରରେ ଉଭୟଙ୍କୁ ଚାରିଆଡ୍ୁ ଶୁଭେଚ୍ଛା ବାର୍ତ୍ତା…
ନୂଆଦିଲ୍ଲୀ,୧୧।୧୨: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ କ୍ରିକେଟର ଭଗବାନ ଆଖ୍ୟା ଦିଆଯାଇଛି। ସେ ଅନ୍ତର୍ଜାତୀୟ ମ୍ୟାଚ୍ରେ ୧୦୦ ଶତକ ଏବଂ ୩୪,୦୦୦ ଆନ୍ତର୍ଜାତୀୟ ରନ ସ୍କୋର କରିଛନ୍ତି। ତେବେ…
୨୦୦୪ରେ ବର୍ଡର ଗାଭାସ୍କର ଟ୍ରଫିର ଏକ ମ୍ୟାଚ୍ ସିଡନୀ କ୍ରିକେଟ ଗ୍ରାଉଣ୍ଡ(ଏସ୍ସିଜି)ରେ ଖେଳାଯାଇଥିଲା। ଏହି ନଟ୍ଆଉଟ୍ ମ୍ୟାଚ୍ରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୨୪୧ ରନ୍ କରି…
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଡିସେମ୍ବର ୧୧ରେ ତୃତୀୟ ବିବାହ ବାର୍ଷିକୀ ପାଳନ କରୁଛନ୍ତି। ଚଳିତ ବର୍ଷ ତାଙ୍କର ଏହି ବିବାହ ବାର୍ଷିକୀ ସବୁଠାରୁ…
ମେଲବୋର୍ନ, ୧୧ା୧୨ (ପି.ଟି.)-ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁଥିବା ଆଇକନିକ ବକ୍ସିଂ ଡେ’ ଟେଷ୍ଟକୁ ଷ୍ଟାଡିୟମରେ ଦୈନିକ ୩୦,୦୦୦ ଦର୍ଶକ ଉପଭୋଗ କରିପାରିବେ। କୋଭିଡ୍ ଯୋଗୁ ଭିକ୍ଟୋରିଆ…
ଓ୍ବେଲିଂଟନ, ୧୧ା୧୨ (ଏପି)- ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଖେଳିବେ ନାହିଁ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ଓ୍ବିଲିୟମସନ। ତାଙ୍କ ସ୍ତ୍ରୀ ପ୍ରଥମ ସନ୍ତାନ ଜନ୍ମ ଦେବାକୁ…
ଚେନ୍ନାଇ, ୧୧ା୧୨ (ପି.ଟି.)-ଆଗାମୀ ଆଇ-ଲିଗ୍ ସିଜନ ପାଇଁ ପୂର୍ବତନ ଚାମ୍ପିୟନ ଚେନ୍ନାଇ ସିଟି ଏଫ୍ସି ଗୁରୁବାର ସତ୍ୟସାଗରଙ୍କୁ ଏହାର ମୁଖ୍ୟ କୋଚ ୍ ଭାବେ ନିଯୁକ୍ତି ଦେଇଛି।…
ମୁମ୍ବାଇ, ୧୧ା୧୨ (ପି.ଟି.)-ଭାରତ ଓ ଗୁଜରାଟର ପୂର୍ବତନ ଉଇକେଟକିପର ବ୍ୟାଟ୍ସମ୍ୟାନ ପାର୍ଥିବ ପଟେଲ ଗୁରୁବାର ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସରେ ଜଣେ ଟ୍ୟାଲେଣ୍ଟ…
ଚେନ୍ନାଇ, ୧୧ା୧୨ (ପି.ଟି.)- ଭାରତର କିମ୍ବଦନ୍ତୀ ଚେସ୍ ଖେଳାଳି ବିଶ୍ୱନାଥନ ଆନନ୍ଦ ଏକ ଏକାଡେମୀ ପ୍ରତିଷ୍ଠା କରିବେ। ଏଥିଲାଗି ସେ ଓ୍ବେଷ୍ଟବ୍ରିଜ୍ କ୍ୟାପିଟାଲ୍ସ ସହ ହାତ ମିଳାଇଛନ୍ତି।…
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କର ଆଜି ଅର୍ଥାତ୍ ଡିସେମ୍ବର ୧୧ ହେଉଛି ୩ୟ ବିବାହ ବାର୍ଷିକୀ। ଚଳିତ ବର୍ଷ ତାଙ୍କର ବିବାହ ବାର୍ଷିକୀ ସବୁଠାରୁ…